Home Left

ଖଣି ଶ୍ରମିକଙ୍କୁ ବୋନସ ନ ମିଳିବା ନେଇ ବିକ୍ଷୋଭ

ଟେନ୍‌ସା, ୧।୧୦(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଟେନସାସ୍ଥିତ ରାଉରକେଲା ଇସ୍ପାତ କାରଖାନା ସହବନ୍ଧିତ ବରସୁଆଁ ଲୌହଖଣି (ସେଲ)ର ଶ୍ରମିକ ମାନଙ୍କୁ ବୋନସ ନ ମିଳିବା ନେଇ ବରସୁଆଁ ଲୌହଖଣି ସମୂଖରେ ବିଭିନ୍ନ ଶ୍ରମିକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ କରାଯାଇଥିଲା। ଦୁର୍ଗାପୂଜା ଆସିଲେ ଖଣି…

ପ୍ରାୟଶ୍ଚିତ୍ତ ପାଇଁ ଶରୀରକୁ ଦଣ୍ଡ

ବ୍ୟାଙ୍କକ୍‌: ଥାଇଲାଣ୍ଡରେ ଆରମ୍ଭ ହୋଇଯାଇଛି ଫୁକେଟ ଭେଜିଟେରିଆନ୍‌ ଫେଷ୍ଟିଭାଲ। ଚାଇନା କ୍ୟାଲେଣ୍ଡର ଅନୁସାରେ ପ୍ରତିବର୍ଷ ୯ମ ଲୁନାର ମାସରେ ଅର୍ଥାତ୍‌ ପ୍ରତିବର୍ଷ ସେପ୍ଟେମ୍ବର ଓ ଅକ୍ଟୋବର ମାସରେ ଏହି ପର୍ବ ପାଳନ କରାଯାଏ। ବେଶ୍‌ ଧୁମ୍‌ଧାମରେ ଥାଇଲାଣ୍ଡବାସୀ ଏହି ପର୍ବକୁ ପାଳନ…

କେଦାରନାଥ ମନ୍ଦିର ନିକଟରୁ ଧସିଲା ବରଫଖଣ୍ଡ

ଡେରାଡୁନ୍‌,୧।୧୦: କେଦାରନାଥ ମନ୍ଦିର ନିକଟରୁ ଏକ ବିଶାଳକାୟ ବରଫଖଣ୍ଡ ଶନିବାର ଧସିପଡିଛି। ତେବେ ଏଥିରେ ମନ୍ଦିରର କୌଣସି କ୍ଷୟକ୍ଷତି ହୋଇ ନଥିବା ସୂଚନା ମିଳିଛି। ଏହି ହିମସ୍ଖଳନର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। #WATCH | Uttarakhand:…

ସିଏସ୍‌ଆଇଆର୍‌ର ୮୧ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୧।୧୦: ଦେଶର ପ୍ରମୁଖ ଗବେଷଣାତ୍ମକ ସଂସ୍ଥା କାଉନ୍‌ସିଲ ଅଫ୍‌ ସାଇଣ୍ଟିଫିକ୍‌ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ରିସର୍ଚ୍ଚ (ସିଏସ୍‌ଆଇଆର୍‌)ର ୮୧ତମ ପ୍ରତିଷ୍ଠା ଦିବସ ସ୍ଥାନୀୟ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନଲୋଜି (ଆଇଏମ୍‌ଏମ୍‌ଟି), ଭୁବନେଶ୍ୱର ଅଡିଟୋରିୟମଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ଭୁବନେଶ୍ୱର…

ଆସୋଚାମ ପକ୍ଷରୁ ଦିନିକିଆ ଶିଳ୍ପ ସମ୍ମିଳନୀ

ଭୁବନେଶ୍ୱର,୧।୧୦: ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ଓଏସ୍‌ପିସିବି)ର ମିଳିତ ସହଯୋଗରେ ଆସୋସିଏଟେଡ୍‌ ଚାମ୍ବର ଅ୍‌ଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଆସୋଚାମ) ଏବଂ ଓଡ଼ିଶା ସରକାର ଇଣ୍ଡଷ୍ଟ୍ରିଆଲ ଡିକାର୍ବୋନାଇଜେଶନ ସମ୍ମିଳନୀ-୨୦୨୨ ନେଟ୍‌ ଜିରୋ ପାଇଁ ରୋଡ୍‌ ମ୍ୟାପ୍‌ ଆୟୋଜନ କରିଥିଲେ। ଉକ୍ତ…

ପଟିଆରେ ଦି ମ୍ୟାନ୍‌ ଷ୍ଟୋରର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର,୧।୧୦: ରାଜ୍ୟର ପ୍ରମୁଖ ପୋଷାକ ବ୍ୟବସାୟ ପ୍ରତିଷ୍ଠାନ ‘ଦି ମ୍ୟାନ୍‌ ଷ୍ଟୋର’ର ଆଉ ଏକ ଏକ୍ସକ୍ଲୁସିଭ ଷ୍ଟୋର ଶୁକ୍ରବାର ସ୍ଥାନୀୟ ପଟିଆ ଛକ (କିଟ୍‌ ସ୍କୋୟାର)ଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ ଦି ମ୍ୟାନ୍‌ ଷ୍ଟୋରର ପ୍ରତିଷ୍ଠାତା ଦୀପକ କୁମାର ଅଗ୍ରଓ୍ବାଲ…

ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସର ପାର୍ବଣ ଅଫର

ଭୁବନେଶ୍ୱର,୧।୧୦: ରାଜ୍ୟର ପ୍ରମୁଖ ବାଣିଜି୍ୟକ ପ୍ରତିଷ୍ଠାନ ଗୁପ୍ତା ଡିଷ୍ଟ୍ରିବ୍ୟୁଟର୍ସ ପକ୍ଷରୁ ଚଳିତ ବର୍ଷର ପାର୍ବଣ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ଦୀର୍ଘ ୪୯ବର୍ଷ ଧରି କଞ୍ଜୁମର ଇଲେକ୍ଟ୍ରୋନିକ୍ସ ବିକ୍ରି କ୍ଷେତ୍ରରେ ନିଜର ଆଧିପତ୍ୟ ବିସ୍ତାର କରିବା ସହ ସମଗ୍ର ପୂର୍ବଭାରତରେ…

ସେନ୍‌ସେକ୍ସ ୧୦୧୭ ପଏଣ୍ଟ ବୃଦ୍ଧି

ନୂଆଦିଲ୍ଲୀ,୧।୧୦: ଅନ୍ତର୍ଜାତୀୟ ସମସ୍ୟା ସାଙ୍ଗକୁ ୟୁଏସ୍‌ ଫେଡ୍‌ର କ୍ରମାଗତ ସୁଧ ବୃଦ୍ଧି ଭଳି ଘଟଣା ଯୋଗୁ ଭାରତୀୟ ଶେୟାର ବଜାରର କାରବାର ମାନ୍ଦା ରହିବା ସାଙ୍ଗକୁ ଫଳାଫଳ ମଧ୍ୟ ଖରାପ ରହିଥିଲା। ଏପରିକି ଲଗାତର ୬ଷ୍ଠ ଦିନ ପରେ ୭ମ ଦିନ…

‘ଓଡ଼ିଶାରେ ୨.୫ଲକ୍ଷ କୋଟି ଟଙ୍କାର ହେବ ପୁଞ୍ଜିନିବେଶ

ଭୁବନେଶ୍ୱର,୧।୧୦: ଗତ କିଛି ବର୍ଷ ହେବ ଯୁବବର୍ଗ ଆଉ ବିଦେଶ କିମ୍ବା ବହୁରାଷ୍ଟ୍ରୀୟ କମ୍ପାନୀରେ କାମ କରିବା ବଦଳରେ ନିଜ ଅଞ୍ଚଳରେ କିଛି କରିବା ସହ ସ୍ଥାନୀୟ ଉତ୍ସାହୀ ଯୁବକଙ୍କୁ ନିଯୁକ୍ତି ଯୋଗାଇବା ଲକ୍ଷ୍ୟରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ…

ରାଜ୍ୟରେ ଚିହ୍ନଟ ହେଲେ ୧୪୬ କରୋନା ପଜିଟିଭ୍‌

ଭୁବନେଶ୍ୱର,୧।୧୦(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୪୬ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୮୬ ଜଣ କ୍ୱାରାଣ୍ଟାଇନ୍‌ରୁ ରହିଥିବା ବେଳେ ୬୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ…

ମ୍ୟାଟରନିଟି କ୍ଲଦିଂ ବ୍ରାଣ୍ଡ ଲଞ୍ଚ କରିବେ ଆଲିଆ

ମୁମ୍ବାଇ: ବଲିଉଡ କୁଇନ ଆଲିଆ ଭଟ୍ଟ ଏବେ ମା’ ହେବାକୁ ଯାଉଛନ୍ତି । ଏହାକୁ ନେଇ ଆଲିଆ ଓ ରଣବୀର କପୁର ଖୁବ୍ ଖୁସି ଅଛନ୍ତି । ଯେବେଠାରୁ ସେ ମାଆ ହେବା କଥା ଘୋଷଣା କଲେଣି ସେବେଠାରୁ ତାଙ୍କର ଫ୍ୟାଶନ…

ଓଡ଼ିଶାରେ ଭାଜପା ଶାସନ ଆସିବ ବୋଲି ଆଶା ସୃଷ୍ଟି କରାଅ

ଭୁବନେଶ୍ବର,୧।୧୦(ବ୍ୟୁରୋ): ଗଁ।କୁ ଯାଇ ଲୋକଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଫଳ ଏବଂ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଯାହା ଏଠି ଶୁଣିଲ ସେସବୁ କଥା ବତେଇବାକୁ ପଡ଼ିବ। ଏହାସହ ଲୋକଙ୍କ ମନରେ ଆଶା ସୃଷ୍ଟି କରିବାକୁ ପଡ଼ିବ କି ଓଡ଼ିଶାରେ ମଧ୍ୟ ଡବଲ ଇଞ୍ଜିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri