ମୂଷଳ ଧାରା ବର୍ଷାରେ ଭିଜି ଭାଷଣ ଦେଲେ ରାହୁଲ
ମହୀଶୁର,୩।୧୦: ଭାରତ ଯୋଡୋ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରବଳ ବର୍ଷା ମଧ୍ୟରେ କର୍ନାଟକର ମହୀଶୁରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ଏହି ସାଧାରଣ ସଭାରେ ରାହୁଲ ଏହା ମଧ୍ୟ କହିଛନ୍ତି, ଭାରତ ଯୋଡୋ ଯାତ୍ରା ମାଧ୍ୟମରେ…
ଦାନ୍ତ ବିନ୍ଧା ଓ କୋଷ
ଦାନ୍ତମୂଳ ବିନ୍ଧିବା ପଛରେ ଅନେକ କାରଣ ରହିଛି। ବିଶେଷ ଭାବରେ ଥଣ୍ଡାଜନିତ ସମସ୍ୟା ଲାଗି କିମ୍ବା ଦୀର୍ଘଦିନ ଧରି ଦାନ୍ତମୂଳରେ ଖାଦ୍ୟପଦାର୍ଥର ଅବଶିଷ୍ଟାଂଶ ଜମି ରହିଲେ ଏଭଳି ସମସ୍ୟା ଦେଖାଦେଇଥାଏ। ହେଲେ ଏହା ସହ ଆଉ ଏକ କଥାର ସଂଯୋଗ ରହିଛି।…
ନୀରୋଗ ଶରୀର ଅନ୍ତରାଳେ…
ସାରା ବିଶ୍ୱରେ ନିଜ ନିଜର ପାରମ୍ପରିକ ଚିକିତ୍ସା ବିଜ୍ଞାନ ରହିଥିବା ବେଳେ ଆମ ଭାରତବର୍ଷରେ ଆୟୁର୍ବେଦୀ ଚିକିତ୍ସା ବିଜ୍ଞାନ ବହୁ ପୁରାତନ। ଏପରି ଚିକିତ୍ସା ପ୍ରଣାଳୀକୁ ସର୍ବଶ୍ରେଷ୍ଠ ସ୍ବାସ୍ଥ୍ୟରକ୍ଷା ବିଜ୍ଞାନ ଭାବେ ପ୍ରାଧାନ୍ୟ ଦିଆଯାଉଅଛି। ଯୁଗ ଯେତେ ଆଧୁନିକ ହେଲେ ସୁଦ୍ଧା…
ଭାଜପା ସହ ଆମର ପ୍ରକୃତ ଲଢେଇ: ଥରୁର
ନୂଆଦିଲ୍ଲୀ,୩।୧୦: କଂଗ୍ରେସ ଅଧ୍ୟକ୍ଷ ପ୍ରାର୍ଥୀ ଶଶି ଥରୁର ଏବେ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ସୋମବାର ସେ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ମଲ୍ଲିକାର୍ଜୁନ ଖାର୍ଗେଙ୍କ ସହ ସହମତ ହୋଇ କହିଛନ୍ତି,ଉଭୟ ପରସ୍ପର ସହ ନୁହେଁ ବରଂ ଭାରତୀୟ ଜନତା ପାର୍ଟି (ଭାଜପା) ସହିତ ଲଢିବାକୁ…
କେନ୍ଦ୍ରମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହକଲା କୁଡୁମୀ ସେନା
ପାଟଣା,୩।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଛକରେ ସୋମବାର ଓଡ଼ିଶା କୁଡୁମୀ ସେନା ପକ୍ଷରୁ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି। ସୂଚନାଯୋଗ୍ୟ, କୁଡୁମୀ ଜାତିକୁ ଆଦିବାସୀ ତାଲିକାଭୁକ୍ତ କରିବା ଦାବିରେ ଓଡ଼ିଶା କୁଡୁମୀ ସେନା ପକ୍ଷରୁ ବିଭିନ୍ନ…
ମାଲିକଙ୍କ ଗାଡ଼ି ହଡ଼ପ ଷଡ଼ଯନ୍ତ୍ର
ଖଲ୍ଲିକୋଟ,୩ା୧୦(ଡି.ଏନ.ଏ.):ମାଲିକର ବିଶ୍ୱାସରେ ବିଷ ଦେଇ ଜଣେ ଡ୍ରାଇଭର ଗାଡ଼ିକୁ ହଡପ କରିବା ପାଇଁ ନିଜେ ରଚିଥିଲା ମିଛ ଡକାୟତିର ଯୋଜନା। ଏହି ଘଟଣାର ଖଲ୍ଲିକୋଟ ପୋଲିସ ପର୍ଦ୍ଦାଫାସ କରି ଅଭିଯୁକ୍ତ ଡ୍ରାଇଭରଙ୍କୁ ରବିବାର କୋର୍ଟ ଚାଲାଣ କରିଛି। ସେ ହେଲେ ପାଟପୁର…
ଏଠି ରାବଣଙ୍କୁ ଜ୍ୱାଇଁ ବୋଲି ମାନନ୍ତି ଗାଁ ଲୋକେ, ବିନା ଓଢଣାରେ ମୂର୍ତ୍ତି ସାମ୍ନାକୁ ଆସନ୍ତି ନାହିଁ ମହିଳା
ଚଳିତ ବର୍ଷ ରାବଣ ଦହନକୁ ନେଇ ସାରା ଦେଶରେ ଲୋକେ ଉତ୍ସାହର ସହ ଅପେକ୍ଷା ରଖିଛନ୍ତି । ହେଲେ ମଧ୍ୟ ପ୍ରଦେଶର ମନ୍ଦସୋର ଜିଲାରେ ଲୋକେ ରାବଣକୁ ଦହନ କରିବା ପରିବର୍ତ୍ତେ ସାରା ବର୍ଷ ରାବଣ ମୂର୍ତ୍ତିର ପୂଜା କରିଥାଆନ୍ତି ।…
ଟ୍ରାଫିକ୍ ଜଗିଛି ୪ ସାଧାରଣ ସିସି କ୍ୟାମେରା
ଛତ୍ରପୁର,୩ା୧୦(ଡି.ଏନ୍.ଏ.): ଗଞ୍ଜାମ ଜିଲା ବ୍ରହ୍ମପୁର ସହରରେ ଟ୍ରାଫିକ୍ ମନିଟରିଂ ଏକ ପ୍ରକାର ଚ୍ୟାଲେଞ୍ଜ ହୋଇଛି। ସହରକୁ ଗଞ୍ଜାମ ସମେତ ଗଜପତି, କନ୍ଧମାଳ ଓ ଦକ୍ଷିଣ ଓଡିଶାର ବିଭିନ୍ନ ଜିଲାରୁ ଦୈନିକ ବହୁ ସଂଖ୍ୟାରେ ଯାନବାହନ ଆସିବା ସହ ହଜାର ହଜାର ଲୋକ…
ଗଛରୁ ମିଳିଲା ମହିଳାଙ୍କ ଝୁଲନ୍ତା ମୃତଦେହ: ହତ୍ୟା ଅଭିଯୋଗ ଆଣିଲେ ଗ୍ରାମବାସୀ
କୋକସରା,୩।୧୦(ଡି.ଏନ.ଏ): କଳାହାଣ୍ଡି ଜିଲା କୋକସରା ଥାନା ଅଧୀନ ଡହଗାଁ-ସାରସମାଲ ଗ୍ରାମ ସୀମାରେ ଥିବା ଗୋଚିଆ ଡଙ୍ଗର ନିକଟରେ ଜଣେ ମହିଳାଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଗଛରେ ଝୁଲୁଥିବା ଦେଖିବାକୁ ମିଳିଛି। ସକାଳୁ ଲୋକେ ଚାଷଜମିକୁ ଯିବା ସମୟରେ ମୃତଦେହ ଓହଳି…
ଦ୍ୱିତୀୟ ବିବାହ କଲେ ଆଇଏଏସ ଅଥର ଅମିର
ଶ୍ରୀନଗର, ୩।୧୦: ଶ୍ରୀନଗର ମ୍ୟୁନିସିପାଲିଟି କର୍ପୋରେସନର କମିଶନର ତଥା ୟୁପିଏସସି ଟପ୍ପର ଟିନା ଡାବିଙ୍କ ପୂର୍ବତନ ସ୍ବାମୀ ଆଇଏଏସ ଅଥର ଅମିର ଖାନ ଦ୍ୱିତୀୟ ବିବାହ କରିଛନ୍ତି। ଅମିର ଡା. ମେହେରିନ କାଜିଙ୍କୁ ବିବାହ କରିଛନ୍ତି। ସୋସିଆଲ ମିଡିଆରେ ଅଥର ତାଙ୍କ…
ଭଗବତ୍ ଗୀତା ପାର୍କ ଭଙ୍ଗାରୁଜାକୁ ଘୃଣା ହିଂସା କହି ନିନ୍ଦାକଲା ଭାରତ
ନୂଆଦିଲ୍ଲୀ,୩।୧୦ : କାନାଡାର ବ୍ରମ୍ପଟନ୍ ସ୍ଥିତ ଶ୍ରୀ ଭଗବତ୍ ଗୀତା ପାର୍କରେ ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଛନ୍ତି। ଏଭଳି ଘୃଣା ହିଂସାକୁ ଭାରତ ପକ୍ଷରୁ ନିନ୍ଦା କରାଯାଇଛି। କାନାଡା କର୍ତ୍ତୃପକ୍ଷ ଏବଂ ପୋଲିସ ଘଟଣାର ତଦନ୍ତ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା…
ସ୍ବାମୀଙ୍କ ରୋଜଗାର ସୂଚନା ପାଇଁ ଆରଟିଆଇର ଦ୍ୱାରସ୍ଥ ହେଲେ ସ୍ତ୍ରୀ…
ନୂଆଦିଲ୍ଲୀ,୩।୧୦ : ଆପଣ କେତେ ରୋଜଗାର କରନ୍ତି? ଆମ ମଧ୍ୟରୁ ଅନେକ ଏହିପରି ପ୍ରଶ୍ନର ଉତ୍ତର ଦେବାକୁ ପସନ୍ଦ କରନ୍ତି ନାହିଁ। ସାଧାରଣତଃ ଲୋକମାନେ ସେମାନଙ୍କର ପରିବାର ସଦସ୍ୟଙ୍କୁ ଏହି ଜିନିଷଗୁଡ଼ିକ ବିଷୟରେ ସୂଚନା ଦିଅନ୍ତି। ତଥାପି, ଯେତେବେଳେ ବୈବାହିକ ସମ୍ପର୍କରେ…
Archives


