Home Left

ବିମାନରେ ବିଗିଡିଲା ମହିଳାଙ୍କ ସ୍ବାସ୍ଥ୍ୟାବସ୍ଥା, ହସ୍ପିଟାଲ୍‌ରେ ମୃତ୍ୟୁ

ନୂଆଦିଲ୍ଲୀ,୧୧।୯: ଦୁବାଇରୁ କୋଚି ଅଭିମୁଖେ ଯାତ୍ରା କରୁଥିବା ଜଣେ ମହିଳା ବିମାନରେ ହଠାତ୍‌ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ କୋଚିର ଏକ ଡାକ୍ତରଖାନାରେ ମୃତ ଘୋଷଣା କରାଯାଇଥିଲା। ରବିବାର ପୋଲିସ ଏହି ସୂଚନା ଦେଇଛି। ପୋଲିସ କହିଛି ଯେ, ମିନି (୫୬)…

ଟ୍ରିପଲ ରାଇଡିଂ କରୁଥିଲେ ହେବ ଲାଇସେନ୍ସ ରଦ୍ଦ

ବ୍ରହ୍ମପୁର ଅଫିସ,୧୧ା୯: ସଡ଼କ ଦୁର୍ଘଟଣା ରୋକିବାକୁ ଟ୍ରାଫିକ୍‌ ପୋଲିସ ପକ୍ଷରୁ ଅନେକ ପଦକ୍ଷେପ ନିଆଯାଉଛି। ଟ୍ରିପଲ ରାଇଡିଂ ଯୋଗୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି। ଏଥିରେ ଅନେକ ଲୋକଙ୍କ ଜୀବନ ଯାଉଛି। ଏ ନେଇ ପୋଲିସ ଲୋକଙ୍କୁ ସଚେତନ କରୁଛି। ହେଲେ…

କଂଗ୍ରେସକୁ ପୁଣି ଏକ ବଡ଼ ଝଟ୍‌କା

ଗୁଆହାଟୀ,୧୧।୯: ଆସାମରେ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ଦଳର ବଡ଼ ନେତା କାମରୁଲ ଇସଲାମ ଚୌଧୁରୀ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଆସାମ ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ତଥା ଦଳର ପ୍ରାଥମିକ ସଦସ୍ୟତା ପଦରୁ ଇସ୍ତଫା…

ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ପରଲୋକ

ଭୋପାଳ,୧୧।୯: ଦ୍ୱାରିକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ପରଲୋକ ଘଟିଛି। ସେ ୯୯ ବର୍ଷ ବୟସରେ ନରସିଂହପୁରର ଝୋଟେଶ୍ୱରରେ ଅବସ୍ଥିତ ପରମହଂସୀ ଗଙ୍ଗା ଆଶ୍ରମରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଶେଷ ରୀତିନୀତି ସୋମବାର ୩.୩୦ରେ…

ଏଡିନବର୍ଗ ଗଲା ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପାର୍ଥିବ ଶରୀର: ୧୯ରେ ଶେଷକୃତ୍ୟ

ଲଣ୍ଡନ,୧୧।୯: ବ୍ରିଟେନର ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଗତ ଗୁରୁବାର ପରଲୋକ ଘଟିଛି। ଦେହାନ୍ତ କରିଛନ୍ତି। ତାଙ୍କ ଦେହାନ୍ତ ପରଠାରୁ ସମଗ୍ର ବ୍ରିଟେନରେ ଶୋକର ବାତାବରଣ ସୃଷ୍ଟି ହୋଇଛି। ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ମରଶରୀରକୁ କଫିନ୍‌ ଯୋଗେ ବାଲମୋରାଲ ଦୁର୍ଗରୁ ସ୍କଟଲ୍ୟାଣ୍ଡର ରାଜଧାନୀ…

ଆନ୍ଦୋଳନକୁ ଓହ୍ଲାଇଛନ୍ତି ବିଭିନ୍ନ ବିଭାଗର ଠିକା କର୍ମଚାରୀ

ଭୁବନେଶ୍ୱର,୧୧ା୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ନିଯୁକ୍ତି ନିୟମାବଳୀ ବିରୋଧରେ ଠିକା କର୍ମଚାରୀ ସଂଘର ବଡ଼ ଧରଣର ଆନ୍ଦୋଳନ। ରବିବାର ପ୍ରାୟ ୧୦ ହଜାର ଠିକା କର୍ମଚାରୀ ଲୋୟର ପିଏମ୍‌ଜି ଛକରେ ବିକ୍ଷୋଭ କରୁଛନ୍ତି। ସମାନ କାମକୁ ସମାନ ଦରମା ଦାବିରେ ଏହି ଆନ୍ଦୋଳନ…

ଲଗାଣ ବର୍ଷାରେ ଭାଙ୍ଗିଲା ଘର, କାନ୍ଥ ପଡ଼ି ୨ ଗାଈ ମୃତ

ଦାରିଙ୍ଗବାଡ଼ି,୧୧ା୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ତୁହାକୁ ତୁହା ବର୍ଷା ହେଉଛି। ରବିବାର ଭ୍ରମରବାଡ଼ି ପଞ୍ଚାୟତ ପୁଡ଼ିରାଜଲା ଗ୍ରାମରେ ଏକ ଘର ଭାଙ୍ଗିଯିବାରୁ କାନ୍ଥ ପଡ଼ି ଉକ୍ତ ଗ୍ରାମର ବୁଡୁ ସାହୁଙ୍କ ଦୁଇଟି ଗାଈଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ…

ସଫେଇ ଦେଲେ ଉର୍ବଶୀ

ଏସିଆ କପରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ଥିଲା। ପାକିସ୍ତାନ ଏବଂ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ ହାରିଯିବା ପରେ ଭାରତ ଫାଇନାଲ ରେସ୍‌ରୁ ବାଦ୍‌ ପଡିଥିଲା। ଏହି ଟୁର୍ନାମେଣ୍ଟ ଆରମ୍ଭରେ ଭାରତ ଟାଇଟଲ ଜିତିବା ପାଇଁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ…

‘ସାପ ଦେଖିଲେ ମୋତେ ଜ୍ୱର ଆସେ’

ମୁମ୍ବାଇ: ସମସ୍ତେ ଜୀବନରେ କିଛି କିଛି ଜିନିଷକୁ ଭୟ କରିଥାନ୍ତି। ଏହି ଭୟ ପାଇଁ ଏପରି କିଛି କାହାଣୀ ଘଟେ, ଯାହା ସାରା ଜୀବନ ସ୍ମରଣୀୟ ହୋଇ ରହିଥାଏ। ଠିକ୍‌ ସେମିତି ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ ଜୀବନରେ ଏମିତି ଭୟ…

ଉର୍ବଶୀ କିଏ ମୁଁ ଜାଣିନାହିଁ: ନଶିମ ଶାହା

ଦୁବାଇ,୧୧।୯: ଏସିଆ କପରେ ଚମତ୍କାର ପ୍ରଦର୍ଶନ କରିଥିବା ପାକିସ୍ତାନୀ ଦ୍ରୁତ ବୋଲର ନଶିମ ଶାହା ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ଭାରତ ବିପକ୍ଷରେ ଟି-୨୦ ଡେବ୍ୟୁ କରିଥିବା ନଶିମ ସୁପର-୪ ରାଉଣ୍ଡ ଆଫଗାନିସ୍ତାନ ବିପକ୍ଷରେ ସେ ଦଳକୁ ଲଗାତାର ଦୁଇଟି ଛକା ମାରି…

ସଫେଇ କର୍ମଚାରୀଙ୍କ ଦରମା ବାର୍ଷିକ କୋଟିଏ

ସଫେଇ କାମକୁ ଅନେକେ ଛୋଟ କାମ ଭାବନ୍ତି। କିନ୍ତୁ ଅଷ୍ଟ୍ରେଲିଆରେ ସଫେଇ କର୍ମଚାରୀଙ୍କର ଏତେ ଚାହିଦା ଯେ, ସେମାନଙ୍କ ଦରମା ଭାରତୀୟ ଡାକ୍ତର, ଇଞ୍ଜିନିୟରଙ୍କଠାରୁ ବି ଅଧିକ। ଆଉ ଏହାର କାରଣ ହେଉଛି ଏଠାରେ ଥିବା ସଫେଇ କର୍ମଚାରୀଙ୍କର ଅଭାବ। ତେଣୁ…

ପାକିସ୍ତାନରେ ଭାଇଚାରା: ବନ୍ୟା ପ୍ରଭାବିତଙ୍କୁ ସହାୟତା ଦେଉଛନ୍ତି ହିନ୍ଦୁ ମନ୍ଦିର ସଦସ୍ୟ…

ଇସଲାମାବାଦ, ୧୧।୯ : ପାକିସ୍ତାନରେ ପ୍ରବଳ ବନ୍ୟା ଯୋଗୁଁ ଲକ୍ଷ ଲକ୍ଷ ଲୋକ ବାସହୀନ ଏବଂ ବିସ୍ଥାପିତ ହୋଇଛନ୍ତି। ସାହାଯ୍ୟ ପାଇଁ ସେମାନେ ଘର ଘର ବୁଲୁଛନ୍ତି। ଏପରିସ୍ଥଳେ ପାକିସ୍ତାନରରେ ଭାଇଚାରାର ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି ହିନ୍ଦୁ ମନ୍ଦିର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri