ସୁରକ୍ଷାକର୍ମୀଙ୍କୁ ଆକ୍ରମଣ କରି ଲୁଟିବା ଘଟଣାରେ ଗିରଫ ହେଲେ ୨ ଅଭିଯୁକ୍ତ
ବଡ଼ବିଲ,୨୯।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅର୍ନ୍ତଗତ କାରାଖେଣ୍ଡରାସ୍ଥିତ ସ୍ପଞ୍ଜ ଆଇରନ ପ୍ଲାଣ୍ଟର ସୁରକ୍ଷାକର୍ମୀଙ୍କୁ ମରଣାନ୍ତକ ଆକ୍ରମଣ କରି ଦେଢ଼ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ସାମଗ୍ରୀ ଚୋରି ଅଭିଯୋଗରେ ପୋଲିସ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ…
ଜନ୍ ଆବ୍ରାହମଙ୍କ ସହ ଡେବ୍ୟୁ କରିବେ ଶେହନାଜ, ଦୀପାବଳିରେ ହେବ ରିଲିଜ୍!
ମୁମ୍ବାଇ: ଅଭିନେତ୍ରୀ ଶେହନାଜ ଗିଲ ଏବେ ବଲିଉଡ୍ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ପ୍ରଥମେ ତ ଶୁଣିବାକୁ ମିଳୁଥିଲା କି, ସେ ସଲମାନ ଖାନ୍ଙ୍କ ଅପକମିଙ୍ଗ୍ ଫିଲ୍ମ ‘ଭାଇଜାନ’ରେ ନଜର ଆସିବେ। ହେଲେ ବର୍ତ୍ତମାନ ଶେହନାଜ ତାଙ୍କର ଦ୍ୱିତୀୟ ବଲିଉଡ୍ ଫିଲ୍ମକୁ ନେଇ…
ଶୋଇଥିଲେ ମହିଳା, ଉପରେ ଚଢ଼ି ଫଣା ଟେକିଲା…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଟିଭିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଚୁମ୍ବନ ଦେଲେ ଆଫଗାନିସ୍ତାନ ପ୍ରଶଂସକ
ଦୁବାଇ,୨୯।୮: ଏସିଆ କପ୍ର ଏକ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ହାସଲ କରିଛି। ଏହି ବିଜୟର ହିରୋ ଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ସେ ପ୍ରଥମେ ୩ଟି ଉଇକେଟ୍ ନେବା ପରେ ୩୩ ରନ୍ର ଏକ ମ୍ୟାଚ୍ ବିଜୟୀ…
୧୩ ଭାରତୀୟ ବକ୍ସର ଇରାନରେ ନେବେ ପ୍ରଶିକ୍ଷଣ
ନୂଆଦିଲ୍ଲୀ,୨୯ା୮: ଏସିଆନ୍ ବକ୍ସିଂ ଚାମ୍ପିୟନଶିପ୍ ରୌପ୍ୟ ପଦକ ବିଜେତା ଦୀପକ କୁମାର ଭୋରିଆ(୫୧ କିଗ୍ରା) ଓ କବିନ୍ଦର ସିଂ ବିଷ୍ଟ(୫୭ କିଗ୍ରା)ଙ୍କ ନେତୃତ୍ୱରେ ଇରାନରେ ୧୩ ଜଣିଆ ଭାରତୀୟ ବକ୍ସିଂ ଦଳ ପ୍ରଶିକ୍ଷଣ ନେବ। ଭାରତ ୧୦ ଦିନିଆ ଅଭ୍ୟାସ ଶିବିର…
ଦିଲ୍ଲୀ ବିଧାନସଭାରେ ରାତି କାଟିବେ ଏଏପିର ସମସ୍ତ ବିଧାୟକ, ଉପରାଜ୍ୟପାଳଙ୍କୁ କରିବେ ବିରୋଧ
ନୂଆଦିଲ୍ଲୀ,୨୯ ।୮: ଦିଲ୍ଲୀର ଆମ ଆଦମୀ ସରକାର ସ୍ୱୀକାର କରିଛି ଯେ ତାଙ୍କ ଦଳର ସମସ୍ତ ବିଧାୟକ ସୋମବାର ରାତିରେ ବିଧାନସଭାରେ ରହିବେ ଓ ଉପରାଜ୍ୟପାଳଙ୍କ ବିରୋଧ କରିବେ । ଏଏପି ବିଧାୟକ ସୌରଭ ଭରଦ୍ୱାଜ କହିଛନ୍ତି, ସୋମବାର ରାତିରେ ସମସ୍ତ…
ନୂଆଖାଇରେ ବନ୍ଦ ରହିବ ବ୍ୟାଙ୍କ୍
ଭୁବନେଶ୍ୱର,୨୯।୮(ବ୍ୟୁରୋ): ପଶ୍ଚିମ ଓଡ଼ିଶାର ଗଣପର୍ବ ହେଉଛି ନୂଆଖାଇ। ଚଳିତ ବର୍ଷ ସେପ୍ଟେମ୍ବର ୧ରେ ନୂଆଖାଇ ପର୍ବ ପାଳନ ହେବ। ଏ ଅବସରରେ ସେପ୍ଟେମ୍ବର ୧ରେ ରାଜ୍ୟରେ ବ୍ୟାଙ୍କ୍ ଏବଂ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥା ବନ୍ଦ ରଖାଯିବାକୁ ସରକାର ସୋମବାର ଘୋଷଣା କରିଛନ୍ତି।…
ଭୂସ୍ଖଳନରେ ଗୋଟିଏ ପରିବାରର ଚାଲିଗଲା ୫ ଜୀବନ
ଥିରୁଭାନନ୍ତପୁରମ୍,୨୯।୮: କେରଳର ଥୋଡୁପୁଜାରେ ଏକ ଅଭାବନୀୟ ଘଟଣା ଘଟିଛି। ଭୂସ୍ଖଳନରେ ଗୋଟିଏ ପରିବାରର ୫ ଜଣଙ୍କର ମୃତ୍ୟୁ ହୋଇଛି। ଇଡୁକି ଜିଲାର ଥୋଡୁପୁଜା ନିକଟ କଞ୍ଜର ଗ୍ରାମରେ ଏହି ଘଟଣା ଘଟିଥିବା ପୋଲିସ କହିଛି। ପ୍ରବଳ ବର୍ଷା ଯୋଗୁ ଭୁସ୍ଖଳନ ହୋଇଥିବା…
ବିକୃତ ଗଣେଶ ମୂର୍ତ୍ତି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଲେ ହାଇକୋର୍ଟ
କଟକ ଅଫିସ,୨୯।୮: କଟକରେ ବିକୃତ ଗଣେଶ ମୂର୍ତ୍ତି ତିଆରି ସଂପର୍କିତ ମାମଲାରେ ହାଇକୋର୍ଟ ସୋମବାର ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି। ତେବେ ବିକୃତ ମୂର୍ତ୍ତି ନିର୍ମାଣ ପାଇଁ ସମସ୍ତ ନିଷ୍ପତ୍ତି ପୋଲିସ ଏବଂ ପ୍ରଶାସନ ଉପରେ ଛାଡ଼ିଦେଇଛନ୍ତି ହାଇକୋର୍ଟ। ସୂଚନାଯୋଗ୍ୟ, କଟକରେ…
କଂଗ୍ରେସ ଛାଡିଲେ ପୁଣି ୩ ନେତା
ଶ୍ରୀନଗର,୨୯।୮: ସୋମବାର ଜମ୍ମୁକଶ୍ମୀର କଂଗ୍ରେସର ତିନିଜଣ ନେତା ଦଳ ଛାଡିଛନ୍ତି। ନିକଟରେ କଂଗ୍ରେସ ଛାଡିଥିବା ବରିଷ୍ଠ ନେତା ଗୁଲାମ ନବୀ ଆଜାଦଙ୍କ ସମର୍ଥନରେ ପୂର୍ବତନ ଉପବାଚସ୍ପତି ଗୁଲାମ ହାଇଦର ମଲିକ, କାଥୁଆରୁ ସୁବାସ ଗୁପ୍ତା ଏବଂ ଡୋଡାରୁ ଶ୍ୟାମ ଲାଲ ଭାଗବତ…
ଥାର୍ଡ ହ୍ୟାଣ୍ଡ ଧୂଆଁ
”ଆପଣ ବାଲ୍କୋନୀରେ ନିଜ ଘର ବାହାରେ ଧୂମପାନ କଲେ ମଧ୍ୟ ଆପଣଙ୍କ ପିଲାମାନେ ଧୂମପାନ କରିବାର ଆଶଙ୍କାର ସମ୍ମୁଖୀନ ହୁଅନ୍ତି । ଯଦି ଆପଣ ଏକ ଘରେ ରହୁଛନ୍ତି, ଯେଉଁଥିରେ ପୂର୍ବ ଭଡ଼ାଟିଆ ଯିଏ ପୂର୍ବରୁ ଧୂମପାନ କରୁଥିଲେ, ତେବେ ଆପଣ…
ପାନ ମସଲା ବିଜ୍ଞାପନକୁ ମନା କରି ଚର୍ଚ୍ଚାରେ ଅଭିନେତା
ମୁମ୍ବାଇ: ବଲିଉଡ୍ର ଜଣାଶୁଣା ଅଭିନେତା ହେଉଛନ୍ତି କାର୍ତ୍ତିକ ଆର୍ଯ୍ୟନ୍। ନିଜର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନକୁ ନେଇ ବେଶ୍ ଚର୍ଚ୍ଚାରେ ରୁହନ୍ତି। ତାଙ୍କର ଦମ୍ଦାର ଅଭିନୟ ଯୋଗୁ ଦର୍ଶକଙ୍କ ହୃଦୟକୁ ଜିତି ପାରିଛନ୍ତି। ବର୍ତ୍ତମାନ ରିଲ ନୁହେଁ, ରିୟଲ ଲାଇଫ୍ରେ ଫ୍ୟାନ୍ସଙ୍କ…
Archives


