Home Left

ଜାଣନ୍ତୁ ଧନୀ ହେବେ କିପରି

ମନୁଷ୍ୟ ସର୍ବଦା ଧନୀ ହେବାକୁ ଚେଷ୍ଟା କରେ। ଏକ ସୁଖମୟ ଜୀବନ ବଞ୍ଚିବାକୁ ଚାହେଁ। ଏ ନେଇ ଅର୍ଥ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏପରି ପରିସ୍ଥିତିରେ ଧନୀ ହେବା ପାଇଁ କ’ଣ କରାଯିବା ଉଚିତ ବୋଲି ମନରେ ପ୍ରଶ୍ନ ଉଠିଥାଏ। ଏହାର…

ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅନ୍ତର୍ଜାତୀୟ କ୍ରିକେଟର୍‌ ଗିରଫ

କାଠମାଣ୍ଡୁ,୬।୧୦: ନେପାଳ କ୍ରିକେଟର ସନ୍ଦୀପ ଲାମିଚାନେଙ୍କୁ ଗୁରୁବାର କାଠମାଣ୍ଡୁ ବିମାନବନ୍ଦରରେ ପୋଲିସ ଗିରଫ କରଛି। ସନ୍ଦୀପଙ୍କ ନାଁରେ ନାବାଳିକାଙ୍କୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। କାଠମାଣ୍ଡୁ ଜିଲା କୋର୍ଟ ଅଗଷ୍ଟ ୨୩ରେ ସନ୍ଦୀପଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଥିଲେ। ବର୍ତ୍ତମାନ…

ଜିଲା ପର୍ଯ୍ୟବେକ୍ଷକଙ୍କ ନାଁ ଘୋଷଣା କଲା ବିଜେଡି, ୨୫ ନେତାଙ୍କୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର,୬।୧୦(ବ୍ୟୁରୋ): ବିଜେଡି ପକ୍ଷରୁ ଗୁରୁବାର ଜିଲା ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରାଯାଇଛି। ୨୫ ଜଣ ନେତାଙ୍କୁ ମିଳିଲା ବିଭିନ୍ନ ଜିଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ। ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଢେଙ୍କାନାଳ ଓ ଖୋର୍ଦ୍ଧା ଜିଲା ଦାୟିତ୍ୱ ଦିଆଯାଇଛି। ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କୁ…

ଓ୍ବେବ୍‌ ସିରିଜ୍‌ରେ ଜଲଓ୍ବା ଦେଖାଇବେ ସୁସ୍ମିତା, ସାମ୍ନାକୁ ଆସିଲା ଫାଷ୍ଟ ଲୁକ୍‌

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍‌ ୱେବ୍‌ ସିରିଜ୍‌ ‘ଥାଲି’ରେ ନଜର ଆସିବେ। ଅଭିନେତ୍ରୀ ସମାଜସେବୀ କିନ୍ନର ଗୌରୀ ସାୱନ୍ତଙ୍କ ଚରିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଯାହାକୁ ନେଇ ଦର୍ଶକ ଉତ୍ସାହିତ ଅଛନ୍ତି। ଗୁରୁବାର ଏହି ୱେବ୍‌ ସିରିଜ୍‌ର ସୁସ୍ମିତାଙ୍କର ଫାଷ୍ଟ…

ରିଲିଜ୍‌ ହେଲା ବହୁ ପ୍ରତୀକ୍ଷିତ ଫିଲ୍ମ‘ଗଡଫାଦର’

ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଡଫାଦର’ ବୁଧବାର ରିଲିଜ୍‌ ହୋଇଯାଇଛି। ଫିଲ୍ମରେ ମେଗାଷ୍ଟାର୍‌ ଚିରଞ୍ଜୀବୀ ଏବଂ ସଲମାନ ଖାନ୍‌ ପ୍ରଥମ ଥର ପାଇଁ ସ୍କ୍ରିନ୍‌ ଶେୟାର କରିଛନ୍ତି। ଦୁହିଁଙ୍କ କେମେଷ୍ଟ୍ରିକୁ ଦେଖିବା ପାଇଁ ଦର୍ଶକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ‘ଗଡଫାଦର’ ଏକ…

ଥାଇଲାଣ୍ଡରେ ଗୁଳିକାଣ୍ଡ: ୩୧ ମୃତ

ବ୍ୟାଙ୍କକ୍‌,୬।୧୦: ଥାଇଲାଣ୍ଡରେ ଏକ ବଡ଼ ଗୁଳିକାଣ୍ଡ ଘଟିଛି। ଏଥିରେ ୩୧ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ରହିଛନ୍ତି। ଏକ ଚାଇଲ୍ଡ କେୟାର ସେଣ୍ଟରରେ ଏକ ଗୁଳିକାଣ୍ଡ ଘଟିଥିବା ଜଣାପଡିଛି। ଏକ ବନ୍ଧୁକଧାରୀ ବ୍ୟକ୍ତି ସେଣ୍ଟର ଭିତରକୁ ପଶି…

ଆରଏସଏସ୍‌ ମୁଖ୍ୟାଳୟ ଘେରାଉ, ନାଗପୁରରେ ୧୪୪ ଧାରା ଜାରି

ନାଗପୁର,୬।୧୦: ନାଗପୁରରେ ଥିବା ରାଷ୍ଟ୍ରିୟ ସ୍ବୟଂସେବକ ସଂଗଠନ(ଆରଏସଏସ)ର ମୁଖ୍ୟାଳୟକୁ ଗୁରୁବାର ଭାରତ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଘେରାଉ କରିବାକୁ ଚେଷ୍ଟା କରାଯାଇଛି। ଏହି ମାମଲାରେ ପୋଲିସ ମୁଖ୍ୟାଳୟ ବାହାରେ କିଛି ଲୋକଙ୍କୁ ଅଟକ ରଖିଛି। ଏହା ବ୍ୟତୀତ ଆରଏସଏସ କାର୍ଯ୍ୟାଳୟ ବାହାରେ…

ଆଜିଠୁ ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ

ପୁରୀ ଅଫିସ,୬ା୧୦: ଗୁରୁବାର ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥିରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି। ସକାଳ ୫ଟା ୧୮ମିନିଟ୍‌ରେ ଦ୍ୱାରଫିଟା ନୀତି ସମ୍ପନ୍ନ ପରେ ବିଧି ମୁତାବକ ଅନ୍ୟ ନୀତି ପାଳନ କରାଯାଉଛି।ଅବକାଶ ନୀତି ସମ୍ପନ୍ନ ପରେ ମହାପ୍ରଭୁଙ୍କର…

ଏ ବିଲ୍ଡିଂରୁ ସେ ବିଲ୍ଡିଂକୁ ଉଡ଼ି ଖାଦ୍ୟ ଯୋଗାଉଛନ୍ତି ଡେଲିଭରି ବୟ, ଭିଡିଓ ଦେଖିଲେ…

ବିଶ୍ୱ ଦିନକୁ ଦିନ ବିକାଶର ନୂତନତା ଆଡ଼କୁ ଗତି କରୁଛି। ଏହି ଯେମିତି ବିଦ୍ୟୁତ୍‌, ମୋବାଇଲ, ଯାନବାହନ, ବିଭିନ୍ନ ମେଶିନ ଉପରେ ଲୋକେ ଏମିତି ନିର୍ଭରଶୀଳ ଯେ, ଏଗୁଡ଼ିକ ବିନା ମୁହୂର୍ତ୍ତେ ବଞ୍ଚିହେବନି। ଯେତେବେଳେ ମଣିଷ ଏହାର ଆବଶ୍ୟକତା ଅନୁଭବ ହେଲା…

ଫାଟିଲା ସ୍ମାର୍ଟ ଟିଭି: ଜଣେ ମୃତ, ୪ ଆହତ

ଗାଜିଆବାଦ,୬।୧୦: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ଘଟିଛି। ଏଲଇଡି ସ୍ମାର୍ଟ ଟିଭିରେ ବିସ୍ଫୋରଣରେ ଜଣେ ୧୭ ବର୍ଷର ବାଳକର ମୃତ୍ୟୁ ଘଟିଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି। ଏହି ଘଟଣା ଗାଜିଆବାଦର ହର୍ଷ ବିହାରରୁ ଆସିଛି। ଆହତମାନଙ୍କୁ ଦିଲ୍ଲୀର…

କୁକୁର ପାଇଁ ୨ ଲକ୍ଷ ଟଙ୍କାର ଶପିଂ

ଧନ ହେଉ କି ଖ୍ୟାତି, ଯଦି କୌଣସି ସଫଳତା ନିଜ ପରିଶ୍ରମରେ ହାସଲ କରାଯାଏ ତେବେ ଏହାର ମଜା ଅଲଗା ଥାଏ। ଆମେରିକାରେ ରହୁଥିବା ଯୁବତୀଙ୍କ ସହ ଏହା ହିଁ ଘଟିଛି। ସେ ଯୁବତୀ ଜଣଙ୍କ ଖୁବ୍‌ କମ ବୟସରେ କୋଟିପତି…

ଛାଡ଼ପତ୍ରକୁ ନେଇ ଥିଲେ ଡିପ୍ରେସନରେ: ୩୪ବର୍ଷ ବୟସରେ ଆତ୍ମହତ୍ୟା କଲେ ଅଭିନେତା

ହାଇଦ୍ରାବାଦ: ସିନେମାଜଗତରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି। ବର୍ଷ ୨୦୨୨ରେ ଅନେକ ତାରକା ଦୁନିଆରୁ ବିଦାୟ ନେଇଛନ୍ତି। ଏହି କ୍ରମରେ ଆଉ ଜଣେ କଳାକାର ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ତାମିଲ ଫିଲ୍ମ ଏବଂ ଟେଲିଭିଜନ ଧାରାବାହିକର ଜଣାଶୁଣା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri