Home Left

୧୦ଦିନ ପର୍ଯ୍ୟନ୍ତ ସଂରକ୍ଷିତ ରହିବ ମହାରାଣୀଙ୍କ ମର ଶରିର

ଲଣ୍ଡନ,୯ ।୯: ମହାରାଣୀ ଏଲିଜାବେଥ ୨ୟଙ୍କ ପରଲୋକ ପରେ ଏବେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଲାଇନ ଲାଗିବା ଆରମ୍ଭ ହୋଇଯାଇଛି । ଲୋକେ ତାଙ୍କ ପରଲୋକ ଖବର ଶୁଣି ଭାବୁକ ହୋଇଯାଇଛନ୍ତି । ଆଉ ସମସ୍ତଙ୍କ ମନରେ ଗୋଟିଏ କଥା କେବେ…

ଜବାବ ଦାଖଲ ପାଇଁ ଅଧିକ ସମୟ ନେଲେ ସରକାର

କଟକ ଅଫିସ/ପୁରୀ ଅଫିସ,୯ା୯: ପୁରୀ ବଡ଼ଦାଣ୍ଡରେ ଥିବା ବଗଲା ଧର୍ମଶାଳା ଜମି ବିବାଦ ମାମଲାରେ ଗୁରୁବାର ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶକୁ ବଳବତ୍ତର ରଖିଛନ୍ତି। ଏଥିସହ ଜବାବ ଦାଖଲ କରି ନ ଥିବା ପ୍ରତିପକ୍ଷଙ୍କୁ ୮ ସପ୍ତାହ ଭିତରେ ଜବାବ ଦାଖଲ କରିବା…

ପ୍ରାଣୀଙ୍କ ଚିତାଭସ୍ମରେ ଟାଟୁ

ୱାଶିଂଟନ: ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି, ଯେଉଁମାନଙ୍କ ଅଜବ ଇଚ୍ଛା ରହିଥାଏ। ଆମେରିକା ଫ୍ଲୋରିଡାରେ ରହୁଥିବା ଜଣେ ୩୦ ବର୍ଷୀୟା ମହିଳା ଆଲେକଜେଣ୍ଡ୍ରା ଏସ୍‌ ତାଙ୍କ ଦେହରେ ଟାଟୁ କରୁଛନ୍ତି। ହେଲେ ଏହା କୌଣସି ପାରମ୍ପରିକ ଟାଟୁ ନୁହେଁ, ବରଂ…

ଦୀପାବଳିରେ ସିଂଘମ୍‌ଙ୍କ ‘ଥ୍ୟାଙ୍କ୍‌ ଗଡ୍‌’

ମୁମ୍ବାଇ: ଭିନ୍ନ ଲୁକ୍‌ରେ ଆଗାମୀ ଫିଲ୍ମରେ ନଜର ଆସିବେ ବଲିଉଡ୍‌ ସିଂଘମ୍‌ ଅଜୟ ଦେବଗନ୍‌। ସିଦ୍ଧାର୍ଥ ମାଲ୍‌ହୋତ୍ରା, ରକୁଲ ପ୍ରୀତ୍‌ ଏବଂ ଅଜୟଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ଥ୍ୟାଙ୍କ୍‌ ଗଡ୍‌’ର ରିଲିଜ୍‌କୁ ଦର୍ଶକ ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଏହି…

ଏଏସ୍‌ବିଏମ୍‌ ପକ୍ଷରୁ ନବାଗତଙ୍କୁ ସ୍ବାଗତ

ଭୁବନେଶ୍ୱର,୯।୯:ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଏଏସ୍‌ବିଏମ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚଳିତ ବର୍ଷର ଛାତ୍ରୀଛାତ୍ରଙ୍କ ପାଇଁ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ନବାଗତ ସ୍ବାଗତ ଉତ୍ସବ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଏକ ୧୦ ଦିନିଆ ଓରିଏଣ୍ଟେଶନ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହୋଇଯାଇଛି। ଉକ୍ତ…

ଆର୍‌ବିଆଇ ପକ୍ଷରୁ ‘ସତର୍କ ତାଲିକା’ ଜାରି

ନୂଆଦିଲ୍ଲୀ,୯।୯:ଭାରତରେ ଅନଧିକୃତ ଆର୍ଥକ ସଂସ୍ଥାର ଓ୍ବେବ୍‌ସାଇଟ ଏବଂ ଆପ୍‌ ଜରିଆରେ ବିନିମୟ ମୁଦ୍ରା (ଫୋରେକ୍ସ) କାରବାର ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ) ପକ୍ଷରୁ ଏକ ସତର୍କ ତାଲିକା ଜାରି କରାଯାଇଛି। ବିଶେଷକରି ସ୍ବୀକୃତି ପାଇ ନ ଥିବା ସଂସ୍ଥାଗୁଡ଼ିକ ସହ…

ହୋଣ୍ଡା ଆମେଜ୍‌ର ବିକ୍ରି ମାଇଲଖୁଣ୍ଟ ହାସଲ

ନୂଆଦିଲ୍ଲୀ,୯।୯:ଦେଶର ପ୍ରମୁଖ ଚାରିଚକିଆ ଯାନ ନିର୍ମାତା ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ଲୋକପ୍ରିୟ ଫ୍ୟାମିଲି ସେଡାନ୍‌ ହୋଣ୍ଡା ଆମେଜ୍‌ ଏକ ବିରଳ ରେକର୍ଡର ମାଇଲଖୁଣ୍ଟ ହାସଲ କରିଛି। ବିଶେଷକରି ଏହାର (ଆମେଜ୍‌) ପୌନପୁନିକ ବିକ୍ରୟ ୫ଲକ୍ଷ ୟୁନିଟ୍‌ ହୋଇଥିବା କମ୍ପାନୀ…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ପ୍ରଫେସର ଉଦୟନାଥ ସାହୁ

ଭୁବନେଶ୍ୱର,୯।୯ (ବ୍ୟୁରୋ): ଗବେଷକ, ସମାଲୋଚକ ତଥା ସାହିତି୍ୟକ ପ୍ରଫେସର ଉଦୟନାଥ ସାହୁ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛନ୍ତି। ଓଡ଼ିଆ, ବଙ୍ଗଳା ଓ ଅସମୀୟା ଭାଷାରେ ଲିଖିତ ମହାଭାରତ ଓ ଶ୍ରୀମଦ୍‌ ଭାଗବତର ତୁଳାତ୍ମକ ଅଧ୍ୟୟନ ନିମିତ୍ତ ସେ ଏହି…

ପ୍ରତିଟି ଚାଷ ଜମିର ୟୁନିକ ଆଇଡି କରି ଆଧାର ସହ ଯୋଡିବେ ୟୁପି ସରକାର!

ଲକ୍ଷ୍ନୌ,୯ ।୯: ମୁଖ୍ୟ ସଚିବ ଦୁର୍ଗାଶଙ୍କର ମିଶ୍ର କହିଛନ୍ତି ଆଧାର କାର୍ଡ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ଲୋକଙ୍କ ନିକଟରେ ଭଲଭାବେ ପହଞ୍ଚାଇବାର ଏକ ମାଧ୍ୟମ ପାଲଟିଗଲାଣି । ଆଧାର ମାଧ୍ୟମରେ ଯୋଜନାର ଲାଭ ଲାଭାର୍ଥିଙ୍କ ପର୍ଯ୍ୟନ୍ତ ସହଜରେ ପହଞ୍ଚି…

ଜେଏସ୍‌ପିକୁ ଶ୍ରେଷ୍ଠ ସିଏସ୍‌ଆର୍‌ ସମ୍ମାନ

ନୂଆଦିଲ୍ଲୀ,୯।୯:କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସ୍‌ଆର୍‌) କାର୍ଯ୍ୟକ୍ରମ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିନ୍ଦଲ ଷ୍ଟିଲ୍‌ ଆଣ୍ଡ ପାୱାର (ଜେଏସ୍‌ପି)କୁ ସମ୍ମାନିତ କରାଯାଇଛି। ଗୁରୁବାର କୋଲକାତାରେ ଆୟୋଜିତ ଇଷ୍ଟର୍ନ ଇଣ୍ଡିଆ ଲିଡରଶିପ୍‌ ପୁରସ୍କାର କାର୍ଯ୍ୟକ୍ରମରେ ଜେଏସ୍‌ପିର ସଭାପତି ତଥା ଗ୍ରୁପ୍‌ ସିଏସ୍‌ଆର୍‌ ମୁଖ୍ୟ…

ଓଏଏସ୍‌, ଓଆର୍‌ଏସ୍‌ ଅଫିସର ସ୍ତରରେ ଅଦଳବଦଳ

ଭୁବନେଶ୍ୱର,୯ା୯(ବ୍ୟୁରୋ): ରାଜ୍ୟ ସରକାର ଓଏଏସ୍‌ ଏବଂ ରାଜସ୍ବ ସେବା ବର୍ଗ(ଓଆରଏସ୍‌) ଅଫିସର ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରିଛନ୍ତି। ଗୁରୁବାର ଏ ନେଇ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ୪୯…

ଭିଆଇଏଲ୍‌ର ଅଂଶଧନ ହାସଲ କରିବେ ସରକାର

ନୂଆଦିଲ୍ଲୀ,୯।୯: ଦେଶର ପ୍ରମୁଖ ଘରୋଇ ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥା ଭୋଡାଫୋନ-ଆଇଡିଆ ଗତ କିଛି ବର୍ଷ ହେବ ବ୍ୟବସାୟିକ ହ୍ରାସ ଯୋଗୁ ମାନ୍ଦାବସ୍ଥା ଦେଇ ଗତି କରୁଛି। ଏପରିକି ଋଣଗ୍ରସ୍ତ ଭୋଡାଫୋନ-ଆଇଡିଆ ଲିମିଟେଡ୍‌ (ଭିଆଇଏଲ୍‌)ର ଅଂଶଧନ ସରକାର ହାସଲ କରିବେ ବୋଲି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri