Home Left

ମାତାଲ ହେବା ପଡ଼ିଲା ମହଙ୍ଗା: ନିଲମ୍ବିତ ହେଲେ ୨ ଶିକ୍ଷକ

ବଲାଙ୍ଗୀର ଅଫିସ , ୧୪।୧୦: ମାତାଲ ହେବା ପଡ଼ିଲା ମହଙ୍ଗା। ଚାକିରିରୁ ନିଲମ୍ବିତ ହେଲେ ଦୁଇ ଶିକ୍ଷକ। ବଲାଙ୍ଗିର ଜିଲ ଦେଓଗାଁ ବ୍ଲକ ରାମଚନ୍ଦ୍ରପୁର ପଞ୍ଚାୟତ ମାଟୁପାଲି ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଜୟଦେବ ବିଶି ଓ ସହକାରୀ ଶିକ୍ଷକ ସଂଜିବ ଦୋରା…

‘ଯେମିତି କରିଥିଲେ, ସେମିତି ପାଇଲେ’

ନୂଆଦିଲ୍ଲୀ,୧୪।୧୦: ଯେମିତି କରିଥିଲେ, ସେମିତି ପାଇଲେ। କିଛି ଏଭଳି କଥାକୁ ନେଇ ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କୁ ଟ୍ରୋଲ କରୁଛନ୍ତି। ଅଧ୍ୟକ୍ଷ ପଦରୁ ଗାଙ୍ଗୁଲି ବିଦା ହେବେ ବୋଲି କୁହାଯାଉଥିବା ବେଳେ ତାଙ୍କ…

କେନ୍ଦ୍ର ମନ୍ତ୍ରୀଙ୍କ ଗ୍ରସ୍ତକୁ ନେଇ ଭାଜପାର ପ୍ରସ୍ତୁତି ବୈଠକ

କେନ୍ଦୁଝର,୧୪।୧୦(ସ୍ବ.ପ୍ର.): କେନ୍ଦୁଝର ଜିଲା ଭାଜପା କାର୍ଯ୍ୟାଳୟଠାରେ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ସଭାପତିତ୍ୱରେ ଶୁକ୍ରବାର ଆଗାମୀ ତିନିମାସ ପାଇଁ ଏକ ଖସଡ଼ା ପ୍ରସ୍ତୁତ କରାଯାଇଛି। ସଂସଦୀୟ କ୍ଷେତ୍ର ପ୍ରଭାରୀ ସଞ୍ଜୀବ ମହାନ୍ତି, ସଂଯୋଜକ ଶୁକଦେବ ମହାନ୍ତିଙ୍କ ସଂଯୋଜନାରେ ସମସ୍ତ…

୪୬ ବଲ୍‌ରେ ଶତକ

ରାଜକୋଟ,୧୪।୧୦: ଭାରତୀୟ ଟିମ୍‌ର ଷ୍ଟାର ଓପନର୍‌ ପୃଥ୍ବୀ ଶ’ ବିସ୍ଫୋରକ ବ୍ୟାଟିଂ କରି ବୋଲର୍‌ଙ୍କୁ ଘାଇଲା କରିଛନ୍ତି। ଟି୨୦ ଫର୍ମାଟରେ ୪୬ ବଲ୍‌ରେ ସେ ନିଜର ଶତକ ପୂରଣ କରିଛନ୍ତି। ଏହି ଫର୍ମାଟରେ ପୃଥ୍ବୀଙ୍କ ଏହା ପ୍ରଥମ ଶତକ ଥିବାରୁ ତାଙ୍କୁ…

କାର୍‌କୁ ଧକ୍କା ଦେଲା କଣ୍ଟେନର: ୪ ମୃତ

ଲକ୍ଷ୍ନୌ,୧୪।୧୦: ଉତ୍ତରପ୍ରଦେଶର ସୁଲତାନପୁରର ପୂର୍ବାଞ୍ଚଳ ଏକ୍ସପ୍ରେସୱେରେ ଶୁକ୍ରବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବିଏମ୍‌ଡବ୍ଲୁ ଏବଂ କଣ୍ଟେନର ଧକ୍କାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଖବର ଅନୁଯାୟୀ, ପ୍ରବଳ ବର୍ଷା ଯୋଗୁ ଦୁର୍ଘଟଣା ଘଟିଥିବା ରାସ୍ତାର କିଛି ଅଂଶ…

ଏହି ମହାନ କ୍ରିକେଟରଙ୍କ ଭଳି ହେବାକୁ ଚାହୁଁଥିଲେ ଧୋନୀ; ହେଲେ ପୂରଣ ହୋଇପାରିଲାନି ଇଚ୍ଛା…

ନୂଆଦିଲ୍ଲୀ,୧୪।୧୦: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଅନେକଙ୍କ ପାଇଁ ଆଜି ବି ପ୍ରେରଣା ହୋଇ ରହିଛନ୍ତି। କ୍ରିକେଟରୁ ସନ୍ନାସ ନେଇଥିଲେ ବି ତାଙ୍କୁ ନେଇ ଆଲୋଚନା କମ୍‌ ହୋଇନାହିଁ। ଏବେ ସିଏସ୍‌କେର ଅଧିନାୟକ ତଥା ଭାରତୀୟ ଟିମ୍‌ର ପୂର୍ବତନ ଅଧିନାୟକ…

ଟି୨୦ ବିଶ୍ୱକପ୍‌: ଯୋଗ୍ୟତା ପର୍ଯ୍ୟାୟ ଖେଳିବେ ଓ୍ବେଷ୍ଟଇଣ୍ଡିଜ୍‌- ଶ୍ରୀଲଙ୍କା

ବ୍ରିସବେନ୍‌,୧୪ା୧୦: ଓ୍ବେଷ୍ଟଇଣ୍ଡିଜ୍‌ ଦୁଇଥର ଟି୨୦ ବିଶ୍ୱକପ ଜିତି ସାରିଥିବା ବେଳେ ୨୦୧୪ ଚାମ୍ପିୟନ୍‌ ଶ୍ରୀଲଙ୍କା ୩ ଥର ଫାଇନାଲରେ ପ୍ରବେଶ କରିଛି। ହେଲେ ବିଗତ ଦିନରେ ଦୁଇ ଦଳର ପ୍ରଦର୍ଶନ ସାମାନ୍ୟ ଖରାପ ରହିଥିବାରୁ ଚଳିତ ବିଶ୍ୱକପ ପୂର୍ବରୁ ଉଭୟ ଦଳ…

ନଭେମ୍ବର ୨ରୁ ସିଟ୍‌ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ

ମୁମ୍ବାଇ,୧୪।୧୦: ଚାରିଚକିଆ ଗାଡିରେ ବସୁଥିଲେ ସିଟ୍‌ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ। ନଭେମ୍ବର ୨ ତାରିଖରୁ ଏହି ନିୟମକୁ କଡାକଡି ପାଳନ କରିବାକୁ ମୁମ୍ବାଇ ପୋଲିସ ଶୁକ୍ରବାର ବିଜ୍ଞପ୍ତି ଜାରି କରିଛି। ମୁମ୍ବାଇ ସହରର ସମସ୍ତ ମୋଟର ଯାନ ଡ୍ରାଇଭର ଏବଂ ଯାନବାହାନରେ…

ଲାଇଭ ଚାଟ୍‌ରେ ମୁହଁ ଦେଖି ବ୍ରତ ଭାଙ୍ଗିଲେ ଧନଶ୍ରୀ, ସ୍ବାମୀ ନ ଥିବାରୁ ଥିଲେ ଦୁଃଖରେ…

ବମ୍ବେ: ଗୁରୁବାର ଥିଲା କରଓ୍ବାଚୌଥ। ଦେଶବିଦେଶରେ ଏହି ବ୍ରତକୁ ସଧବା ନାରୀମାନେ ବେଶ ଧୁମଧାମ୍‌ରେ ପାଳନ କରିଛନ୍ତି। ଭାରତୀୟ କ୍ରିକେଟ ଟିମ୍‌ର ଷ୍ଟାର ଲେଗ୍‌ ସ୍ପିନର ଯୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ମଧ୍ୟ ଏହି ବ୍ରତ ରଖିଥିଲେ। ହେଲେ ସ୍ବାମୀ…

ଲକ୍ଷାଧିକ ଟଙ୍କାର ବିଦ୍ୟୁତ୍‌ ସରଞ୍ଜାମ ଚୋରି: କର୍ମଚାରୀ ସମ୍ପୃକ୍ତି ସନ୍ଦେହ

ବ୍ରହ୍ମପୁର ଅଫିସ,୧୪ା୧୦: ବୈଦ୍ୟନାଥପୁର ଥାନା ଅଧୀନ ଗଜପତିନଗର ୯ମ ଗଳିରେ ଥିବା ଏକ ଗୋଦାମରୁ ଲକ୍ଷାଧିକ ଟଙ୍କାର ସ୍ମାର୍ଟ ବିଦ୍ୟୁତ ମିଟର ପାଇଁ ଥିବା ବିଭିନ୍ନ ସରଞ୍ଜାମ ଚୋରି ହୋଇଥିବା ଅଭିଯୋଗ ହୋଇଛି। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ…

ଅସୁରକ୍ଷିତ ଏମ୍‌କେସିଜି: ସୁପରସ୍ପେଶାଲିଟି ବ୍ଲକରୁ ପୁଣି ଖସିଲା ସିଲିଂ

ବ୍ରହ୍ମପୁର ଅଫିସ,୧୪।୧୦: ଏମ୍‌କେସିଜି ମେଡିକାଲ ଏବେ ଅସୁରକ୍ଷିତ ହୋଇପଡ଼ିଛି। ସୁପରସ୍ପେଶାଲିଟି (ଏସ୍‌ଏସ୍‌) କୋଠାରେ ଅଗ୍ନିକାଣ୍ଡ ଘଟଣା ପରଠାରୁ ୪ଥର ଉକ୍ତ ବ୍ଲକରୁ ସିଲିଂ ଖସିଛି। ଉକ୍ତ ବ୍ଲକର ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରିନୋଲୋଜି ବିଭାଗ ଛାତରୁ ଗତ ସେପ୍ଟେମ୍ବର ୯ ତାରିଖରେ…

ଜଙ୍ଗଲରୁ ମିଳିଲା ନିଖୋଜ ମହିଳାଙ୍କ ମୃତଦେହ

ଦାରିଙ୍ଗବାଡି,୧୪।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଭ୍ରମରବାଡ଼ି ପଞ୍ଚାୟତ ବୁଡାଙ୍ଗପିପିଲି ଜଙ୍ଗଲରେ ମହିଳାଙ୍କ ଗଳିତ ମୃତଦେହ ଶୁକ୍ରବାର ଉଦ୍ଧାର କରାଯାଇଛି। ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ଚର୍ଚ୍ଚା ହେଉଛି। ଖବରପାଇ ଦାରିଙ୍ଗବାଡି ଆଇଆଇସି କୌଶିକ ମାଝୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri