Home Left

କେରଳ ସିପିଏମ୍‌ ସମ୍ପାଦକ ଭାବେ ଏମ୍‌.ଭି. ଗୋବିନ୍ଦନ୍‌ ନିଯୁକ୍ତ

ଥିରୁଭାନନ୍ଥପୁରମ,୨୯।୮: ଅବକାରୀ ମନ୍ତ୍ରୀ ଏମ୍‌.ଭି. ଗୋବିନ୍ଦନ ସିପିଏମ୍‌ର କେରଳ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତ ହୋଇଛନ୍ତି। ସ୍ବାସ୍ଥ୍ୟଗତ କାରଣରୁ କୋଡିୟେରି ବାଲକ୍ରିଷ୍ଣନ ସମ୍ପାଦକ ପଦରୁ ଓହରିିବା ପରେ ଗୋବିନ୍ଦନଙ୍କୁ ଏହି ପଦବୀରେ ନିଯୁକ୍ତି ଦେବା ଲାଗି ନିଷ୍ପତ୍ତି ନିଆଯାଇଥିଲା। ସିପିଏମ୍‌ ସେକ୍ରେଟେରିଏଟ୍‌…

ସୁବର୍ଣ୍ଣରେଖା ବନ୍ୟା ପରେ ଖସୁଛି ଅତଡ଼ା

ଜଳେଶ୍ୱର, ୨୯ା୮(ଡି.ଏନ.ଏ.): ସୁବର୍ଣ୍ଣରେଖା ବନ୍ୟା ପରେ ବିଭିନ୍ନ ସ୍ଥାନରେ ନଦୀକୂଳରେ ଅତଡା ଖସିବାରେ ଲାଗିଛି। ଫଳରେ ତଟକୂଳବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଆଗାମୀ ଦିନରେ ଏସବୁର ସ୍ଥାୟୀ ପ୍ରତିକାର ନ କଲେ ପରିସ୍ଥିତି ଅଧିକ ଜଟିଳ ହେବାର ଆଶଙ୍କା ରହିଛି। ଓଡିଶା…

ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ

କେନ୍ଦୁଝର,୨୯।୮: କେନ୍ଦୁଝର ପୁରୁଣା ସହର ସିଦ୍ଧସାଧନର ପୀଠ ସିଦ୍ଧମଠରେ ଥିବା ସିଦ୍ଧ ଜଗନ୍ନାଥ ମନ୍ଦିର ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ମନ୍ଦିର କାନ୍ଥରେ ଅନାବନା ଗଛ ଉଠି ଏହାର ସୌନ୍ଦର୍ଯ୍ୟ ନଷ୍ଟ କରୁଥିଲେ ମଧ୍ୟ ସଫେଇ ପ୍ରତି ଧ୍ୟାନ ଦିଆଯାଉନାହିଁ।…

ନମ୍ବର ପ୍ଲେଟ ଖୋଲି ମୋରମ ଚୋରାଚାଲାଣ

ଜଳେଶ୍ୱର, ୨୯ା୮(ଡି.ଏନ.ଏ.): ଜଳେଶ୍ୱର ବ୍ଲକ ରାଇବଣିଆର ବିଭିନ୍ନ ଜଙ୍ଗଲ ଅଞ୍ଚଳରୁ ପଶ୍ଚିମବଙ୍ଗକୁ ବ୍ୟାପକ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ମୋରମ ଖନନ ଓ ପରିବହନ ପାଇଁ କେତେକ ସରକାରୀ କଟକଣା ଥିଲାବେଳେ କେତେକ ର଼୍ୟାକେଟ ଖୁଲମଖୁଲା ଚାଲାଣ କରୁଥିବା କେତେକ…

‘ଘର ଲୋକ ହିଁ ଘର ଛାଡିବାକୁ କଲେ ବାଧ୍ୟ’

ନୂଆଦିଲ୍ଲୀ,୨୯।୮: କଂଗ୍ରେସ ଛାଡିବା ପରେ ପ୍ରଥମଥର ଗୁଲାମ ନବୀ ଆଜାଦ ଗଣମାଧ୍ୟମ ଜରିଆରେ ଦଳ ଉପରେ ବର୍ଷିଛନ୍ତି। କିଏ ନିଜେ ପରିବାର ଛାଡିବାକୁ ଚାହେଁ। ମୋତେ କଂଗ୍ରେସ ଲୋକ ହିଁ ଦଳ ଛାଡିବାକୁ ବାଧ୍ୟ କରିଥିଲେ। ଯେତେବେଳେ ପରିବାର ଲୋକଙ୍କୁ ଲାଗେ…

କାଚ ଗୁଲିରେ ଗଣେଶ

ବାରିପଦା ଅଫିସ,୨୯ା୮: ବାରିପଦା ସହରର ତୁଳସୀଚଉରାର ଫ୍ରେଣ୍ଡସ ୟୁନିଅନ କ୍ଲବଠାରେ ପୂଜା ପାଇବେ ୧୩ ଫୁଟ ଉଚ୍ଚର ଗଜାନନ। ୫୫ହଜାର କାଚ ଗୁଲିିରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଛି। କ୍ଲବର ସଦସ୍ୟମାନେ ଚଳିତ ବର୍ଷ ଧୂମଧାମରେ ପୂଜା ପାଳନ କରିବା ପାଇଁ…

ଗୁଳି କରି ଲୁଟିନେଲେ ୬ ଲକ୍ଷ ଟଙ୍କା

ଅନୁଗୋଳ ଅଫିସ,୨୯ା୮: ଅନୁଗୋଳ ଥାନା ଅଞ୍ଚଳର କୁରୁଡୁଲୁ ନିକଟରେ ଥିବା ଆଶ ପଣ୍ଡ୍‌ ତଳେ ଗୁଳିକାଣ୍ଡ ହୋଇଛି। ସୋମବାର ଦୁଇଜଣଙ୍କୁ ପ୍ରଥମେ ଭୁଜାଲିରେ ଆକ୍ରମଣ କରିବା ପରେ ଗୁଳିକରି ୬ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି । ଏହି ଆକ୍ରମଣର…

ଡିଭାଇଡରରେ ପିଟି ହେଲା କାର୍‌: ଜଣେ ମୃତ, ୫ ଆହତ

ଗଞ୍ଜାମ,୨୯ା୮(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ଛକ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି କାର୍‌ ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଦେବରାଜ (୩୨)ବର୍ଷ।…

ଭାଜପା ଏଏପି ବିଧାୟକଙ୍କୁ କିଣିବାରେ ଫେଲ୍‌ ମାରିଛି: କେଜ୍‌ରିଓ୍ବାଲ୍‌

ନୂଆଦିଲ୍ଲୀ,୨୯।୮: ଦିଲ୍ଲୀର ଆମ ଆଦମୀ ପାର୍ଟି ସରକାର ସୋମବାର ବିଧାନସଭାରେ ବିଶ୍ୱାସ ପ୍ରସ୍ତାବ ଆଗତ କରିଛନ୍ତି। ବିଧାନସଭାରେ ଏହି ପ୍ରସ୍ତାବ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଆଜି ଆମେ…

କୁଟାକାଠି ଯୋଗାଡ କରି ଏମିତି ବସା ନିର୍ମାଣ କଲା ପକ୍ଷୀ: ଭିଡିଓ ଦେଖି ହେବେ ଆଶ୍ଚର୍ଯ୍ୟ

ପଶୁ ଏବଂ ପକ୍ଷୀମାନଙ୍କୁ ଏକ ସୁରକ୍ଷିତ ବସା ତିଆରି କରିବାକୁ ବହୁ ସଂଘର୍ଷ କରିବାକୁ ପଡେ। ପକ୍ଷୀମାନେ ସେମାନଙ୍କର ଅଣ୍ଡା ଏବଂ ଶିଶୁମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଅନେକ ପ୍ରକାରର ବସା ନିର୍ମାଣ କରୁଥିବା ଦେଖାଯାଏ, ଯାହାଫଳରେ ସେମାନେ ନିଜକୁ ଏବଂ…

ଗାଁରେ ପହଞ୍ଚିଲା ମହିଳା ଏସ୍‌ଆଇଙ୍କ ମୃତଦେହ: ବିଭିନ୍ନ ଦାବିରେ ରାସ୍ତାରୋକୋ କଲେ ଗ୍ରାମବାସୀ

ନିରାକାରପୁର,୨୯ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନାର ମହିଳା ଏସ୍‌ଆଇ ସ୍ବାଗତିକା ବେହେରା ଶନିବାର ସକାଳେ ଆତ୍ମହତ୍ୟା କରିଥିଲେ। ତେବେ ସୋମବାର ତାଙ୍କ ମୃତଦେହ ନିଜ ଗ୍ରାମ ଖୋର୍ଦ୍ଧା ଜିଲା ନିରାକାରପୁରରେ ପହଞ୍ଚିବା ପରେ ସ୍ଥାନୀୟ କଲେଜ ଛକଠାରେ ମୃତଦେହ ରଖି ରାସ୍ତାରୋକୋ…

୨ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଗୁଆହାଟୀ,୨୯।୮: ଆସାମର ବାରପେଟା ଜିଲାରୁ ସୋମବାର ୨ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଗିରଫ ୨ ବ୍ୟକ୍ତି ହେଲେ ଆକବର ଅଲି ଏବଂ ଅବୁଲ କଲାମ ଆଜାଦ। ଉଭୟ ସନ୍ଦିଗ୍ଧ ବ୍ୟକ୍ତିଙ୍କ ଅଲ କାଏଦା ଭାରତୀୟ ଉପମହାଦେଶ (ଏଆଇକ୍ୟୁଏସ୍‌) ଏବଂ ଅନସରୁଲ୍ଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri