ଆସନ୍ତା ସାଧାରଣତନ୍ତ୍ର ଦିବସରେ ଆମିଷ ବିକ୍ରି ବନ୍ଦ
କୋରାପୁଟ,୨୩।୧(ଅମିତାଭ ବେହେରା ): ଜାନୁଆରୀ ୨୬ରେ ଅନୁଷ୍ଠିତ ହେବାକୁ ଥିବା ୭୭ ତମ ଗଣତନ୍ତ୍ର ଦିବସରେ କୋରାପୁଟ ଜିଲାରେ ଆମିଷ ବିକ୍ରି ଉପରେ ଜିଲାପ୍ରଶାସନ ପକ୍ଷରୁ କଟକଣା ଜାରି କରାଯାଇଛି। କୋରାପୁଟ ଜିଲାପାଳ ମନୋଜ ସତ୍ୟବାନ ମହାଜନ ଶୁକ୍ରବାର ଏ ସମ୍ପର୍କରେ…
ସ୍କୁଲ ବାରଣ୍ଡାରେ ଛାତ୍ରୀଙ୍କୁ ଅସଦାଚରଣ କରି ବନ୍ଧାହେଲେ ଶିକ୍ଷକ
ପାଇକମାଳ,୨୩।୧(ବଡ ଶତପଥୀ): ବରଗଡ ଜିଲା ପାଇକମାଳରେ ଆଉ ଏକ ଲଜ୍ଜା ଜନକ ଘଟଣା ଘଟିଛି। ଜନୈକ ପିଇଟି ଶିକ୍ଷକ ଜଣେ ନାବାଳିକାଙ୍କୁ ସ୍କୁଲ ବାରଣ୍ଡାରେ ଅସଦାଚରଣ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ବୁଧବାର ଅପରାହ୍ନରେ ଏହି ଘଟଣା ଘଟିଥିବା…
ଫୋନ୍ରେ ଲଗାଯାଏ ସୁନା-ରୂପା, ଜାଣନ୍ତୁ କେଉଁ ପାର୍ଟରେ ଥାଏ…
କେବଳ ଫିଚର ଏବଂ ସଫ୍ଟୱେର୍ ହିଁ ଏକ ଫୋନକୁ “ସ୍ମାର୍ଟ” କରିଥାଏ, ବରଂ ଧାତୁଗୁଡ଼ିକ ଏହାକୁ ପତଳା, ଦୃଢ଼ ଏବଂ ହାଲୁକା ରଖିବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ। ଆପଣ କ’ଣ ଜାଣନ୍ତି ଯେ ସ୍ମାର୍ଟଫୋନରେ କେଉଁ ଧାତୁ ବ୍ୟବହାର…
ମା’ ବରାଳଦେବୀ ମନ୍ଦିର ଉନ୍ନତି କରଣ ବାଟବଣା : ବର୍ଷବର୍ଷ ଧରି ସରୁନି କାମ
ଖଜୁରିପଡ଼ା,୨୩ା୧(ବିଦୁର ବେହେରା): ଅଧିଷ୍ଠାତ୍ରୀ ଦେବୀ ମା’ ବରାଳ ଦେବୀ କାହିଁ କେଉଁ ଅନାଦି କାଳରୁ କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍ ଅନ୍ତର୍ଗତ ବଲସକୁମ୍ପାଠାରେ ପୂଜା ପାଇ ଆସୁଛନ୍ତି। ଜିଲା ତଥା ଜିଲା ବାହାରୁ ଅନେକ ଭକ୍ତ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ପାଇଁ…
କ୍ରିକେଟ୍ ପଡ଼ିଆରେ ବଡ଼ ଅଘଟଣ: ଖେଳାଳିଙ୍କ ବେକରେ ବାଜିଲା ବଲ୍, ଯନ୍ତ୍ରଣାରେ ଛଟପଟ ପରେ…ଦେଖନ୍ତୁ Video
ନୂଆଦିଲ୍ଲୀ,୨୩।୧: କ୍ରିକେଟ ପଡ଼ିଆରେ ପ୍ରାୟତଃ ଦୁର୍ଘଟଣା ଘଟେ। ଆଫଗାନିସ୍ତାନ ଓପନର ରହମାନୁଲ୍ଲାହ ଗୁରବାଜ ଏପରି ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲେ। ୱେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ଟି-୨୦ ସମୟରେ ଗୁରବାଜ ଆହତ ହୋଇଥିଲେ। ୧୫ତମ ଓଭରରେ ବଲ ଗୁରବାଜଙ୍କ ବେକରେ ବାଜିଥିଲା।…
ରାଣୀଙ୍କୁ ନେଇ ଏମିତି କହିଦେଲେ ଅନୁଷ୍କା ଶର୍ମା
ବଲିଉଡର ଅଭିନେତ୍ରୀ ରାଣୀ ମୁଖାର୍ଜୀ ତାଙ୍କ ଆଗାମୀ ଫିଲ୍ମ ‘ମର୍ଦାନୀ-୩’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଟ୍ରେଲରଟି ନିକଟରେ ମୁକ୍ତିଲାଭ କରିଛି। ଏହାକୁ ଦର୍ଶକ ପସନ୍ଦ କରିଛନ୍ତି। କେବଳ ପ୍ରଶଂସକ ନୁହେଁ, ସେଲିବ୍ରିଟିମାନେ ରାଣୀଙ୍କୁ ବାଃ ବାଃ କହିଛନ୍ତି। ମର୍ଦାନୀ ୩ ରାଣୀ…
ବିଜେଡିକୁ ବାହୁଡ଼ିବେ ଅରବିନ୍ଦ!
ଭୁବନେଶ୍ୱର,୨୩।୧: ବିଜେଡିକୁ ଭାରି ପଡ଼ିଲାକି ଅରବିନ୍ଦ ସମର୍ଥକଙ୍କ ମେଳି। ପୁନର୍ବିଚାର କରାଯିବ କହିଲେ ସମର୍ଥକ। ଶଙ୍ଖଭବନରେ ବରିଷ୍ଠ ନେତାଙ୍କୁ ଭେଟିବା ପରେ ଅରବିନ୍ଦଙ୍କ ସମର୍ଥକ ପ୍ରତିକ୍ରିୟା ରଖିଛନ୍ତି। ସେମାନେ କହିଛନ୍ତି, ପ୍ରତାପ ଜେନା, ଦେବୀପ୍ରସାଦ ମିଶ୍ର ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ପୁନର୍ବିଚାର…
କେଉଁ ରାଜ୍ୟ ସରକାର ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ କରନ୍ତି ଅଧିକ ଟଙ୍କା? ଲିଷ୍ଟରେ ଓଡ଼ିଶାର ସ୍ଥାନ…
ନୂଆଦିଲ୍ଲୀ,୨୩।୧: ଜାନୁଆରୀ 2026 ରୁ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରି ପଞ୍ଜାବ ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଭଗବନ୍ତ ସିଂହ ମାନ କହିଛନ୍ତି ଯେ ଏହି ଯୋଜନା ଅଧୀନରେ, ରାଜ୍ୟର ପ୍ରତ୍ୟେକ ପରିବାର ବାର୍ଷିକ…
ଫେବୃଆରୀ ୧ରେ ହିଁ କାହିଁକି ଆସେ ବଜେଟ୍? ଜାଣନ୍ତୁ ତାରିଖ ପଛର ରହସ୍ୟ
ନୂଆଦିଲ୍ଲୀ,୨୩।୧: ଜାତୀୟ ବଜେଟ ପାଇଁ ପ୍ରସ୍ତୁତି ଏବେ ଶେଷ ପର୍ଯ୍ୟାୟରେ। ଅର୍ଥ ମନ୍ତ୍ରଣାଳୟ ପୂର୍ଣ୍ଣାଙ୍ଗ ପର୍ଯ୍ୟାୟରେ ପହଞ୍ଚିଛି, ଏବଂ ସବୁବେଳେ ପରି, ଏହି ବର୍ଷ ମଧ୍ୟ ଦେଶର ବର୍ଷସାରାର ହିସାବ ଫେବୃଆରୀ 1 ତାରିଖରେ ସଂସଦରେ ଉପସ୍ଥାପିତ ହେବ। କିନ୍ତୁ ଆପଣ…
IPL ୨୦୨୬ପୂର୍ବରୁ CSKକୁ ବଡ଼ ଝଟକା! ୧୪.୨୦ କୋଟି ଟଙ୍କାରେ କିଣାଯାଇଥିବା ଖେଳାଳି…
ନୂଆଦିଲ୍ଲୀ,୨୩।୧: ଆଇପିଏଲ ନିଲାମ ପରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ବହୁତ ସନ୍ତୁଳିତ ଦେଖାଯାଇଥିଲା। ଫ୍ରାଞ୍ଚାଇଜ ଷ୍ଟାର ଖେଳାଳି ରବିନ୍ଦ୍ର ଜାଡେଜାଙ୍କୁ ରାଜସ୍ଥାନ ରୟାଲ୍ସକୁ ବିକ୍ରୟ କରିଥିଲା। ପରବର୍ତ୍ତୀ ସମୟରେ ସେମାନେ ନିଲାମରେ ଯୁବ ଉତ୍ତର ପ୍ରଦେଶ ସ୍ପିନ ଅଲରାଉଣ୍ଡର ପ୍ରଶାନ୍ତ…
UPI ଏବଂ BHIMରେ କ’ଣ ତଫାତ ,ଟ୍ରାନ୍ଜାକ୍ସନ ଲିମିଟ୍ କେତେ? ଜାଣନ୍ତୁ ସବିଶେଷ…
ନୂଆଦିଲ୍ଲୀ,୨୩।୧: ଆଜିର ଡିଜିଟାଲ୍ ଯୁଗରେ ଭାରତରେ ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ସ୍ମାର୍ଟଫୋନ୍ ମାଧ୍ୟମରେ UPI ଦ୍ୱାରା ଅନଲାଇନ୍ ପେମେଣ୍ଟ୍ କରୁଛନ୍ତି। କିନ୍ତୁ ଅନେକେ UPI ଏବଂ BHIM ମଧ୍ୟରେ ପାର୍ଥକ୍ୟ ବୁଝି ପାରୁନାହାନ୍ତି। ଯଦି ଆପଣଙ୍କର ମଧ୍ୟ ଏହି ଦୁଇଟି ମଧ୍ୟରେ…
ପାଟକୁରାରୁ ମାଡିଆସିଲେ ଅରବିନ୍ଦଙ୍କ ଶହ ଶହ ସମର୍ଥକ: ବଢ଼ିଲା ନବୀନ ନିବାସ ସୁରକ୍ଷା
ଭୁବନେଶ୍ୱର,୨୩।୧: ନବୀନ ନିବାସ ଚାରିପଟେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଅରବିନ୍ଦଙ୍କ ସମର୍ଥକ ପାଟକୁରାରୁ ଆସୁଥିବା ସୂଚନା ପରେ ସୁରକ୍ଷା ବଢ଼ିଛି। ଅନ୍ୟପଟେ, ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକଙ୍କ ମେଳି ଦେଖିବାକୁ ମିଳିଛି। ବିରାଟ ପଟୁଆରରେ ପାଟକୁରାରୁ ଆସିଛନ୍ତି ଅରବିନ୍ଦଙ୍କ ଶହ…
Archives


