ଓଡ଼ିଶା-ଗୁଜରାଟ କ୍ବାଲିଫାୟର-୧
ପୁଣେ, ୩୧ା୮ (କ୍ରୀଡ଼ା ପ୍ରତିନିଧି): ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍ଟିମେଟ ଖୋ ଖୋ ଲିଗ୍ର ମଙ୍ଗଳବାର ଅନୁଷ୍ଠିତ ଏକ ଲିଗ୍ ମ୍ୟାଚରେ ଓଡ଼ିଶା ଜଗରନଟ୍ସ ଆଶାନୁରୂପ ପ୍ରଦର୍ଶନ କରି ନ ପାରି ମୁମ୍ବାଇ ଖିଲାଡିଜ୍ ନିକଟରୁ୪୮…
ସ୍ବଦେଶୀ ଖେଳ ଯୋଡ଼ିଲା ନୂଆ ଅଧ୍ୟାୟ
ପୁଣେ, ୩୧ା୮: ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍ସ କମ୍ପ୍ଲେକ୍ସରେ ଚାଲିଥିବା ଅଲ୍ଟିମେଟ ଖୋ ଖୋ ଲିଗ୍ ଭାରତୀୟ କ୍ରୀଡ଼ା ଇତିହାସରେ ନୂଆ ଫର୍ଦ୍ଦ ଯୋଡ଼ିଛି। ରଙ୍ଗ ବେରଙ୍ଗର ଆଲୋକମାଳା, ମ୍ୟୁଜିକ୍ରେ ଝଙ୍କାର ସହ ଢୋଲ ଏବଂ ଆତସବାଜୀର ରୋଷଣୀରେ ମ୍ୟାଚ…
ଦୋଳିରେ ଜୀବନର ମଜା
ଥିରୁଭାନନ୍ତପୁରମ୍: ପରିଣତ ବୟସରେ ଅଧିକାଂଶ ଲୋକ ବାହାରେ ବୁଲାବୁଲି କରିବା ଅପେକ୍ଷା ଘରେ ରହି ବିଶ୍ରାମ କରିବା ଉଚିତ୍ ବୋଲି ମନେ କରନ୍ତି। କିନ୍ତୁ କେରଳରୁ ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ଅନେକଙ୍କ ମନରୁ ଏହି ଧାରଣା ଦୂରେଇ…
୨୧ ବର୍ଷରୁ କମ୍ ବୟସ୍କଙ୍କୁ ହ୍ବିିପ୍ଡ କ୍ରିମ୍ ଡବା ବିକ୍ରି ମନା
ଲଣ୍ଡନ: ବ୍ରିଟେନ୍ ଓ ଆମେରିକାରେ ହ୍ବିପ୍ଡ କ୍ରିମ୍ (ମିଠା ଜାତୀୟ ଖାଦ୍ୟ, ଯାହାକୁ ବିଶେଷ ଭାବେ କେକ୍ ଖାଇବା ସମୟରେ ବ୍ୟବହାର କରାଯାଏ) ଡବା ବିକ୍ରି ନେଇ ନୂଆ ଆଇନ ଲାଗୁ କରାଯାଇଛି। ୨୧ ବର୍ଷରୁ କମ୍ ବୟସ ବର୍ଗଙ୍କୁ କୌଣସି…
ରାସ୍ତାରେ ବାଇକ୍ ଦେଖି ଏମିତି କଲା ହାତୀ, ଭିଡିଓ ଦେଖିଲେ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଭାବପ୍ରବଣ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ…
ଅମିଷାଙ୍କୁ ଆଶ୍ୱସ୍ତି
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତ୍ରୀ ଅମିଶା ପଟେଲଙ୍କୁ ସୁପ୍ରିମକୋର୍ଟ ପକ୍ଷରୁ ବଡ଼ ଆଶ୍ୱସ୍ତି ମିଳିଛି। ନାୟିକାଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁ କରାଯିବା ଉପରେ ସୁପ୍ରିମ କୋର୍ଟ ରୋକ ଲଗାଇଛନ୍ତି। ଅମିଷାଙ୍କ ବିରୋଧରେ ଠକେଇ ଅଭିଯୋଗ ଦାଏର କରାଯିବା ପରେ ଝାଡ଼ଖଣ୍ଡର ଏକ…
ତରଳୁଛି ବରଫ: ବିପର୍ଯ୍ୟୟ ଆଶଙ୍କା
ନୁକ୍: ଜଳବାୟୁ ପରିବର୍ତ୍ତନ କାରଣରୁ ସମଗ୍ର ବିଶ୍ୱରେ ପ୍ରାକୃତିକ ବିପର୍ଯ୍ୟୟର ମାତ୍ରା ବଢ଼ିବାରେ ଲାଗିଛି। ଏହାର ପ୍ରଭାବ ଗ୍ରୀନ୍ଲାଣ୍ଡ ଉପରେ ମଧ୍ୟ ପଡ଼ିଛି। ଏଠାରେ ବରଫ ଚାଦର ତରଳିବା କାରଣରୁ ସମୁଦ୍ର ଜଳସ୍ତର ବୃଦ୍ଧି ଆଶଙ୍କା କରାଯାଉଛି। ଜଳବାୟୁ ପରିବର୍ତ୍ତନ ଯୋଗୁ…
ଓସିଆର୍ ଜରିଆରେ ସ୍ପଟ୍ ବିଲିଂ ବିକଳ୍ପ ଚୟନ
ଭୁବନେଶ୍ୱର,୩୧ା୮: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ କାର୍ଯ୍ୟ କରୁଥିବା ପ୍ରମୁଖ ଘରୋଇ ସଂସ୍ଥା ଏନିଲାଇନ୍ ସହ ଟିପି ସେଣ୍ଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ ଲିମିଟେଡ୍ (ଟିପିସିଓଡିଏଲ୍)ର ସହଯୋଗିତା ସ୍ଥାପନ ସମ୍ପର୍କରେ ଘୋଷଣା କରାଯାଇଛି। ସେହିଭଳି କମ୍ପାନୀର ମିଟର ରିଡିଂ ପାଇଁ ଅପ୍ଟିକାଲ୍ କ୍ୟାରେକ୍ଟର ରେକଗ୍ନିସନ୍…
୮୬୧କୋଟି ଟଙ୍କାର ବୋନସ୍ ଘୋଷଣା
ନୂଆଦିଲ୍ଲୀ,୩୧ା୮: ଦେଶର ପ୍ରମୁଖ ଘରୋଇ ଜୀବନ ବୀମା କମ୍ପାନୀ ଟାଟା ଏଆଇଏ ଲାଇଫ୍ ପକ୍ଷରୁ ସମସ୍ତ ଯୋଗ୍ୟ ପଲିସିଧାରକଙ୍କ ପାଇଁ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ୮୬୧ କୋଟି ଟଙ୍କାର ବୋନସ୍ ଘୋଷଣା କରାଯାଇଛି। ଏପରିକି କ୍ରମାଗତ ୫ମ ବର୍ଷ ପାଇଁ…
ୟୁନିୟନ ରିଟାୟାରମେଣ୍ଟ ଫଣ୍ଡର ପ୍ରଚଳନ
ନୂଆଦିଲ୍ଲୀ,୩୧ା୮: ୟୁନିୟନ ଏଏମସି ପକ୍ଷରୁ ୟୁନିୟନ ରିଟାୟାରମେଣ୍ଟ ଫଣ୍ଡର ପ୍ରଚଳନ ସମ୍ପର୍କରେ ଘୋଷଣା କରାଯାଇଛି। ଏହା ଏକ ଓପନ-ଏଣ୍ଡେଡ ଅବସରକାଳୀନ ସମାଧାନ ଭିତ୍ତିକ ଯୋଜନା, ଯେଉଁଥିରେ ୫ବର୍ଷର ଲକ୍-ଇନ୍ ଅଥବା ଅବସର ବୟସ ପର୍ଯ୍ୟନ୍ତ (ଯେଉଁଟି ଶୀଘ୍ର ହେବ) ପାଣ୍ଠି ନିବେଶ…
ଡିସିବି ବ୍ୟାଙ୍କ ନୂଆ ଅନ୍ଲାଇନ୍ ପ୍ଲାଟଫର୍ମ ‘ଡିସିବି ଇଜିବି’
ନୂଆଦିଲ୍ଲୀ,୩୧ା୮: ଡିସିବି ବ୍ୟାଙ୍କର ନୂଆ ଅନଲାଇନ୍ ମ୍ୟୁଚୁଆଲ୍ ଫଣ୍ଡ୍ ପ୍ଲାଟଫର୍ମ ‘ଡିସିବି ଇଜିବି’ ନିବେଶକମାନଙ୍କୁ ଯେ କୌଣସି ସମୟରେ ଏବଂ ଯେ କୌଣସିଠାରେ ନିଜ ମ୍ୟୁଚୁଆଲ୍ ଫଣ୍ଡ୍କୁ ନିରୀକ୍ଷଣ କରିବା ଓ ନିୟନ୍ତ୍ରଣ କରିବାରେ ସହାୟକ ହେଉଛି। ଏହା ନିବେଶକମାନଙ୍କୁ ଶାଖା…
ଜେଏସ୍ଏଲ୍କୁ ‘ଏମର୍ଜିଂ ଷ୍ଟିଲ୍ କମ୍ପାନୀ ଅଫ୍ ଦି ଇୟର’ପୁରସ୍କାର
ନୂଆଦିଲ୍ଲୀ,୩୧ା୮: ଷ୍ଟିଲ ୟୁଜର୍ସ ଫେଡେରେଶନ୍ ଅଫ୍ ଇଣ୍ଡିଆ (ଏସ୍ୟୁଏଫଆଇ) ଏବଂ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସ୍ଇ) ସହଯୋଗରେ ମୁମ୍ବାଇରେ ଆୟୋଜିତ ‘ଇଣ୍ଡିଆ ଷ୍ଟିଲ କନ୍ଫରେନ୍ସ-୨୦୨୨ ଏବଂ ଏସୟୁଏଫଆଇ ଷ୍ଟିଲ୍ ଆୱାର୍ଡସ୍ ୨୦୨୧’ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିନ୍ଦଲ ଷ୍ଟେନଲେସ୍କୁ ‘ଏମର୍ଜିଂ ଷ୍ଟିଲ୍…
Archives


