ଟ୍ୟାଙ୍କର-ଅଟୋ ମୁହାଁମୁହିଁ ଧକ୍କା: ଜଣେ ମୃତ,୫ ଆହତ ମୁହାଁମୁହିଁ
କୋରାପୁଟ,୬।୧୦(ସ୍ବ.ପ୍ର.): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପୋଡାପଦର ଗ୍ରାମ ଛକ ନିକଟରେ ଗୁରୁବାର ଟ୍ୟାଙ୍କର ସହ ଅଟୋ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଆହାତ ହୋଇଛନ୍ତି। ଗୁରୁତରଙ୍କୁ ସ୍ଥାନୀୟ…
ସରପଞ୍ଚଙ୍କୁ ଆକ୍ରମଣ,ଥାନାରେ ମାମଲା
ହିଞ୍ଜିଳିକାଟୁ, ୬।୧୦(ଡି.ଏନ.ଏ.): ହିଞ୍ଜିଳି ଥାନା ତଥା ଶେରଗଡ଼ ବ୍ଳକ୍ ଅନ୍ତର୍ଗତ ତହଁର ସରପଞ୍ଚ ଶିବରାମ ମେହେଣାଙ୍କୁ କାଞ୍ଜିଆମା ଗ୍ରାମରେ ସଂଘବଦ୍ଧ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗରୁ ପ୍ରକାଶ ଯେ କାଞ୍ଜିଆମା ଗ୍ରାମରେ କୋଠିଶାଳ ଯାତ୍ରାକୁ ସରପଞ୍ଚଙ୍କୁ ପୂଜା କମିଟି ନିମନ୍ତ୍ରଣ…
ମରଣଯନ୍ତା ପାଲଟିଛି ରାଜରାସ୍ତା
ଆର. ଉଦୟଗିରି,୬।୧୦(ବ୍ୟୁରୋ): ଗଜପତି,ଗଞ୍ଜାମ ଓ ରାୟଗଡା ଜିଲାକୁ ସଂଯୋଗ କରୁଥିବା ମୁଖ୍ୟ ରାଜରାସ୍ତା ମୋହନା ବ୍ଲକ ଅନ୍ତର୍ଗତ ଖାରୀଗୁଡା ପଞ୍ଚାୟତ ନିକଟ ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତା ମଝିରେ ବଡ ଗର୍ତ୍ତ ସୃଷ୍ଟି ହୋଇଛି । ଯାହାକି ଲୋକଙ୍କ ଯାତାୟାତରେ…
ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଚାଲିଗଲା ଗାଈ,ବଳଦଙ୍କ ଜୀବନ
ଆର.ଉଦୟଗିରି,୬।୧୦: ବିଜୟା ଦଶମୀରେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ କଳାମେରି ଗ୍ରାମରେ ଅଘଟଣ। ବିଦ୍ୟୁତ୍ ତାର ଲାଗି ଗାଈ ଓ ବଳଦର ମୃତ୍ୟୁ ହୋଇଛି। ସୂଚନାଯୋଗ୍ୟ, ସବୁ ଦିନ ଭଳି ଗାଈ ଚରାଳିମାନେ ଗାଈ ଗୋଠନେଇ ପଡିଆ ଜମିକୁ ବାହାରିଥିଲେ।…
ବର୍ଷା ଯୋଗୁ ସ୍ଥଗିତ ରହିଲା ଗୋଷାଣି ଯାତ୍ରା
ପୁରୀ ଅଫିସ,୬।୧୦: ଶ୍ରୀକ୍ଷେତ୍ରରେ ପ୍ରସିଦ୍ଧ ଗୋଷାଣି ଯାତ୍ରା ପ୍ରବଳ ବର୍ଷା ପାଇଁ ଗୁରୁବାର ସ୍ଥଗିତ ରହିଛି। ସିଂହଦାର ପାଖରେ ସାତ ସାହି ୪୨କନ୍ଦିର ପ୍ରାୟ ୬୦ ମେଢ଼ ଏକାଠି ହେବା ପାଇଁ ଆୟୋଜନ ହୋଇଥିଲା। କିନ୍ତୁ ବର୍ଷା ପାଇଁ ତାହା ସ୍ଥଗିତ…
ପୁଅକୁ ବଞ୍ଚାଇବାକୁ ଯାଇ ଚାଲିଗଲା ବାପାଙ୍କ ଜୀବନ
କବିସୂର୍ଯ୍ୟନଗର,୬ା୧୦(ଡି.ଏନ.ଏ.): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ବୋଲସର ଗ୍ରାମ ଖଦାଳ ସାହିରେ ଏକ ହତ୍ୟାକାଣ୍ଡ ଘଟିଛି। କେତେକ ଦୁର୍ବୃତ୍ତ ଗାଁ ଦାଣ୍ଡରେ ଗୋଟିଏ ପରିବାରର ବାପା ଓ ପୁଅକୁ ଠେଙ୍ଗାରେ ଆକ୍ରମଣ କରିଛନ୍ତି। ଫଳରେ ବାପା ଘଟଣାସ୍ଥଳରେ ଟଳି ପଡ଼ିଥିବା ବେଳେ…
ଅଖଣ୍ଡ ଦୀପରୁ ବଜାରରେ ଅଗ୍ନିକାଣ୍ଡ
ବୁଗୁଡ଼ା,୬ା୧୦(ଡି.ଏନ୍.ଏ.): ବୁଗୁଡ଼ା ତ୍ରିନାଥ ସ୍ବାମୀ ପରିବା ବଜାରରେ ବୁଧବାର ରାତିରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୩ଟି ଦୋକାନ ପୋଡ଼ି ଯାଇଛି। ଅଗ୍ନିକାଣ୍ଡରେ ବ୍ୟବସାୟୀ ଧୋବା ପ୍ରଧାନ, ସୀମାଞ୍ଚଳ ପୋଲାଇ ଓ ସନ୍ୟାସୀ ପଣ୍ଡାଙ୍କ ଦୋକାନ ପୋଡି ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ…
ସିସିଟିଭିରେ କଏଦ ହେଲା ଗାଡ଼ି ଶୋ’ ରୁମ୍ ଚୋରିର ଦୃଶ୍ୟ, ମୁଖାପିନ୍ଧା ଲୁଟେରାଙ୍କୁ ଖୋଜୁଛି ପୋଲିସ
ଆନନ୍ଦପୁର,୬ା୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁରଠାରେ ଥିବା ହିରୋ ଶୋ’ ରୁମ୍ରୁ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଦ୍ୱାରା ଚୋରି ହୋଇଛି। ଚୋରି ସମୟର ଦୃଶ୍ୟ ଶୋ’ ରୁମ୍ରେ ଥିବା ସିସିଟିଭିରେ କଏଦ ହୋଇଛି। ଘସିପୁରା ଥାନା ଅଧୀନ ଶାଳପଡ଼ା ବାଇପାସ୍ରୁ ଆନନ୍ଦପୁର ଯିବା ରାସ୍ତା…
ବିଦ୍ୟାଳୟ ଶୌଚାଳୟରେ ଛାତ୍ରୀଙ୍କୁ ଗଣବଳାତ୍କାର
ନୂଆଦିଲ୍ଲୀ,୬ା୧୦: ଦିଲ୍ଲୀର କେନ୍ଦ୍ରୀୟ ବିଦ୍ୟାଳୟର ଶୌଚାଳୟରେ ଜଣେ ୧୧ ବର୍ଷର ନାବାଳିକା ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ସାମ୍ନାକୁ ଆସିଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ମହିଳା ଆୟୋଗର ଅଧ୍ୟକ୍ଷ ସ୍ବାତୀ ମାଲିଓ୍ବାଲ ଦିଲ୍ଲୀ ପୋଲିସ ତଥା କେନ୍ଦ୍ରୀୟ ବିଦ୍ୟାଳୟର ପ୍ରିନ୍ସପାଲଙ୍କୁ ସ୍କୁଲ…
ଭୁଲ୍ରେ ବି ଦାନରେ ଦିଅନ୍ତୁ ନାହିଁ ଏହି ୫ ଜିନିଷ; ହୋଇଯିବେ କାଙ୍ଗାଳ
ଦାନଠାରୁ ବଳି ପୂଣ୍ୟ ନାହିଁ। ଦରିଦ୍ର ବ୍ୟକ୍ତିଙ୍କ ସହାୟତା କରିବା ମନୁଷ୍ୟର ପ୍ରଥମ କର୍ତ୍ତବ୍ୟ ବୋଲି କୁହାଯାଏ। ଦାନ ଦ୍ୱାରା ମାନସିକ ଶାନ୍ତି ମିଳେ। ଏହାଦ୍ୱାରା ଧନ ବଢ଼େ ବୋଲି ମାନ୍ୟତା ରହିଛି। ହେଲେ କିଛି ଜିନିଷ ଏପରି ଅଛି ଯାହାକୁ…
ଉଦିତ ନାରାୟଣଙ୍କୁ ହୃଦଘାତ ନେଇ ଗୁଜବ: ଗାୟକ କହିଲେ-ମୁଁ ହସୁଛି, ମୋ ବୟସ ବୋଧେ ବଢ଼ିଗଲା
ବମ୍ବେ: ନବେ ଦଶକର ଗୀତ ଯେବେ ବି ମନେ ପଡେ ସେତେବେଳେ ଉଦିତ ନାରାୟଣଙ୍କ ଗୀତ ଶୁଣି ମନ ଝୁମିଯାଏ। ଆଜି ବି ତାଙ୍କ ପ୍ରଶଂସକ କାହିଁରେ କେତେ। ଏମିତିରେ ହଠାତ ଉଦିତଙ୍କ ହୃଦ୍ଘାତ ହୋଇଥିବା ନେଇ ଖବର ସୋସିଆଲ ମିଡିଆରେ…
ଅନାଥାଶ୍ରମରେ ଫୁଡ ପଏଜନିଂ: ୩ ମୃତ, ୧୧ ହସ୍ପିଟାଲରେ ଭର୍ତ୍ତି
ତିରୁପୁର,୬ ।୧୦: ତାମିଲନାଡୁର ତିରୁପୁରର ଏକ ଘରୋଇ ଅନାଥାଶ୍ରମରେ ଫୁଡ ପଏଜନିଂ ଯୋଗୁ ୩ ବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ଅନ୍ୟ ୧୧ ଜଣଙ୍କର ସରକାରୀ ହସ୍ପିଟାଲରେ ଚିକିତ୍ସା ଚାଲିଛି । ଅଧିକାରୀଙ୍କ ସୂଚନା ଅନୁଯାୟୀ, ଅନାଥାଶ୍ରମର…
Archives


