Home Left

ଏସିଆ କପ୍‌ ୨୦୨୩ ଲାଗି ପାକିସ୍ତାନ ଯାଇପାରେ ଟିମ୍‌ ଇଣ୍ଡିଆ !

ନୂଆଦିଲ୍ଲୀ,୧୪।୧୦: ପାକିସ୍ତାନରେ ଏସିଆ କପ୍‌ ୨୦୨୩ ଆୟୋଜିତ ହେବ ବୋଲି ନିଶ୍ଚିତ ହୋଇଛି। ଏହାପରଠାରୁ ବିସିସିଆଇ ଏହି ଟୁର୍ନାମେଣ୍ଟରେ ଭାଗ ନେବାକୁ ଭାରତୀୟ ଟିମ୍‌କୁ ପଠାଇବ କି ନାହିଁ ତାକୁ ନେଇ କ୍ରିକେଟ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି। ଏଭଳି…

ହିମାଚଳରେ କଂଗ୍ରେସ ସରକାର ଗଠନ କଲେ ପ୍ରଥମ କ୍ୟାବିନେଟ ବୈଠକରେ ୧ ଲକ୍ଷ ଚାକିରିକୁ ମିଳିବ ମଞ୍ଜୁରୀ: ପ୍ରିୟଙ୍କା

ନୂଆଦିଲ୍ଲୀ,୧୪ ।୧୦: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ହିମାଚଳ ପ୍ରଦେଶରେ ଏକ ନିର୍ବାଚନ ସଭାକୁ ସମ୍ବୋଧନ ଦେବା ଅବସରରେ ନାନା ଘୋଷଣା କରି ପକାଇଛନ୍ତି । ସେ ତାଙ୍କ ସମ୍ବୋଧନରେ କହିଛନ୍ତି ଯଦି ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଗଠନ କରେ…

ପୁଣି ସମ୍ପର୍କରେ ଫାଟ: ସୋସିଆଲ ମିଡିଆରେ ପରସ୍ପରକୁ ଅନ୍‌ଫଲୋ କଲେ ସୁସ୍ମିତାଙ୍କ ଭାଇ-ଭାଉଜ

ବମ୍ବେ: ସମ୍ପର୍କ କେବେ ଖଟା ତ କେବେ ମିଠା। କେବେ ଉଭୟ ଏକାଠି ହେଉଛନ୍ତି ତ କେବେ ଅଲଗା ହେବାର ଜିଦ୍‌। ଆମେ କହୁଛୁ ଅଭିନେତ୍ରୀ ସୁସ୍ମିତା ସେନ୍‌ଙ୍କ ଭାଇ ରାଜୀବ ସେନ ଏବଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଚାରୁ…

‘ଏ ଜିନ୍ଦେଗୀ’କୁ ଟ୍ୟାକ୍ସ ଫ୍ରି ଘୋଷଣା କଲେ ରାଜସ୍ଥାନ ସରକାର

ମୁମ୍ବାଇ: ଫ୍ରାଇଡେ ରିଲିଜରେ ଏଥର ରିଲିଜ୍ ହୋଇଛି ବଲିଉଡ ମୁଭି ’ଏ ଜିନ୍ଦେଗୀ’ । ଏହି ମୁଭି ପାଇଁ ରାଜସ୍ଥାନ ସରକାର ଏକ ଖୁସି ଖବର ଦେଇଛନ୍ତି । ସମ୍ବେଦନଶୀଳ, ଭାବୁକ ଓ ସଚେତନା ସୃଷ୍ଟି କରୁଥିବା ଏହି ଫିଲ୍ମର ବିଷୟ…

ସିନ୍ଥିରେ ସିନ୍ଦୁର, ମଥାରେ ଲାଲ ବିନ୍ଦି; କିଛି ଏଭଳି ଢଙ୍ଗରେ ଶାଶୁଘରେ ପ୍ରଥମ କରଓ୍ବାଚୌଥ ପାଳିଲେ ଅଭିନେତ୍ରୀ

ବମ୍ବେ: ବିବାହ ପରେ ପ୍ରଥମ କରଓ୍ବାଚୌଥ ପାଳିଲେ ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫ। ସ୍ବାମୀ ବିକ୍କି କୌଶଲଙ୍କ ପାଇଁ ସେ ବ୍ରତ ରଖିଥିଲେ। ଶାଶୁଶ୍ୱଶୁରଙ୍କ ସହ ବେଶ ଧୁମଧାମରେ କଟ୍ରିନା ଏହି ବ୍ରତ ସମାପନ କରିଛନ୍ତି। ଏହାର କିଛି ଫଟୋ ସେ…

ବିଗ୍‌ବସ୍‌ରୁ ବିଦା ହେବେ ସାଜିଦ ଖାଁ ! ସହାୟତା କରି ଫସିଲେଣି ସଲମାନ୍‌

ବମ୍ବେ: ବିଗ୍‌ବସ୍‌ରେ ଏଣ୍ଟ୍ରି କରିବାର ଦିନ କେଇଟା ନପୁରୁଣୁ ବାହାର ହେବେ ଫିଲ୍ମନିର୍ମାତା ସାଜିଦ ଖାଁ। ହୋଷ୍ଟ ସଲମାନ ଖାଁ ଏହାକୁ ସହମତି ବି ଦେଇ ସାରିଲେଣି। କିଛି ଏଭଳି ଚର୍ଚ୍ଚା ଏବେ ବଢ଼ିବାରେ ଲାଗିଛି। ବିଗ୍‌ବସ୍‌ରେ ପ୍ରତିଯୋଗୀ ଭାବେ ଏଣ୍ଟ୍ରି…

ମଦ ନୀତି: ଦିଲ୍ଲୀର ୨୫ରୁ ଅଧିକ ସ୍ଥାନରେ ଇଡିର ଚଢାଉ

ନୂଆଦିଲ୍ଲୀ,୧୪।୧୦: ଦିଲ୍ଲୀ ସରକାରଙ୍କ ନୂତନ ଅବକାରୀ ନୀତି ସମ୍ପର୍କରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଇଡି ଦିଲ୍ଲୀର ୨୫ରୁ ଅଧିକ ସ୍ଥାନରେ ସର୍ଚ୍ଚ ଅପରେଶନ କରିଥିବା ଜଣାପଡିଛି। ଏପରି କି ଅଧିକାରୀମାନେ ମଦ ବ୍ୟବସାୟୀଙ୍କ ବାସଭବନରେ ମଧ୍ୟ ଚଢ଼ାଉ…

ପ୍ରଥମ ଥର ଇନ୍‌ଷ୍ଟାଗ୍ରାମରେ ସବାଙ୍କ ଫଟୋ ଶେୟାର କଲେ ହ୍ରିତିକ୍‌

ମୁମ୍ବାଇ: ଅଭିନେତା ହ୍ରିତିକ୍‌ ରୋଶନ ତାଙ୍କ ଲଭ୍‌ ଲାଇଫ୍‌କୁ ନେଇ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ସେ ଅଭିନେତ୍ରୀ ତଥା ଗାୟିକା ସବା ଆଜାଦଙ୍କ ସହ ଡେଟ୍‌ କରୁଛନ୍ତି। ଉଭୟଙ୍କୁ ଅନେକ ସମୟରେ ଏକାଠି ଦେଖିବାକୁ ମିଳେ। ନିକଟରେ ହ୍ରିତିକ୍‌-ସବା ଲଣ୍ଡନରୁ ଛୁଟି…

କୃଷି ବୀମା ସହାୟତା ଦାବି: ଟିଟିଲାଗଡ଼ରେ ଚାଷୀଙ୍କ ରେଳରୋକୋ

ଟିଟିଲାଗଡ଼,୧୪।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲାର ଚାଷୀଙ୍କୁ ଫସଲ ବୀମା ସହାୟତା ପ୍ରଦାନ ଦାବିରେ ଶୁକ୍ରବାର ଟିଟିଲାଗଡ଼ ରେଳ ଷ୍ଟେଶନଠାରେ ରଳରୋକୋ ଆନ୍ଦୋଳନ ହୋଇଛି। ହଜାର ହଜାର ସଂଖ୍ୟାରେ ଚାଷୀ ସ୍ଥାନୀୟ ହାଇସ୍କୁଲ ପଡ଼ିଆରୁ ଏକ ଶୋଭାଯାତ୍ରାରେ ବାହାରି ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ…

ପୁଣି ଏକାଠି ନଜର ଆସିଲେ ସାରା-ଶୁବମନ, ଡେଟିଂକୁ ନେଇ ଚର୍ଚ୍ଚା

ମୁମ୍ବାଇ: ଖୁବ୍‌ କମ୍‌ ସମୟରେ ଲୋକପ୍ରିୟତା ହାସଲ କରିଥିବା ସାରା ଅଲି ଖାନ୍‌ଙ୍କୁ କିଏ ବା ନ ଜଣେ। ଲୁକ୍‌ ଏବଂ ଅଭିନୟ ମାଧ୍ୟମରେ ସେ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ନିକଟରେ ତାଙ୍କ ଲଭ ଲାଇଫ୍‌କୁ ନେଇ ଚର୍ଚ୍ଚା ଜୋର…

ଏକୁଟିଆ ଯାଇପାରିବେ ମହିଳା ହଜ୍‌ ଯାତ୍ରୀ, ଯୋଗାଇ ଦିଆଯିବ ସମ୍ପୂର୍ଣ୍ଣ ସୁରକ୍ଷା

ମକ୍କା,୧୪।୧୦: ହଜ୍‌ ଯାତ୍ରାରେ ଯାଉଥିବା ମହିଳା ତୀର୍ଥଯାତ୍ରୀଙ୍କ ସହ ପୁରୁଷ ଅଭିଭାବକ ଯିବା ଆଉ ଆବଶ୍ୟକ ପଡ଼ିବ ନାହିଁ। ସାଉଦି ଆରବ ଆସୁଥିବା ମହିଳାମାନେ ଏଣିକି ବିନା ପୁରୁଷ ଅଭିଭାବକରେ ହଜ୍‌ ଯାତ୍ରା କରିପାରିବେ ବୋଲି ହଜ୍‌ ମନ୍ତ୍ରୀ ତାଓ୍ବଫିକ୍‌ ବିନ୍‌…

ପୁଣିଥରେ ଏକାଠି ଆସିବେ ‘ରାମ ସେତୁ’ର ନିର୍ମାତା-ନିର୍ଦ୍ଦେଶକ

ମୁମ୍ବାଇ: ବିଗ ବଜେଟ ଫିଲ୍ମ ‘ରାମ ସେତୁ’କୁ ଏକ ଭିନ୍ନସ୍ତରକୁ ନେଇଯାଇଥିବା ନିର୍ମାତା-ନିର୍ଦ୍ଦେଶକ ଯୋଡି ମହାବୀର ଜୈନ ଓ ଅଭିଶେକ ଶର୍ମା ପୁଣିଥରେ ଆଉ ଏକ ମନ ଛୁଇଁଲା ଭଳି ପ୍ରୋଜେକ୍ଟ ନେଇ ଆସୁଥିବା ଜଣାପଡିଛି । ଏହି ପ୍ରୋଜେକ୍ଟ ସମ୍ପର୍କରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri