ପ୍ରଥମ ଦେଖାରେ ପୁଅଙ୍କ ଠାରେ କ’ଣ ଦେଖନ୍ତି ଝିଅ
ପହିଲି ପ୍ରେମର ପ୍ରଥମ ଦେଖା ପ୍ରେମିକାପ୍ରେମିକଙ୍କ ମନରେ ଏହା ଏକ ଅଭୁଲା ସ୍ମୃତି ହୋଇ ରହିଥାଏ। କାରଣ ପ୍ରଥମ ଦେଖାରେ ମନକୁ ଯେଉଁ ଭାବନା ଆସିଥାଏ ତାହା ସବୁଦିନ ପାଇଁ ମନରେ ରହିଯାଏ। ତେବେ ଏହି ପ୍ରଥମ ଦେଖାରେ ଝିଅମାନେ ପୁଅଙ୍କଠାରେ…
ଆଜି ସରୁଛି କଟନ ଫାବ୍
ଭୁବନେଶ୍ୱର,୩।୮(ବ୍ୟୁରୋ): ବିଭିନ୍ନ ଡିଜାଇନ୍ର ଆକର୍ଷଣୀୟ ଶାଢ଼ି, ଚୁଡ଼ି, ସାଲ୍ୱାର, ବ୍ୟାଗ୍, କୁର୍ତ୍ତି, ଜ୍ୟାକେଟ, ଜୋତା, ଅଳଙ୍କାର, ଘରୋପକରଣର ସମ୍ଭାରରେ ଭରପୂର ହୋଇଛି କଟନ ଫାବ୍ ପ୍ରଦର୍ଶନୀ। ଗୁଆହାଟୀ, ଲକ୍ଷ୍ନୌ, ଗୁଜରାଟ, ବାରାଣସୀ, ରାଜସ୍ଥାନ, ପଞ୍ଜାବ, ମଧ୍ୟପ୍ରଦେଶ, ଦିଲ୍ଲୀ, ମୁମ୍ବାଇ, ଶ୍ରୀନଗର, ହରିୟାଣା,…
ମାର୍କେଟ ବିଲ୍ଡିଂ ଖୋଲିବା ନେଇ ଆଜି ହୋଇପାରେ ନିଷ୍ପତ୍ତି
ଭୁବନେଶ୍ୱର, ୩।୮ (ବ୍ୟୁରୋ): ଉଠା ଦୋକାନୀ ଓ ସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ କାରଣରୁ ଭୁବନେଶ୍ୱରର ପ୍ରମୁଖ ବଜାର ୟୁନିଟ୍-୨ ମାର୍କେଟ ବିଲ୍ଡିଂରେ ଅଚଳାବସ୍ଥା ଲାଗି ରହିଛି। ରବିବାରଠାରୁ ମାର୍କେଟ ବନ୍ଦ ଥିବାରୁ ବ୍ୟବସାୟୀଙ୍କ ସମେତ ଗ୍ରାହକମାନେ ମଧ୍ୟ…
ବାଇକ୍ରେ ବୁହାହେଲା ବୃଦ୍ଧାଙ୍କ ମୃତଦେହ
ପୁରୀ ଅଫିସ ୩ା୮: ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏହାସତ୍ତ୍ୱେ କେତେକ କ୍ଷେତ୍ରରେ ଅଭାବନୀୟ ଚିତ୍ର ସାମ୍ନାକୁ ଆସୁଛି। ମଙ୍ଗଳବାର ପୁରୀ ସହରରେ ବାଇକ୍ ଯୋଗେ ଜଣେ ବୃଦ୍ଧାଙ୍କ ମୃତଦେହ ବୁହାଯାଉଥିବା ଦେଖିବାକୁ ମିଳିଥିଲା। ସ୍ବର୍ଗରଥ ନ…
ଆର୍ଏମ୍ଆର୍ସିକୁ ମଙ୍କିପକ୍ସ ପରୀକ୍ଷଣ ଅନୁମତି ପାଇଁ କେନ୍ଦ୍ରକୁ ଚିଠି
ଭୁବନେଶ୍ୱର, ୩।୮(ବ୍ୟୁରୋ): ବିଶ୍ୱରେ ଏବେ ମଙ୍କିପକ୍ସ ଭୂତାଣୁ କାୟା ବିସ୍ତାର କରିଚାଲିଛି। ଭାରତରେ ଏଯାଏ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇସାରିଲେଣି। ଯଦିଓ ଏ ପର୍ଯ୍ୟନ୍ତ ଓଡ଼ିଶାରେ କେହି ମଙ୍କିପକ୍ସ ରୋଗୀ ଚିହ୍ନଟ ହୋଇନାହାନ୍ତି, ତଥାପି ରାଜ୍ୟ ସରକାର ଏହାର ମୁକାବିଲା ପାଇଁ…
ଗଣଶିକ୍ଷା ବିଭାଗର ତଦନ୍ତ ନିର୍ଦ୍ଦେଶ
ଖୋର୍ଦ୍ଧା ଅଫିସ,୩ା୮: ଖୋର୍ଦ୍ଧା ଜିଲା ବାଣପୁର ବ୍ଲକର ତଳବୋରେଇ ସରକାରୀ ଆଶ୍ରମ ବିଦ୍ୟାଳୟରେ ମିଥ୍ୟା ବିଲ୍ ଦେଇ ମଧ୍ୟାହ୍ନ ଭୋଜନ ଯୋଜନା (ଏମ୍ଡିଏମ୍)ରେ ଅର୍ଥ ହେରଫେର କରାଯାଇଥିବା ସମ୍ପର୍କରେ ଗତ ୧ ତାରିଖରେ ‘ଧରିତ୍ରୀ’ ରେ ଏକ ଖବର ପ୍ରକାଶ ପାଇଥିଲା।…
ଦିଲ୍ଲୀରୁ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ଗିରଫ
ଭୁବନେଶ୍ୱର,୩।୮ (ବ୍ୟୁରୋ): ଭାରତ ସମେତ ବିଭିନ୍ନ ଦେଶରେ କ୍ରେଡିଟ୍ ଗୋଲ୍ଡ ଲୋନ୍ ଆପ୍ ସମେତ ଅନ୍ୟାନ୍ୟ ଲୋନ ଆପ୍ରେ ହୋଇଥିବା ବଡ଼ଧରଣର ଠକେଇ ଓ ନିର୍ଯାତନା ମାମଲାର ତଦନ୍ତକୁ ଜୋର୍ଦାର କରିଛି କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ)। ଫେରାର ଥିବା…
ଦୋଳାରେ ବୁହା ହେଲେ ଗର୍ଭବତୀ
ଫୁଲବାଣୀ ଅଫିସ/ବାଲିଗୁଡା(ଡି.ଏନ.ଏ.),୩ା୮: କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସାରଙ୍ଗ ଥାନା ଟେଟେରା ଗଁାକୁ ଭଲ ରାସ୍ତା ନ ଥିବାରୁ ପୁଣି ଜଣେ ଗର୍ଭବତୀଙ୍କୁ ଦୋଳାରେ ନିଆଯାଇଛି। ମୁଖ୍ୟରାସ୍ତାଠାରୁ ଟେଟେରା ଗାଁ ପ୍ରାୟ ୨/୩ କିମି ଦୂରରେ ରହିଛି।ଆଜି…
୧୩ ପ୍ରକଳ୍ପକୁ ଜମି ଯୋଗାଇଲେ ସରକାର
ଭୁବନେଶ୍ୱର,୩ା୮(ବ୍ୟୁରୋ): ରାଜ୍ୟରେ ପୋଷାକ ପ୍ରସ୍ତୁତି, ଲଜିଷ୍ଟିକ୍ ପାର୍କ, ସଫ୍ଟଓ୍ବେର ପ୍ରସ୍ତୁତି ଓ ଡିଜିଟାଲ୍ ମାର୍କେଟିଂ, ଖେଳ ସାମଗ୍ରୀ ଉତ୍ପାଦନ, କାର୍ବନ ବ୍ଲକ୍ ଉତ୍ପାଦନ, ପିଭିସି ଏବଂ ଏଚ୍ଡିପିଇ ପାଇପ୍ ନିର୍ମାଣ, ଘରୋଇ ସରଞ୍ଜାମ ପ୍ରସ୍ତୁତି ଏବଂ ଡାଟା ସେଣ୍ଟର ଆଦି ୧୩ଟି…
୯ମ ଦିନରେ ଆମରଣ ଅନଶନ: ଅସୁସ୍ଥ ହୋଇପଡ଼ିବା ଯୋଗୁ ୨ କାଉନସିଲର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
ଦେବଗଡ଼,୨।୮(ଡି.ଏନ୍.ଏ.) : ଦେବଗଡ଼ ପୌର ପରିଷଦ ମହାଦୁର୍ନୀତିର ତଦନ୍ତ ସହ ୧୫ ଦଫା ଦାବି ନେଇ ପୌର ପରିଷଦର ୭ କାଉନସିଲରଙ୍କ ଆମରଣ ଅନଶନ ମଙ୍ଗଳବାର ୯ମ ଦିନରେ ପହଞ୍ଚିଛି। ହେଲେ ଏଯାବତ ଏହାର କୌଣସି ସମାଧାନ ହୋଇ ପାରିନାହିଁ। ଜିଲା…
୭ରୁ ଜେଇଇ ଆଡ୍ଭାନ୍ସଡ ଆବେଦନ, ସେପ୍ଟମ୍ବର ୧୧ରେ ରେଜଲ୍ଟ
ଭୁବନେଶ୍ୱର, ୨।୮(ବ୍ୟୁରୋ) – ଯୁଗ୍ମ ପ୍ରବେଶିକା ପରୀକ୍ଷା ବା ଜେଇଇ(ଆଡ୍ଭାନ୍ସଡ) ୨୦୨୨ ଚଳିତ ମାସ ୨୮ ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଆସନ୍ତା ୭ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ୭ ତାରିଖ ପୂର୍ବାହ୍ନ ୧୦ଟାରୁ ୧୧ ତାରିଖ ଅପରାହ୍ନ…
ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍: ୩ୟ ସ୍ଥାନରେ ମନ୍ଧାନା
ଦୁବାଇ, ୨ା୮: ଭାରତର ଷ୍ଟାର ଓପନର ସ୍ମୃତି ମନ୍ଧାନା ଆଇସିସି ଟି୨୦ ମହିଳା ବ୍ୟାଟର ର଼୍ୟାଙ୍କିଙ୍ଗ ତାଲିକାରେ ତାଙ୍କ କ୍ୟାରିୟର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ ୩ୟ ସ୍ଥାନକୁ ଫେରିଛନ୍ତି। ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ପାକିସ୍ତାନ ବିପକ୍ଷରେ ଅପରାଜିତ ଅର୍ଦ୍ଧଶତକ ପରେ ଏହି ଉପଲବ୍ଧି ହାସଲ…
Archives


