ଶ୍ୟାମ୍‌ ଷ୍ଟିଲ୍‌ ପ୍ରଚଳନ କରୁଛି ଜି ହଜୁର

ଭୁବନେଶ୍ୱର,୧୫।୧୨: ପ୍ରାଇମେରି ଟିଏମ୍‌ଟି ବାର୍‌ର ଅଗ୍ରଣୀ ଉପତ୍ାଦନକାରୀ ତଥା ବିନିର୍ମାଣକାରୀ ଶ୍ୟାମ୍‌ ଷ୍ଟିଲ୍‌ ସମସ୍ତ ନିର୍ମାଣ ସାମଗ୍ରୀ ନିମନ୍ତେ ଏକ ନୂଆ ଯୁଗର ବି୨ବି ବଜାରସ୍ଥଳ ଜି ହଜୁରର ପ୍ରଚଳନ ସମ୍ପର୍କରେ ଘୋଷଣା କରିଛି। ଏ ସମ୍ପର୍କରେ ଶ୍ୟାମ୍‌ ଷ୍ଟିଲ୍‌ ଇଣ୍ଡଷ୍ଟ୍ରିଜ ଲିମିଟେଡ୍‌ର ଡାଇରେକ୍ଟର ମନୀଷ ବେରିୱାଲା କହିଛନ୍ତି, ଜି ହଜୁର ନିର୍ମାଣ ସାମଗ୍ରୀ ବର୍ଗରେ ଏକ ପରିବର୍ତ୍ତନକାରୀ ହେବ। ନିର୍ମାଣ ସାମଗ୍ରୀ କିଣା ପ୍ରକ୍ରିୟା ନିର୍ବିଘ୍ନରେ ହେବ ଏବଂ ଆମେ ଗ୍ରାହକଙ୍କ ସହ ଠିକ୍‌ ସମୟରେ ନିୟୋଜିତ ରହିବାରେ ସମର୍ଥ ହୋଇପାରିବୁ। ବ୍ୟବସାୟ ପରିଚାଳିତ ପ୍ରଯୁକ୍ତିରେ ନବସୃଜନ ଆଣିବାରେ ଆମେ ସର୍ବଦା ଅଗ୍ରଭାଗରେ ରହି ଆସିଛୁ ଏବଂ ଜି ହଜୁର କ୍ରେତା ଓ ଯୋଗାଣକାରୀଙ୍କର ସମସ୍ତ ଚିନ୍ତା ଦୂରକରିବାକୁ ଲକ୍ଷ୍ୟ ରଖିବ ଏବଂ ତାହା ସହ ଡିଲରମାନଙ୍କୁ ଏକ ବିଶାଳ ବଜାର ଯୋଗାଇଦେଇ ସେମାନଙ୍କ ବ୍ୟବସାୟରେ ଉନ୍ନତି ସାଧନ କରିବ।

ଜି ହଜୁରରେ ଉପଲବ୍ଧ ଉପତ୍ାଦଗୁଡ଼ିକ ମଧ୍ୟରେ ଟିଏମ୍‌ଟି ବାର୍‌, ଷ୍ଟ୍ରକ୍‌ଚରାଲ ଷ୍ଟିଲ୍‌, ପାଇପ ଓ ଟ୍ୟୁବ୍‌, ମେଟାଲ ବିମକ୍ରାଶ ବ୍ୟାରିୟର, ସ୍କାଫୋଲ୍‌ଡିଂ ଏବଂ ସଟରିଂ ଉପକରଣ, ପୋଲ ଓ ଟାୱାର, ଫାବ୍ରିକେଶନ, ନିର୍ମାଣ ସମ୍ପର୍କିତ ରାସାୟନିକ ପଦାର୍ଥ, ବିଟୁମେନ ଓ ଫ୍ଲାଇଆଶ୍‌, ନିର୍ମାଣ ଉପକରଣ, ନିର୍ମାଣ ସମ୍ପର୍କିତ ହାର୍ଡୱେର ଓ ସଫ୍ଟୱେର, ତଦାରଖ ଓ ପରୀକ୍ଷଣ ସେବା ଆଦି ଅନ୍ତର୍ଭୁକ୍ତ। ନିର୍ମାଣ ସାମଗ୍ରୀ ସହିତ ଜି ହଜୁର ସେତୁ, ଷ୍ଟ୍ରକଚର, ସଡ଼କ ଏବଂ ଅନ୍ୟ ସମସ୍ତ ଭିତ୍ତିଭୂମି ପ୍ରକଳ୍ପ ନିମନ୍ତେ ଭରସାଯୋଗ୍ୟ ତଦାରଖ ଓ ପରୀକ୍ଷଣ ସେବା ଯୋଗାଇ ଦେଉଛି। ଆମର ତଥ୍ୟଭିତ୍ତିରେ ବୃଦ୍ଧି ଘଟାଇବା ଏବଂ ସାମଗ୍ରୀ ସଂଗ୍ରହକୁ ଚିନ୍ତାମୁକ୍ତ କରିବା ସକାଶେ ନୂତନ ପଦ୍ଧତି ପ୍ରଚଳନ କରିବାକୁ ଆମେ ଅଧିକ ଭିିତ୍ତିଭୂମି ସଂସ୍ଥାଗୁଡ଼ିକ ସହିତ ସହବନ୍ଧନ କରିବୁ ବୋଲି ବେରିୱାଲା ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେରଳରେ ବନ୍ୟା: ୮ଜଣଙ୍କ ମୃତ୍ୟୁ, ୮ ନିଖୋଜ

କୋଚି,୨।୮: କେରଳରେ ଭୀଷଣ ବର୍ଷା ଫଳରେ ଭୂସ୍ଖଳନ ଓ ବନ୍ୟା ଯୋଗୁ ୮ ଜଣଙ୍କ ପ୍ରାଣହାନି ଘଟିଛି। ଏପରକି ୮ଜଣ ନିଖୋଜ ଥିବା ବେଳେ ୧୩ ଆହତ…

ଗାଧୋଇବାକୁ ଯାଇ ଫେରିଲେନି ଅବସରପ୍ରାପ୍ତ ଗ୍ରାମରକ୍ଷୀ, ଘଟିଲା…

ବରଗଡ଼,୨।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅଧୀନ ଭଡିଗାଁର ଅବସରପ୍ରାପ୍ତ ଗ୍ରାମରକ୍ଷୀ ବିରାଟ ବାଗ(୬୫)ଙ୍କ ପୋଖରୀରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା…

ଦାଦନ ଦୁଃଖ… ଗୋଟିଏ ସପ୍ତାହରେ ୨ ଶ୍ରମିକଙ୍କ ମୃତ୍ୟୁ, ଦାରିଙ୍ଗବାଡିରେ ଉଦବେଗ

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳର ଜଣେ ଦାଦନ ଶ୍ରମିକଙ୍କ ହାଇଦ୍ରାବାଦରେ ମୃତ୍ୟୁ ହୋଇଛି । ମୃତକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତ ମାଣ୍ଡିପଙ୍କା…

CJPର ବିକ୍ଷୋଭ; ଜନ୍ତରମନ୍ତରରେ ବାଧା ପାଇଁ ଚାଲିଥିଲା ଆତଙ୍କବାଦୀ ଯୋଜନା, ହମିମ୍‌ ମଣ୍ଡଳଙ୍କ ବାନ୍ଧବୀ ଅର୍ପିତା ସର୍କାର ଗିରଫ

କୋଲକାତା,୨।୮: ପଶ୍ଚିମବଙ୍ଗ ପୋଲିସର ସ୍ପେଶାଲ୍ ଟାସ୍କ ଫୋର୍ସ (STF) ଜୈଶ-ଏ-ମହମ୍ମଦ ସହ ଜଡ଼ିତ ଏକ ସନ୍ଦିଗ୍ଧ ମାମଲାରେ ବଡ଼ ଖୁଲାସା କରିଛି । STFର ଆଇଜି ଗୌରବ…

ଚିପ୍ସ ପ୍ୟାକେଟ୍‌ରେ ଥିବା ଖେଳନା ବଲ୍‌ ଗିଳି ଦେଲେ ଶିଶୁ, ଆଉ ତା’ପରେ…

ବେଙ୍ଗାଲୁରୁ,୨ା୮: କର୍ନାଟକର ମହୀଶୂର ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୫ ବର୍ଷର ଜଣେ ବାଳକ କୁର୍‌କୁରେ ପ୍ୟାକେଟ୍‌ରେ ଥିବା ଛୋଟ ଖେଳନା ବଲ୍‌କୁ ଗିଳିଦେବାରୁ…

ମଙ୍ଗଳବାର ତପ୍ତପାଣି ଆସିବେ ରାଷ୍ଟ୍ରପତି, ଶ୍ରାବଣ ସୋମବାରରେ ଜଳଲାଗି ମନା

ଦିଗପହଣ୍ଡି,୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ପର୍ଯ୍ୟଟନ ସ୍ଥଳୀ ଉଷ୍ମ ପସ୍ରବଣ ତପ୍ତପାଣି ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ମଙ୍ଗଳବାର ଗସ୍ତ କାର୍ଯ୍ୟକ୍ରମ ଚୂଡାନ୍ତ…

ରାତି ପାହିଲେ ଶ୍ରାବଣ ସୋମବାର, ଋଷିକୁଲ୍ୟା ନଦୀରେ କୂଳରେ ବୋଲବମ ଭକ୍ତଙ୍କ ଭିଡ଼

ଗଞ୍ଜାମ,୨।୮(ବିଦ୍ୟାଧର ସାହୁ): ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ ନିକସ୍ଥ ଋଷିକୁଲ୍ୟା ନଦିଘାଟରେ ବୋଲବମ ଭକ୍ତଙ୍କ ଭିଡ଼ ଜମିଥିବା ଦେଖିବାକୁ ମିଳିଛି । ସୋମବାର ପବିତ୍ର ଶ୍ରାବଣ…

ବ୍ଲାକମେଲ ପରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା, ଦୁଇ ଜଣଙ୍କୁ କୋର୍ଟଚାଲାଣ କଲା ପୋଲିସ

ପୁରୁଷୋତ୍ତମପୁର,୨।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ସହରର ଗଡ଼ସାହିରେ ନାବାଳିକାଙ୍କ ଆତ୍ମହତ୍ୟା ଘଟଣାରେ ପୋଲିସ ଦୁଇଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି । ସୂଚନା ଅନୁସାରେ, ବ୍ଲାକମେଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri