ଜାହ୍ନବୀଙ୍କ ଗଣିତ ଜ୍ଞାନ
ମୁମ୍ବାଇ: ବେଳେ ବେଳେ ଇଚ୍ଛା ହୁଏ ଜାଣିବାକୁ ବଲିଉଡ ସେଲିବ୍ରିଟିମାନଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଜାଣିବାକୁ । କୋଟି କୋଟି ଟଙ୍କା ଆୟ କରୁଥିବା ଏହି ସେଲିବ୍ରିଟିମାନେ କେତେ ପାଠ ପଢିଛନ୍ତି । କେହି କେହି ଖୁବ୍ କମ୍ ପାଠ ପଢିଥିଲେ…
ସ୍ୱାଧିନତାର ମହାପର୍ବ ସହ ଆରମ୍ଭ ହେବ ‘କୌନ ବନେଗା କରୋଡପତି’ର ନୂଆ ସିଜନ
ମୁମ୍ବାଇ,୨୪ ।୭: ଟେଲିଭିଜନ ଦୁନିଆର ସବୁଠାରୁ ଆକର୍ଷିତ କ୍ୱିଜ ରିୟଲିଟି ଶୋ’ ‘କୌନ ବନେଗା କରୋଡପତି’ ବେଶ କିଛିବର୍ଷ ହେବ ଦର୍ଶକଙ୍କ ମନୋରଞ୍ଜନ କରି ଆସିଛି । ଏହାର ୧୩ ତମ ସିଜନ ସଫଳତାର ସହ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଏବେ…
ପୁଣି ଅଶାନ୍ତ ହେଲା ଆମେରିକା
ୱାଶିଂଟନ,୨୪ ।୭: ଆମେରିକାରେ ଗୁଳିକାଣ୍ଡ ଘଟଣା ବେଳକୁ ବେଳ ସାଧାରଣ ହେବାରେ ଲାଗିଛି । ଯେଉଁଥିପାଇଁ ଏଠାରେ ରହୁଥିବା ଲୋକମାନେ ସୁରକ୍ଷାକୁ ନେଇ ଚିନ୍ତିତ ହୋଇ ପଡିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳେ ୱାଶିଂଟନର ରେଂଟନ ସହରରେ ଗୁଳି…
କଥା ରଖିଲେ ପଞ୍ଜାବ ସରକାର
ଚଣ୍ଡିଗଡ଼,୨୪ ।୭: ପଞ୍ଜାବର ଆମ ଆଦମୀ(ଏଏପି) ସରକାର ଦିଲ୍ଲୀ ଭଳି ପଞ୍ଜାବରେ ବି ମାଗଣା ବିଜୁଳୀ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ । ଏବେ ଏଥିନେଇ ସରକାର ଏକ ସର୍କୁଲାର ଜାରି କରିଛନ୍ତି । ଏହି ସର୍କୁଲାର ଅଧିନରେ ପ୍ରତି ମାସରେ ପଞ୍ଜାବବାସୀଙ୍କୁ…
ରାଷ୍ଟ୍ରୀୟ ସମ୍ପତ୍ତି ବିକ୍ରି କରିବ ପାକିସ୍ତାନ
ଇସଲାମାବାଦ,୨୪ ।୭: ଦେଶରେ ଦେଖାଦେଇଥିବା ଆର୍ଥିକ ସଙ୍କଟ ସହ ଲଢୁଥିବା ପାକିସ୍ତାନ ମନ୍ତ୍ରିମଣ୍ଡଳ ଶନିବାର ବିଦେଶରେ ଥିବା ଦେଶର ସମ୍ପତ୍ତିକୁ ଜରୁରୀକାଳିନ ପରିସ୍ଥିତିରେ ବିକ୍ରି କରିବାକୁ ସମସ୍ତ ପ୍ରକାର ପ୍ର୍ସ୍ତୁତି ପ୍ରକ୍ରିୟା ଶେଷ କରିବାକୁ ଏକ ଅଧ୍ୟାଦେଶକୁ ମଞ୍ଜୁରୀ ପ୍ରଦାନ କରିଛି…
ପୂର୍ବ ଶତ୍ରୁତାରୁ ବୋମାମାଡ଼
ଗଞ୍ଜାମ,୨୩ା୭(ଡି.ଏନ୍.ଏ.): ଗଞ୍ଜାମ ଥାନା ଅଧିନସ୍ଥ ନୂଆଗାଁସ୍ଥିତ ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଏକ ଜେନେରାଲ ଷ୍ଟୋର ଉପରକୁ ଶନିବାର ସାରେ ୪ଟି ବୋମାମାଡ଼ ହୋଇଛି l ଏଥିରେ ଅଳ୍ପକେ ବର୍ତ୍ତିଛନ୍ତି ଦୋକାନ ମାଲିକ ରାମ ଗୌଡ଼ (୩୨)l ଉକ୍ତ…
ଦଶମନ୍ତପୁରରେ ଝାଡ଼ାବାନ୍ତି ସ୍ଥିତି ଅନୁଧ୍ୟାନ କଲେ ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ
କୋରାପୁଟ,୨୩ା୭(ସ୍ବ.ପ୍ର.): ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଶନିବାର କୋରାପୁଟ ଜିଲା ଗସ୍ତରେ ଆସି ଦଶମନ୍ତପୁର ଝାଡ଼ାବାନ୍ତି ଅଞ୍ଚଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବା ପରେ କୋରାପୁଟଠାରେ ଏକ ସମୀକ୍ଷା କରିଥିଲେ। ଉକ୍ତ ବୈଠକରେ ଜନସ୍ବାସ୍ଥ୍ୟ ବିଭାଗର ଯୁଗ୍ମ ନିର୍ଦ୍ଦେଶକ…
ମୁଁ ତୁମର ସବୁଠାରୁ ବଡ଼ ଫ୍ୟାନ୍: ଧନଶ୍ରୀ
ନୂଆଦିଲ୍ଲୀ,୨୩।୭: ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚ୍ରେ ଦୁଇ ଉଇକେଟ ନେଇଥିବା ଯୁଜବେନ୍ଦ୍ର ଚହଲଙ୍କ ଆଜି ଜନ୍ମଦିନ। ଏହାକୁ ନେଇ ସାଥୀ ଖେଳାଳିଙ୍କଠାରୁ ଆରମ୍ଭ କରି ସ୍ତ୍ରୀ ଧନଶ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ବତନ୍ତ୍ର ପୋଷ୍ଟ କରିଛନ୍ତି। ହେଲେ ଧନଶ୍ରୀଙ୍କ ବାର୍ତ୍ତା ସମସ୍ତଙ୍କ…
ଛେଳିପଲଙ୍କୁ ବଞ୍ଚାଇବାକୁ ଯାଇ ଓଲଟି ପଡ଼ିଲା ବସ୍
କୋରୁକୋଣ୍ଡା,୨୩ା୭(ଡି.ଏନ୍.ଏ.): ଜୟପୁରରୁ ମାଲକାନଗିରି ଅଭିମୁଖେ ଯାତ୍ରା କରୁଥିବା ସରକାରୀ ଅଲ୍ଟ୍ରା ବସ୍ଟି କୁଡୁମୁଲୁଗୁମ୍ମା ନିକଟସ୍ଥ ସୁନାନଗର ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ ବସ୍ଟି ଦ୍ରୁତଗତିରେ ବାଲିମେଳା ଆଡ଼କୁ ଯାଉଥିବା ବେଳେ ସୁନାନଗର ଘାଟିଠାରେ ହଠାତ୍ ଛେଳିପଲ ରାସ୍ତା ଉପରକୁ ଚାଲି…
ମୋ’ ବୋହୂ ବହୁତ ଭଲ, ହେଲେ ଆପଣା ସୁନା ତ ଭେଣ୍ଡି: ଉତ୍ତମ ମହାନ୍ତି
ଭୁବନେଶ୍ୱର,୨୩।୭(ବ୍ୟୁରୋ): ଓଲିଉଡ୍ ହିରୋବାବୁସାନ ମହାନ୍ତିଙ୍କ ପରିବାରିକ କଳି ଦାଣ୍ଡରେ ପଡ଼ି ହାଟରେ ଗଡ଼ିଛି। ଶନିବାର ସକାଳେ ବାବୁସାନ ଓ ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କୁ କାର୍ ଭିତରେ ଥିବା ଦେଖି ସ୍ତ୍ରୀ ତୃପ୍ତି ମାଡ଼ ମାରିଥିଲେ। ଏହାର ଭିଡିଓ ଭାଇରାଲ ହେବା ପରେ…
ଲଗାଣ ବର୍ଷାରେ ଭାଙ୍ଗିଲା ଘର: ବାସହୀନ ଦୁଇ ପରିବାର
କୋକସରା,୨୩ା୭(ଡି.ଏନ୍.ଏ.): ରାଜ୍ୟ ସରକାର ଗରିବ ସୀମାରେଖା ତଳେ ଥିବା ଲୋକଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ କିଛି ନିର୍ବାଚିତ ଜନ ପ୍ରତିନିଧି ଓ ପଞ୍ଚାୟତ କର୍ମଚାରୀଙ୍କ ମୁନାଫାଖୋର ମନୋବୃତ୍ତି ଯୋଗୁ ଯୋଗ୍ୟ ହିତାଧିକାରୀମାନେ ସମସ୍ତ ଯୋଜନାରୁ ବାଦ୍ ପଡୁଛନ୍ତି। ଏମିତି…
କଳିଯୁଗର ‘ଶ୍ରବଣ କୁମାର’! ବୃଦ୍ଧ ମା’ବାପାଙ୍କୁ କାନ୍ଧରେ ବସାଇ…
ଆରମ୍ଭ ହୋଇଛି ପବିତ୍ର ଶ୍ରାବଣ ମାସ। ଶିବ ମନ୍ଦିରରେ ପାଣି ଢ଼ାଳିବା ଲାଗି କାଉଡିଆମାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ଏହି କ୍ରମରେ ଜଣେ ଶିବଭକ୍ତଙ୍କ ଏଭଳି ଭିଡିଓ ଭାଇରାଲ ହେଉଛି, ଯାହା ଲୋକଙ୍କ ହୃଦୟ ଜିତୁଛି। ତାଙ୍କୁ ଅନେକେ କଳିଯୁଗର…
Archives


