Home Left

ଗୋଟିଏ ଦିନର ବିଦ୍ୟୁତ ବିଲ୍‌ ୩୭ ଲକ୍ଷ ଟଙ୍କା

ଗୋଟିଏ ଦିନର ବିଦ୍ୟୁତ ବିଲ୍‌ ୩୭ ଲକ୍ଷ ଟଙ୍କା। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ବ୍ରିଟେନର ଜଣେ ଯୁବତୀଙ୍କ ସହ ଏହା ଘଟିଛି। ତାଙ୍କର ଗୋଟିଏ ଦିନର ବିଦ୍ୟୁତ ବିଲ୍‌ ଦିନକୁ ୪୦,୦୦୦ ପାଉଣ୍ଡ (୩୭ ଲକ୍ଷ ଟଙ୍କା) ଆସିଛି।…

ମେଟ୍ରୋରେ ଯାତ୍ରୀଙ୍କ ସହ ଯାତ୍ରା କରୁଛି କୁକୁର,ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ,ଭିଡିଓ ଶେୟାର ହେବାରେ ଲାଗିଛି। ଠିକ୍‌ ସେପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆପଣ ବି ଖୁସି ହୋଇଯିବେ। ଶେୟାର ହୋଇଥିବା ଭିଡିଓରେ ଏକ…

ଖୁସି ଖବର! ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି ବିଏସ୍‌ଏନ୍‌ଏଲ୍‌ର ୪ଜି ଏବଂ ୫ଜି ସେବା

ନୂଆଦିଲ୍ଲୀ,୬।୧୦: ଦେଶରେ ଲଞ୍ଚ ହୋଇ ସାରିଛି ୫ଜି ସେବା। ଏୟାରଟେଲ ଏବଂ ଜିଓ ପକ୍ଷରୁ କିଛି ସହରରେ ଏହି ସେବା ଦିଆଯାଉଛି। ଆସନ୍ତା ବର୍ଷ ମଧ୍ୟରେ ଭାରତର ଅଧିକାଂଶ କ୍ଷେତ୍ରରେ ଏହି ସେବା ମିଳିବ ବୋଲି କମ୍ପାନୀଗୁଡ଼ିକ ଦାବି କରୁଛନ୍ତି। ଏସବୁ…

‘ଫୋନ ଭୁତ’ର ନୂଆ ପୋଷ୍ଟର ଆଉଟ, ନଭେମ୍ବରରେ ରିଲିଜ ହେବ ଫିଲ୍ମ

ମୁମ୍ବାଇ: କ୍ୟାଟ୍ରିନା କୈଫଙ୍କ ଅଭିନୀତ ଫିଲ୍ମ ‘ଫୋନ ଭୁତ’ ସମ୍ପର୍କରେ ଘୋଷଣା ହେବା ପରେ ଦର୍ଶକେ ଏହି ଫିଲ୍ମକୁ ବଡ ଉତ୍ସୁକତାର ସହ ଅପେକ୍ଷା ରଖିଛନ୍ତି । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ଡେଟର ଘୋଷଣା ସମ୍ପର୍କରେ ବୟାନ ସାମ୍ନାକୁ ଆସିଥିଲା…

‘ଗଡ୍‌ଫାଦର’ର ଆୟ ଦେଖି ଚିରଞ୍ଜୀବୀଙ୍କୁ ଏମିତି ଏସ୍‌ଏମ୍‌ଏସ୍‌ କଲେ ଭାଇଜାନ

ମୁମ୍ବାଇ: ଫିଲ୍ମ ‘ଗଡ୍‌ଫାଦର’ରେ ଚିରଞ୍ଜୀବୀ ଏବଂ ସଲ୍‌ମାନ ଖାନଙ୍କୁ ପ୍ରଥମ ଥର ଏକାଠି ଦେଖିବାକୁ ମିଳିଛି। ଏହି ଫିଲ୍ମ ଦଶହରାରେ ରିଲିଜ ହୋଇଛି। ପ୍ରଥମ ଦିନରେ ଫିଲ୍ମର ବକ୍ସ ଅଫିସରେ ଯଦିଓ ଭଲ କରି ପାରିନାହିଁ କିନ୍ତୁ ସଲମାନ ଏହି ଫିଲ୍ମକୁ…

ମର୍ମନ୍ତୁଦ ସଡକ ଦୁର୍ଘଟଣା: ଚାଲିଗଲା ୧୬ ଜୀବନ, ୨୪ ଆହତ

କାଠମାଣ୍ଡୁ,୬।୧୦: ନେପାଳର ବାରା ଜିଲାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ୧୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଏହି ସଡକ ଦୁର୍ଘଟଣା ବାରା ଜିଲାର ମାଡେଶ ପ୍ରଦେଶରେ ଘଟିଛି। ଆହତମାନଙ୍କୁ…

ଅମିତାଭଙ୍କ ସହ ଫିଲ୍ମ କରିବାକୁ ନର୍ଭସ ହୋଇଯାଇଥିଲେ ଏହି ଅଭିନେତ୍ରୀ

ମୁମ୍ବାଇ: ବିଗ୍‌ ବି ଅମିତାଭ ବଚ୍ଚନ ଖୁବ୍‌ଶୀଘ୍ର ତାଙ୍କର ୮୦ତମ ଜନ୍ମଦିନ ପାଳନ କରିବାକୁ ଯାଉଛନ୍ତି। ଏହି ସୁପରଷ୍ଟାରଙ୍କ ସହ ପ୍ରଥମେ ଯେଉଁମାନେ ଅଭିନୟ କରିଛନ୍ତି ସେମାନେ ବହୁ ଡରି ଯାଇଛନ୍ତି। ଏଥିମଧ୍ୟରୁ ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ଜୟପ୍ରଦା ହେଉଛନ୍ତି ଜଣେ।…

ମଣିଷ ମରା ହାତୀକୁ ଟ୍ରାଙ୍କୁଲାଇଜର

ଢେଙ୍କାନାଳ ଅଫିସ,୬ା୧୦: ଜଗତପୁର ଅଞ୍ଚଳରୁ ଗତ ୨୯ ତାରିଖରେ ମଣିଷ ମାରି ଆତଙ୍କ ସୃଷ୍ଟି କରିଥିବା ୩୫ ବର୍ଷର ମାଈ ହାତୀକୁ ଟ୍ରାଙ୍କୁଲାଇଜର କରି ଢେଙ୍କାନାଳ ଜିଲା କପିଳାସ ପ୍ରାଣୀଉଦ୍ୟାନରେ ଥିବା ହାତୀ ଉଦ୍ଧାର କେନ୍ଦ୍ରକୁ ଆଣାଯାଇଥିଲା। ସେଠାରେ ମାଈ ହାତୀକୁ…

ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ

ମୁମ୍ବାଇ,୬ ।୧୦: ମୁମ୍ବାଇରୁ ଗାନ୍ଧିନଗର ପର୍ଯ୍ୟନ୍ତ ଚାଲୁଥିବା ଦେଶର ସବୁଠାରୁ ଦ୍ରୁତଗାମୀ ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୁରୁବାର ସକାଳ ୧୧ଟା ୧୫ରେ ଏହି ଦୁର୍ଘଟଣା ଘଟିଛି । କୁହାଯାଉଛି କି ଟ୍ରେନ୍ ସାମ୍ନାକୁ ମଇଁଷି ପଲ…

ଟସ୍‌ ଜିତିଲା ଭାରତ

ଲକ୍ଷ୍ନୌ,୬।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚ ଲକ୍ଷ୍ନୌ ଖେଳାଯାଉଛି। ଶିଖର ଧାୱନଙ୍କ ନେତୃତ୍ୱରେ ଭାରତ ବିଜୟ ସହ ସିରିଜ ଆରମ୍ଭ କରିବାକୁ ଚାହୁଁଛି। ଭାରତୀୟ ଅଧିନାୟକ ଶିଖର ଧାୱନ ଏହି…

ମାଛ ଧରିବା ବେଳେ ଅଗ୍ନିକାଣ୍ଡ ଘଟି ବୁଡିଗଲା ଟ୍ରଲର

ଚାନ୍ଦବାଲି, ୬।୧୦(ଡି.ଏନ୍‌.ଏ.): ଭଦ୍ରକ ଜିଲା ଧାମରା ସମୁଦ୍ର ମଧ୍ୟରେ ହୁଇଲର ଦୀପ ନିକଟରେ ଏକ ଫିସିଙ୍ଗ ଟ୍ରଲରରେ ଗୁରୁବାର ସକାଳେ ଅଗ୍ନିକାଣ୍ଡ ଘଟିବାରୁ ଟ୍ରଲରଟି ସମୁଦ୍ର ମଧ୍ୟରେ ବୁଡି ଯାଇଛି। ‘ମା ପଦ୍ମାବତୀ’ ନାମକ ଏକ ଟ୍ରଲରରେ ୧୦ଜଣ ଧୀବର ମାଛ…

ୟତି ନରସିଂହାନନ୍ଦ ୩ ଦିନ ପାଇଁ ନଜରବନ୍ଦୀ, ୧୪୪ ଧାରା ଜାରି

ଗାଜିଆବାଦ,୬ ।୧୦: ହିନ୍ଦୁ ସମାଜକୁ ଉଜାଗର କରିବାକୁ ଗାଜିଆବାଦରୁ ମିରଠ ପର୍ଯ୍ୟନ୍ତ ହେବାକୁ ଥିବା ପଦଯାତ୍ରାକୁ ବନ୍ଦ କରି ଦିଆଯାଇଛି । ଗାଜିଆବାଦର ପୋଲିସ କମିଶନର ଦେହାତ ଇରଜ ରାଜା ଓ ଏସଡିଏମ ବିନୟ କୁମାର ସିଂ ଯାତ୍ରା ଆରମ୍ଭ ପୂର୍ବରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri