Home Left

ଉପନିର୍ବାଚନକୁ ନେଇ ସରଗରମ ରାଜନୀତି: କାହାକୁ ପ୍ରାର୍ଥୀ କରିବେ ୩ ଦଳ

ଭୁବନେଶ୍ୱର,୩।୯(ବ୍ୟୁରୋ): ଧାମନଗର ଉପନିର୍ବାଚନକୁ ଆଉ ମାସେ ରହିଲା। ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ସୋମବାର ଉପ ର୍ନିବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ନିର୍ବାଚନ ତାରିଖ ଘୋଷଣା ପରେ ୩ ପ୍ରମୁଖ ଦଳ କାହାକୁ ପ୍ରାର୍ଥୀ କରିବେ ତାହାକୁ ନେଇ…

୫ରୁ ବିଦେଶ ଗସ୍ତ କରିବେ ଜୟଶଙ୍କର

ନୂଆଦିଲ୍ଲୀ,୩।୧୦: ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଅକ୍ଟୋବର ୫ରୁ ୧୧ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତ କରିବେ। ବର୍ହିବ୍ୟାପାର ମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ପ୍ରଥମ ଗସ୍ତ ହୋଇଥିବା ବେଳେ ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତ ହେଉଛି ଦ୍ୱିତୀୟ। ଅକ୍ଟୋବର ୬ରେ ଅକଲାଣ୍ଡରେ…

ମାଛ ମଡକ: ଚିନ୍ତାରେ ଚାଷୀ

ଦାରିଙ୍ଗବାଡି,୩।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ୍‌ ସିମନବାଡି ପଞ୍ଚାୟତ କାରିପାଙ୍ଗା ଗ୍ରାମରେ ମାଛ ମଡକ ଦେଖାଯାଇଛି। ଗ୍ରାମର ଅମରେନ୍ଦ୍ର ପ୍ରଧାନ ଦେଶୀ ପ୍ରଣାଳୀରେ ମାଛ ଚାଷ କରୁଥିବା ବେଳେ ଏବେ ମାଛ ମଡକକୁ ନେଇ ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ସେ…

କଣ୍ଠଶିଳ୍ପୀ ମୁରଲୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୩।୯(ବ୍ୟୁରୋ): ଷ୍ଟେଜ୍‌ରେ ଗୀତ ଗାଉଥିବା ବେଳେ କୋରାପୁଟ ଜିଲା ଜୟପୁରର ଜଣାଶୁଣା କଣ୍ଠଶିଳ୍ପୀ ମୁରଲୀ ମହାପାତ୍ରଙ୍କ ପରଲୋକ ହୋଇଛି। ହୃଦଘାତରେ ସେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷେ ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକପ୍ରକାଶ କରିଛନ୍ତି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ…

ମା’ଙ୍କ ଆଗମନରେ ଝଲସୁଛି ପୁରପଲ୍ଲୀ

ଆନନ୍ଦପୁର,୩।୧୦(ସ୍ବ.ପ୍ର.): ମା’ଙ୍କ ଆଗମନରେ ପୁରପଲ୍ଲୀ ଏବେ ଚଳଚଞ୍ଚଳ ହୋଇଉଠିଛି। ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳମାନଙ୍କରେ ମା’ଙ୍କର ମୃଣ୍ମୟ ପ୍ରତିମା ପୂଜା ପାଇ ଆସୁଛନ୍ତି। ଏଥିପାଇଁ ଅନୁଷ୍ଠାନଗୁଡିକ ପକ୍ଷରୁ ବିଭିନ୍ନ ପ୍ରକାରର ସାଜସଜ୍ଜା ସାଙ୍ଗକୁ ମନୋରଞ୍ଜନଧର୍ମୀ କାର୍ଯ୍ୟ ହାତକୁ ନିଆଯାଇଛି। ଆନନ୍ଦପୁରର ସାର୍ବଜନୀନ…

ତାଲା ଭାଙ୍ଗି କରୁଥିଲେ ଚୋରି, ପଡ଼ିଲେ ଧରା

ମୋରଡ଼ା,୩ା୧୦(ଡି.ଏନ୍‌.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଚିତ୍ରଡ଼ାସ୍ଥିତ କଲେଜ ଛକ ନିକଟ ଏକ ଦୋକାନରୁ ଚୋରି କରୁଥିବା ବେଳେ ଯୁବକଙ୍କୁ ଲୋକେ କାବୁ କରିଛନ୍ତି। ଯୁବକ ଜଣଙ୍କ ବାରିପଦା ପୂର୍ଣ୍ଣଚନ୍ଦ୍ରପୁରର ରାଜକିଶୋର ନନ୍ଦ ବୋଲି ଜଣାପଡ଼ିଛି। ରାଜକିଶୋର ଶନିବାର ରାତିରେ କଲେଜ…

ଆତଙ୍କବାଦୀ ସଙ୍ଗଠନ ଅଲ-ଶବାବର ଟପ ଲିଡର ଅବଦୁଲ୍ଲାହି ୟାରେ ଏୟାର ଷ୍ଟ୍ରାଇକରେ ନିହତ, ପୁରସ୍କାର ଥିଲା ୩ ମିଲିୟନ ଡଲାର

ମୋଗାଦିସୁ,୩ ।୧୦: ଆତଙ୍କବାଦୀ ସଙ୍ଗଠନ ଅଲ-ଶବାବର ଟପ ଲିଡର ଅବଦୁଲ୍ଲାହି ୟାରେ ଏକ ମିଳିତ ଏୟାର ଷ୍ଟ୍ରାଇକରେ ନିହତ ହୋଇଥିବା ଜଣାପଡିଛି । ସୋମାଲି ସରକାର ଏହି ଘୋଷଣା କରିଛନ୍ତି । ଆତଙ୍କବାଦୀ ଅବଦୁଲ୍ଲାହି ଦକ୍ଷିଣ ସୋମାଲିଆରେ ନିହତ ହୋଇଛନ୍ତି ।…

ସିରିଜ୍‌ ଜିତିବା ସତ୍ତ୍ୱେ ବଢିଲା ରୋହିତଙ୍କ ଟେନସନ୍‌

ଗୁଆହାଟି,୩।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଭାରତ କବଜା କରିଛି। ତେବେ ଏହି ବିଜୟ ପରେ ମଧ୍ୟ ଅଧିନାୟକ ରୋହିତ ଶର୍ମା ତାଙ୍କ ଦଳର ଡେଥ୍‌ ଓଭର ବୋଲିଂକୁ ନେଇ ଟେନସନରେ ଅଛନ୍ତି। ଗୁଆହାଟୀରେ ଚାଲିଥିବା…

ମହାଷ୍ଟମୀରେ ମା’ଙ୍କୁ ଆରାଧନା: ପୁଷ୍ପାଞ୍ଜଳି ଦେଇ ବ୍ରତ ଭଙ୍ଗ କଲେ ଶ୍ରଦ୍ଧାଳୁ

ଆରଡ଼ି, ୩।୧୦ (ଡି.ଏନ.ଏ.): ଭଦ୍ରକ ଜିଲା ଆରଡ଼ି ଓ ଆଖପାଖ ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ଅନୁଷ୍ଠିତ ହୋଇଛି। କରୋନା ପାଇଁ ୨ବର୍ଷ କଟକଣା ମଧ୍ୟରେ ମଣ୍ଡପରେ କେବଳ ପୂଜକ ପୂଜା ସମାପନ କରୁଥିଲେ। ଚଳିତବର୍ଷ ଆଡ଼ମ୍ବରରେ ପୂଜା ପାଳନକୁ ନେଇ ଭକ୍ତଙ୍କ…

ଭାରତ ଯୋଡୋ ଯାତ୍ରାରେ ସାମିଲ ହେବାକୁ ମହିଶୂର ପହଞ୍ଚିଲେ ସୋନିଆ, ବେଶ କିଛି ବର୍ଷ ପରେ ସାର୍ବଜନିକ କାର୍ଯ୍ୟକ୍ରମରେ ଭାଗ ନେବେ

ନୂଆଦିଲ୍ଲୀ,୩ ।୧୦: ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ଚାଲିଛି । ଦଳର ଅସ୍ଥାୟୀ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ବି ଏହି ଯାତ୍ରାରେ ଏବେ ସାମିଲ ହେବାକୁ ଯାଉଛନ୍ତି । ଏଥିପାଇଁ ସେ ସୋମବାର ମହିଶୂରରେ ପହଞ୍ଚିଛନ୍ତି ।…

ଖୁବ୍‌ଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିବ ଦଳ: ବିରୋଧୀ ଦଳନେତା

ଭୁବନେଶ୍ୱର,୩।୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନ ନଭେମ୍ବର ୩ରେ ଅନୁଷ୍ଠିତ ହେବ। ଏହାକୁ ନେଇ ବିରୋଧୀ ଦଳନେତା ଜୟନାରାୟଣ ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ଯେ କହିଛନ୍ତି, ଉପନିର୍ବାଚନ ପାଇଁ ଆମ ଦଳ ସବୁବେଳେ ପ୍ରସ୍ତୁତ ଅଛି। ଧାମନଗର ଲୋକଙ୍କର ବିଷ୍ଣୁ ସେଠୀଙ୍କ ପ୍ରତି ଭଲ…

ଗରବା ନୃତ୍ୟବେଳେ ଚାଲିଗଲା ଯୁବକଙ୍କ ଜୀବନ, ପୁଅର ମୃତ୍ୟୁଖବର ଶୁଣି ଆଖିବୁଜିଲେ ପିତା

ପୁଣେ,୩।୧୦: ମହାରାଷ୍ଟ୍ରର ପାଲଘର ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଗରବା ଖେଳୁଥିବାବେଳେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିଲା। ପୁଅର ମୃତ୍ୟୁକୁ ସହି ନ ପାରି ବାପା ମଧ୍ୟ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଘଟଣା ପାଲଘର ଜିଲାର ଭିରାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri