ଗୋଟିଏ ରାତିରେ ବିଦ୍ୟାଳୟ ସମେତ ୫ ଦୋକାନରୁ ଚୋରି
ସିମୁଳିଆ,୧୧ା୯(ଡି.ଏନ୍.ଏ.): ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ ମଇତାପୁର ପଞ୍ଚାୟତର ଝାଟିଆ ନୋଡାଲ ବିଦ୍ୟାଳୟର ଅଫିସ ତାଲା ଭାଙ୍ଗି ବିଭିନ୍ନ ରେକର୍ଡପତ୍ର ସମେତ ୧୫ଶହ ଟଙ୍କା ଚୋରି ହୋଇଛି। ଏହା ବ୍ୟତୀତ ଦୁର୍ବୃତ୍ତମାନେ ବିଭିନ୍ନ ଶ୍ରେଣୀ ଗୃହ, ରୋଷେଇ ଘର ଓ…
ମଣିଷ ନା ଭୁତ
ଅନେକେ କୁହନ୍ତି ଭୁତର ପାଦ ପଛପଟକୁ ମୋଡି ହୋଇ ରହିଥାଏ। ମଣିଷ ଚାହିଁଲେ ବି ନିଜର ପାଦ ଓ ଗୋଡକୁ ଏତେଟା ମୋଡି ପାରିବ ନାହିଁ। ତେବେ ଲଣ୍ଡନର ମାକ୍ସଓ୍ବେଲ ଡେ ନାମକ ଏକ କିଶୋର ନିଜ ପାଦକୁ ପଛକୁ ମୋଡି…
ଅଜବ ସନ୍ତୁଳନ: ଗୋଟିକ ଉପରେ ଗୋଟିଏ ଠିଆ କରି…
ଓ୍ବାଙ୍ଗ ୟେକୁନ, ଜଣେ ଇଲେକ୍ଟ୍ରିସିଆନ୍। ହେଲେ ସଉକ ତାଙ୍କର ବିଭିନ୍ନ ଜିନିଷକୁ ଗୋଟିକ ଉପରେ ଗୋଟିଏ ସନ୍ତୁଳନ ରକ୍ଷା କରି ଠିଆ କରିବା। ଏମିତିକି ସେ ହାତ ପାହାନ୍ତାରେ ଯାହା ବି ପାଆନ୍ତି ସେଗୁଡିକୁ ସନ୍ତୁଳନ ରକ୍ଷା କରି ସଜାଡି ରଖିବାକୁ…
ଭାଇଙ୍କ ପ୍ରେମିକାଙ୍କୁ ଭଲ ପାଇ ବିବାହ କରିଛନ୍ତି ଏହି ପ୍ରଧାନମନ୍ତ୍ରୀ
କୁହାଯାଏ, ପ୍ରେମରେ କୌଣସି ବୟସ ନ ଥାଏ। ପ୍ରେମ ଶାଶ୍ୱତ, ଚିରନ୍ତନ। ସେଥିପାଇଁ ତ ଲୋକେ ସମାଲୋଚନାକୁ ଖାତିର ନ କରି ପ୍ରେମରେ ପଡ଼ି ଶେଷରେ ଜିତାପଟ ଲାଭ କରନ୍ତି। ଏମିତି ବି ପ୍ରେମରେ ପଡ଼ିଥିଲେ ଜଣେ ରାଜନେତା। କାନାଡାର ପ୍ରଧାନମନ୍ତ୍ରୀ…
ଓଡ଼ିଶା ମାଟିର ବାସ୍ନା ଥାଏ ମୋ ଚିତ୍ରରେ
ସେ ଜଣେ ଏମିତି ଶିଳ୍ପୀ, ଯେକି ତାଙ୍କ ଚିତ୍ରକଳାରେ କୌଣସି ନିର୍ଦ୍ଦିଷ୍ଟ କାହାଣୀକୁ ସ୍ଥାନ ନ ଦେଇ ବରଂ ଯେତେବେଳେ ଯାହାକିଛି ଘଟଣା ତାଙ୍କ ମନକୁ ଛୁଏଁ ସେ ସେଥିରେ ଚିତ୍ରକଳାର ରୂପ ଦିଅନ୍ତି। ନିଜର ଭାବାବେଗ ସହ ଅନ୍ତଃସ୍ବରକୁ ସେ…
ବୁଟ୍କଟ୍ ଜିନ୍ସ ଫ୍ୟାଶନ
ବୁଟ୍କଟ୍ ଜିନ୍ସର ଟ୍ରେଣ୍ଡ ଏବେ ପୁଣିଥରେ ଫେରି ଆସିଛି, ଯାହାକୁ ଯୁବପିଢି ଖୁବ୍ ପସନ୍ଦ କରୁଛନ୍ତି। ଏହି ଟାଇପ୍ର ଜିନ୍ସ ସାଧାରଣତଃ ଅଣ୍ଟାଠୁ ଆଣ୍ଠୁ ପର୍ଯ୍ୟନ୍ତ ଫିଟିଙ୍ଗ୍ ହୋଇ ରହୁଥିବା ବେଳେ ଆଣ୍ଠୁରୁ ତଳ ଆଡକୁ ଢିଲା ରହିଥାଏ। ତେବେ ଏହି…
ନୂଆ ଘର ପାଇଁ ବାସ୍ତୁ
ବାସ୍ତୁଶାସ୍ତ୍ର ଅନୁସାରେ ଘରଟିଏ ତୋଳିଲେ ଘରେ ସକାରାତ୍ମକ ଊର୍ଜା ଉତ୍ପନ୍ନ ହୋଇ ପରିବାରରେ ସୁଖଶାନ୍ତି ବଢିବା ସହ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତମ ବୁଝାମଣା ଆସିଥାଏ ବୋଲି ବିଶ୍ୱାସ ରହିଛି। ତେବେ ନୂଆ ଘର ପାଇଁ କ’ଣ ସବୁ ଜରୁରୀ ବାସ୍ତୁ…
ଶିମ୍ଲା ଲଙ୍କା ଖାଇବାର ଫାଇଦା
ଅନ୍ୟ ସବୁଜ ପନିପରିବା ପରି ଶିମ୍ଲା ଲଙ୍କାରେ ମଧ୍ୟ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱ ଭରି ରହିଥାଏ; ଯାହା ଆମ ଶରୀର ପାଇଁ ଖୁବ୍ ଉପକାରୀ ହୋଇଥାଏ। ଯେମିତିକି: ଏଥିରେ ବହୁତ କମ୍ ମାତ୍ରାରେ କ୍ୟାଲୋରୀ ରହୁଥିବାରୁ ଏହାକୁ ଖାଇଲେ ଓଜନ…
ଆଡମିଟ୍ କାର୍ଡରେ ପ୍ରଧାନମନ୍ତ୍ରୀ-ରାଜ୍ୟପାଳ-ଧୋନୀଙ୍କ ଫଟୋ, ତଦନ୍ତ ନିର୍ଦ୍ଦେଶ…
ପାଟନା, ୧୧।୯ : ବିହାରର ପରୀକ୍ଷାର୍ଥୀଙ୍କୁ ଏକ ବିଶ୍ୱବିଦ୍ୟାଳୟ ପକ୍ଷରୁ ଦିଆଯାଇଥିବା ଆଡମିଟ କାର୍ଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭେଟେରାନ କ୍ରିକେଟର ମହେନ୍ଦ୍ର ସିଂ ଧୋନି ଏବଂ ବିହାର ରାଜ୍ୟପାଳ ଫାଗୁ ଚୌହାନଙ୍କ ଫଟୋ ଦେଖିବାକୁ ମିଳିଛି। ଏହି ପ୍ରାର୍ଥୀମାନେ ମଧୁବାନୀ,…
ଗାଁକୁ ରାସ୍ତା ନାହିଁ: ଖଟିଆରେ ବୁହା ହେଲେ ରୋଗୀ
ବସ୍ତା,୧୧ା୯(ଡି.ଏନ୍.ଏ.): ସ୍ବାଧୀନତାର ୭୫ ବର୍ଷ ପରେ ମଧ୍ୟ ବାଲେଶ୍ୱର ଜିଲା ବସ୍ତା ବ୍ଲକର ଗମ୍ଭାରିଆ ଗ୍ରାମରେ ରାସ୍ତା ନ ଥିବାରୁ ଖଟିଆରେ ୧ କି.ମି. ରାସ୍ତାରେ ଖଟିଆରେ ବୁହା ହୋଇ ୧୦୮ ଆମ୍ବୁଲାନ୍ସରେ ରୋଗୀ ଯିବା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଥିବା…
ବୃଦ୍ଧାଙ୍କୁ ହତ୍ୟା କରି ସୁନା ଅଳଙ୍କାର, ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ଦିଗପହଣ୍ଡି,୧୧ା୯(ଡି.ଏନ୍.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି କଲେଜ ଛକ ନିକଟ ଗଡ଼ସାହିରେ ଶନିବାର ବିଳମ୍ବିତ ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ବୃଦ୍ଧାଙ୍କୁ ଶୋଇଥିବା ଅବସ୍ଥାରେ ହତ୍ୟାକରି ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି ସୁନା ଅଳଙ୍କାର ଓ ନଗଦ ଟଙ୍କା।…
କୋରାପୁଟରେ ପ୍ରବଳ ବର୍ଷା: ୨୬ ନଂ ଜାତୀୟ ରାଜପଥରେ ୨ ଫୁଟର ପାଣି
କୋରାପୁଟ,୧୧ା୯(ସ୍ବ.ପ୍ର.): ଲଘୁଚାପ ଯୋଗୁ କୋରାପୁଟରେ ରବିବାର ସକାଳୁ ପ୍ରବଳ ବର୍ଷା ଜାରି ରହିଛି। ବର୍ଷା ଯୋଗୁ ସାଧାରଣ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ସକାଳୁ ବର୍ଷା ଜାରି ରହିଥିବାବେଳେ ସହରର ବିଭିନ୍ନ ସ୍ଥାନରେ ଜଳପୂର୍ଣ୍ଣ ହୋଇଥିବା ଦେଖାଯାଇଛି। ବିଶେଷକରି ଏହି ବର୍ଷା ଯୋଗୁ…
Archives


