ଶରୀର କାର୍ଟୁନମୟ
କୁହାଯାଏ ଯଦି କୌଣସି ଜିନିଷକୁ ଭଲ ପାଉଛ ତ ପୁରା ହୃଦୟର ସହ ଭଲ ପାଅ। ବୋଧହୁଏ ଏଇ କଥାକୁ କାନାଡାର ଜଣେ ବ୍ୟକ୍ତି ବେଶ୍ ଗୁରୁତ୍ୱର ସହ ନେଇଯାଇଛନ୍ତି। ସେଥିପାଇଁ ତ ପିଲାଦିନୁ କମିକ୍ସ ପ୍ରତି ଥିବା ତାଙ୍କର ଭଲ…
ରଙ୍ଗ କଳା ଯୋଗୁ ମିସ୍ ଇଣ୍ଡିଆ ରନର୍ ଅପ୍ଙ୍କୁ ମିଳୁନି କାମ
ଟିଭି ଜଗତର ଚର୍ଚ୍ଚିତ ରିଆଲିଟି ଶୋ ‘ବିଗ ବସ ୧୬’ ଗତ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହୋଇଛି। ଟିଭି, ବଲିଉଡ ଏବଂ ମ୍ୟୁଜିକ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟି ଏଥର ଶୋ’ରେ ଭାଗ ନେଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୨୦୨୦…
ଧାନକ୍ଷେତରେ କଳାକୃତୀ
କଳାକାରକୁ ନିଜ ପ୍ରତିଭାର ପରିପ୍ରକାଶ ପାଇଁ କେବଳ କାନ୍ଭାସ୍ କି ରଙ୍ଗ ତୂଳୀର ଆବଶ୍ୟକତା ପଡେନା। ନିଜ କଳାର ପ୍ରଦର୍ଶନ ପାଇଁ ସେ ଯେକୌଣସି ମାଧ୍ୟମକୁ ବି ଆପଣେଇପାରେ। ଯାହାର ପ୍ରମାଣ ଜାପାନର ଧାନ କ୍ଷେତକୁ ଦେଖିଲେ ମିଳିଯାଏ। ଏଠାକାର କିଛି…
(ଅ )ମଣିଷ ମର୍ଦ୍ଧିନୀ
ନା’ ଆଉ ଚଳିବନି ସେ ପୁରୁଣାକାଳିଆ ନିଶୁଆ ଜେଜେଙ୍କ ତଡାଧରା ନିଶାପ। ଏବେ ନୂତନପିଢ଼ିଙ୍କ ନୂଆ ଜମାନା l ଏଣିକି ପୁରୁଣା କମିଟି ଭଙ୍ଗାଯାଉ.. ନୂଆକମିଟି ଗଠନହେଉ l ନିଶୁଆଙ୍କ ତଡା ପଛକୁଯାଉ l ଏହା ଆମ ଯୁବ ସଙ୍ଘର ନିଷ୍ପତ୍ତି…
ଗାନ୍ଧୀଙ୍କ ଶାନ୍ତି ଓ ଅହିଂସା ମନ୍ତ୍ରରେ ଦୀକ୍ଷିତ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଭୁବନେଶ୍ୱର,୨ା୧୦(ବ୍ୟୁରୋ): ଗାନ୍ଧୀ ଜୟନ୍ତୀ ଅବସରରେ ଲୋକସେବା ଭବନରେ ପାଳିତ ହୋଇଛି ଶାନ୍ତି, ଅହିଂସା ଓ ସ୍ବରାଜର ମହୋତ୍ସବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନ ପରିସରରେ ପବିତ୍ର ଅଶ୍ବତ୍ଥ ବୃକ୍ଷକୁ ସ୍ବରାଜ ବୃକ୍ଷ ଭାବରେ ରୋପଣ କରିଛନ୍ତି।…
ଐଶ୍ୱର୍ଯ୍ୟାଙ୍କୁ ପ୍ରଶଂସାରେ ପୋତି ପକାଇଲେ କଙ୍ଗନା
ବଲିଉଡ ଚଳଚ୍ଚିତ୍ର ଅଭିନେତ୍ରୀ କଙ୍ଗନା ରାଣାୱତ ପ୍ରାୟତଃ ନିଜ ମତକୁ ନେଇ ବିବାଦରେ ଥାଆନ୍ତି। ସେ ଫିଲ୍ମ ଇଣ୍ଡଷ୍ଟ୍ରିର ଅଧିକାଂଶ ତାରକାଙ୍କ ବିରୋଧରେ ନିଜ ମତ ଦିଅନ୍ତି। ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ପୋନିୟିନ ସେଲଭାନ ପାର୍ଟ-୧’ର ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ…
କନକ ଦୁର୍ଗା ମନ୍ଦିର
ମା’ କନକ ଦୁର୍ଗାଙ୍କୁ ସମର୍ପିତ ଏହି ମନ୍ଦିରଟି ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ାଠାରେ ଅବସ୍ଥିତ। ପ୍ରାକୃତିକ ବୈଭବଭରା ଉକ୍ତ ମନ୍ଦିରଟିର ଆଧ୍ୟାତ୍ମିକ ପରିବେଶ ଭକ୍ତଗଣଙ୍କୁ ବେଶ୍ ଆକୃଷ୍ଟ କରିଥାଏ। ଏଠାରେ ପୂଜା ପାଉଥିବା ମା’ କନକ ଦୁର୍ଗା ପ୍ରତ୍ୟକ୍ଷ ଠାକୁରାଣୀ। ସେଥିପାଇଁ ଦେଶବିଦେଶରୁ ଭକ୍ତଗଣ…
ମହାଷ୍ଟମୀରେ ମହାଗୌରୀ ବେଶରେ ଦର୍ଶନ ଦେଲେ ତାରାତାରିଣୀ: ସେବାୟତଙ୍କ ଅସଦବ୍ୟବହାରରେ ଭକ୍ତମାନେ ଅତିଷ୍ଠ
ପୁରୁଷୋତ୍ତମପୁର, ୨/୧୦(ଡିଏନଏ): ଗଞ୍ଜାମ ଜିଲା ତଥା ଦକ୍ଷିଣ ଓଡିଶାର ପ୍ରସିଦ୍ଧ ଇଷ୍ଟ ଦେବୀ ମା ତାରାତାରିଣୀଙ୍କ ପୀଠରେ ରବିବାର ମହାଷ୍ଟମୀ ପର୍ବ ଲାଗି ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ମାତ୍ର ଏଠାରେ କିଛି ସେବାୟତଙ୍କ ଦୌରାତ୍ମ୍ୟ ଲାଗି ରହିଛି। ସେମାନେ ଭକ୍ତଙ୍କୁ…
ଫେଷ୍ଟିଭ୍ ଲୁକ୍
ପୂଜାପାର୍ବଣ ସମୟରେ ଶାଢି ପିନ୍ଧି କିପରି ସଜାଇ ହେଲେ ଆକର୍ଷଣୀୟ ଲୁକ୍ ପାଇହେବ ସେ ନେଇ ଅନେକଙ୍କର ଚିନ୍ତା ଥାଏ। ତେଣୁ ଏଠାରେ ସେମିତି କିଛି ସହଜ ଟିପ୍ସ ସମ୍ପର୍କରେ ଉଲ୍ଲେଖ କରାଗଲା, ଯାହାକୁ ଆପଣେଇ ପାରିଲେ ଲୁକ୍ ସୁନ୍ଦର ଦେଖାଯିବା…
ଗୋଟିଏ ମିନିଟ୍ରେ ମୁଣ୍ଡରେ ୪୨ ନଡ଼ିଆ ଫଟାଇଲେ ବ୍ୟକ୍ତି
ଜଣେ ବ୍ୟକ୍ତି ଚାହିଁଲେ କିଛି ବି କରିପାରିବ। କିଛି ନୂଆ କରିବାର ଉତ୍ସାହ ଜଣେ ବ୍ୟକ୍ତିଙ୍କୁ ସଫଳତାର ଶୀର୍ଷକୁ ନେଇଯାଏ। ଏବେ ଭାରତର କେ.ଭି ସାଇଦାଲଭି ଏମିତି ଜଣେ ବ୍ୟକ୍ତି ଯିଏ କ୍ରମାଗତ ଭାବରେ କିଛି ନୂଆ କରି ରେକର୍ଡ କରନ୍ତି।…
ପରିବର୍ତ୍ତନର ବାର୍ତ୍ତା ଦିଏ ସାହିତ୍ୟ
ଦୀର୍ଘ ୫ ଦଶନ୍ଧି ଧରି ତାଙ୍କର ସାଧନା ଜାରି ରହିଛି। ସାହିତ୍ୟର ବିଭିନ୍ନ ଦିଗରେ ସେ କଲମ ଚାଳନା କରି ରଚନା କରିଛନ୍ତି ଶତାଧିକ ପୁସ୍ତକ। ଏକାଧାରାରେ ସେ ଜଣେ ଗୀତିକବି, ଗାଳ୍ପିକ, ଶିଶୁ ସାହିତି୍ୟକ, ନାଟ୍ୟକାର, ନିର୍ଦ୍ଦେଶକ, ଆକାଶବାଣୀର ସ୍ବୀକୃତିପ୍ରାପ୍ତ…
ସ୍ବାମୀଙ୍କୁ ବୁଢା କହିଲେ ଜୟା
ବଲିଉଡ ଅଭିନେତ୍ରୀ ଜୟା ବଚ୍ଚନ ନିକଟରେ ତାଙ୍କ ନାତୁଣୀ ନବ୍ୟା ନଭେଲି ନନ୍ଦଙ୍କ ପୋଡକାଷ୍ଟରେ ଝିଅ ଶ୍ୱେତା ବଚ୍ଚନଙ୍କ ସହ ନଜର ଆସିଥିଲେ। ଏଠାରେ ଜୟା ସ୍ବାମୀ ଅମିତାଭ ବଚ୍ଚନଙ୍କ ବିଷୟରେ କିଛି ରୋଚକ ପ୍ରକାଶ କରିଥିଲେ। ଜୟା କହିଛନ୍ତି, ଘରକୁ…
Archives


