Home Left

ମେଧାବୃତ୍ତି ପରୀକ୍ଷାରୁ ଛାତ୍ରୀଛାତ୍ର ବଞ୍ଚିତ

ନୀଳଗିରି, ୧୦।୯(ସ୍ବ.ପ୍ର.): ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଶିକ୍ଷା ଅଧିକାରୀଙ୍କ ଅଧୀନ ଧୋବିଶିଳା ପଞ୍ଚାୟତ କେନ୍ଦୁଖୁଣ୍ଟାସ୍ଥିତ ବିଷ୍ଣୁପ୍ରିୟା ସରକାରୀ ମାଧ୍ୟମିକ ବିଦ୍ୟାଳୟର ବହୁ ଛାତ୍ରୀଛାତ୍ର ମେଧାବୃତ୍ତି ଓ ଏନଆରଟିଏସ୍‌ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। ଏହାର ପ୍ରତିବାଦ କରି ଅଭିଭାବକମାନେ ଶୁକ୍ରବାର…

ଏସିଆନ ବାସ୍କେଟବଲରେ ଅନନ୍ୟାଙ୍କୁ ଗୁରୁଦାୟିତ୍ୱ

ଭୁବନେଶ୍ୱର, ୧୦।୯ (କ୍ରୀଡ଼ା ପ୍ରତିନିଧି): ବାସ୍କେଟବଲ ଫେଡେରେଶନ ଅଫ ଇଣ୍ଡିଆ (ଏଫ୍‌ଆଇବିଏ) ଆନୁକୂଲ୍ୟରେ ବେଙ୍ଗାଲୁରୁଠାରେ ୧୮ ବର୍ଷରୁ କମ୍‌ ଏସିଆନ ମହିଳା ବାସ୍କେଟବଲ ଚାମ୍ପିୟନଶିପ୍‌ ଆରମ୍ଭ ହୋଇଛି। ଏଥିରେ ଓଡ଼ିଶାର ଅନନ୍ୟା ପଟ୍ଟନାୟକ ପରିସଂଖ୍ୟାନବିତ୍‌ଭାବେ ଦାୟିତ୍ୱ ତୁଲାଇବାର ସୌଭାଗ୍ୟ ପାଇଛନ୍ତି। ପ୍ରଥମ…

ସ୍ବିଟେକ୍‌-ଜାବେର ଫାଇନାଲ

ନ୍ୟୁୟର୍କ,୧୦ା୯: ୟୁଏସ୍‌ ଓପନ ଟେନିସ୍‌ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଫାଇନାଲରେ ପ୍ରବେଶ କରିଛନ୍ତି ପୋଲାଣ୍ଡର ଇଗା ସ୍ବିଟେକ୍‌ ଓ ଟ୍ୟୁନିସିଆର ଓନ୍ସ ଜାବେର। କ୍ରମାଗତ ଦ୍ୱିତୀୟ ଥର ପାଇଁ ଜାବେର କୌଣସି ଗ୍ରାଣ୍ଡସ୍ଲାମ ଫାଇନାଲରେ ପ୍ରବେଶ କରିଛନ୍ତି। ଦୁଇମାସ ତଳେ ଓ୍ବିମ୍ବେଲଡନ…

ଗଣେଶ ଭସାଣି ବେଳେ ଚାଲିଗଲା ୬ ଜୀବନ

ଚଣ୍ଡିଗଡ଼,୧୦।୯: ହରିୟାଣାର ମହେନ୍ଦ୍ରଗଡ଼ ଓ ସୋନିପତ୍‌ ଜିଲାରେ ଶୁକ୍ରବାର ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ବୁଡ଼ି ୬ ଜଣଙ୍କ ମୃତ୍ୟୁ ଘଟିଛି। ମହେନ୍ଦ୍ରଗଡ଼ର ଏକ କେନାଲରେ ୭ ଫୁଟ୍‌ ଉଚ୍ଚର ମୂର୍ତ୍ତି ବିସର୍ଜନ ବେଳେ ପ୍ରବଳ ସ୍ରୋତରେ ୯ ଜଣ…

ଛକା ମାରି ମ୍ୟାଚ୍‌ ଜିତାଇଥିବା ବ୍ୟାଟ୍‌କୁ ନିଲାମ କରିବେ ପାକିସ୍ତାନର ଏହି ଖେଳାଳି

ଦୁବାଇ,୧୦।୯: ଆଫଗାନିସ୍ତାନ ବିପକ୍ଷରେ ଖେଳିଥିବା ସୁପର-୪ ମୁକାବିଲାରେ ଲଗାତାର ଦୁଇ ଛକା ମାରି ପାକିସ୍ତାନକୁ ବିଜେତା କରାଇଥିଲେ ନସିମ ଶାହା। ଦଳର ଏହି ନୂଆ ଷ୍ଟାର ଆଉ ଏକ ବଡ଼ ପଦକ୍ଷେପ ନେଇ ଲୋକଙ୍କ ହୃଦୟ ଜିତିଛନ୍ତି। ୧୯ ବର୍ଷୀୟ ନସିମ…

ଆଜି ଖିମ୍‌ଜୀ ଜୁଏଲର୍ସ ଝାରସୁଗୁଡ଼ା ଷ୍ଟୋରର ପ୍ରଥମ ବାର୍ଷିକୀ

ଭୁବନେଶ୍ୱର,୧୦।୯: ରାଜ୍ୟର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସ ଝାରସୁଗୁଡା ଷ୍ଟୋର ଶନିବାର ତା’ର ପ୍ରଥମ ବାର୍ଷିକୀ ଉତ୍ସବ ପାଳନ କରିବ। ଏହି ପରିପ୍ରେକ୍ଷୀରେ ଖିମ୍‌ଜୀର ମୂଲ୍ୟବାନ୍‌ ଗ୍ରାହକଙ୍କ ପାଇଁ ସୁନା ଅଳଙ୍କାରର ଗଢ଼ା ମୂଲ୍ୟ ଉପରେ ଫ୍ଲାଟ୍‌ ୩୦% ରିହାତି…

ଟେଣ୍ଟ ହାଉସ ମାଲିକ କାନ ଧରି ଭୁଲ୍‌ ମାଗିଲେ

ରୂପ୍‌ସା,୧୦।୯(ଡି.ଏନ୍‌.ଏ.): କୋଟି କୋଟି ଓଡ଼ିଆଙ୍କ ଆରାଧ୍ୟଦେବତା ଶ୍ରୀଜଗନ୍ନାଥଙ୍କ ପ୍ରତିମାଙ୍କୁ ଏକ ପିକ୍‌ଅପ ଭ୍ୟାନ ପଛପଟେ ବାନ୍ଧି ନିଆଯିବା ଭିଡିଓ ଭାଇରାଲ ହେବା ପରେ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବାଲେଶ୍ୱର ଜିଲା ୬୦ ନଂ. ଜାତୀୟ ରାଜପଥର ସଦର…

ଘନୀଭୂତ ହେଉଛି ଲଘୁଚାପ, ୧୧ ଜିଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା

ଭୁବନେଶ୍ୱର,୧୦।୯(ବ୍ୟୁରୋ): ଆଗାମୀ ୨୪ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ସୁଦୃଶ ଲଘୁଚାପରେ ରୂପ ନେଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ତତ-ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗର ତଥା ସମୁଦ୍ର ମଧ୍ୟରେ ଦକ୍ଷିଣଓଡିଶା…

ରାଜ୍ୟରୁ ୨୬୯ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୧୦।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୬୯ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୫୭ ଜଣ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ ୧୧୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ…

ଆଇଫୋନ୍‌ ତିଆରି କରିବ ଟାଟା

ନୂଆଦିଲ୍ଲୀ,୧୦।୯: ଦେଶର ପ୍ରମୁଖ ବାଣିଜି୍ୟକ ସଂସ୍ଥା ଟାଟା ବିଶ୍ୱର ସବୁ ଠାରୁ ସୌଖୀନ ଫୋନ ଆଇଫୋନ୍‌ ତିଆରି କରିବ ବୋଲି ଚର୍ଚ୍ଚା ହେଉଛି। ଏପରିକି ଭାରତରେ ଆଇଫୋନ୍‌ ଆସମ୍ବଲ କରିବାକୁ ଟାଟା କମ୍ପାନୀ ବିଭିନ୍ନ ସ୍ତରରେ ଆଲୋଚନା ଆରମ୍ଭ କରିଛି। ତେବେ…

ୟୁକୋ ବ୍ୟାଙ୍କ ସହ ଟିକେଏମ୍‌ର ଚୁକ୍ତିନାମା

ନୂଆଦିଲ୍ଲୀ,୧୦।୯: ୟୁକୋ ବ୍ୟାଙ୍କ ସହ ଟୟୋଟା କିର୍ଲୋସ୍କର ମୋଟର (ଟିକେଏମ୍‌) ର ଏକ ଦିପାକ୍ଷିକ ଚୁକ୍ତିନାମା ସ୍ବାକ୍ଷର ହୋଇଯାଇଛି। ଏହା ଅନ୍ତର୍ଗତ ଅଧିକରୁ ଅଧିକ ଗ୍ରାହକଙ୍କୁ ଟୟୋଟାର ବିଶ୍ୱସ୍ତରୀୟ ଉପତ୍ାଦ ଏବଂ ସେବାଗୁଡିକରେ ଅଧିକ ପ୍ରବେଶ କରିବାକୁ ସକ୍ଷମ କରିବାକୁ ଯୋଜନା…

ସମ୍ମାନ, ସ୍ବୀକୃତି ଅନୁଷ୍ଠାନକୁ ଆଗକୁ ନେଇଥାଏ: ଅଚ୍ୟୁତ

ଭୁବନେଶ୍ୱର,୧୦।୯: ସର୍ବବୃହତ୍‌ ଜନଜାତି ଶିକ୍ଷାନୁଷ୍ଠାନ କିସ୍‌କୁ ବିଶ୍ୱର ସର୍ବଶ୍ରେଷ୍ଠ ଶିକ୍ଷା ସମ୍ମାନ ପ୍ରଦାନ କରାଯାଇଛି। ବିଶେଷକରି ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କିସ୍‌କୁ ୟୁନେସ୍କୋ ଅନ୍ତର୍ଜାତୀୟ ଲିଟେରାସି ପୁରସ୍କାର-୨୦୨୨ ଭଳି ଏକ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଜନଜାତି ‘ପିଲାଙ୍କ ମଧ୍ୟରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri