ସିଦ୍ଦିକି କାପ୍ପାନଙ୍କୁ ଜାମିନ
ନୂଆଦିଲ୍ଲୀ,୧୦।୯: ଉତ୍ତରପ୍ରଦେଶରେ ପ୍ରାୟ ୨ ବର୍ଷ ହେଲା ଜେଲ୍ରେ ଥିବା କେରଳ ସାମ୍ବାଦିକ ସିଦ୍ଦିକି କାପ୍ପାନଙ୍କୁ ସୁପ୍ରିମକୋର୍ଟ ଶୁକ୍ରବାର ଜାମିନ ମଞ୍ଜୁର କରିଛନ୍ତି। ଅଭିବ୍ୟକ୍ତି ସ୍ବାଧୀନତା ପ୍ରତ୍ୟେକଙ୍କର ରହିଥିବା ସର୍ବୋଚ୍ଚ ଅଦାଲତ ଏହି ଅବସରରେ କହିଛନ୍ତି। ଉତ୍ତରପ୍ରଦେଶର ହାଥରାସରେ ଜଣେ ୧୯…
କଂଗ୍ରେସ ଅଧ୍ୟକ୍ଷ ପଦକୁ ନେଇ ରାହୁଲଙ୍କ ବଡ ବୟାନ
ନୂଆଦିଲ୍ଲୀ,୧୦ ।୯: କଂଗ୍ରେସର ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ଟଣାଭିଡା ଜାରି ରହିଛି । ଶୁକ୍ରବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯେତେବେଳେ ଅଧ୍ୟକ୍ଷ ପଦ ପାଇଁ ମନା କରି ଦେଇଥିଲେ ତା’ପରେ ଆରମ୍ଭ ହୋଇଯାଇଛି ପ୍ରଶ୍ନ । ଏହି ପଦକୁ…
କିପରି ଜାଣିବେ ବ୍ୟକ୍ତିଙ୍କ ସ୍ବଭାବ
ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ଅନେକ ଶ୍ଳୋକ ବର୍ଣ୍ଣନା କରିଛନ୍ତି। ଯାହାକୁ ଗ୍ରହଣ କରି ଜଣେ ଖୁସିରେ ଜୀବନ ଅତିବାହିତ କରିପାରିବ। ବ୍ୟକ୍ତିଙ୍କ ପରିଚୟ ସମ୍ପର୍କରେ ଚାଣକ୍ୟ କହିଛନ୍ତି ଯେ, ଯିଏ ଅଧିକାର ପଛରେ ଦୌଡ଼ନ୍ତି ସେମାନେ ଲୋଭୀ ହୋଇଥାନ୍ତି। ସୌନ୍ଦର୍ଯ୍ୟକୁ ଗୁରୁତ୍ୱ…
ବିବାଦର ସଙ୍କେତ
ଉତ୍ତରପ୍ରଦେଶ(ୟୁପି)ର ଅତିରିକ୍ତ ମୁଖ୍ୟ ସଚିବ(ଗୃହ)ଅଓ୍ବନିଶ କୁମାର ଅଓ୍ବସ୍ତିଙ୍କ କାର୍ଯ୍ୟକାଳ ସମ୍ପ୍ରସାରିତ ହେବ କିମ୍ବା ତାଙ୍କୁ ସେବାନିବୃତ୍ତ କରାଯିବ ତାହାକୁ ନେଇ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ କେହି ଜଣେ ବି ନିଶ୍ଚିତ ନ ଥିଲେ। ଏହା ବିଶେଷ କରି ରହସ୍ୟରେ ରହିଥିଲା। ଉଭୟ…
ପ୍ରଥମ ଦିନରେ ଏତିକି କୋଟି କଲେକ୍ସନ୍ କଲା ‘ବ୍ରହ୍ମାସ୍ତ୍ର’
ମୁମାଇ: ନିଦେକର୍ଦଶକ ଆୟାନ ମୁଖାର୍ଜୀଙ୍କ ବିଗ୍ ବଜେଟ୍ ଫିଲ୍ମ ଶୁକ୍ରବାର ରିଲିଜ୍ ହୋଇଯାଇଛି। ଫିଲ୍ମକୁ ଦେଖିବାକୁ ସିନେମା ହଲ୍ରେ ଦର୍ଶକଙ୍କ ନାହିଁ ନଥିବା ଭିଡ ଦେଖିବାକୁ ମିଳିଛି। ‘ବ୍ରହ୍ମାସ୍ତ୍ର’ ୨୦୨୨ ବର୍ଷର ବହୁ ପ୍ରତୀକ୍ଷିତ ଫିଲ୍ମ ମଧ୍ୟରୁ ଗୋଟିଏ। ଏହାରି ମଧ୍ୟରେ…
ଏମିତି ଗଲା କଇଁଛ , ଦେଖିଲେ ହେବେ ଆଶ୍ଚର୍ଯ୍ୟ
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବ ପ୍ରବଣ କରୁଛି। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏହା…
ୟୁକୁବ ମେମନଙ୍କ ସମ୍ପର୍କୀୟଙ୍କ ସହ ମୁମ୍ବାଇ ମେୟର କିଶୋରି ପେଡନେକରଙ୍କ ଫଟୋ ଭାଇରାଲ
ମୁମ୍ବାଇ,୧୦ ।୯: ୧୯୧୯୩ରେ ମୁମ୍ବାଇ ବୋମା ବିସ୍ଫୋରଣରେ ଦୋଷୀ ସାବ୍ୟସ୍ତ ହୋଇଥିବା ୟାକୁବ ମେମନଙ୍କ କବରର ସୌନ୍ଦର୍ଯ୍ୟକରଣକୁ ନେଇ ମହାରାଷ୍ଟ୍ର ରାଜନୈତିକ ଦଳ ମଧ୍ୟରେ ଉଷ୍ମତା ସୃଷ୍ଟି କରିଛି । ଭାରତୀୟ ଜନତା ପାର୍ଟି(ଭାଜପା) ଲଗାତାର ଦାବି କରି ଆସୁଛି ଯେ…
୩ ବର୍ଷରେ ଉନ୍ନୟନ କାମରେ ବ୍ୟାପକ ହେରଫେର
ପଟ୍ଟାମୁଣ୍ଡାଇ, ୧୦ା୯(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ମ୍ୟୁନିସିପାଲିଟିର ବିକାଶ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ପୌର ପରିଷଦର କେତେଜଣ ଅଫିସର ଏହି ଟଙ୍କାକୁ ବାଟମାରଣା କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ୩ ବର୍ଷ ପୂର୍ବେ ପଟ୍ଟାମୁଣ୍ଡାଇ ପୌର ପରିଷଦର…
ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଜବରଦଖଲ ଉଚ୍ଛେଦ
ଡେରାବିଶ, ୧୦ା୯(ସ୍ବ.ପ୍ର.): ଡେରାବିଶ ତହସିଲ ଅନ୍ତର୍ଗତ ଇନ୍ଦାଳୋ ପଞ୍ଚାୟତ ଦକ୍ଷିଣପାରି ଗଁାରେ ଶୁକ୍ରବାର ସରକାରୀ ଜାଗାକୁ ଜବରଦଖଲ କରି ଅଜୟ ଦାସଙ୍କ ବାସଗୃହ ଥିଲା। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଅତିରିକ୍ତ ତହସିଲଦାର ସୁଜିତ କୁମାର ସ୍ବାଇଁ ଜବରଦଖଲ ଗୃହକୁ ଉଚ୍ଛେଦ କରିଛନ୍ତି। ଦକ୍ଷିଣପାରି…
ଶିକ୍ଷକ, ଶ୍ରେଣୀଗୃହ ଅଭାବ, ପାଠପଢ଼ାରେ ବ୍ୟାଘାତ
ଡେରାବିଶ, ୧୦ା୯ (ସ୍ବ.ପ୍ର.): ଡେରାବିଶ ବ୍ଲକ ଛୋଟି ପଞ୍ଚାୟତ ରାମଚଣ୍ଡୀ ନୋଡାଲ ଶିକ୍ଷା ନିକେତନ ୫-ଟି ଯୋଜନାରେ ରୁପାନ୍ତରୀକରଣ କରାଯାଇଥିଲା। ଏହି କାମରେ ପ୍ରାୟ ୩୮ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହୋଇଛି। ବ୍ଲକ ପ୍ରଶାସନ ତତ୍ତ୍ୱାବଧାନରେ ହୋଇଥିବା ଏହି କାମର…
ଜଗତ୍ସିଂହପୁରରେ ହେବ ଗାମ୍ବୁସିଆ ମାଛ ଚାଷ
ଜଗତ୍ସିଂହପୁର ଅଫିସ, ୧୦ା୯: ଜଗତ୍ସିଂହପୁର ଜିଲାରେ ସନ୍ତୋଷଜନକ ଭାବେ ଅଲ୍ଟ୍ରାସାଉଣ୍ଡ ସେବା ଉପଲବ୍ଧ ହେଉନାହିଁ। ବିଶେଷକରି ସରକାରୀ ଡାକ୍ତରଖାନାରେ ଏହି ଅଭାବ ଚିନ୍ତାର କାରଣ ହୋଇଛି। ଜିଲା ମୁଖ୍ୟ ଚିକିତ୍ସାଳୟରେ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ଅଲ୍ଟ୍ରାସାଉଣ୍ଡ ମେଶିନ ଅଛି। କିନ୍ତୁ ଏହାକୁ ଚଳାଇବା…
ଉଚ୍ଛେଦ ବେଳେ ପୋଲିସକୁ ଆକ୍ରମଣ: ୫ ଗିରଫ
ରଘୁନାଥପୁର,୧୦ା୯(ଡି.ଏନ୍.ଏ.): ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ରଘୁନାଥପୁର ତହସିଲ ଅନ୍ତର୍ଗତ ଧରାଧରପୁର ପଞ୍ଚାୟତସ୍ଥିତ ଭାସିଲପୁର ଗ୍ରାମ୍ୟ ରାସ୍ତାରୁ ଜବରଦଖଲ ଉଚ୍ଛେଦ ହୋଇଛି। ଏହି ସମୟରେ ତହସିଲ୍ଦାରଙ୍କ ଉପସ୍ଥିତିରେ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରାଯାଇଛି। ଏନେଇ ତହସିଲଦାର ରୂପାଲିକା ଦାଶ ରଘୁନାଥପୁର ଥାନାରେ…
Archives


