ଆଜି ନବୀନ ପାଇବେ ଜୀବନବ୍ୟାପୀ ସାଧନା ସମ୍ମାନ
ଭୁବନେଶ୍ବର,୪।୯(ବ୍ୟୁରୋ): ଦୃଢ଼ ନେତୃତ୍ୱ ପାଇଁ ଶ୍ରେଷ୍ଠ ଶାସକ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କ୍ୟାପିଟାଲ ଫାଉଣ୍ଡେଶନ ସୋସାଇଟି ପକ୍ଷରୁ ଜୀବନବ୍ୟାପୀ ସାଧନା ସମ୍ମାନ ମିଳିବ। ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାଶନାଲ ସେଣ୍ଟର ଅଡିଟୋରିୟମଠାରେ ରବିବାର ପୂର୍ବାହ୍ନ ୧୦ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ…
ପୁଣି ବିଦ୍ୟୁତ୍ ଫାଶରେ ହାତୀ
ଢେଙ୍କାନାଳ ଅଫିସ୍/ ସାତମାଇଲ(ଡି.ଏନ୍.ଏ.), ୪।୯: ବନ୍ୟପ୍ରାଣୀ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍ ଫାଶରେ ପଡ଼ି ପୁଣି ଏକ ମାଈ ହାତୀର ଜୀବନ ଯାଇଛି। ଏକ ବାର୍ହା ମଧ୍ୟ ମରିଛି। ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍ ବାଘଧରିଆ ଗ୍ରାମ ନିକଟ ଶାଳ ଜଙ୍ଗଲରେ…
ଓଡ଼ିଶାର ଆକ୍ସନ ପ୍ଲାନ୍କୁ କେନ୍ଦ୍ରର ମଞ୍ଜୁରୀ
ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ୨୦୨୦ରୁ ୨୦୩୦ ପର୍ଯ୍ୟନ୍ତ ଏକ ୧୦ ବର୍ଷିଆ ରାଜ୍ୟ ଜଳବାୟୁ ପରିବର୍ତ୍ତନ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛି। ଏହାକୁ କେନ୍ଦ୍ର ସରକାରଙ୍କ ଅନୁମୋଦନ ମିଳିଛି। ପରିବର୍ତ୍ତିତ ପରିସ୍ଥିତି ସହିତ ଖାପ ଖୁଆଇ ଜୀବନଜୀବିକାକୁ ସୁରକ୍ଷା ଯୋଗାଇବାରେ…
‘ସୁପରଷ୍ଟାର ସିଙ୍ଗର ୨’ର ବିଜେତା ହେଲେ ମହମ୍ମଦ ଫୈଜ
ମୁମ୍ବାଇ: ମ୍ୟୁଜିକ ରିୟଲିଟି ଶୋ’ ‘ସୁପରଷ୍ଟାର ସିଙ୍ଗର ୨’ର ବିଜେତା ହୋଇଛନ୍ତି ମହମ୍ମଦ ଫୈଜ । ଯୋଧପୁର, ରାଜସ୍ଥାନର ମହମ୍ମଦ ଫୈଜଙ୍କୁ ଟ୍ରଫି ସହ ନଗଦ ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିଛି । ଗ୍ରାଣ୍ଡ ଫିନାଲେରେ ଟପ ୬…
ରାମଲିଳା ମଇଦାନରେ କଂଗ୍ରେସ କରିବ ବିରୋଧ ପ୍ରଦର୍ଶନ, ମହଙ୍ଗାମାଡ, ବେକାରୀ ସମସ୍ୟାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବେ ରାହୁଲ
ନୂଆଦିଲ୍ଲୀ,୪ ।୯: କଂଗ୍ରେସ ସେପ୍ଟେମ୍ବର ୭ରୁ ଆରମ୍ଭ କରୁଛି ‘ଭାରତ ଯୋଡୋ ଯାତ୍ରା’ । ଏହା ପୂର୍ବରୁ ରବିବାର କଂଗ୍ରେସ ପକ୍ଷରୁ ରାମଲିଳା ମଇଦାନରେ ବିରୋଧ ପ୍ରଦର୍ଶନ କରିବାକୁ ଯାଉଛି । ଏଥିରେ କଂଗ୍ରେସ ବେକାରୀ ସମସ୍ୟା , ବର୍ଦ୍ଧିତ ଦରଦାମ,…
ଚାଇନାର ବଡ ଦାବି: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନ ଅଧିକାର ଆମର
ବେଜିଂ,୪ ।୯: ଦଲାଇ ଲାମାଙ୍କ ଉତ୍ତରାଧିକାରୀ ଚୟନକୁ ନେଇ ଚାଇନା ବଡ ଦାବି କରିଛି । ଚାଇନା ଦାବି କରିଛି କି ବେଜିଂ ନିକଟରେ ୧୪ତମ ଦଲାଇ ଲାମା ତେନଜିନ ଗ୍ୟାତ୍ସୋର ପରବର୍ତ୍ତି ଉତ୍ତରାଧିକାରୀ ଚୟନ କରିବାର ଏକ ମାତ୍ର ଅଧିକାର…
ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ, ୪ ଛାତ୍ର ଆହତ
ରୋହତକ,୪ ।୯: ହରିୟାଣାର ରୋହତକରେ ଥିବା ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟରେ ଗୁଳିକାଣ୍ଡ ହୋଇଛି । ଫଳରେ ଗୁଳି ବାଜି ୪ ଛାତ୍ର ଆହତ ହୋଇଥିବା ସୂଚନା ମିଳିଛି । ଆତ ଛାତ୍ରଙ୍କ ମଧ୍ୟରୁ ଜଣେ ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟର ହୋଇଥିବା ବେଳେ…
କେନାଲରେ ୨୦ ଫୁଟର ଘାଇ: ୫୦ ଏକରରୁ ଊର୍ଦ୍ଧ୍ୱ ଚାଷଜମି ଜଳମଗ୍ନ
ଭବାନୀପାଟଣା,୩ା୯(ସ୍ବ.ପ୍ର.): କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲର ବଗାଡ ନିକଟରେ ଶନିବାର ସନ୍ଧ୍ୟାରେ ୨୦ ଫୁଟର ଘାଇ ସୃଷ୍ଟି ହୋଇଛି। ଫଳରେ ନିକଟରେ ଥିବା ପ୍ରାୟ ୫୦ ଏକରରୁ ଊର୍ଦ୍ଧ୍ୱ ଚାଷଜମିରେ ପାଣି ମାଡ଼ି ଯିବାରୁ ଧାନଚାଷ…
ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୭୬ ରନ୍ …
ସାରଜା, ୩।୯ : ଟି-୨୦ ବିଶ୍ୱକପ୍ର ସୁପର ୪ ମ୍ୟାଚ୍ରେ ବି-୧ ଏବଂ ବି-୨ ମଧ୍ୟରେ ଶନିବାର ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଉଥିବା ମ୍ୟାଚ୍ରେ ଶ୍ରୀଲଙ୍କା ପାଇଁ ବିଜୟ ଲକ୍ଷ୍ୟ ୧୭୬ ରନ୍ ରହିଛି। ସାରଜାର କ୍ରିକେଟ ଷ୍ଟାଡ଼ିୟମ୍ରେ…
କେନ୍ଦୁପଡ଼ାରେ ଝାଡ଼ାବାନ୍ତି ଆତଙ୍କ
ଭବାନୀପାଟଣା,୩ା୯(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ବିରିକୋଟ ପଞ୍ଚାୟତ ସେମେଲପଦର ଗ୍ରାମର କେନ୍ଦୁପଡ଼ାରେ ୨ ଦିନ ହେବ ଝାଡ଼ାବାନ୍ତି ଆତଙ୍କ ଦେଖିବାକୁ ମିଳିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୧୬ ଜଣ ଆକ୍ରାନ୍ତ ଥିବା ଜଣାପଡ଼ିଛି। ମୃତ…
ଓଏଏସ୍ ଅଫିସରସ୍ତରରେ ଅଦଳବଦଳ, ୪ଜଣଙ୍କୁ ମିଳିଲା ପଦୋନ୍ନତି
ଭୁବନେଶ୍ୱର,୩ା୯(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍ ଅଫିସର ସ୍ତରରେ ଅଦଳବଦଳ କରିଛନ୍ତି। ଏ ନେଇ ଶନିବାର ସାଧାରଣ ପ୍ରଶାସନ ବିଭାଗ ଓ ସାଧାରଣ ଅଭିଯୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ତଦନୁଯାୟୀ ବ୍ରହ୍ମପୁର କନ୍ସୋଲିଡେଶନ ଆଣ୍ଡ ସେଟଲମେଣ୍ଟ ଅତିରିକ୍ତ କମିଶନର ସୂର୍ଯ୍ୟମାଧବ ପାଣିଗ୍ରାହୀଙ୍କୁ…
ସମାଜବାଦୀ ପାର୍ଟୀ ସହ ଏବେ କୌଣସି ସମ୍ପର୍କ ନାହିଁ, ୨୦୨୨ରେ ଦଳ ସହ ଯିବା ବଡ଼ ଭୁଲ: ଶିବପାଲ
ଲକ୍ଷ୍ନୌ,୩।୯: ସମାଜବାଦୀ ପାର୍ଟି ସହ ଆଉ କୌଣସି ସମ୍ପର୍କ ରହିବ ନାହିଁ। ୨୦୨୨ ନିର୍ବାଚନରେ ଏସ୍ପି ସହ ଯିବା ତାଙ୍କର ବଡ଼ ଭୁଲ ଥିଲା ବୋଲି ପ୍ରଗତିଶୀଳ ସମାଜବାଦୀ ପାର୍ଟୀ ସଭାପତି ଶିବପାଲ ସିଂ ଯାଦବ କହିଛନ୍ତି। ତେବେ ଯଦି ମେନପୁରୀରୁ…
Archives


