Posted inଫୁରସତ

ଫେବୃୟାରୀରେ ’ଶକୁନ୍ତଲମ୍‌’

ହାଇଦ୍ରାବାଦ: ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁଙ୍କ ଫିଲ୍ମ ‘ଯଶୋଦା’ ପରେ ପ୍ରଶଂସକମାନେ ଉତ୍ସାହର ସହିତ ତାଙ୍କ ଅପ୍‌କମିଙ୍ଗ ଫିଲ୍ମ ‘ଶକୁନ୍ତଲମ୍‌’ର ଅପେକ୍ଷା କରିଛନ୍ତି। ଏହି ଫିଲ୍ମରେ ଅଭିନେତ୍ରୀ ଜଣେ ରାଜକୁମାରୀ ଭୂମିକାରେ ନଜରକୁ ଆସିବେ। ଏହା ଏକ ପୌରାଣିକ ଚଳଚ୍ଚିତ୍ର। ସୋମବାର ଫିଲ୍ମର ପୋଷ୍ଟର ସହ ରିଲିଜ ତାରିଖ ଘୋଷଣା ହୋଇଛି। ଫେବୃୟାରୀ ୧୭ରେ ସିନେମା ଓ୍ବାଲର୍‌ଡଓ୍ବାଇଡ୍‌ ମୁକ୍ତିଲାଭ କରିବ। ଏ ନେଇ ସାମନ୍ଥା ସୋସିଆଲ ମିଡିଆରେ ପୋଷ୍ଟ ଶେୟାର କରିଥିବାବେଳେ ଏହାର ପ୍ରମୋଶନ ଆରମ୍ଭ କରିଦେଇଛନ୍ତି। ଫିଲ୍ମଟି ତେଲୁଗୁ ଛଡ଼ା ତାମିଲ, କନ୍ନଡ, ମାଲାୟାଲମ, ହିନ୍ଦୀରେ ରିଲିଜ୍‌ ହେବ। ଥ୍ରୀଡିରେ ଦର୍ଶକ ଏହାର ମଜା ଉଠାଇ ପାରିବେ। ‘ଶକୁନ୍ତଲମ୍‌’ ୨୦୨୨ରେ ରିଲିଜ ହେବାକୁ ଥିବାବେଳେ ଥ୍ରୀଡି କାମ ବାକି ଥିବାରୁ ଏଥିରେ ବିଳମ୍ବ ହୋଇଥିଲା। କାଲିଦାସଙ୍କ ଲୋକପ୍ରିୟ ଭାରତୀୟ ନାଟକ ‘ଶକୁନ୍ତଳା’ ଉପରେ ଫିଲ୍ମଟି ଆଧାରିତ।


Enter your email to get our daily news in your inbox.

All Right Reserved By Dharitri.Com

ଗଛକୁ ପୂଜା କଲେ ମାନସିକ ହେଉଛି ପୂରଣ …

ଛତିଶଗଡ଼ର ବାଲ୍କୋ ବନଖଣ୍ଡ ଅଞ୍ଚଳର କୋରଓ୍ବା ବ୍ଲକ୍‌ର ସତରେଙ୍ଗା ଗାଁରେ ରହିଛି ୧୪ ଶହ ବର୍ଷର ଏକ ଶାଳ ଗଛ। ଏଠାକାର ବାସିନ୍ଦା ଏହି ଗଛକୁ...

ଏଠି ମହିଳା ନୁହେଁ କିଶୋର କରନ୍ତି ଦେହ ବ୍ୟବସାୟ

ମହିଳାମାନେ ଦେହ ବ୍ୟବସାୟ କରିବା କଥା ସାଧାରଣ ଘଟଣା। ହେଲେ ଆଫଗାନିସ୍ତାନରେ କିଶୋରମାନଙ୍କୁ ଦେହ ବ୍ୟବସାୟରେ ଲଗାଯାଇଥାଏ। ୧୨ ବର୍ଷ ବୟସରେ ଏମାନଙ୍କୁ ଅପହଣ କରି...

ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି: ଚିନ୍ତାରେ ବୈଜ୍ଞାନିକ

ଓ୍ବାଶିଂଟନ,୬।୧: ପୃଥିବୀର ଘୂରିବା ଗତି ବୃଦ୍ଧି ପାଉଛି। ୫୦ ବର୍ଷ ତଳେ ଥିବା ପୃଥିବୀର ଘୂରିବା ବେଗ ଏବଂ ବର୍ତ୍ତମାନ ବେଗ ମଧ୍ୟରେ ପାର୍ଥକ୍ୟ ରହିଛି।...

ଗୋ’ ସେବା: ପରମ୍ପରା ନୁହେଁ, ଗ୍ରାମ୍ୟ ଅର୍ଥନୀତିର ଏକ ମୁଖ୍ୟ ଅଂଶ

ଗୋସମ୍ପଦ ଗ୍ରାମ୍ୟ ସଂସ୍କୃତିର ସ୍ବତନ୍ତ୍ର ଅଙ୍ଗ। ଏହା ଗାଁର ଆର୍ଥତ୍କ ସ୍ଥିତିକୁ ସୁଦୃଢ଼ କରିଥାଏ। ଦିନ ଥିଲା, ଯେତେବେଳେ କି ସକାଳୁ ସକାଳୁ ଗାଁ ଦାଣ୍ଡରେ...

ଯେଉଁଠି ସାପ ମୃତ୍ୟୁରେ ଶୁଦ୍ଧିକ୍ରିୟା ପାଳନ କରାଯାଏ

ଭାରତରେ ଏଭଳି ଏକ ଗାଁ ରହିଛି, ଯେଉଁଠାରେ ଯୌତୁକ ଭାବେ ବିଷାକ୍ତ ସାପ ଦିଆଯାଏ। ଏହି ପରମ୍ପରା ମଧ୍ୟପ୍ରଦେଶର ଗୌରିଆ ସମୁଦାୟଙ୍କ ମଧ୍ୟରେ ରହିଛି। ପରମ୍ପରା...

ଗଙ୍ଗାପାଣି ପିଇଲେ କାହିଁକି ହୁଏ ରୋଗନାଶ…

ନୂଆଦିଲ୍ଲୀ, ୧୪।୭: ଗଙ୍ଗାନଦୀ ଜଳରେ ରୋଗ ନାଶକାରୀ ଏକ ପ୍ରକାର ଭୂତାଣୁ ରହିଛନ୍ତି। ଏହି ଭୂତାଣୁ ଦ୍ୱାରା ଗଙ୍ଗାନଦୀ ଜଳର ଔଷଧୀୟ ଗୁଣ ବଜାୟ ରହିଥିବା...

ନା ଟାଇପ୍‌ କଲେ, ନା କହିଲେ- ପ୍ରଥମଥର ସିଧା ମସ୍ତିଷ୍କରୁ ମେସେଜ୍‌ କଲେ ଏହି ବ୍ୟକ୍ତି

ସିଡନୀ,୨୯।୧୨:ଅଷ୍ଟ୍ରେଲିଆର ଜଣେ ପକ୍ଷାଘାତ ବ୍ୟକ୍ତି ବିନା ଟାଇପ୍‌ ତଥା ବିନା ଶରୀର ହଲାଇ ପ୍ରଥମଥର ଏକ ମେସେଜ୍‌ ଲେଖିଛନ୍ତି। ସେ ଏହି ମେସେଜ୍‌କୁ ଟୁଇଟର୍‌ରେ ଶେୟାର...

ଏହି ଦେଶରେ ବର୍ଷକୁ ଦୁଇଥର ପରିବର୍ତ୍ତନ ହୋଇଥାଏ ଘଣ୍ଟାର ସମୟ

ବିଶ୍ୱରେ ଅନେକ ଦେଶ ଅଛି, ଯେଉଁଠି ବର୍ଷକୁ ଦୁଇଥର ଘଣ୍ଟାରେ ସମୟ ସ୍ଥିର କରାଯାଇଥାଏ। ଅର୍ଥାତ୍‌ ଏହି ଦେଶଗୁଡ଼ିକରେ ଘଣ୍ଟା ସମୟ ପ୍ରାୟ ୧ ଘଣ୍ଟା...

Advertisement
Archives

Model This Week