Home Left

ରାଇଜିଂ ଷ୍ଟୁଡେଣ୍ଟ, ରେଲଓ୍ବେ, ଓଡ଼ିଶା ଏଫ୍‌ସି ବିଜୟୀ

ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌)ରେ ବୁଧବାର ୩ଟି ମ୍ୟାଚ ଅନୁଷ୍ଠିତ ହୋଇଛି। ଏଥିରେ ରାଇଜିଂ ଷ୍ଟୁଡେଣ୍ଟ, ଇଷ୍ଟକୋଷ୍ଟ ରେଲଓ୍ବେ ଏବଂ ଓଡ଼ିଶା ଏଫ୍‌ସି ବିଜୟୀ ହୋଇଛି। କ୍ୟାପିଟାଲ ଗ୍ରାଉଣ୍ଡରେ ଅନୁଷ୍ଠିତ ଏକ ମ୍ୟାଚରେ ରାଇଜିଂ ଷ୍ଟୁଡେଣ୍ଟ…

ସମ୍ବିତଙ୍କୁ ଅନ୍ତର୍ଜାତୀୟ ମାଷ୍ଟର ଟାଇଟଲ

ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ବର୍ଷ ଶେଷରେ ଓଡ଼ିଶା ଚେସ୍‌ ପାଇଁ ଆସିଛି ଏକ ଖୁସି ଖବର। ରାଜ୍ୟର ପ୍ରତିଭାସମ୍ପନ୍ନ ଚେସ୍‌ ଖେଳାଳି ସମ୍ବିତ ପଣ୍ଡା ଅନ୍ତର୍ଜାତୀୟ ମାଷ୍ଟର (ଆଇଏମ୍‌) ଟାଇଟଲ ହାସଲ କରିଛନ୍ତି। ଅନ୍ତର୍ଜାତୀୟ ଚେସ୍‌ ମହାସଙ୍ଘ (ଫିଡେ) ପକ୍ଷରୁ…

ଭବ୍ୟା, କିରଟଙ୍କୁ ଓଡ଼ିଶା ଦଳର ନେତୃତ୍ୱ

ଭୁବନେଶ୍ୱର, ୧୫।୧୨(କ୍ରୀଡ଼ା ପ୍ରତିନିଧି): ଆନ୍ଧ୍ର ପ୍ରଦେଶ ରୋଲ୍‌ବଲ ଆସୋସିଏଶନ ଓ ରୋଲ୍‌ବଲ ଫେଡେରେଶନ ଅଫ୍‌ ଇଣ୍ଡିଆ (ଆର୍‌ବିଏଫ୍‌ଆଇ) ଆନୁକୂଲ୍ୟରେ ବିଶାଖାପାଟଣାଠାରେ ଚଳିତ ମାସ ୧୬ରୁ ୧୮ ପର୍ଯ୍ୟନ୍ତ ୧୨ତମ ୧୧ ବର୍ଷରୁ କମ୍‌ ଜାତୀୟ ରୋଲ୍‌ବଲ ଚାମ୍ପିୟନଶିପ୍‌ ଅନୁଷ୍ଠିତ ହେବ। ଏଥିପାଇଁ…

ଦେବବ୍ରତ, ଶୁଭମ୍‌, ଅଭିଷେକଙ୍କ ଅର୍ଦ୍ଧଶତକ

ଭୁବନେଶ୍ୱର, ୧୫।୧୨ (କ୍ରୀଡ଼ା ପ୍ରତିନିଧି): ବିକାଶ ଗ୍ରାଉଣ୍ଡରେ ଚାଲିଥିବା ବରୋଦା ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ବଡ଼ ସ୍କୋର ସହ ଅଭିଯାନ ଆରମ୍ଭ କରିଛି। ଅଧିନାୟକ ଶୁଭ୍ରାଂଶୁ ସେନାପତି ଓ ଶାନ୍ତନୁ ମିଶ୍ରଙ୍କ ପରେ ଅଭିଷେକ ରାଉତ, ଦେବବ୍ରତ…

‘ନେଟ୍‌ ଜିରୋ ତ୍ୱରାନ୍ବିତକୁ ଗୁରୁତ୍ୱାରୋପ’

ଭୁବନେଶ୍ୱର,୧୫।୧୨: ବେଦାନ୍ତ ଆଲୁମିନିୟମ ପକ୍ଷରୁ ନିକଟରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ନେଟ୍‌ ଜିରୋକୁ ଅଧିକରୁ ଅଧିକ ତ୍ୱରାନ୍ବିତ କରିବା ପାଇଁ ଗୁରୁତ୍ୱାରୋପ କରିଛି। ଏପରିକି କମ୍ପାନୀର ସ୍ଥାୟୀ ବିକାଶ ରିପୋର୍ଟକୁ ମଧ୍ୟ ଉନ୍ମୋଚନ…

ଇମ୍ଫାକୁ ଫିକି ସିଏସ୍‌ଆର୍‌ ଆଓ୍ବାର୍ଡ

ନୂଆଦିଲ୍ଲୀ,୧୫।୧୨: ଇଣ୍ଡିଆନ ମେଟାଲ ଆଣ୍ଡ ଫେରୋ ଆଲଏଜ୍‌ (ଇମ୍ପା)କୁ ଆଉ ଏକ ସମ୍ମାନ ଓ ସଫଳତା ମିଳିଥିବା ଜଣାପଡ଼ିଛି। ଏପରିକି କମ୍ପାନୀର କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମର ବିଶେଷ ସଫଳତା ଯୋଗୁ ଉକ୍ତ ସମ୍ମାନ ମିଳିଥିବା ଇମ୍ପା ପକ୍ଷରୁ କୁହାଯାଇଛି।…

‘ବିଶ୍ୱସନୀୟ ଡିଜିଟାଲ ଯୋଗାଯୋଗ ପାଲଟିଛି’

ନୂଆଦିଲ୍ଲୀ,୧୫।୧୨: ଦେଶର ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ରୁକଲର ଆପ୍‌ ମାଧ୍ୟମରେ ଡିଜିଟାଲ ଗଭର୍ନମେଣ୍ଟ ଡାଇରେକ୍ଟୋରିର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଭାରତର ନାଗରିକ ଓ ସରକାରଙ୍କ ମଧ୍ୟରେ ଏହା ସହଜରେ ଏକ ସରଳ ଯୋଗାଯୋଗ ସ୍ଥାପନ କରିପାରିବ ବୋଲି…

ଭାରତ-ଚାଇନା ସୀମା ବିବାଦ ମଧ୍ୟରେ ବାୟୁସେନା କରିବ ଯୁଦ୍ଧାଭ୍ୟାସ, ଅରୁଣାଚଳରେ ସୁଖୋଇ-ରାଫାଲ ଦେଖାଇବେ ଦମ୍‌

ନୂଆଦିଲ୍ଲୀ,୧୫ ।୧୨: ଭାରତ-ଚାଇନା ସୀମା ବିବାଦକୁ ନେଇ ଉଠିଥିବା ଝଡ଼ ମଧ୍ୟରେ ଭାରତୀୟ ବାୟୁସେନା ୧୫ ଡିସେମ୍ବରରୁ ଦୁଇ ଦିନିଆ ଯୁଦ୍ଧାଭ୍ୟାସ କରିବାକୁ ଯାଉଛି । ଏହି ଏକ୍ସରସାଇଜ ୧୫ ଓ ୧୬ ଡିସେମ୍ବରରେ ଆସାମ ଓ ଅରୁଣାଚଳ ପ୍ରଦେଶ ସମେତ…

ଭୋଲ୍‌ଟାସର ଏକ୍ସକ୍ଲୁସିଭ ବ୍ରାଣ୍ଡ୍‌ ଶପ୍‌ ଉଦ୍‌ଘାଟିତ

ଭୁବନେଶ୍ୱର,୧୫।୧୨: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ତଥା ଟାଟା ଗ୍ରୁପ୍‌ର ଅନ୍ୟତମ ସଂସ୍ଥା ଭୋଲ୍‌ଟାସର ଆଉ ଏକ ବ୍ରାଣ୍ଡ୍‌ ଶପ୍‌ର ଶୁଭାରମ୍ଭ ହୋଇଯାଇଛି। ଏପରିକି କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ‘କ୍ୱାଲିଟି ଷ୍ଟୋର’ ଆନୁକୂଲ୍ୟରେ କମ୍ପାନୀର ଏକ୍ସକ୍ଲୁସିଭ ବ୍ରାଣ୍ଡ୍‌ ଶପ୍‌ ମାଲକାନଗିରି ଜିଲା…

ଶ୍ୟାମ୍‌ ଷ୍ଟିଲ୍‌ ପ୍ରଚଳନ କରୁଛି ଜି ହଜୁର

ଭୁବନେଶ୍ୱର,୧୫।୧୨: ପ୍ରାଇମେରି ଟିଏମ୍‌ଟି ବାର୍‌ର ଅଗ୍ରଣୀ ଉପତ୍ାଦନକାରୀ ତଥା ବିନିର୍ମାଣକାରୀ ଶ୍ୟାମ୍‌ ଷ୍ଟିଲ୍‌ ସମସ୍ତ ନିର୍ମାଣ ସାମଗ୍ରୀ ନିମନ୍ତେ ଏକ ନୂଆ ଯୁଗର ବି୨ବି ବଜାରସ୍ଥଳ ଜି ହଜୁରର ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି। ଏ ସମ୍ପର୍କରେ ଶ୍ୟାମ୍‌ ଷ୍ଟିଲ୍‌ ଇଣ୍ଡଷ୍ଟ୍ରିଜ…

ସ୍ତ୍ରୀଙ୍କୁ ହତ୍ୟାକରି ଡାକ୍ତର ଗିରଫ

ଲଖିମପୁର ଖେରି: ୧୫।୧୨: ଉତ୍ତର ପ୍ରଦେଶର ଲଖିମପୁର ଖେରିରେ ସ୍ତ୍ରୀଙ୍କୁ ହତ୍ୟା ଅଭିଯୋଗରେ ଅଭିଷେକ ଅବସ୍ତି ନାମକ ଡାକ୍ତରଙ୍କୁ ପୋଲିସ ଗିରଫ କରିଛି। ଅଭିଷେକଙ୍କ ସ୍ତ୍ରୀ ବନ୍ଦନା (୨୮) ପେସାରେ ଡାକ୍ତର। ନଭେମ୍ବର ୨୬ରେ ଅଭିଷେକ ସ୍ତ୍ରୀଙ୍କୁ ହତ୍ୟା କରିଥିଲେ। ନିଜ…

ପ୍ରାଥମିକ କ୍ଷେତ୍ରରେ ୧୯% ବୃଦ୍ଧି ପାଇଛି ଋଣ ଆକଳନ

ଭୁବନେଶ୍ୱର,୧୫।୧୨: ନାବାର୍ଡ ପକ୍ଷରୁ ଆୟୋଜିତ ଷ୍ଟେଟ୍‌ କ୍ରେଡିଟ୍‌ ସେମିନାର ବୁଧବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସେମିନାରରେ ନାବାର୍ଡ ଦ୍ୱାରା ପ୍ରସ୍ତୁତ ‘ଷ୍ଟେଟ ଫୋକସ୍‌ ପେପର୍‌ ୨୦୨୩-୨୪’ ପୁସ୍ତିକାର ଉନ୍ମୋଚନ କରାଯିବା ସହ ଓଡ଼ିଶାର ପ୍ରାଥମିକ କ୍ଷେତ୍ରରେ ୨୦୨୩-୨୪ ବର୍ଷ ପାଇଁ ସର୍ବମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?