Home Left

କେରଳର ଭବିଷ୍ୟତ ହେଉଛି ଭାଜପା: ଅମିତ ଶାହା

ଥିରୁଭାନନ୍ତପୁରମ୍‌,୩।୯: ଦେଶରୁ କଂଗ୍ରେସ ନିଶ୍ଚିହ୍ନ ହେଉଛି, ବିଶ୍ୱ କମ୍ୟୁନିଷ୍ଟ ଦଳରୁ ମୁକ୍ତ ହେଉଛି। ଯଦି କେରଳର ଭବିଷ୍ୟତ ଅଛି, ତେବେ ଏହା ହେଉଛି ଭାଜପା ବୋଲି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ତଥା ଭାଜପାର ପ୍ରମୁଖ ନେତା ଅମିତ ଶାହା। କେରଳର ଥିରୁଭାନନ୍ତପୁରମ୍‌…

କିଭଳି ଗୁଜରାଟରେ ବିଜୟ ପତାକା ଉଡାଇବ ଏଏପି? କେଜ୍ରିଓ୍ବାଲ କହିଲେ…

ଅହମ୍ମଦାବାଦ,୩।୯: ଚଳିତ ବର୍ଷ ଡିସେମ୍ବରରେ ଗୁଜରାଟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଜାବରେ ବିଜୟ ପତାକା ଉଡ଼ାଇବା ପରେ ଏବେ ଆମ୍‌ ଆଦ୍‌ମୀ ପାର୍ଟି(ଆପ୍‌) ଏହି ନିର୍ବାଚନ ଲାଗି ପ୍ରସ୍ତୁତି ଚଳାଇଛି। କେଜ୍ରିଓ୍ବାଲ କ୍ରମାଗତ ଭାବେ ଗୁଜରାଟ ଗସ୍ତ କରି ବିଭିନ୍ନ…

ପାରସ୍‌ଙ୍କ ପରେ ଶୋ’ ଛାଡ଼ିଲେ ଆଲ୍‌ମା

ବମ୍ବେ: ଲୋକପ୍ରିୟ ଟେଲି ଧାରାବାହିକ ‘ଅନୁପମା’କୁ ଅଲ୍‌ବିଦା କହିଲେ ଆଉ ଜଣେ ଅଭିନେତ୍ରୀ। ସେ ହେଲେ ଆଲ୍‌ମା ହୁସେନ। ଶୋ’ରେ ସେ ପାରସ କଲନାଓ୍ବତଙ୍କ ପ୍ରେମିକା ସାରା କପାଡ଼ିଆଙ୍କ ଭୂମିକାରେ ନଜର ଆସୁଥିଲେ। ହେଲେ ଏବେ ଦର୍ଶକେ ତାଙ୍କୁ ଦେଖିବାକୁ ପାଇବେ…

ସୁସ୍ଥ ହେଲେ ଆଉ ୨୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩ା୯(ବ୍ୟୁରୋ): ରାଜ୍ୟରୁ ଶନିବାର ଆଉ ୨୧୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୩,୭୪,୪୯୨ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

ଟସ୍‌ ଜିତିଲା ଶ୍ରୀଲଙ୍କା, ବୋଲିଂ ନିଷ୍ପତ୍ତି…

ସାରଜା, ୩।୯ : ଟି-୨୦ ବିଶ୍ୱକପ୍‌ର ସୁପର ୪ ମ୍ୟାଚ୍‌ରେ ବି-୧ ଏବଂ ବି-୨ ମଧ୍ୟରେ ଶନିବାର ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ମ୍ୟାଚ୍‌ରେ ଶ୍ରୀଲଙ୍କା ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛି। ସାରଜାର କ୍ରିକେଟ ୍ଯଯାଡ଼ିୟମ୍‌ରେ ଏହି…

ବ୍ରାଏନ୍‌ ଲାରାଙ୍କୁ ବଡ଼ ଦାୟିତ୍ୱ: ଆଇପିଏଲ୍‌ର ଏହି ଟିମ୍‌ର ହେଲେ ମୁଖ୍ୟ କୋଚ୍‌

ନୂଆଦିଲ୍ଲୀ,୩।୯: ଓ୍ବେଷ୍ଟଇଣ୍ଡିଜର ମହାନ ବ୍ୟାଟ୍ସମ୍ୟାନ୍‌ ବ୍ରାଏନ୍‌ ଲାରାଙ୍କୁ ନୂଆ ଦାୟିତ୍ୱ। ଆଗାମୀ ଆଇପିଏଲ୍‌ ସିଜନ ଲାଗି ସନରାଇଜର୍ସ ହାଇଦ୍ରାବାଦର ମୁଖ୍ୟ ପ୍ରଶିକ୍ଷକ ଭାବେ ତାଙ୍କୁ ନିଯୁକ୍ତ କରାଯାଇଛି। ଏଥିସହ ଗତ ସିଜନରେ ଦଳର ମୁଖ୍ୟ କୋଚ୍‌ ଥିବା ଟମ୍‌ ମୁଡିଙ୍କ ସହ…

ମେଡିକାଲ ଛାତରୁ ଖସିଲା ପ୍ଲାଷ୍ଟର, ଅଳ୍ପକେ ବର୍ତ୍ତିଗଲେ…

ଆନନ୍ଦପୁର,୩ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟର ଶିଶୁ ଓ ମାତୃ ସ୍ବାସ୍ଥ୍ୟକେନ୍ଦ୍ରର ଶନିବାର ମଧ୍ୟାହ୍ନରେ ୩ ମହଲା ଛାତରୁ ପ୍ଲାଷ୍ଟର ଖସିିଛି। ଏହି ବିଲ୍ଡିଂର ୩ ମହଲାରେ ପ୍ରସୂତି ବିଭାଗର ବାରଣ୍ଡାରେ ରୋଗୀଙ୍କ ସମ୍ପର୍କୀୟମାନେ ମଧ୍ୟାହ୍ନରେ ଖାଇବା ସମୟରେ…

ବିଚାରପତିଙ୍କ ମୃତ୍ୟୁର ଭିନ୍ନ ମୋଡ଼

କଟକ ଅଫିସ, ୩।୯: କଟକ ସ୍ବତନ୍ତ୍ର ପୋକ୍‌ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଆତ୍ମହତ୍ୟା ମାମଲା ନୂଆ ମୋଡ଼ ନେଇଛି। ସୁବାସଙ୍କ ପରିବାର ମା’ ଓ ଭାଇ ତାଙ୍କ ଆତ୍ମହତ୍ୟାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହା ଆତ୍ମହତ୍ୟା ନୁହେଁ,…

କମୁଛି ହାତୀ ସଂଖ୍ୟା: ଆଜି ଆଉ ଗୋଟିଏ ଆଖି ବୁଜିଲା, ୩ ମାସରେ ମଲେଣି ୩ ଦନ୍ତା

ଭଞ୍ଜନଗର,୩ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ଗୟଗଣ୍ଡା ନିକଟସ୍ଥ ରାମ୍ପ ଜଙ୍ଗଲରେ ଶନିବାର ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀଟି ବିଗତ କିଛିଦିନ ହେବ ଅସୁସ୍ଥ ହୋଇ ଜଙ୍ଗଲରେ ଏଣେତେଣେ ଘୂରି ବୁଲୁଥିଲା। ତାକୁ ବନ…

ପାଞ୍ଚ ବର୍ଷ ପରେ ଫେରୁଛି ‘ଝଲକ୍‌ ଦିଖ୍‌ଲା ଜା-୧୦’; ଏସବୁ ସେଲିବ୍ରିଟିଙ୍କ ମଧ୍ୟରେ ହେବ ଟକ୍କର

ବମ୍ବେ: ପାଞ୍ଚ ବର୍ଷର ଅପେକ୍ଷା ପରେ ଟେଲି ପରଦାକୁ ଫେରୁଛି ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଝଲକ୍‌ ଦିଖ୍‌ଲା ଜା-୧୦’। ଏଥିରେ ଅନେକ ବଡ଼ କଳାକାର ଭାଗ ନେଉଛନ୍ତି। ଶୋ’ର ବିଚାରପତି ଭାବେ ନଜର ଆସିବେ ମାଧୁରୀ ଦିକ୍ଷୀତ, କରନ୍‌ ଜୋହର…

୩ ଓଭର ବୋଲିଂରେ ଅଷ୍ଟ୍ରେଲିଆର ଅଧା ଟିମ୍‌କୁ କରିଦେଲେ ଆଉଟ୍‌; ଚର୍ଚ୍ଚାରେ ୨୮ ବର୍ଷୀୟ ସ୍ପିନର୍‌

ନୂଆଦିଲ୍ଲୀ,୩।୯: ୩ ଓଭର ବୋଲିଂ, ନେଲେ ୫ ଗୁରୁତ୍ୱପୂର୍ଣ୍ଣ ଉଇକେଟ। ଫଳରେ ଦୁନିଆର ଅନ୍ୟତମ ଶ୍ରେଷ୍ଠ ଟିମ୍‌ ଅଷ୍ଟ୍ରେଲିଆଠାରୁ ମ୍ୟାଚ୍‌ ଛଡ଼ାଇ ଆଣିଲେ। କିଛି ଏଭଳି ଦୃଶ୍ୟ ବିଶ୍ୱ କ୍ରିକେଟରେ ଦେଖିବାକୁ ମିଳିଛି। ଶନିବାର ଖେଳାଯାଇଥିବା ଅଷ୍ଟ୍ରେଲିଆ-ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ସିରିଜର…

ପୁନଃ ପ୍ରସାରଣ ହେଲା ଏହି ନ୍ୟୁଜ୍‌ ଚାନେଲ

ଇସଲାମାବାଦ,୩ା୯: ଇସଲାମାବାଦ ହାଇକୋର୍ଟ (IHC) ପାକିସ୍ତାନୀ ନ୍ୟୁଜ୍‌ ଚାନେଲ ଏଆର୍‌ଓ୍ବାଇର ପ୍ରସାରଣକୁ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଅନେକ ସହରରେ ଏହି ଚ୍ୟାନେଲ ପୁନଃ ସ୍ଥାପିତ ହୋଇଛି। ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ନିୟାମକ ପ୍ରାଧିକରଣ (PEMRA) ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri