ଟ୍ରକ୍ ଧକ୍କାରେ ପୂର୍ବତନ ବିଧାୟକ ଗୁରୁତର
କୋରାପୁଟ,୨୭ା୮(ସ୍ବ.ପ୍ର.): ମାଲକାନଗିରିର ପୂର୍ବତନ ବିଧାୟକ ନିମାଇଁ ସରକାର ଶନିବାର କୋରାପୁଟ ସହରରେ ଏକ ଟ୍ରକ୍ ଧକ୍କାରେ ଗୁରୁତର ହୋଇଥିବା ଜଣାପଡ଼ିଛି। ଆଜି ପୂର୍ବତନ ବିଧାୟକ ଓ ତାଙ୍କ ସାଙ୍ଗ ହେମା ରାଓ ମୋଟରସାଇକେଲ ଯୋଗେ ଓଏମ୍ପି ଯାଉଥିବାବେଳେ କୋରାପୁଟ ମ୍ୟୁନିସିପାଲିଟି କାର୍ଯ୍ୟାଳୟ…
ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୨୮୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୭ା୮(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୨୮୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୩,୧୫,୭୨୪ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
୧୦ ବର୍ଷରେ ପ୍ରଥମ ଥର ଏମିତି ହୋଇଛି, ମାସେ ଯାଏ ମୁଁ ବ୍ୟାଟ୍ ଛୁଇଁନି: କୋହଲି
ଦୁବାଇ,୨୭।୮: ଭାରତୀୟ ଟିମ୍ର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘଦିନରୁ ଖରାପ ଫର୍ମ ଦେଇ ଗତି କରୁଛନ୍ତି। ଏଥିଲାଗି ତାଙ୍କୁ ସମାଲୋଚନାର ଶିକାର ହେବାକୁ ମଧ୍ୟ ପଡ଼ୁଛି। ଦେଢ଼ ବର୍ଷ ଧରି ବ୍ୟାଟ୍ରୁ ଆଖି ଦୃଶିଆ ରନ୍ ନ ବାହାରିବା ଯୋଗୁ…
କୌଣସି ବି ପରିସ୍ଥିତିରେ ମୁଁ ଦଳକୁ ଜିତାଇବାକୁ ଚାହେଁ: କୋହଲି
ଦୁବାଇ,୨୭।୮: ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ବହୁ ପ୍ରତିକ୍ଷୀତ ଏସିଆ କପ୍ ମୁକାବିଲା। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍ ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ମଧ୍ୟରେ ଖେଳାଯିବ। ହେଲେ ବିଶ୍ୱର କ୍ରିକେଟ ପ୍ରେମୀଙ୍କ ନଜର ଭାରତ-ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ମୁକାବିଲା ଉପରେ ରହିଛି।…
୩୦ ହଜାର ଫୁଟ ଉଚ୍ଚରେ ବେହୋସ ହେଲେ ପାଇଲଟ୍, ଯାତ୍ରୀଙ୍କ ମଧ୍ୟରେ ଖେଳିଗଲା ଆତଙ୍କ
ଆଙ୍କରା,୨୭ା୮: ବିମାନ ଯାତ୍ରା ସବୁଠାରୁ ବିପଜ୍ଜନକ ଅଟେ। ସାମାନ୍ୟ ଭୁଲ୍ ମଧ୍ୟ ଏକ ବଡ଼ ଦୁର୍ଘଟଣାକୁ ନିମନ୍ତ୍ରଣ କରିଥାଏ। ଗାଡ଼ିମୋଟର, ଦୁର୍ଘଟଣା କିମ୍ବା ରେଳ ଦୁର୍ଘଟଣା ଘଟିଥିଲେ ବଞ୍ଚିବାର ସମ୍ଭାବନା ରହିଥାଏ। କିନ୍ତୁ ବିମାନ ଦୁର୍ଘଟଣାରେ ବଞ୍ଚିବା କଷ୍ଟକର। ୩ ଦିନ…
ମହିଳାଙ୍କ ଭିତରେ ଏହି ୪ ଦୁର୍ଗୁଣ ଥିଲେ ପରିବାର ହୁଏ ଛାରଖାର
ଆଚାର୍ଯ୍ୟ ଚାଣକ୍ୟଙ୍କ ଦ୍ୱାରା ଲିଖିତ ‘ନୀତି ଶାସ୍ତ୍ର’ର ଆଜିବି ଆଦର କରାଯାଏ। ମନୁଷ୍ୟ ଜୀବନରେ ତାଙ୍କ ବର୍ଣ୍ଣିତ ନୀତିର ଗୁରୁତ୍ୱ ଅଧିକ ରହିଛି। ଯଦି କେହି ବ୍ୟକ୍ତି ଚାଣକ୍ୟଙ୍କ ପରାମର୍ଶ ମୁତାବକ ଜୀବନରେ କାର୍ଯ୍ୟ କରନ୍ତି ତେବେ ସେ ବହୁତ ଉପରକୁ…
କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀଙ୍କ ଆକ୍ରମଣ ଅଭିଯୋଗ: ଉଭୟପକ୍ଷରୁ ମାମଲା
ଆନନ୍ଦପୁର,୨୭ା୮(ସ୍ବ.ପ୍ର.): ବିଦ୍ୟାଳୟ ଭଳି ଏକ ପବିତ୍ର ସ୍ଥାନରେ ରଣକ୍ଷେତ୍ର ଭଳି ପରିସ୍ଥିତି ସୃଷ୍ଟି ହେବା ଚର୍ଚ୍ଚାର ପରିସରକୁ ଆସିଛି। କନିଷ୍ଠ ଶିକ୍ଷୟିତ୍ରୀଙ୍କୁ ପ୍ରଧାନଶିକ୍ଷୟିତ୍ରୀ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। କନିଷ୍ଠ ଶିକ୍ଷୟିତ୍ରୀ ଆହତ ହୋଇଥିବା ଘଟଣା ଏବେ ଘସିପୁରା ଥାନାରେ ପହଞ୍ଚିଛି।…
ପ୍ରେମିକଙ୍କ ସହ ମଲାଇକାଙ୍କ ରୋମାଣ୍ଟିକ ଡ୍ୟାନ୍ସ
ବମ୍ବେ: ଅଗଷ୍ଟ ୨୮ରେ ହାତକୁ ଦୁଇ ହାତ ହେବେ ଫ୍ୟାଶନ ଡିଜାଇନର କୃଣାଳ ରାଓ୍ବଲ ଏବଂ ଅର୍ପିତା ମେହେଟ୍ଟା। ପାରିବାରିକ ସମାରୋହରେ ଏହି ବିବାହ ଅନୁଷ୍ଠିତ ହେବ। ହେଲେ ଏହା ପୂର୍ବରୁ ଉଭୟଙ୍କ ପ୍ରି-ଓ୍ବେଡିଂ ପାର୍ଟି ଚର୍ଚ୍ଚାରେ। ବି-ଟାଉନରେ ଅନେକ ସେଲିବ୍ରିଟି…
ଅନୁପମା ଛାଡ଼ିବେ ଆଉ ଜଣେ କଳାକାର
ବମ୍ବେ: ଦିନକୁ ଦିନ ଷ୍ଟାର ପ୍ଲସ୍ର ଲୋକପ୍ରିୟ ଧାରାବାହିକ ‘ଅନୁପମା’ରେ ନୂଆ ମୋଡ ଦେଖିବାକୁ ମିଳୁଛି। ଏଥିସହ କିଛି ଷ୍ଟାର ଶୋ’ ଛାଡ଼ୁଛନ୍ତି। ନିକଟରେ ପାରସ କଲନାବତଙ୍କ ପରେ ଏବେ ଆଉ ଜଣେ କଳାକାରଙ୍କ ଟ୍ରାକ୍ ଶେଷ ହେଉଛି। ସେ ହେଲେ…
ପ୍ରେମିକାଙ୍କୁ ରକ୍ତରେ ସିନ୍ଦୂର ପିନ୍ଧାଇଲେ ପ୍ରେମିକ, ପରିବାର ଲୋକେ ଜାଣିବା ପରେ…
ପାଟନା,୨୭ା୮: ବିହାରର ମୁଙ୍ଗେର ଜିଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ହାବେଳି ଖଡ଼ଗପୁରରସ୍ଥିତ ହ୍ରଦ ପରିଦର୍ଶନ କରିବାକୁ ଆସିଥିବା ପ୍ରେମୀଯୁଗଳଙ୍କୁ ଜବରଦସ୍ତ ବିବାହ କରାଯାଇଛି। ସେଠାରେ ଉପସ୍ଥିତ ଥିବା ଲୋକମାନେ ପ୍ରଥମେ ଯୁବକଙ୍କର ଆଙ୍ଗୁଠି କାଟି ଯୁବତୀଙ୍କ ମଥାରେ ସିନ୍ଦୂର…
ପ୍ରଧାନଶିକ୍ଷକଙ୍କ ଖଲାସ ଦାବିରେ ଛାତ୍ରୀଛାତ୍ରମାନଙ୍କ ଏନ୍ଏଚ୍ ଅବରୋଧ
କୁଆଁରମୁଣ୍ଡା,୨୭।୮(ଡି.ଏନ୍.ଏ.): ସଞ୍ଜୟ ସାର ନିର୍ଦ୍ଧୋଷ। ତାଙ୍କୁ ଭିଜିଲାନ୍ସ ଜାଲରେ ଫସାଇ ଦିଆଯାଇଛି। ତେଣୁ ତାଙ୍କୁ ତୁରନ୍ତ ଛାଡ଼ିଦେବାକୁ ଦାବି କରି ଶନିବାର ଅପରାହ୍ନରେ କୁମଝରିଆ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ୧୪୩ ନମ୍ବର ଜାତୀୟ ରାଜପଥ (ଏନ୍ଏଚ୍) ଅବରୋଧ କରି…
ପୁଣି ଅନୁପ୍ରବେଶକାରୀଙ୍କୁ ଧରିଲେ ଯବାନ
ଜମ୍ମୁ-କଶ୍ମୀର,୨୭।୮: ଜମ୍ମୁ ଆର୍ନିଆ ସେକ୍ଟରସ୍ଥିତ ସୀମାନ୍ତ ଅଞ୍ଚଳରୁ ଶନିବାର ଜଣେ ଅନୁପ୍ରବେଶକାରୀଙ୍କୁ ବିଏସ୍ଏଫ୍ ଯବାନ ଧରିବାରେ ସଫଳ ହୋଇଛନ୍ତି। ଅନୁପ୍ରବେଶକାରୀ ଜଣକ ପାକିସ୍ତାନୀ ନାଗରିକ ବୋଲି ଜଣାପଡିଛି। ସପ୍ତାହକ ମଧ୍ୟରେ ଏହାକୁ ମିଶାଇ ତୃତୀୟ ଥର ପାଇଁ ଅନୁପ୍ରବେଶକାରୀ ଭାରତରେ ପଶିବାକୁ…
Archives


