Home Left

ଫାଇନାଲରେ ଆଲ୍‌କାରେଜ, ରୁଡ୍‌

ନ୍ୟୁୟର୍କ,୧୧ା୯(ପି.ଟି): ୟୁଏସ୍‌ ଓପନ ଫାଇନାଲରେ ପ୍ରବେଶ କରିଛନ୍ତି କାସ୍ପର ରୁଡ୍‌ ଓ କାର୍ଲୋସ ଆଲ୍‌କାରେଜ। ନରଓ୍ବେର କାସ୍ପର ରୁଡ୍‌ ଏକ ୫୫ ଶଟର ରାଲି ସହିତ ଫାଇନାଲରେ ପ୍ରବେଶ କରିଛନ୍ତି। ଲମ୍ବା ରାଲି ସହିତ ଚଳିତ ବର୍ଷର ନିଜର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ…

ଜେଲ୍‌ରୁ ମୁକୁଳିବାକୁ ବାହା ହେଲେ, ପରେ ତଡ଼ିଦେଲେ

ବେତନଟୀ, ୧୧ା୯ (ସ୍ବ.ପ୍ର.): ବଳାତ୍କାର ମାମଲାରେ ଛନ୍ଦିହୋଇ ଜେଲ୍‌ ଯିବା ପରେ ମାମଲାରୁ ମୁକୁଳିବାକୁ ବିବାହ କଲେ। ପରେ ପୁଣି ଅଧିକ ଯୌତୁକ ନିର୍ଯାତନା ଦାବି କରି ମହିଳାଙ୍କୁ ଘରୁ ତଡ଼ିଦେଲେ। ପୋଲିସ ଅଭିଯୁକ୍ତ ଶାଶୁଙ୍କୁ ଗିରଫ କରିଥିବା ବେଳେ ସ୍ବାମୀ…

ଇଟାଲିରେ ପେପ୍ପା ପିଗ୍‌ କାର୍ଟୁନ୍‌କୁ ବିରୋଧ

ରୋମ୍‌: ପିଲାଙ୍କ ମନୋରଞ୍ଜନ ପାଇଁ ଟିଭିରେ ପ୍ରସାରିତ ପେପ୍ପା ପିଗ୍‌ କାର୍ଟୁନ୍‌କୁ ଇଟାଲିର ରାଜନୈତିକ ଦଳ ବ୍ରଦର୍ସ ଅଫ୍‌ ଇଟାଲିର ବରିଷ୍ଠ ନେତା ଫେଡେରିକୋ ମୋଲ୍ଲିକୋନ ବ୍ୟାନ୍‌ କରିବା ପାଇଁ ଦାବି କରିଛନ୍ତି। ଇଟାଲିରେ ଲୋକପ୍ରିୟତା ହାସଲ କରିଥିବା ପେପ୍ପା ପିଗ୍‌…

୨୦୨୫ ଡିସେମ୍ବରରେ କାମ ସରିବ

ଯାଜପୁର ଅଫିସ,୧୧ା୯: ଓଡିଶାର ୩ ରେଳ ପ୍ରକଳ୍ପ କାର୍ଯ୍ୟର ମୂଲ୍ୟ ଭାଗ ବଣ୍ଟା(କଷ୍ଟ ସେୟାରିଂ) ଛିଣ୍ଡୁ ନ ଥିବାରୁ ଅଗ୍ରଗତି ନୈରାଶ୍ୟଜନକ ହୋଇଛି। ଏଥିରେ ଖୋର୍ଦ୍ଧା ରୋଡ-ବଲାଙ୍ଗୀର, ଜୟପୁର-ମାଲକାନଗିରି ଓ ଜୟପୁର-ନବରଙ୍ଗପୁର ନୂଆ ରେଳଲାଇନ ପ୍ରକଳ୍ପ ରହିଛି। ଏନେଇ ଧରିତ୍ରୀରେ ୨୦୨୧…

୩୦ ବର୍ଷରେ ୧.୧ ନିୟୁତ ମୃତ

ଓ୍ବାଶିଂଟନ: ବିପଦରେ ସାମୁଦ୍ରିକ କଇଁଛଙ୍କ ସ୍ଥିତି। ଦୀର୍ଘ ୩୦ ବର୍ଷ ମଧ୍ୟରେ ପାଖାପାଖି ୧.୧ ମିଲିୟନ୍‌ କଇଁଛଙ୍କ ମୃତ୍ୟୁ ହୋଇଥିବା ଆରିଜୋନା ଷ୍ଟେଟ୍‌ ୟୁନିଭର୍ସିଟି (ଏଏସ୍‌ୟୁ) ବୈଜ୍ଞାନିକ ଦାବି କରିଛନ୍ତି। ୧୯୯୦ରୁ ୨୦୨୦ ପର୍ଯ୍ୟନ୍ତ ସାମୁଦ୍ରିକ କଇଁଛମାନଙ୍କ ଉପରେ ୟୁନିଭର୍ସିଟି ସାଇଣ୍ଟିଷ୍ଟମାନେ…

ଅଡିଶନ୍‌ରେ ପୁରୁଣା ବନ୍ଧୁଙ୍କ ସହ ଭେଟ

ମୁମ୍ବାଇ: ଇଣ୍ଡିଆନ୍‌ ଆଇଡଲ୍‌ ସିଜନ୍‌ ୧୩ ଜରିଆରେ ପୁଣିଥରେ ଟିଭି ପରଦାକୁ ଫେରିଛନ୍ତି ବଲିଉଡ୍‌ ସିଙ୍ଗର ନେହା କକ୍କର। ପ୍ରତିଯୋଗୀଙ୍କ ଅଡିଶନ୍‌ ନେବା ବେଳେ ନେହା ଭାବବିହ୍ବଳ ହୋଇପଡ଼ିଥିବାର ଦେଖିବାକୁ ମିଳିଛି। ତେବେ ଲୋକପ୍ରିୟ ଟିଭି ଶୋ’ ଇଣ୍ଡିଆନ୍‌ ଆଇଡଲ୍‌ର ଅଡିଶନ୍‌ରେ…

କମୁନି କଇଁଛ ଚୋରାଚାଲାଣ

ଏମ୍‌ଭି ୭୯,୧୧ା୯(ଡି.ଏନ.ଏ.): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ଅଞ୍ଚଳରୁ କଇଁଛ ଚୋରାଚାଲାଣ କମିବା ନାଁ ଧରୁନି। ପୂର୍ବରୁ ୨ ଥର ବନ ବିଭାଗ ଚଢ଼ାଉ କରି ଯଥାକ୍ରମେ ୩୫୦ ଓ ୧୫୦ଟି କଇଁଛ ଜବତ କରିଥିବା ବେଳେ ଶନିବାର…

ଗୋଟିଏ ଦିନରେ ୧୭ ଉଇକେଟ ପତନ

ଲଣ୍ଡନ, ୧୧ା୯(ଏପି): ଓଭାଲଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତୃତୀୟ ତଥା ନିର୍ଣ୍ଣାୟକ କ୍ରିକେଟ ଟେଷ୍ଟ ମ୍ୟାଚର ତୃତୀୟ ଦିବସରେ ୧୭ଟି ଉଇକେଟର ପତନ ଘଟିଛି। ପ୍ରଥମେ ବ୍ୟାଟିଂ କରିଥିବା ଦକ୍ଷିଣ ଆଫ୍ରିକା ୩୬.୨ ଓଭର ଖେଳି ମାତ୍ର…

ୟେଲୋ ଶାଢୀରେ ନଜର ଆସିଲେ ସୋନାଲି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ତାଙ୍କ ସମୟର ଜଣେ ଲୋକପ୍ରିୟ ଅଭିନେତ୍ରୀମାନଙ୍କ ମଧ୍ୟରୁ ଥିଲେ ଜଣେ । ତାଙ୍କର ଅନସ୍କ୍ରିନ ଆକ୍ଟିଂ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟ ଜିତୁଥିଲା । ଏବେ ସୋସିଆଲ ମିଡିଆରେ ସେ କିଛି ପୋଷ୍ଟ କରି…

କ୍ଷୁଦ୍ର ଚଳଚ୍ଚିତ୍ରରେ ଜଗନ୍ନାଥଙ୍କୁ ଅସମ୍ମାନ

ଯାଜପୁର ଅଫିସ,୧୧ା୯: ଓଟିଟି ପ୍ଲାଟ୍‌ଫର୍ମ ଡିଜ୍‌ନି ପ୍ଲସ୍‌ ହଟ୍‌ ଷ୍ଟାରରେ ପ୍ରସାରିତ ହିନ୍ଦୀ ଶଟ ଫିଲ୍ମ ‘ମିଆଁ ବିବି ଔର ବାନାନାରେ ଜଗତର ନାଥ ଜଗନ୍ନାଥଙ୍କୁ ଅସମ୍ମାନିତ କରାଯାଇଛି। ଏହି ମର୍ମରେ ବ୍ୟାସନଗର ଭୋକେଶନାଲ କଲେଜର ଅଧ୍ୟାପକ ଦେବୀ ପ୍ରସାଦ ଦାସ…

ଅନ୍ତର୍ଜାତୀୟ ଦିନିକିଆରୁ ଫିଞ୍ଚ୍‌ଙ୍କ ଅବସର

କେର୍ନସ (ଅଷ୍ଟ୍ରେଲିଆ), ୧୧ା୯(ଏପି): ରବିବାର ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ତଥା ଅନ୍ତିମ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ ପରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ପିଞ୍ଚ୍‌ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରୁ ଅବସର ନେବେ। ୩୫ ବର୍ଷୀୟ ଫିଞ୍ଚ୍‌ କିଛି ଦିନ ହେଲା ଭଲ ଫର୍ମରେ…

ଶ୍ରୀଲଙ୍କା-ପାକିସ୍ତାନ ଫାଇନାଲ ଆଜି

ଦୁବାଇ,୧୧ା୯(ପି.ଟି): ରବିବାର ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟର ଫାଇନାଲରେ ପରସ୍ପରକୁ ଭେଟିବେ ପାକିସ୍ତାନ ଓ ଶ୍ରୀଲଙ୍କା। ପ୍ରାରମ୍ଭରୁ ଶ୍ରୀଲଙ୍କା ଆୟୋଜକ ଦେଶ ରହିଥିଲା। ତେବେ ଅର୍ଥନୈତିକ ସଙ୍କଟ ଓ ରାଜନୈତିକ ହିଂସା କାରଣରୁ ଏହି ଟୁର୍ନାମେଣ୍ଟକୁ ଦୁବାଇକୁ ସ୍ଥାନାନ୍ତର କରାଯାଇଥିଲା। ଭାରତ-ପାକିସ୍ତାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri