କମୁଛି ହାତୀ ସଂଖ୍ୟା: ଆଜି ଆଉ ଗୋଟିଏ ଆଖି ବୁଜିଲା, ୩ ମାସରେ ମଲେଣି ୩ ଦନ୍ତା
ଭଞ୍ଜନଗର,୩ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ତାରସିଂ ରେଞ୍ଜ ଗୟଗଣ୍ଡା ନିକଟସ୍ଥ ରାମ୍ପ ଜଙ୍ଗଲରେ ଶନିବାର ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ହାତୀଟି ବିଗତ କିଛିଦିନ ହେବ ଅସୁସ୍ଥ ହୋଇ ଜଙ୍ଗଲରେ ଏଣେତେଣେ ଘୂରି ବୁଲୁଥିଲା। ତାକୁ ବନ…
ପାଞ୍ଚ ବର୍ଷ ପରେ ଫେରୁଛି ‘ଝଲକ୍ ଦିଖ୍ଲା ଜା-୧୦’; ଏସବୁ ସେଲିବ୍ରିଟିଙ୍କ ମଧ୍ୟରେ ହେବ ଟକ୍କର
ବମ୍ବେ: ପାଞ୍ଚ ବର୍ଷର ଅପେକ୍ଷା ପରେ ଟେଲି ପରଦାକୁ ଫେରୁଛି ଲୋକପ୍ରିୟ ଡ୍ୟାନ୍ସ ରିଆଲିଟି ଶୋ’ ‘ଝଲକ୍ ଦିଖ୍ଲା ଜା-୧୦’। ଏଥିରେ ଅନେକ ବଡ଼ କଳାକାର ଭାଗ ନେଉଛନ୍ତି। ଶୋ’ର ବିଚାରପତି ଭାବେ ନଜର ଆସିବେ ମାଧୁରୀ ଦିକ୍ଷୀତ, କରନ୍ ଜୋହର…
୩ ଓଭର ବୋଲିଂରେ ଅଷ୍ଟ୍ରେଲିଆର ଅଧା ଟିମ୍କୁ କରିଦେଲେ ଆଉଟ୍; ଚର୍ଚ୍ଚାରେ ୨୮ ବର୍ଷୀୟ ସ୍ପିନର୍
ନୂଆଦିଲ୍ଲୀ,୩।୯: ୩ ଓଭର ବୋଲିଂ, ନେଲେ ୫ ଗୁରୁତ୍ୱପୂର୍ଣ୍ଣ ଉଇକେଟ। ଫଳରେ ଦୁନିଆର ଅନ୍ୟତମ ଶ୍ରେଷ୍ଠ ଟିମ୍ ଅଷ୍ଟ୍ରେଲିଆଠାରୁ ମ୍ୟାଚ୍ ଛଡ଼ାଇ ଆଣିଲେ। କିଛି ଏଭଳି ଦୃଶ୍ୟ ବିଶ୍ୱ କ୍ରିକେଟରେ ଦେଖିବାକୁ ମିଳିଛି। ଶନିବାର ଖେଳାଯାଇଥିବା ଅଷ୍ଟ୍ରେଲିଆ-ଜିମ୍ବାଓ୍ବେ ବିପକ୍ଷ ଦିନିକିଆ ସିରିଜର…
ପୁନଃ ପ୍ରସାରଣ ହେଲା ଏହି ନ୍ୟୁଜ୍ ଚାନେଲ
ଇସଲାମାବାଦ,୩ା୯: ଇସଲାମାବାଦ ହାଇକୋର୍ଟ (IHC) ପାକିସ୍ତାନୀ ନ୍ୟୁଜ୍ ଚାନେଲ ଏଆର୍ଓ୍ବାଇର ପ୍ରସାରଣକୁ ତୁରନ୍ତ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପରେ ଅନେକ ସହରରେ ଏହି ଚ୍ୟାନେଲ ପୁନଃ ସ୍ଥାପିତ ହୋଇଛି। ପାକିସ୍ତାନ ଇଲେକ୍ଟ୍ରୋନିକ ମିଡିଆ ନିୟାମକ ପ୍ରାଧିକରଣ (PEMRA) ଏହି…
ବାତ୍ୟା ହେବନି କେବଳ ବର୍ଷିବ
ଭୁବନେଶ୍ୱର, ୩।୯(ବ୍ୟୁରୋ): ସେପ୍ଟେମ୍ବରରେ ଏକ ବାତ୍ୟା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ଶୁକ୍ରବାର ଏକ ଆଶ୍ୱସ୍ତିକର ଖବର ମିଳିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ କହିଛନ୍ତି, ବାତ୍ୟା ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି)…
ଲଭ୍ ଜିହାଦ ରାଲିରେ ଉତ୍ତେଜନା, ଲାଠିରେ ପିଟିଲେ ପୋଲିସ…
ଅହମଦାବାଦ, ୩।୯ : ଗୁଜରାଟର ବନାସକାଣ୍ଠାରେ ଲଭ୍ ଜିହାଦ ବିରୋଧରେ ଶନିବାର ଏକ ରାଲିର ଆୟୋଜନ କରାଯାଇଥିଲା। ରାଲିରେ ଏକ ବିରାଟ ଜନସମାଗମ ହେବା ପରେ ଏକ ଉତ୍ତେଜନା ପ୍ରକାଶ ପାଇଥିଲା। ଏହା ପରେ ଉତ୍ତେଜନା ସୃଷ୍ଟି କରୁଥିବା ଲୋକଙ୍କୁ ନିୟନ୍ତ୍ରଣ…
ଏସିଆ କପ୍ରେ ଆଜିଠାରୁ ସୁପର-୪ ଲଢ଼େଇ: ଜାଣନ୍ତୁ ସମସ୍ତ ମ୍ୟାଚ୍ର କାର୍ଯ୍ୟସୂଚୀ
ଦୁବାଇ,୩।୯: ଏସିଆ କପ୍ ୨୦୨୨ର ସୁପର-୪ ମୁକାବିଲା ଶନିବାରଠାରୁ ଆରମ୍ଭ ହେବ। ଶୁକ୍ରବାର ପାକିସ୍ତାନ ଶେଷ ଟିମ୍ ଭାବେ ଯୋଗ୍ୟତା ଅର୍ଜନ କରିଥିଲା। ହଂକଂକୁ ୧୫୫ ରନ୍ରେ ପରାଜିତ କରି ଦଳ ଏହି ଉପଲବ୍ଧି ହାସଲ କରିଥିଲା। ୧୯୪ ରନ୍ର ପିଛା…
କରଣଙ୍କ ଫିଲ୍ମରେ କାମ କରିବାକୁ ମନା କଲେ ହ୍ରିତିକ୍
ମୁମ୍ବାଇ: ଅଭିନେତା ହ୍ରିତିକ୍ ରୋଶନ ବର୍ତ୍ତମାନ ସୈଫ୍ ଅଲ୍ଲୀ ଖାନ୍ଙ୍କ ବିପକ୍ଷରେ ତାଙ୍କର ଆଗାମୀ ଆକ୍ସନ ଥ୍ରୀଲର ‘ବିକ୍ରମ ବେଦ’ର ମୁକ୍ତିଲାଭ ପାଇଁ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ ଶୁଣିବାକୁ ମିଳୁଛି ବଲିଉଡର ଗ୍ରୀକ୍ ଗଡଙ୍କୁ କରଣ ଜୋହର ଏବଂ ଆୟାନ…
ବିଷାକ୍ତ ଖାଦ୍ୟ ଖାଇ ଦୁଇ ଜଣଙ୍କ ଜୀବନଗଲା, ୨ ଗୁରୁତର
ବଡ଼ମ୍ବା,୩।୯(ଡି.ଏନ୍.ଏ.): ବିଷାକ୍ତ ଖାଦ୍ୟ ଖାଇ ଦୁଇ ଜଣଙ୍କ ଜୀବନଗଲା ଦୁଇ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲା ଆଠଗଡ଼ ବଡ଼ମ୍ବା ଥାନା ମାଣିଆବନ୍ଧ ଫାଣ୍ଡି ଅଭିମାନପୁର ପଞ୍ଚାୟତ ବୀରବରପୁର ଗାଁରେ। ଗୁରୁତରଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି…
ଇତିହାସ ରଚିଲା ଜିମ୍ବାଓ୍ବେ, ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆକୁ…
ଟାଉନ୍ସଭିଲ୍, ୩।୯: ଇତିହାସ ରଚିଛି ଜିମ୍ବାଓ୍ବେ। ଶନିବାର ଦଳ ପାଇଁ ଏକ ଐତିହାସିକ ଦିନ ବୋଲି କହିଲେ ଭୁଲ ହେବ ନାହିଁ। କାରଣ ଏହି ଦିନ କ୍ରିକେଟ ଇତିହାସରେ ପ୍ରଥମ ଥର ଲାଗି ଅଷ୍ଟ୍ରେଲିଆକୁ ଘରୋଇ ମଇଦାନରେ ପରାସ୍ତ କରିଛି ଦଳ।…
ଝାରସୁଗୁଡ଼ା ଗସ୍ତରେ ମୁଖ୍ୟ ଶାସନ ସଚିବ
ଝାରସୁଗୁଡ଼ା ଅଫିସ,୩ା୯: ଝାରସୁଗୁଡ଼ା ଜିଲା ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଶନିବାର ଝାରସୁଗୁଡ଼ା ସହରର ବାଲିଯୁରିସ୍ଥିତ ହାର୍ଟ ହସ୍ପିଟାଲକୁ ପରିଦର୍ଶନ କରିଥିଲେ। ପରେ ପରେ ଜିଲା ଖଣିଜପାଣ୍ଠି କକ୍ଷରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ନେଇ ଜିଲା ପ୍ରଶାସନର…
ସାଦା ପୋଷାକରେ ଯାଇ ବାନ୍ଧିଲା ବନ ବିଭାଗ
ନୟାଗଡ଼ ଅଫିସ,୩।୯: ନୟାଗଡ଼ ଜିଲା ରଣପୁର ମଣିନାଗ ସାହିରୁ ଖୋର୍ଦ୍ଧା ବନବିଭାଗ ଏକ ବାଘ ଏବଂ ବାର୍ହା ଦାନ୍ତ ଜବତ କରିଛି। ଏହି ଘଟଣାରେ ସମ୍ପୃକ୍ତ ଜଣଙ୍କୁ ଗିରଫ କରାଯାଇଛି। ତାଙ୍କ ନାମ ବିନୋଦ ବିହାରୀ ପ୍ରଧାନ। ଶୁକ୍ରବାର ଅପରାହ୍ନରେ ଖୋର୍ଦ୍ଧା…
Archives


