Home Left

ଥ୍ରୋ-ବ୍ୟାକ୍‌ ଫଟୋ ଶେୟାର କଲେ କଙ୍ଗନା

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତ୍‌ ଇନ୍‌ଷ୍ଟାଗ୍ରାମରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ବ୍ରିଟେନର ରାଣୀ ଏଲିଜାବେଥ୍‌ଙ୍କ କଳାଧଳା ଫଟୋ ପୋଷ୍ଟ କରିଛନ୍ତି। ଉଭୟ କିମ୍ବଦନ୍ତୀ ମହିଳା କେବଳ ନିଜ ଦେଶରେ ନୁହେଁ ବିଶ୍ୱ ସ୍ତରରେ ମଧ୍ୟ ପ୍ରାଧାନ୍ୟ ବିସ୍ତାର…

ବେଆଇନ କ୍ରସର, ବଢୁଛି ପ୍ରଦୂଷଣ

କେନ୍ଦୁଝର,୧୪ା୯(ସ୍ବ.ପ୍ର.): ଖଣି ଲିଜ୍‌ ସୀମା ଭିତରେ ବା ଏହାଠାରୁ ୫ କିଲୋମିଟର ଦୂରରେ କୌଣସି କ୍ରସର ପ୍ରତିଷ୍ଠା ହୋଇପାରିବ ନାହିଁ ବୋଲି ସିଆ ବା ଷ୍ଟେଟ ଏନ୍‌ଭାଇରନମେଣ୍ଟ ଇମ୍ପାକ୍ଟ ଆସେସମେଣ୍ଟ ଅଥରିଟିର କଡ଼ା ନିର୍ଦ୍ଦେଶ ରହିଛି। ମାତ୍ର ସିଆ ନିୟମ ଉଲ୍ଲଙ୍ଘନ…

‘ନବନ୍ନା ଅଭିଯାନ’ ପାଇଁ ବାହାରୁ ଗୁଣ୍ଡା ଆଣିଥିଲା ଭାଜପା: ମମତା

କୋଲକାତା,୧୪।୯: ପଶ୍ଚିମବଙ୍ଗର ମମତା ସରକାରଙ୍କ ଦୁର୍ନୀତି ବିରୋଧରେ ଭାଜପା ‘ନବନ୍ନା ଅଭିଯାନ’ ଆରମ୍ଭ କରିଥିଲା। ଏହି ସମୟରେ ବିକ୍ଷୋଭକାରୀଙ୍କ ସହିତ ପୋଲିସ ସହିତ ସଂଘର୍ଷ ଘଟି ଅନେକ ଲୋକ ଆହତ ହୋଇଛନ୍ତି। ଏହି ପ୍ରଦର୍ଶନକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ…

ଷ୍ଟାର ଦମ୍ପତି ବିବାଦ: ସତ୍ୟପାଠ ଦାଖଲ କଲେ ବର୍ଷା ପ୍ରିୟଦର୍ଶିନୀ

କଟକ ଅଫିସ,୧୪ା୯: ଷ୍ଟାର୍‌ ଦମ୍ପତି ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ତାଙ୍କ ସ୍ତ୍ରୀ ବର୍ଷା ପ୍ରିୟଦର୍ଶିନୀ ବୁଧବାର କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। ବର୍ଷା ଅଦାଲତରେ ହାଜର ହୋଇ ତାଙ୍କର ସତ୍ୟପାଠ ଦାଖଲ କରିଛନ୍ତି। ଏଥିରେ ଅଯଥା ସମୟ…

ଅକ୍ଷୟ କୁମାରଙ୍କ ସହ ଏହି ଫଲ୍ମ କରିବା ପୂର୍ବରୁ ଖୁବ୍‌ କାନ୍ଦିଥିଲେ ପ୍ରିୟଙ୍କା

ମୁମ୍ବାଇ: ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ବଲିଉଡ୍‌ ହେଉ କି ହଲିଉଡ୍‌ ସବୁଠି ଚର୍ଚ୍ଚାରେ ରହିଥାନ୍ତି। ସେ ତାଙ୍କ କ୍ୟାରିୟରରେ ଅନେକ ଫିଲ୍ମ କରିଛନ୍ତି। ପ୍ରିୟଙ୍କା ଫିଲ୍ମରେ ଲେଡି ଭିଲେନ ଭାବେ ଦର୍ଶକଙ୍କ ହୃଦୟ ବି ଜିତିଛନ୍ତି। କିନ୍ତୁ ଯେତେବେଳେ ଏକ ଫିଲ୍ମରେ…

ବିସିସିଆଇକୁ ମିଳିଲା ବଡ଼ ଆଶ୍ୱସ୍ତି: ପଦରେ ରହିପାରିବେ ଗାଙ୍ଗୁଲି, ଶାହା

ନୂଆଦିଲ୍ଲୀ,୧୪।୯: ସୁପ୍ରିମକୋର୍ଟଙ୍କଠାରୁ ବିସିସିଆଇକୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ବିସିସିଆଇକୁ ବୋର୍ଡର ସମ୍ବିଧାନରେ ସଂଶୋଧନ କରିବାକୁ ଅନୁମତି ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ଏହି ଆଦେଶ ପରେ ବର୍ତ୍ତମାନ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଆସନ୍ତା ତିନି ବର୍ଷ ପାଇଁ ବିସିସିଆଇର ସଭାପତି…

ସେପ୍ଟେମ୍ବର ୨୩ରୁ ଆମାଜନ୍‌ ସେଲ୍‌; ଲଞ୍ଚ ହେବ ୨୦୦୦ରୁ ଅଧିକ ଉତ୍ପାଦ

ନୂଆଦିଲ୍ଲୀ,୧୪।୯: ସେପ୍ଟେମ୍ବର ୨୩ରୁ ଆରମ୍ଭ ହେବ ଆମାଜନ ଗ୍ରେଟ୍‌ ଇଣ୍ଡିଆନ୍‌ ଫେଷ୍ଟିଭାଲ ୨୦୨୨ ସେଲ୍‌। ଏହି ସମୟରେ ବିଭିନ୍ନ ବର୍ଗରେ ୨୦୦୦ରୁ ଅଧିକ ଉତ୍ପାଦ ଲଞ୍ଚ ହେବ ବୋଲି ଇ-କମର୍ସ ପ୍ଲାଟଫର୍ମ ସୂଚନା ଦେଇଛି। ଏହି ବର୍ଗଗୁଡ଼ିକ ମଧ୍ୟରେ ସାମସଙ୍ଗ, ଏଲ୍‌ଜି,…

ସମିତି ବୈଠକରେ ହଟ୍ଟଗୋଳ, ଉତ୍ତେଜନା

ଦାରିଙ୍ଗବାଡ଼ି,୧୪।୯(ଡି.ଏନ୍‌.ଏ): କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତ ସମିତି କାର୍ଯ୍ୟାଳୟ ସଭାଗୃହରେ ଚତୁର୍ଥ ପଞ୍ଚାୟତ ସମିତି ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିଡିଓ ଗଦାଧର ପାତ୍ର ସଂଯୋଜନା କରିଥିଲେ। ବୈଠକରେ ମୁଖ୍ୟ…

ପାକିସ୍ତାନ ଡଙ୍ଗାରୁ ୨୦୦ କୋଟିର ହେରୋଇନ୍‌ ଜବତ: ୬ ଗିରଫ

ଅହମ୍ମଦାବାଦ,୧୪।୯: ଇଣ୍ଡିଆନ କୋଷ୍ଟ ଗାର୍ଡ (ଆଇସିଜି) ଏବଂ ଏଟିଏସ ଗୁଜୁରାଟ ଟିମ୍‌ ମିଳିତ ଅପରେଶନ କରି ଏକ ପାକିସ୍ତାନୀ ଡଙ୍ଗାରୁ ୨୦୦ କୋଟି ଟଙ୍କା ମୂଲ୍ୟର ହେରୋଇନ୍‌ ଜବତ କରିବା ସହ ୬ ଜଣଙ୍କୁ ଗିରଫ କରଛନ୍ତି। ଏଟିଏସ ଟିମ ଗୋଇନ୍ଦା…

ଏମିତି ଶିଡ଼ି, ଯାହା ଆଗରୁ କେବେ ଦେଖି ନ ଥିବେ, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାରର ଭିଡିଓ ଭାଇରାଲ ହୋଇଥାଏ। ଏଥି ମଧ୍ୟରୁ କିଛି ଭିଡିଓ ଆମକୁ ଆଶ୍ଚର୍ଯ୍ୟ କରିଦେଇଥାଏ। ଠିକ୍‌ ସେମିତି ଗୋଟିଏ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଚମତ୍କାର ଶିଡ଼ି ଚଢୁଛନ୍ତି। ପ୍ରାୟତଃ…

ଟାଇଟନିକ୍‌ ପୋଜ୍‌ରେ କୁକୁରର ନୌଯାତ୍ରା, ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ସବୁବେଳେ କିଛି ନା କିଛି ଭିଡିଓ ଭାଇରାଲ ହୋଇଥାଏ। ଏଥିମଧ୍ୟରୁ କିଛି ଭିଡିଓ ଆମକୁ ଆଶ୍ଚର୍ଯ୍ୟ କରିଥାଏ ତ ଆଉ କିଛି ହସର ଖୋରାକ ଯୋଗାଇଥାଏ। ନିକଟରେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏହି…

କୋହଲିଙ୍କୁ ମିଳିଲା ଲାଭ

ନୂଆଦିଲ୍ଲୀ,୧୪।୯: ନିକଟରେ ଶେଷ ହୋଇଥିବା ଏସିଆ କପ୍‌ରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ଭେଟେରାନ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଏସିଆ କପରେ ତାଙ୍କର ଚମତ୍କାର ପ୍ରଦର୍ଶନ ଯୋଗୁ ଟି-୨୦ ର଼୍ୟାଙ୍କିଙ୍ଗରେ ତାଙ୍କୁ ଲାଭ ମିଳିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri