ଓ୍ବାକଫ୍ ବୋର୍ଡର ବିନା ଅନୁମତିରେ ବିକି ହେଉନି ଜମି
ଚେନ୍ନାଇ, ୧୫।୯: ତାମିଲନାଡୁର ୨୦ଟି ଗ୍ରାମର ଜମି ମାଲିକ ଏବେ ଚିନ୍ତାରେ। ଓ୍ବାକଫ୍ ବୋର୍ଡର ବିନା ଅନୁମତିରେ ଗ୍ରାମର କୌଣସି ଜମି ମାଲିକ ନିଜ ସମ୍ପତ୍ତି ବିକ୍ରି କରିପାରୁ ନ ଥିବା ଥିରୁଚେନ୍ଦୁରାଇ ସବ୍-ରେଜିଷ୍ଟ୍ରାର ଅଫିସ୍ ପକ୍ଷରୁ କୁହାଯାଇଛି। ଏହି ଗ୍ରାମର…
‘କର୍ତ୍ତବ୍ୟ ପଥ‘ରେ ଆଇସକ୍ରିମର ୯୦ ଷ୍ଟଲ, ପାଣିର ୩୦ଟି ଟ୍ରଲିକୁ ମିଳିବ ଅନୁମତି
ନୂଆଦିଲ୍ଲୀ,୧୫ ।୯: ନିକଟରେ ରାଜଧାନୀ ଦିଲ୍ଲୀର ଇଣ୍ଡିଆ ଗେଟ ପାଖ ସର୍କଲର ନାମକରଣ ‘କର୍ତ୍ତବ୍ୟ ପଥ‘ କରାଯାଇଛି । ଆଧୁନିକତାର ଛାପ ସହ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ଓ ସ୍ଥାନୀୟ ଲୋକଙ୍କୁ ବି ରୋଜଗାର ଯୋଗାଇବ । ଏହି କର୍ତ୍ତବ୍ୟ…
କ୍ୟାନ୍ସର ଚିକିତ୍ସା ପାଇଁ ବ୍ୟାଙ୍କ ଲୁଟ୍
ବେରୁଟ, ୧୫ା୯: ଭଉଣୀର କ୍ୟାନ୍ସର ଚିକିତ୍ସା ପାଇଁ ଲେବାନନ୍ର ଜଣେ ମହିଳା ବୁଧବାର ବ୍ୟାଙ୍କ ଲୁଟିଛନ୍ତି। ଆଶ୍ଚର୍ଯ୍ୟର କଥା ହେଉଛି ସେ ଲୁଟ୍ବେଳେ ବ୍ୟାଙ୍କ କର୍ମଚାରୀଙ୍କୁ ଡରାଇବା ପାଇଁ ଖେଳଣା ବନ୍ଧୁକ ଧରିଥିଲେ। ବ୍ଲୋମ୍ ବ୍ୟାଙ୍କର ବେରୁଟ୍ ଶାଖାରେ ଲୁଟ୍ ବେଳର…
ଦିନେ ଭାଜପା ଦେଶର ସମସ୍ତ ବିଧାୟକଙ୍କୁ କିଣିନେବ: ପି ଚିଦାମ୍ବରମ
ନୂଆଦିଲ୍ଲୀ,୧୫ ।୯: କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ବୁଧବାର ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟାର୍ଗେଟ କରିଛନ୍ତି । ଗୋଆରେ କଂଗ୍ରେସର ୮ ବିଧାୟକ ଭାଜପାରେ ସାମିଲ ହେବା ପରେ ଶାସକ ଦଳକୁ ଟାର୍ଗେଟ କରି ଚିଦାମ୍ବରମ କହିଛନ୍ତି ୨୦୧୪ ପରେ…
‘ଆମେ କଂଗ୍ରେସ ନୁହେଁ ଯେ ଆମକୁ କିଣିଦେବ’
ନୂଆଦିଲ୍ଲୀ,୧୪।୯: ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ବାକ୍ଯୁଦ୍ଧ ଥମିବାର ନାଁ ଧରୁନି। ଗୋଆରେ କଂଗ୍ରେସ ବିଧାୟକ ଭାଜପାରେ ଯୋଗଦାନକୁ ନେଇ ଭାଜପା ଉପରେ ବର୍ଷିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ସୁପ୍ରିମୋ ଅରବିନ୍ଦ…
ମୋଦିଙ୍କୁ ଭେଟିଲେ ଭୁଟାନ ରାଜା
ନୂଆଦିଲ୍ଲୀ,୧୪।୯: ଭାରତ ଗସ୍ତ ସମୟରେ ଭୁଟାନର ରାଜା ଜିଗମେ ଖେସର ନାମଗେଲ ୱାଙ୍ଗଚୁକ ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏହାପୂର୍ବରୁ ସେ ବୈଦେଶିକ…
ଅନ୍ତର୍ଜାତୀୟ କ୍ରିକେଟ୍କୁ ଅଲବିଦା କହିଲେ ଏହି କ୍ରିକେଟର୍
ବେଙ୍ଗାଲୁରୁ,୧୪।୯: ଭାରତୀୟ କ୍ରିକେଟର ରବିନ ଉଥାପ୍ପା ବୁଧବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ଅବସର ନେଇ ସେ କହିଛନ୍ତି, ନିଜ ଦେଶ ଏବଂ ରାଜ୍ୟ କର୍ନାଟକ ପାଇଁ ପ୍ରତିନିଧିତ୍ୱ କରିବା ସମ୍ମାନର କଥା। ସନ୍ତୁ ଜିନିଷର ଅନ୍ତଃ ରହିଛି। ମୁଁ ଭାରତୀୟ…
ସହରରେ ପଶିଲା ହାତୀ, ଲୋକେ ରାତିସାରା ଅନିଦ୍ରା
କେନ୍ଦୁଝର,୧୪ା୯(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ହାତୀ ଉପଦ୍ରବ ଥମୁ ନାହିଁ। ଗାଁ ଗଣ୍ଡାରେ ହାତୀ ଉପଦ୍ରବ କରିବା ପରେ ଏବେ ସହର ମୁହାଁ ହୋଇଛନ୍ତି। ଫଳରେ ସବୁଆଡ଼େ ଭୟର ବାତାବରଣ ସୃଷ୍ଟି ହୋଇଛି। ମଙ୍ଗଳବାର ରାତିରେ କେନ୍ଦୁଝର ସହରର ପୁରୁଣା ସହର ୧…
ରିଲିଜ୍ ପୂର୍ବରୁ ବିବାଦରେ ଫିଲ୍ମ ‘ଥ୍ୟାଙ୍କ୍ ଗଡ୍’
ବଲିଉଡ୍ ଅଭିନେତା ଅଜୟ ଦେବଗନ୍ ନିଜ ଆଗାମୀ ଫିଲ୍ମ ‘ଥ୍ୟାଙ୍କ୍ ଗଡ୍’କୁ ନେଇ ଏବେ ବିବାଦ ଦେଖାଦେଇଛି। ଫିଲ୍ମଟି ହିନ୍ଦୁ ଧାର୍ମିକ ଭାବନାକୁ ପ୍ରଭାବିତ କରୁଥିବା ନେଇ ଉତ୍ତର ପ୍ରଦେଶର ଜୈନପୁର କୋର୍ଟରେ ଆଇନ୍ଜୀବୀ ହିମାଂଶୁ ଶ୍ରୀବାସ୍ତବ ଫିଲ୍ମର ଦୁଇ ଲିଡ୍…
ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଘେରିଲେ ଚାଷୀ
କୋକସରା,୧୪ା୯(ଡି.ଏନ୍.ଏ.): ଇନ୍ଦ୍ରାବତୀ ମେଗାଲିଫ୍ଟ କୋକସରା ବ୍ଲକ କୁସୁମଖୁଣ୍ଟି ନିର୍ବାହୀ ଯନ୍ତ୍ରୀଙ୍କୁ ଜଳଯୋଗାଣ ପାଇଁ ଅଞ୍ଚଳର ଚାଷୀମାନେ ଅଭିଯୋଗ କରି ଚାଷୀ ନୟାନ୍ତ ହୋଇପଡ଼ିଲେଣି। ନା ହୋଇପାରୁଛି ସମାଧାନ ନା ଚାଷଜମିକୁ ମିଳୁଛି ମେଗାଲିଫ୍ଟ କେନାଲରୁ ଜଳ। ଅନ୍ୟପଟେ ବର୍ଷା ଅଭାବରୁ କୋକସରା…
ଏସ୍ବିଆଇ ମଧ୍ୟ ହେଲା ୫ ଲକ୍ଷ କୋଟିର ବ୍ୟାଙ୍କ
ନୂଆଦିଲ୍ଲୀ,୧୪।୯: ଦେଶର ସର୍ବବୃହତ ବ୍ୟାଙ୍କ ଏସ୍ବିଆଇ ଷ୍ଟକ୍ ମାର୍କେଟ୍ରେ ଭଲ ପ୍ରଦର୍ଶନ କରିଛି। ବୁଧବାର କାରବାରରେ ଏସ୍ବିଆଇ ଶେୟାରର ମୂଲ୍ୟ ପ୍ରାୟ ୨.୫୦% ବୃଦ୍ଧି ପାଇ ୫୭୫ ଟଙ୍କାରେ ପହଞ୍ଚିଛି। ଏଥିସହ ବ୍ୟାଙ୍କର ମାର୍କେଟ କ୍ୟାପ୍ ୫ ଲକ୍ଷ କୋଟି ଅତିକ୍ରମ…
ଟନେଲ କାର୍ଯ୍ୟ ଚାଲିଥିବା ବେଳେ ଧସିଲା ମାଟି ଅତଡ଼ା: ୨ ଶ୍ରମିକଙ୍କ ଜୀବନ ଗଲା
କୋରାପୁଟ,୧୪ା୯(ସ୍ବ.ପ୍ର.): କୋରାପୁଟ- ରାୟଗଡ଼ା ରେଳପଥର ଦୋହରୀକରଣ ନେଇ ଟନେଲ କାର୍ଯ୍ୟ ଚାଲିଥିବାବେଳେ ମାଟି ଅତଡ଼ା ଧସି ଦୁଇ ଶ୍ରମିକଙ୍କ ଜୀବନ ଯାଇଛି। ଏହି ଘଟଣା ବୁଧବାର ଅପରାହ୍ନରେ ଘଟିଥିବାବେଳେ ମୃତକ ହେଲେ ଲକ୍ଷ୍ମୀପୁର ବ୍ଲକର ବୁଜ୍ରା ଗ୍ରାମର ରବି ପ୍ରେପେକା ଓ…
Archives


