କ୍ଲାଉଡରେ ଥିବା ଡାଟାର ସୁରକ୍ଷା ବୃଦ୍ଧି କରିବାକୁ ଘୋଷଣା କଲା ଏପଲ

ୱାଶିଂଟନ,୮ ।୧୨: ଯେଉଁ ବ୍ୟବହାରକାରୀମାନେ କ୍ଲାଉଡରେ ଡାଟା ସଂରକ୍ଷଣ କରୁଛନ୍ତି ସେସବୁ ଡାଟାର ସୁରକ୍ଷା ବ୍ୟବସ୍ଥାକୁ ବୃଦ୍ଧି କରିବାକୁ ଏପଲ ବୁଧବାର ଘୋଷଣା କରିଛି । ଏହି ପଦକ୍ଷେପ ଦ୍ୱାରା ହ୍ୟାକରଙ୍କ ଯୋଜନାରେ ବାଧା ଉପୁଜିପାରେ । ଆଜିକାଲି ସାଇବର ଆକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଥିବା ବିଶ୍ୱାସ କରାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ସୌଦିରେ ୨ ଭାରତୀୟଙ୍କ ମୁଣ୍ଡକାଟ

ରିୟାଦ୍‌,୧୭।୪: ସୌଦିରେ ୨ ଭାରତୀୟଙ୍କ ମୁଣ୍ଡ କାଟ କରାଯାଇଛି। ସେମାନଙ୍କ ବିରୋଧରେ ହତ୍ୟା ଅଭିଯୋଗ ହୋଇଥିଲା। ବିଚାରରେ ସେମାନେ ଦୋଷୀ ସାବ୍ୟସ୍ତ ହେବା ପରେ ଏଭଳି...

ଆମେରିକାରେ ପୁଣି ଗୁଳିକାଣ୍ଡ: ୫ ମୃତ

ନ୍ୟୁୟର୍କ,୨୦।୧୧: ଆମେରିକାର କଲୋରଡୋ ସ୍ପ୍ରିଙ୍ଗ୍ସ ଗେ କ୍ଲବରେ ଗୁଳିକାଣ୍ଡ ଘଟିଛି। ଏଥିରେ ୨୩ ଜଣଙ୍କୁ ଗୁଳି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୫ ଜଣଙ୍କର ମୃତ୍ୟୁ ହୋଇଛି।...

ଉତ୍ତର କୋରିଆରେ କରୋନା ପ୍ରତିରକ୍ଷା ଦୁର୍ବଳ

ପୋଙ୍ଗୟାଙ୍ଗ,୧୭।୫: ଉତ୍ତର କୋରିଆରେ କରୋନା ଚିହ୍ନଟ ହେବା ପରେ ଜ୍ୱର ମାମଲା ଏବେ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ମଙ୍ଗଳବାର ଉତ୍ତର କୋରିଆରେ ୨,୬୯,୫୧୦ ଲୋକଙ୍କଠାରେ...

ଆଫଗାନ୍‌ ମହିଳା କେତେ ସ୍ବାଧୀନ

କାବୁଲ,୧୭ା୮: ବର୍ଷକ ତଳେ ଆଫଗାନିସ୍ତାନର ଦୁର୍ଦ୍ଧର୍ଷ ଆତଙ୍କବାଦୀ ସଙ୍ଗଠନ ତାଲିବାନ୍‌ କାବୁଲ ଦଖଲ କରିଥିଲା। ତାଲିବାନୀ ଫାଇଟର୍ସ ପ୍ରେସିଡେନ୍ସିଆଲ ପ୍ୟାଲେସ୍‌କୁ କବ୍‌ଜା କରିବା ପୂର୍ବରୁ ତତ୍କାଳୀନ...

ଇସ୍ରାଏଲରେ ସରକାରଙ୍କ ବିରୋଧରେ ରାସ୍ତାକୁ ଓହ୍ଲାଇଲେ ଜନତା, ନୂଆ ଆଇନ ବିରୋଧରେ ହେଉଛି ପ୍ରଦର୍ଶନ

ତେଲ ଆଭିବ,୨୩ ।୧: ଇସ୍ରାଏଲର ସର୍ବୋଚ୍ଚ ନ୍ୟାୟାଳୟରେ ଅଧିକାରୀଙ୍କୁ ନିୟନ୍ତ୍ରିତ କରିବାକୁ ଯାଉଥିବା ଏକ ଆଇନର ପ୍ରସ୍ତାବକୁ ଲଗାତାର ବିରୋଧ କରାଯାଉଛି । ଶନିବାର ଏକ...

ତାଇଓ୍ବାନକୁ ନେଇ ଚାଇନା-ଆମେରିକା ମୁହାଁମୁହିଁ, ଚାଇନା ଜାହାଜ ବୁଡ଼ାଇବାକୁ ଯୋଜନା…

ବେଜିଂ/ଓ୍ବାଶିଂଟନ,୧୨।୩ : ଆମେରିକାର ଜଣେ ବରିଷ୍ଠ ଜେନେରାଲ ପରାମର୍ଶ ଦେଇଛନ୍ତି ଯେ ଚାଇନା ତାଇୱାନକୁ ଘେରିବାରେ ଲାଗିଛି। ଏହାକୁ ରୋକିବା ପାଇଁ ଆମକୁ ଚାଇନାର ଜାହାଜକୁ...

ବିଦେଶ ଗସ୍ତରେ ଥାଇ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦି

ବିଶ୍‌କେକ୍‌/ଗାନ୍ଧୀନଗର,୧୩।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ସାଂଘାଇ ସହଯୋଗ ସଙ୍ଗଠନ (ଏସ୍‌ସିଓ) ସମ୍ମିଳନୀରେ ଯୋଗ ଦେବା ଲାଗି କିର୍‌ଗିଜସ୍ଥାନ ରାଜଧାନୀ ବିଶ୍‌କେକ୍‌ ଯାତ୍ରା କରିଛନ୍ତି। ହେଲେ...

ଜିନପିଙ୍ଗ ପୁଟିନଙ୍କୁ କଲେ ଆମନ୍ତ୍ରଣ…

ବେଜିଂ/ମସ୍କୋ,୩୧।୧୨ : ୟୁକ୍ରେନ ଯୁଦ୍ଧକୁ ନେଇ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକ ସାମ୍ନାକୁ ଆସିଥିବା ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ସହ...

Advertisement
Archives

Model This Week