Home Left

‘ଯୌତୁକ ପାଇଁ ଭଉଣୀଙ୍କୁ ହତ୍ୟା’

ଭଣ୍ଡାରିପୋଖରୀ,୩।୧୦(ସ୍ବ.ପ୍ର.)-ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ବୟାବନାପୁର ଗ୍ରାମର ଲକ୍ଷ୍ମୀପ୍ରିୟା ବିଶ୍ୱାଳ ନାମ୍ନୀ ମହିଳା ସୋମବାର ଏକ ଆଫ୍‌ରନ ସାହାଯ୍ୟରେ ଆତ୍ମହତ୍ୟା କରିଛନ୍ତି। ଶୋଇବା ଘରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ଅନ୍ୟପକ୍ଷେ ଅଧିକ ଯୌତୁକ ପାଇଁ ତାଙ୍କ ଭଉଣୀଙ୍କୁ…

ଜୁଆ ଆଡ୍ଡା ଉପରେ ଚଢାଉ: ୫ ଗିରଫ,୧୪ ହଜାର ଜବତ

ହିଞ୍ଜିଳିକାଟୁ,୩।୧୦(ଡି.ଏନ.ଏ.): ହିଞ୍ଜିଳିକାଟୁ ପୌରାଞ୍ଚଳର ହିଞ୍ଜିଳି ମଠ ପଦର ସାହିରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ସନ୍ଧ୍ୟାରେ ହିଞ୍ଜିଳି ପୋଲିସ ଚଢ଼ାଉ କରି ୫ ଜଣ ଜୁଆଡିଙ୍କୁ ଗିରଫ କରିଛି। ପୋଲିସ ଚଢ଼ାଉ ବେଳେ ଅନ୍ୟ କିଛି ଜୁଆଡି ଖସି ପଳାଇଥିଲେ।…

ପ୍ରେମିକ ପାଇଁ ଶିଶୁପୁତ୍ରକୁ ହତ୍ୟାକରି ପୋତିଦେଲେ ମା’

ପଟ୍ଟାମୁଣ୍ଡାଇ,୩ା୧୦(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତଗର୍ତ ଦିହୁଡିପୁର ପଞ୍ଚାୟତ ମାଟିଆପଡ଼ା ଗାଁ ରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ପ୍ରେମରେ ପାଗିଳୀ ହୋଇ ମା’ ପ୍ରେମିକ ସହ ମିଶି ରାସ୍ତାର କଣ୍ଟା ସାଜିଥିବା ୩ ବର୍ଷର ପୁଅକୁ ସବୁଦିନ…

ସିଡିଏସ୍‌ ଜେନେରାଲ ଅନୀଲ ଚୌହାନଙ୍କୁ ଜେଡ୍‌ ପ୍ଲସ୍‌ ସୁରକ୍ଷା

ନୂଆଦିଲ୍ଲୀ,୩।୧୦: ଦେଶର ନୂଆ ସିଡିଏସ୍‌ ଜେନେରାଲ ଅନୀଲ ଚୌହାନଙ୍କୁ ସୋମବାର ଜେଡ୍‌ ପ୍ଲସ୍‌ ସୁରକ୍ଷା ଯୋଗାଇ ଦିଆଯାଇଛି। ଏ ନେଇ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ଦିଲ୍ଲୀ ପୋଲିସର ୩୩ ଜଣ ସଶସ୍ତ୍ର କର୍ମଚାରୀ ସୁରକ୍ଷା ବାସଭବନ ସମେତ ସବୁ…

ନିଆରା ଢଙ୍ଗରେ ପାଳିତ ହେଲା ଦୁର୍ଗାଷ୍ଟମୀ

ବରୀ,୩ା୧୦(ଡି.ଏନ.ଏ.)-ସୋମବାର ମା’ଦୁର୍ଗାଙ୍କ ଅଷ୍ଟମୀ ପୂଜା ବରୀର ବିଭିନ୍ନ ପୂଜାମଣ୍ଡପରେ ଶେଷ ହୋଇଛି। ଏହି ଅବସରରେ ଦେବୀଙ୍କ ମୁଣ୍ମୟୀ ପ୍ରତିମା ପୂଜା, କଳସ ପୂଜା କରାଯାଉଥିବା ବେଳେ ଉକ୍ତ ବ୍ଲକ୍‌ ଅଧୀନ ବରୀ ତଳସାହିଠାରେ ନିଆରା ଢଙ୍ଗରେ ଦୂର୍ଗାଷ୍ଟମୀ ପାଳନ କରାଯାଇଛି। ଉକ୍ତ…

ଟୁଇଟର, ଇନ୍‌ଷ୍ଟାଗ୍ରାମ୍‌ରେ ସିବିଆଇ

ନୂଆଦିଲ୍ଲୀ,୩।୧୦: ଇଣ୍ଟରପୋଲ୍‌ର ୯୦ତମ ସାଧାରଣ ସଭା ପୂର୍ବରୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଟୁଇଟର ଏବଂ ଇନ୍‌ଷ୍ଟାଗ୍ରାମ୍‌ରେ ପ୍ରବେଶ କରିଛି। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଏବଂ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ସୋସିଆଲ ମିଡିଆ ସହ ଯୋଡ଼ିହୋଇ ରହିଥିବା ବେଳେ ସିବିଆଇ…

ଦାଦନଙ୍କ ଗୋଡ଼, ପାପୁଲି କାଟିଦେଲେ ଦଲାଲ

ପାରଳାଖେମୁଣ୍ଡି,୩ା୧୦(ଡି.ଏନ୍‌.ଏ.): ଗଜପତି ଜିଲା ଅଡ଼ବା ଥାନା କଲବା ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ଦାଦନ ଖଟିବାକୁ ଯାଇଥିବା ଶ୍ରମିକଙ୍କ ଗୋଡ଼ ଓ ହାତ କାଟିଦେଇଥିବା ଜଣାପଡ଼ିଛି। ଏଥିସହ ଥାନାରେ ଅଭିଯୋଗ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଛନ୍ତି ଦଲାଲ।…

ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ଖଣି ଅଞ୍ଚଳ

କାଳିଆପାଣି,୩ା୧୦(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳରେ ଚଳିତ ବର୍ଷ ଖୁବ୍‌ ଧୂମ୍‌ଧାମ୍‌ରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହୋଇଛି।  ଟାଟା ଷ୍ଟିଲ କମ୍ପାନୀର କଲୋନୀ ପରିସରରେ ଗତ ୫୦ ବର୍ଷ ଧରି ହୋଇ ଆସୁଥିବା ପୂଜା ଚଳିତ…

ଭକ୍ତଙ୍କ ଗହଣରେ ପୂଜା ପାଉଛନ୍ତି ମା’

ସିଂହପୁର,୩।୧୦(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଅଞ୍ଚଳରେ ଦୁର୍ଗାପୂଜା ଧୂମଧାମରେ ପାଳନ କରାଯାଉଛି। ଦୁଇବର୍ଷ କରୋନା କଟକଣା ପରେ ଭକ୍ତଙ୍କ ଗହଣରେ ପୂଜା ପାଉଛନ୍ତି ମା’। ସିଂହପୁର, ଚନ୍ଦନପୁର, ମଲିଆ, ପ୍ରିତିପୁର ଅଞ୍ଚଳ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ…

ଚାକିରି ନାଁରେ ଯୁବତୀ ଯୁବକଙ୍କଠାରୁ ନେଉଥିଲେ ଟଙ୍କା, ଥାନାକୁ ଗଲା ମାମଲା

ମାଲକାନଗିର,୩।୧୦(ଡି.ଏନ.ଏ.): ମାଲକାନଗିରି ଜିଲାରେ ଚାକିରି ନାଁରେ ଯୁବତୀ ଯୁବକଙ୍କୁ ଲକ୍ଷଲକ୍ଷ ଟଙ୍କା ଠକେଇ କରୁଥିବା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଇତି ମଧ୍ୟରେ ମାଥିଲି ବ୍ଲକ୍‌ର ଜଣେ ବ୍ୟକ୍ତି ଚାକିରି ମିଳିବା ଆଶାରେ ପ୍ରାୟ ୧୦ ଲକ୍ଷ ଟଙ୍କା ଠକେଇରେ…

ଟ୍ରୋଲ ହେଲେ ଆଦିପୁରୁଷର ରାବଣ

ମୁମ୍ବାଇ: ବାହୁବଳୀ ଫେମ୍‌ ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆଦିପୁରୁଷ’ର ଟିଜର ସୋମବାର ରିଲିଜ ହୋଇଛି। ଟିଜର ରିଲିଜ୍‌ ହେବା ପରେ ଫିଲ୍ମ ଚର୍ଚ୍ଚାର ପରିସରକୁ ଆସିଛି। ପୂର୍ବରୁ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭର୍ତ୍ତି ରହିଥିବା ବେଳେ…

ରେକର୍ଡ ଭାଙ୍ଗିଲା ‘ପୋନ୍ନିୟନ ସେଲଭନ’: ୩ ଦିନରେ ୨୦୦ କୋଟିରୁ ଅଧିକ ଆୟ

ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ ଲାଗିରହିଛି। ଫିଲ୍ମଟି ରିଲିଜ୍‌ ହେବାର ୩ ଦିନରେ ପ୍ରାୟ ୨୫୦ କୋଟିରୁ ଅଧିକ ଆୟ କରିସାରିଲାଣି। ଫିଲ୍ମରେ ଚିୟାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri