Advertisement
Posted inଜାତୀୟ

ମଦ୍ୟପାନ କରିଥିଲେ ଅଭିଯୁକ୍ତ

ନୂଆଦିଲ୍ଲୀ,୧୩।୧: ଦିଲ୍ଲୀର କାଞ୍ଝେଓ୍ବାଲା ମାମଲାରେ ଅଭିଯୁକ୍ତମାନଙ୍କ ରକ୍ତ ନମୂନା ରିପୋର୍ଟ ଆସିଛି। ଦିଲ୍ଲୀ ପୋଲିସକୁ ମିଳିଥିବା ରିପୋର୍ଟରେ ଅଭିଯୁକ୍ତମାନେ ମଦ୍ୟପାନ କରିଥିଲେ। ଏଥିସହ ଘଟଣା ସମୟରେ ଗାଡ଼ିରେ ୪ ଅଭିଯୁକ୍ତ ଉପସ୍ଥିତ ଥିବା ଏଫଏସ୍‌ଏଲ୍‌ ସ୍ପଷ୍ଟ କରିଛି।

ପ୍ରକାଶ ଯେ,ନୂଆ ବର୍ଷ ପ୍ରଥମ ଦିନରେ ୨୦ ବର୍ଷୀୟା ଯୁବତୀ ଅଞ୍ଜଳିଙ୍କ ସ୍କୁଟିକୁ ଏକ କାର୍‌ ଧକ୍କା ଦେଇଥିଲା। ଏହାପରେ କାର୍‌ରେ ଫସି ରହିଥିବା ଯୁବତୀଙ୍କୁ ଅଭିଯୁକ୍ତ ସୁଲତାନପୁରୀରୁ କାଞ୍ଝେଓ୍ବାଲା ପର୍ଯ୍ୟନ୍ତ ପ୍ରାୟ ୧୨ କିମି ପର୍ଯ୍ୟନ୍ତ ଟାଣି ନେଇଥିଲେ। ଫଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ଦିଲ୍ଲୀ ପୋଲିସ କାର୍ଯ୍ୟାନୁଷ୍ଠାନ ସ୍ବରୂପ ରୋହିଣୀ ଜିଲାରେ ନିୟୋଜିତ ହୋଇଥିବା ୧୧ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିଲା। ପୂର୍ବରୁ ଏହି ଘଟଣାରେ ମୋଟ ୬ଜଣଙ୍କୁ ଗିରଫ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ଝଟକା, କୋର୍ଟ କହିଲେ ୩ ମାସ ମଧ୍ୟରେ ନିଜେ ହଟାନ୍ତୁ ଅବୈଧ ନିର୍ମାଣ ନଚେତ…

ନୂଆଦିଲ୍ଲୀ,୨୬ ।୯: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ବଡ ଝଟକା ଲାଗିଛି । କୋର୍ଟ କେନ୍ଦ୍ରମନ୍ତ୍ରୀଙ୍କ ସେହି ଆବେଦନକୁ ଖାରଜ କରିଦେଇଛନ୍ତି ଯେଉଁଥିରେ ‘ଆଦିଶ...

ଜେଲ ଗଲେ ଏଏପି ବିଧାୟକ

ନୂଆଦିଲ୍ଲୀ,୧୩ ।୫: ରାଜଧାନୀ ଦିଲ୍ଲୀରେ ବୁଲଡୋଜର ଚାଳନାକୁ ବିରୋଧ କରୁଥିବା ଆମ ଆଦମୀ ପାର୍ଟି(ଏଏପି) ବିଧାୟକ ଅମାନତୁଲ୍ଲାହ ଖାଁ ସମେତ ୬ ଜଣଙ୍କୁ ଗିରଫ କରାଯାଇଛି...

ମହିଳା ଡାକ୍ତରଙ୍କ ଅଢେଇ ବର୍ଷର ଶିଶୁ କରୋନା ପଜିଟିଭ

ଲକ୍ଷ୍ନୌ,୬ ।୪: ଉତ୍ତରପ୍ରଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଏବେ ଏମିତି ଏକ ଖବର ଆସିଛି ଯାହା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି...

କରୋନା ଯୁଦ୍ଧର ସାରଥି ସାଜି ଭୋକିଲାଙ୍କୁ ଗହମ ଦେଲେ ଚାଷୀ

ମୁମ୍ବାଇ,୨୯।୩: କରୋନା ଭାଇରସ କାରଣରୁ ସାରା ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଫଳରେ ସାଧାରଣ ଖଟିଖିଆ ଶ୍ରମିକ ଦିନକୁ ଦିଓଳି ଖାଦ୍ୟ ଯୋଗାଡ କରିବା କଷ୍ଟକର...

ଜୋକ ଦ୍ୱାରା ରୋଗ ଚିକିତ୍ସା ୧୦ ବର୍ଷରେ ୧୩ ଗୁଣା ମହଙ୍ଗା: ବର୍ଷକୁ ୧୨ କୋଟି ଟଙ୍କାର ଜୋକ ବିକ୍ରି

ନାଗପୁର,୧୬।୬: ଆଧୁନିକ ଚିକିତ୍ସା ସତ୍ତ୍ୱେ କେତେକ ଜୋକ ଦ୍ୱାରା ରୋଗ ଚିକିତ୍ସା ପଦ୍ଧତି ପ୍ରତି ବେଶ୍‌ ଆକର୍ଷିତ ହେଉଛନ୍ତି। ଏହି ପଦ୍ଧତି ସମ୍ପର୍କରେ ଆୟୁର୍ବେଦରେ ମଧ୍ୟ...

ମାସ୍କ ପିନ୍ଧି ନ ଥିବା ମହିଳାଙ୍କୁ ତାଗିଦ୍‌: ପୋଲିସକୁ ମିଳିଲା ଶକ୍ତ ଚଟକଣା

ଭୋପାଳ,୧୮।୫: ଦେଶରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଦେଶରେ ଆତଙ୍କ ଖେଳାଇଥିବା ବେଳେ ଏବେ ବି ଲୋକେ ଚେତୁନାହାନ୍ତି। କରୋନା...

ଆଉ ୩ ମାସ ବଢିଲା ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ

ନୂଆଦିଲ୍ଲୀ, ୨୪।୬: ବଢିଲା ଏମ୍‌ସ ନିର୍ଦ୍ଦେଶକ ରଣଦୀପ ଗୁଲେରିଆଙ୍କ କାର୍ଯ୍ୟକାଳ। ଜୁନ ୨୪ ତାରିଖରେ କାର୍ଯ୍ୟକାଳ ଶେଷ ହେବାକୁ ଥିବା ବେଳେ ଆଉ ୩ ମାସ...

ଅନୀଲ ଦେଶମୁଖ ଆଇସିୟୁରେ ଭର୍ତ୍ତି

ମୁମ୍ବାଇ,୨୭।୫: ଜେଲ୍‌ରେ ଥିବା ଏନ୍‌ସିପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ଶୁକ୍ରବାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଶୁକ୍ରବାର ଅନୀଲଙ୍କ ଛାତିରେ ଯନ୍ତ୍ରଣା ହେବା...

Advertisement
Archives

Model This Week