Home Left

ଲାଇଙ୍ଗ୍‌-ଇନ୍‌-ଷ୍ଟେଟ୍‌ ପାଇଁ ଚାଇନାକୁ ବାରଣ

ଲଣ୍ଡନ,୧୭।୯: ବ୍ରିଟେନ ମହାରାଣୀ ଏଲିଜାବେଥ୍‌ ଦ୍ୱିତୀୟଙ୍କ ଶେଷକୃତ୍ୟ ସୋମବାର ସମ୍ପନ୍ନ କରାଯିବ । ମହାରାଣୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ବିଭିନ୍ନ ଦେଶର ରାଷ୍ଟ୍ର ମୁଖ୍ୟ ସାମିଲ ହେବାକୁଥିବାବେଳେ ଚାଇନା ପକ୍ଷରୁ ଏକ ପ୍ରତିନିଧି ଦଳ ବ୍ରିଟେନ୍‌ରେ ପହଞ୍ଚିଛି। ବ୍ରିଟେନ୍‌ ପାର୍ଲାମେଣ୍ଟରେ ମହାରାଣୀଙ୍କ କଫିନ୍‌…

ବନ୍ୟାରେ ବୁଡି ଯାଉଥିବା ସିଂହ ଉଠିବାକୁ କରୁଛି ସଂଘର୍ଷ, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହୋଇଥାଏ। ସେଥିମଧ୍ୟରୁ କେତେକ ଭିଡିଓ ଭାବପ୍ରବଣ କରିଦିଏ। ଠିକ୍‌ ସେପରି ଏକ ଭିଡିଓ ସୋସିଆଲ ମିହିଆରେ ଘୂରିବୁଲୁଛି। ଯାହାକୁ ଦେଖିଲେ ଆପଣଙ୍କ ମନରେ ମଧ୍ୟ ଦୟା ଆସିଯିବ।…

ଏଏପି ବିଧାୟକ ଅମାନତୁଲ୍ଲାଙ୍କ ବ୍ୟବସାୟିକ ସହଯୋଗୀ ଗିରଫ

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀ ପୋଲିସର ଦୁର୍ନୀତି ନିବାରଣ ଶାଖା(ଏସିବି) ଆମ ଆଦମୀ ପାର୍ଟିର ବିଧାୟକ ଅମାନତୁଲ୍ଲା ଖାନଙ୍କୁ ଶୁକ୍ରବାର ଗିରଫ କରିଛି। ବର୍ତ୍ତମାନ ଦିଲ୍ଲୀ ପୋଲିସ ଅମାନତୁଲ୍ଲାଙ୍କ ନିକଟତର ବ୍ୟବସାୟିକ ସହଯୋଗୀ ହାମିଦଙ୍କୁ ଗିରଫ କରିଥିବା ଜଣାପଡ଼ିଛି। ଅସ୍ତ୍ରଶସ୍ତ୍ର ଅଧିନିୟମ ଅନୁଯାୟୀ ହାମିଦଙ୍କୁ…

ଦୁଇଦୁଇ ଥର ଜୀବନ ବଞ୍ଚାଇଲା ହେଲ୍‌ମେଟ୍‌ : କାର୍‌କୁ ଧକ୍କା ଦେଇ, ଖୁଣ୍ଟ ଖସିବା ଭିଡିଓ ଦେଖିଲେ…

ବାଇକ୍‌ ଚଲାଇବା ସମୟରେ ହେଲମେଟ୍‌ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯଦି ଆମେ ହେଲ୍‌ମେଟ୍‌ ନ ପିନ୍ଧୁ ତେବେ ଅନେକ ସମସ୍ୟା ହୋଇଥାଏ। ବେଳେ ବେଳେ ଏହା ବ୍ୟକ୍ତିକୁ ମୃତ୍ୟୁ ମୁଖକୁ ଠେଲିଦିଏ। ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି। ଏହାକୁ…

ଧରାପଡୁଛି ଗଞ୍ଜେଇ, ଖସି ଯାଉଛନ୍ତି ବେପାରୀ

ବୌଦ୍ଧ,୧୬ା୯(ସ୍ବ.ପ୍ର.): ବୌଦ୍ଧ ଜିଲା ଗଞ୍ଜେଇ କାରବାରର ପେଣ୍ଠସ୍ଥଳୀ ପାଲଟିଛି। ଯୁବ ପିଢି କମ ପରିଶ୍ରମରେ ସ୍ବଳ୍ପ ସମୟରେ ଅଧିକ ଲାଭ ପାଇବା ଆଶାରେ ଗଞ୍ଜେଇ ଚାଷ ପ୍ରତି ମନ ବଲାଉଥିବା ଦେଖିବାକୁ ମିଳୁଛି। ପ୍ରତିବର୍ଷ ଜିଲାପାଳଙ୍କ ନିର୍ଦ୍ଦେଶରେ ପୋଲିସ ଓ ମାଜିଷ୍ଟ୍ରେଟଙ୍କ…

ମୋଦିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ରାହୁଲ-ଶାହା

ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ୭୨ବର୍ଷରେ ପଦାର୍ପଣ କରିଛନ୍ତି। ମୋଦି ନିଜ ଜନ୍ମଦିନ ଅବସରରେ ଦେଶବାସୀଙ୍କୁ ଚିତା ବାଘ ଉପହାର ଭେଟି ଦେଇଛନ୍ତି। ତାଙ୍କ ଜନ୍ମଦିନକୁ ସ୍ବତନ୍ତ୍ର କରିବା ପାଇଁ ଭାଜପା ପକ୍ଷରୁ ଅନେକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।…

ଯଥାରୀତି ପାଳନ ହେବ ପ୍ରସିଦ୍ଧ ବଳିଯାତ୍ରା

ସୋନପୁର,୧୭।୯(ନି.ପ୍ର.): ସୁବର୍ଣ୍ଣପୁରର ପ୍ରସିଦ୍ଧ ମହାବଳୀ ଯାତ୍ରା ଓ ଦଶହରା ପୂଜା ପାଇଁ ଏକ ପ୍ରସ୍ତୁତି ବୈଠକ ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ସୋନପୁର ଉପଜିଲାପାଳ ତଥା ଦେବୋତ୍ତର ଅଧିକାରୀ ଡକ୍ଟର ଇପ୍ସିତା ପ୍ରିୟଦର୍ଶନୀ ମିଶ୍ରଙ୍କ ଆବାହକତ୍ୱରେ…

୯୨ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି କଲେଜ କର୍ତ୍ତୃପକ୍ଷ

ନୂଆପଡ଼ା ଅଫିସ,୧୭।୯: କରୋନା ସମୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରମାନଙ୍କୁ ସେମାନଙ୍କ ବିଦ୍ୟାଳୟ ଆସେସମେଣ୍ଟ ପରୀକ୍ଷା ଫଳ ଆଧାରରେ ପଦୋନ୍ନତି ଦିଆଯାଇଥିଲା। ଏହି ସବୁ ନିୟମ ଅନ୍ୟ ବିଶ୍ୱ ବିଦ୍ୟାଳୟଗୁଡିକ ମଧ୍ୟରେ ଲାଗୁ ହୋଇଥିଲା। ହେଲେ ନୂଆପଡା ଜିଲାର ମହାମାୟା…

ବିପଦସଙ୍କୁଳ ଅବସ୍ଥାରେ ସରକାରୀ ହାଇସ୍କୁଲ

ହେମଗିର,୧୭।୯(ଡି.ଏନ୍‌.ଏ.): ରାଜ୍ୟ ସରକାର ସରକାରୀ ସ୍କୁଲଗୁଡିକର ଉନ୍ନତିକରଣ ସହ ଛାତ୍ରୀଛାତ୍ରଙ୍କୁ ଆକୃଷ୍ଟ କରି ଉତ୍ତମ ଶୈକ୍ଷିକ ପରିବେଶ ସୃଷ୍ଟି କରୁଛନ୍ତି। ସୁନ୍ଦରକୋଠା ନିର୍ମାଣ କରି ଆଧୁନିକ ଉପକରଣ ଦେଇ ପ୍ରଚାର କରୁଥିବାବେଳେ କେବଳ ସରକାରୀ ଟଙ୍କାର ଅପବ୍ୟବହାର ହେଉଥିବା ଦେଖିବାକୁ ମିଳିଛି।…

ଲକ୍ଷ୍ମୀଡୁଙ୍ଗୁରୀଠାରେ ନିଆରା ପୁଅ ଜିଉଁନ୍ତିଆ

ସମ୍ବଲପୁର,୧୭ା୯(ବ୍ୟୁରୋ): ସମ୍ବଲପୁର ବୁଢ଼ାରଜା ବନ ସଂରକ୍ଷଣ ସମିତି ପକ୍ଷରୁ ନିଆରା ପୁଅ ଜିଉଁନ୍ତିଆ ବ୍ରତ ଶୁକ୍ରବାର ଲକ୍ଷ୍ମୀଡୁଙ୍ଗୁରୀଠାରେ ପାଳିତ ହୋଇଯାଇଛି । ଅଞ୍ଚଳର ମହିଳାମାନେ ସମବେତ ହୋଇ ମା’ ମଙ୍ଗଳା ମନ୍ଦିର ନିକଟସ୍ଥ ବୃକ୍ଷକୁ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ । ଘଣ୍ଟଶଙ୍ଖ,…

ଏସ୍‌ସିବିରେ ହେବ ଟେଲି ମାନସ ସେଲ, ମାନସିକ ରୋଗୀ ହେବେ ଉପକୃତ

କଟକ ଅଫିସ,୧୭।୯: ଏସ୍‌ସିବିରେ ଟେଲି ମାନସ ସେଲ ପ୍ରତିଷ୍ଠା କରାଯିବ। ଜଣେ ଡାକ୍ତର, ନର୍ସ, ମାନସିକ ସ୍ବାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ସାମାଜିକ କର୍ମୀଙ୍କୁ ମିଶାଇ ୨୦ଜଣ କର୍ମଚାରୀ ଏହି ସେଲ୍‌ରେ କାର୍ଯ୍ୟ କରିବେ । ୩ ସିଫ୍ଟରେ କାମ ହେବ…

ମାନେଶ୍ୱର ଦୁର୍ଗା ପୂଜା: ରାବଣ ପୋଡ଼ି ଆକର୍ଷଣ

ସମ୍ବଲପୁର,୧୭ା୯(ବ୍ୟୁରୋ): ପାର୍ବଣ ଋତୁ ଯେତିକି ପାଖେଇ ଆସୁଛି ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ସେତିକି ଜୋରସୋରରେ ଚାଲିଛି । ସମ୍ବଲପୁର ମହାନଗର ନିଗମ ମାନେଶ୍ୱର ଛକ ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଛକରେ ପ୍ରାୟ ୬୦…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri