Home Left

ଆରାଧନାମୁହାଁ ଆଲୁମିନିୟମନଗରୀ

ବଅଁରପାଳ, ୧୭ା୯ (ଉପେନ୍ଦ୍ର ରାଉତ): ରଙ୍ଗିନ ଆଲୋକମାଳାରେ ଝଲସୁଛି ଅନୁଗୋଳର ନାଲ୍‌କୋନଗର। ଚାରିଆଡ଼େ ଉତ୍ସାହ ଉଦ୍ଦୀପନା। ୨ ବର୍ଷ ପରେ ଶନିବାର ଧୁମ୍‌ଧାମରେ ଦେବଶିଳ୍ପୀଙ୍କ ପୂଜା ପାଳନ କରାଯିବାକୁ ଥିବାରୁ ଆରାଧନା ପାଇଁ ପ୍ରସ୍ତୁତ ହୋଇଯାଇଛି ଆଲୁମିନିୟମନଗରୀ। ପୂର୍ବରୁ ଏଠାରେ ୨୩…

ଡକାୟତି ଯୋଜନାବେଳେ ମାଡ଼ି ବସିଲା ପୋଲିସ

ଅନୁଗୋଳ ଅଫିସ, ୧୭ା୯: ଅନୁଗୋଳ ସଦର ଥାନା କୁଇଓ ଜଙ୍ଗଲରେ ବସି ଡକାୟତି ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ କାବୁ କରିବାରେ ସଫଳ ହୋଇଛି ପୋଲିସ। ଘଟଣାସ୍ଥଳରୁ ଜଣେ ନାବାଳକ ସହ କରଡ଼ାଗାଡ଼ିଆ ଅଞ୍ଚଳର ନୀଳକଣ୍ଠ ଗୋଚ୍ଛାୟତ (୨୧), ବନ୍ତଳା…

ନିଷ୍ଠାପର ହୁଅ, ବୌଦ୍ଧିକ ବିକାଶକୁ ଧ୍ୟାନ ଦିଅ

ଢେଙ୍କାନାଳ ଅଫିସ, ୧୭।୯: ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦ୍‌ଭାବନା ଗୃହରେ ଗୁରୁବାର ଶିକ୍ଷା ସମ୍ପର୍କିତ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର ସେଠୀ ଯୋଗଦେଇ ଶିକ୍ଷାନୁଷ୍ଠାନରେ ପିଲାଙ୍କୁ ଉତ୍ତମ ଶିକ୍ଷାଦାନ, ସେମାନଙ୍କ ଯାତାୟାତ ଲାଗି ଆବଶ୍ୟକ ସୁବିଧା,…

ବାଉଚର ମୁମ୍ବାଇ ଇଣ୍ଡିଆନ୍ସ ମୁଖ୍ୟ କୋଚ୍‌

ମୁମ୍ବାଇ,୧୭।୯(ପି.ଟି.): ଆସନ୍ତା ଆଇପିଏଲ୍‌ ସିଜନ ପାଇଁ ଦକ୍ଷିଣ ଆଫ୍ରିକାର ପୂର୍ବତନ ଉଇକେଟକିପର-ବ୍ୟାଟର ମାର୍କ ବାଉଚର ମୁମ୍ବାଇ ଇଣ୍ଡିଆନ୍ସ ଦଳର ମୁଖ୍ୟ କୋଚ ଭାବେ ନିଯୁକ୍ତି ଦିଆଯାଇଥିବା ଫ୍ରାଞ୍ଚାଇଜ୍‌ ତରଫରୁ ଶୁକ୍ରବାର ଘୋଷଣା କରାଯାଇଛି। ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେଙ୍କ ସ୍ଥାନରେ…

ପଡ଼ିଆ ଭିତରକୁ ଆସିଲା ଆମ୍ବୁଲାନ୍ସ

କୋଇମ୍ବାଟୁର, ୧୭।୯(ପି.ଟି.): ଦୁଲିପ ଟ୍ରଫି କ୍ରିକେଟ ସେମିଫାଇନାଲ ଅବସରରେ ଖେଳାଳିଙ୍କ ଆହତ ସମସ୍ୟା ଯୋଗୁ ଆମ୍ବୁଲାନ୍ସକୁ ପଡ଼ିଆ ଭିତରକୁ ଆସିବାକୁ ପଡ଼ିଛି। ପଶ୍ଚିମାଞ୍ଚଳ ଓ କେନ୍ଦ୍ରାଞ୍ଚଳ ମଧ୍ୟରେ ଚାଲିଥିବା ମ୍ୟାଚ ଅବସରରେ ଶୁକ୍ରବାର ଏହି ଘଟଣା ଘଟିଥିଲା। ପଶ୍ଚିମାଞ୍ଚଳ ମିଡିୟମ ପେସର…

ଆଇଜିଆଇଟିରୁ ଛାତ୍ର ନିଖୋଜ

ପରଜଙ୍ଗ, ୧୭।୯(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ସରାଙ୍ଗସ୍ଥିତ ଇନ୍ଦିରା ଗାନ୍ଧୀ ବୈଷୟିକ ଶିକ୍ଷାନୁଷ୍ଠାନ (ଆଇଜିଆଇଟି)ରେ ପଢୁଥିବା ଜଣେ ବି-ଟେକ୍‌ ଶେଷବର୍ଷ ଛାତ୍ର ନିଖୋଜ ହୋଇଯାଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଆନନ୍ଦପୁର ଅଞ୍ଚଳର ସନ୍ଦୀପ କୁମାର ଜେନା। ସନ୍ଦୀପ ରହୁଥିବା…

୮ ଚିତା ଆସିବା ରାଜ୍ୟ ପାଇଁ ବଡ ଉପହାର: ଶିବରାଜ ସିଂ

ଭୋପାଳ,୧୭।୯: ନାମିବିୟାରୁ ସ୍ବତନ୍ତ୍ର ବିମାନ ଯୋଗେ ୮ଟି ଚିତା ବାଘ ଶନିବାର ସକାଳେ ମଧ୍ୟପ୍ରଦେଶର ଗ୍ବାଲିୟର୍‌ରେ ପହଞ୍ଚିଛନ୍ତି। ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ନାମିବିୟାରୁ ୮ଟି ଚିତା ଆସିବା ରାଜ୍ୟ…

ଭୁଇଙ୍କ ଶତକ: ଦକ୍ଷିଣାଞ୍ଚଳର ବୃହତ୍‌ ସ୍କୋର

ସାଲେମ(ତାମିଲନାଡୁ), ୧୭।୯: ରୋହନ କୁନ୍ନୁମ୍ମାଲ ଓ ଅଧିନାୟକ ହନୁମା ବିହାରୀଙ୍କ ପରେ ଉଇକେଟକିପର ରିକି ଭୁଇଙ୍କ ଶତକ ସହାୟତାରେ ଦକ୍ଷିଣାଞ୍ଚଳ ଏଠାରେ ଚାଲିଥିବା ଦୁଲୀପ ଟ୍ରଫି କ୍ରିକେଟ ସେମିଫାଇନାଲରେ ଏହାର ପ୍ରଥମ ଇନିଂସକୁ ୬୩୦/୮ରେ ଘୋଷଣା କରିଛି। ଶୁକ୍ରବାର ଦ୍ୱିତୀୟ ଦିବସ…

ମଡେଲଙ୍କ ପର୍ସନାଲ ଶପର୍‌ ‘ପିଙ୍କି’

ନୂଆଦିଲ୍ଳୀ: ମନି ଲଣ୍ଡରିଂ ମାମଲାରେ ତିହାର ଜେଲରେ ଏବେ କନ୍‌ମ୍ୟାନ୍‌ ସୁକେଶ ଚନ୍ଦ୍ରଶେଖର। ସୁକେଶଙ୍କ ମାମଲାର ତଦନ୍ତରେ ବଲିଉଡ୍‌ର ବହୁ ଅଭିନେତ୍ରୀ ଓ ମଡେଲ୍‌ଙ୍କୁ ସାମିଲ କରାଯାଇଛି। ସୁକେଶକୁ ବଲିଉଡ୍‌ ଆକ୍ଟ୍ରୋସ୍‌ମାନଙ୍କ ନିକଟତର କରିବାରେ ବଡ଼ ମାଧ୍ୟମ ପାଲଟିଥିଲେ ପିଙ୍କି ଇରାନୀ।…

୪୩ ବର୍ଷରେ ୫୩ ଜଣଙ୍କୁ ବିବାହ

ରିୟାଧ: ବୈବାହିକ ଜୀବନରେ ଶାନ୍ତି ଓ ସ୍ଥିରତା ଆଣିବା ପାଇଁ ସାଉଦିର ଜଣେ ୬୩ ବର୍ଷୀୟ ବୃଦ୍ଧ ୪୩ ବର୍ଷ ଭିତରେ ୫୩ ମହିଳାଙ୍କୁ ବିବାହ କରିଛନ୍ତି। ଅବୁ ଅବଦୁଲ୍ଲାହ ନାମକ ଏହି ବୃଦ୍ଧ ସ୍ଥାନୀୟ ଗଣମାଧ୍ୟମ ଏମ୍‌ବିସି ଚ୍ୟାନେଲରେ ସାକ୍ଷାତ୍‌କାର…

ଲା ନିନା: ୨୦୨୩ରେ ୧ ଟ୍ରିଲିୟନ ଡଲାର କ୍ଷତି ସହିବ ବିଶ୍ୱ

ଲଣ୍ଡନ: ବିଶ୍ୱର ବିଭିନ୍ନ ପ୍ରାନ୍ତରେ ପ୍ରାକୃତିକ ବିପର୍ଯ୍ୟୟର ମାତ୍ରା ବଢ଼ିବାରେ ଲାଗିଛି। ବନ୍ୟାରେ ପାକିସ୍ତାନ ସ୍ଥିତି ଶୋଚନୀୟ ହୋଇପଡ଼ିଥିବାବେଳେ ପଶ୍ଚିମ ଆମେରିକାରେ ଗ୍ରୀଷ୍ମ ପ୍ରବାହ ଏବଂ ବନାଗ୍ନି ମାତ୍ରା ବୃଦ୍ଧି ପାଇଛି। ସେହିପରି ଅଷ୍ଟ୍ରେଲିଆ ଏବଂ ଇଣ୍ଡୋନେସିଆରେ ଆବଶ୍ୟକତାଠାରୁ ଅଧିକ ବର୍ଷା…

ସୁବିଧାଜନକ ସ୍ଥିତିରେ ଭାରତ ଏ’

ବେଙ୍ଗାଲୁରୁ, ୧୭।୯(ପି.ଟି.): ନ୍ୟୁଜିଲାଣ୍ଡ ଏ’ ବିପକ୍ଷ ତୃତୀୟ ଅନ୍‌ ଅଫିସିଆଲ ଟେଷ୍ଟରେ ଭାରତ ଏ’ ପ୍ରଥମ ଇନିଂସରେ ଅଗ୍ରଣୀ ଲାଭ କରି ସୁବିଧାଜନକ ସ୍ଥିତିରେ ରହିଛି। ଶୁକ୍ରବାର ଦ୍ୱିତୀୟ ଦିବସ ଖେଳରେ ସ୍ପିନ ବୋଲର ସୌରଭ କୁମାର (୪/୪୮) ଓ ରାହୁଲ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri