ବାଲୁଚିସ୍ତାନରେ ବିଦ୍ରୋହୀଙ୍କ ଉପରକୁ ଗୁଳି ଚଳାଇଲା ପାକିସ୍ତାନୀ ସେନା
ଇସଲାମାବାଦ,୬।୧: ପାକିସ୍ତାନ ଦଖଲରେ ଥିବା ଗିଲଗିଟ୍-ବାଲୁଚିସ୍ତାନରେ ସ୍ବାଧୀନତା ଲାଗି ବିଦ୍ରୋହ କରୁଥିବା ବିକ୍ଷୋଭକାରୀଙ୍କ ଉପରକୁ ପାକିସ୍ତାନୀ ସେନା ଗୁଳି ଚଳାଇଛି। ଏହି ଗୁଳିମାଡ଼ରେ ଅନେକ ବିକ୍ଷୋଭକାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ଗତ କିଛି ଦିନ ଧରି ପାକିସ୍ତାନ ସରକାରଙ୍କ ବିରୋଧରେ…
ଘରୁ ଡାକନେଇ ମାରିଥିଲେ: ୩ ଅଭିଯୁକ୍ତ ଗିରଫ
ଆସିକା,୬ା୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅଧୀନ ବଡବୋରସିଙ୍ଗି-ଖାରିଗୁଡା ରାସ୍ତାରେ ଗତ ୧୪ତାରିଖ ରାତିରେ କାଳିଆଗୁଡା ଗ୍ରାମର ଅମର ରାଉତଙ୍କୁ ଘରୁ ଡାକିନେଇ ହତ୍ୟା କରାଯାଇଥିଲା। ପୋଲିସ ଏହି ମାମଲାର ୩ ଅଭିଯୁକ୍ତଙ୍କୁ ଶୁକ୍ରବାର ଗିରଫ କରିଛି। ସେମାନେ ହେଲେ ବଡବୋରସିଙ୍ଗି…
ଟ୍ୟାକ୍ସ ଚୋରିରୁ ଛାଡ଼ପତ୍ର…ଏସବୁ କାରଣରୁ ବିବାଦରେ ସାଉଥ ସୁପରଷ୍ଟାର ବିଜୟ
ହାଇଦ୍ରାବାଦ: ରିଲିଜ ଅପେକ୍ଷାରେ ରହିଛି ସୁପରଷ୍ଟାର ଅଭିନେତା ଥାଲାପାଥି ବିଜୟଙ୍କ ଫିଲ୍ମ ‘ଭାରିସୁ’। ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଅଭିନେତାଙ୍କ ବ୍ୟକ୍ତିଗତ ଜୀବନ ଗଣମାଧ୍ୟମର ଶିରୋନାମା ପାଲଟିଛି। ସେଇଟି ହେଲା ଅଭିନେତା ତାଙ୍କର ସ୍ତ୍ରୀ ସଂଙ୍ଗୀତାଙ୍କୁ ଛାଡ଼ପତ୍ର…
ନୋ-ବଲ ପକାଇବା ଅପରାଧ: ହାର୍ଦ୍ଦିକ
ପୁଣେ,୬।୧: ଭାରତୀୟ ଟିମ୍ ଶ୍ରୀଲଙ୍କା ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମୁକାବିଲାରେ ୧୬ ରନ୍ରେ ପରାଜିତ ହୋଇଛି। ଦ୍ରୁତ ବୋଲର ଅର୍ଶଦୀପ ସିଂହଙ୍କ ନୈରାଶ୍ୟଜନକ ବୋଲିଂ ଯୋଗୁ ମ୍ୟାଚ୍ ଭାରତ ହାତରୁ ଚାଲି ଯାଇଥିବା କୁହାଯାଉଛି। ସେ…
ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ରର ଶୁଭାରମ୍ଭ କଲେ ମନ୍ତ୍ରୀ
ପୋଲସରା,୬ା୧(ଡି.ଏନ୍.ଏ.): ଲୋକଙ୍କୁ ସ୍ବାସ୍ଥ୍ୟ ସେବା ପହଞ୍ଚାଇବା ଉଦ୍ଦେଶ୍ୟରେ ଶୁକ୍ରବାର ପୋଲସରା କାଳୀ ମନ୍ଦିର ସାହି ରାସ୍ତା ନିକଟରେ ସହରାଞ୍ଚଳ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ଶ୍ରମ ଓ କର୍ମଚାରୀ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାର ଉଦ୍ଘାଟନ…
୩ଟି ବିଧାନସଭା ନିର୍ବାଚନମଣ୍ଡଳୀରେ ୩୭୮୮ ନୂଆ ଭୋଟର
କୋରାପୁଟ,୬।୧(ସ୍ବ.ପ୍ର.): କୋରାପୁଟ ଜିଲାରେ ଚୂଡାନ୍ତ ଭୋଟର ତାଲିକା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି। ତେବେ କୋରାପୁଟ ସବ୍ଡିଭିଜନରେ ଥିବା ଲକ୍ଷ୍ମୀପୁର, କୋରାପୁଟ ଓ ପଟ୍ଟାଙ୍ଗି ନିର୍ବାଚନମଣ୍ଡଳୀରେ ୩୭୮୮ ନୂତନ ଭୋଟର ଚିହ୍ନଟ ହୋଇଥିବା ଶୁକ୍ରବାର କୋରାପୁଟ ଉପଜିଲାପାଳ ନରେନ୍ଦ୍ର ନାୟକ ସୂଚନା…
ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟି ହତ୍ୟା ଉଦ୍ୟମ: ବନ୍ଧା ହେଲେ ସ୍ବାମୀ
ବ୍ରହ୍ମପୁର ଅଫିସ,୬।୧: ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ସଦର ଥାନା ପୋଲିସ ସ୍ବାମୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ହିଞ୍ଜିଳିକାଟୁ ଥାନା ଅଧୀନ ଅଲାପୁର ଗ୍ରାମର ସଞ୍ଜୟ ପଳାଇ(୨୭)। ସଞ୍ଜୟ ଲାଞ୍ଜିଆରେ ଘର ଭଡ଼ା ନେଇ ରହୁଥିବା ପୋଲିସ କହିଛି। ଏନେଇ…
କୋହଲି-ରୋହିତଙ୍କ ପାଇଁ ଭାରତୀୟ ଟି୨୦ ଟିମ୍ର ଦ୍ୱାର ବନ୍ଦ? କୋଚ୍ ଦ୍ରାବିଡଙ୍କ ବଡ଼ ସଙ୍କେତ…
ପୁଣେ,୬।୧: ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ଭଳି ବରିଷ୍ଠ ଖେଳାଳିଙ୍କ ଲାଗି ଏବେ ଭାରତୀୟ ଟି୨୦ ଟିମ୍ର ଦ୍ୱାର ବନ୍ଦ ହେଉଥିବା ନଜର ଆସୁଛି। ଗତ ବର୍ଷ ଟି୨୦ ବିଶ୍ୱକପ୍ ସେମିଫାଇନାଲରେ ପରାଜୟ ପରେ…
ଆକାଶ ପାଠକଙ୍କର ବିଏମଡବ୍ଲ୍ୟୁ କାର୍ ଜବତ
ଭୁବନେଶ୍ୱର,୬।୧(ବ୍ୟୁରୋ): ଆକାଶ ପାଠକଙ୍କର ବିଏମଡବ୍ଲ୍ୟୁ କାରକୁ ଇଡି ଶୁକ୍ରବାର ଜବତ କରିଛି। ଟାଟା କମ୍ପାନୀରେ ଚାକିରି ଦେବା ନାଁରେ ଠକେଇ ମାମଲାରେ ସେ ଗିରଫ ହୋଇଥିଲେ । ୭୨ ଲକ୍ଷ ନଗଦ ଟଙ୍କା ଦେଇ ଏହି କାର୍କୁ ଆକାଶ କିଣିଥିବା ଜଣାପଡ଼ିଛି।…
ଛାତ୍ରଙ୍କୁ ମାଡମାରି ଟଙ୍କା, ମୋବାଇଲ ଲୁଟ୍
ବ୍ରହ୍ମପୁର ଅଫିସ,୬।୧: ଗଞ୍ଜାମ ଜିଲା ଗୋଶାଣିନୁଆଗାଁ ଥାନା ଅଧୀନ ଏକ ସ୍କୁଲ ନିକଟରୁ ଲୁଟେରା ଗ୍ୟାଙ୍ଗ ଜଣେ ଛାତ୍ରଙ୍କୁ ମାଡ଼ମାରି ମୋବାଇଲ ଫୋନ୍, ଟଙ୍କା ଲୁଟି ନେଇଛନ୍ତି। ଲୁଟର ଶିକାର ହୋଇଥିବା ଛାତ୍ର ଜଣଙ୍କ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ…
ପାକିସ୍ତାନରେ ମହଙ୍ଗା ମାଡ, ଗ୍ୟାସ ୧୦ ହଜାର ତ ଅଟା କିଲୋ ୧୫୦ ଟଙ୍କା
ଇସଲାମାବାଦ,୬ ।୧: ପାକିସ୍ତାନ ମହଙ୍ଗା ମାଡରେ ବେଳକୁ ବେଳ ଅସହ୍ୟ ହେଲାଣି ସାଧାରଣ ଜୀବନ । ସାଧାରଣ ଜିନିଷ ଏବେ ଜନତାଙ୍କ ନିକଟରେ ପହଞ୍ଚିବା ବି କାଠିକର ପାଠ ହୋଇଯାଉଛି । ଏବେ ପାକିସ୍ତାନରେ ରୋଷେଇ ଗ୍ୟାସର ଦାମ ୧୦ ହଜାର…
ପ୍ରେମରେ ପଡିଛନ୍ତି ସୁହାନା!
ମୁମ୍ବାଇ: ବଲିଉଡରେ ଏବେ ଷ୍ଟାର କିଡଙ୍କ ଚର୍ଚ୍ଚା ଖୁବ୍ ହେଉଛି । ସେମାନେ ମନୋରଞ୍ଜନ ଦୁନିଆରେ ପାଦ ରଖନ୍ତୁ ଅବା ନ ରଖନ୍ତୁ ଏହାପରେ ବି ସେମାନଙ୍କ ଚର୍ଚ୍ଚା ହେଉଛି । ବଲିଉଡ କିଙ୍ଗ ଖାଁ ଶାହାରୁଖଙ୍କ ଲାଡଲି ସୁହାନା ଏବେ…

