୫୧ ଏସ୍ଏସ୍ଜିଙ୍କୁ ସଫେଇ ଦାୟିତ୍ୱ ଦେଲେ ସରପଞ୍ଚ
ରଘୁନାଥପୁର,୧୫।୧୦(ଡି.ଏନ୍ଏ.): ରଘୁନାଥପୁର ବ୍ଲକ ବିଦ୍ୟାଧରପୁର ପଞ୍ଚାୟତର ସଫେଇ କାର୍ଯ୍ୟ ପାଇଁ ୫୧ ସ୍ବୟଂ ସହାୟିକା ଗୋଷ୍ଠୀ(ଏସ୍ଏଚ୍ଜି)ର ସଦସ୍ୟାଙ୍କୁ ଦାୟିତ୍ୱ ଦେଇଛନ୍ତି ସରପଞ୍ଚ ସାହେଦା ତବସୁମ। ଏ ସବୁ ଏସ୍ଏଚ୍ଜିରେ ପ୍ରାୟ ୫୦୦ରୁ ଊର୍ଦ୍ଧ୍ୱ ମହିଳା ରହିଛନ୍ତି। ପ୍ରତି ଓ୍ବାର୍ଡର ସଫେଇ ପାଇଁ…
ପରଟା ଉପରେ ୧୮% ଜିଏସ୍ଟି କାଏମ
ନୂଆଦିଲ୍ଲୀ,୧୫।୧୦(ପି.ଟି.): ପ୍ୟାକେଜ୍ଡ ପରଟା ଉପରେ ୧୮ ପ୍ରତିଶତ ଜିଏସ୍ଟିକୁ ଗୁଜରାଟ ଆପିଲେଟ୍ ଅଥରିଟି ଫର୍ ଆଡଭାନ୍ସ ରୁଲିଂ (ଏଏଏଆର୍) କାଏମ୍ ରଖିଛନ୍ତି। ଅଟାରେ ପ୍ରସ୍ତୁତ ହେଲେ ମଧ୍ୟ ପ୍ୟାକ୍ ହୋଇଥିବା ପରଟାକୁ ଖାଇବା ପୂର୍ବରୁ ଗରମ କରିବାକୁ ପଡ଼ିଥାଏ। ପରଟା ପ୍ରସ୍ତୁତିରେ…
ଜଙ୍ଗଲ ପରିବେଶ ବିଭାଗ ବିଟ୍ହାଉସ ପାଖରେ ଆବର୍ଜନା ଗଦା
ପାରାଦୀପ,୧୫।୧୦(ସ୍ବ.ପ୍ର.): ପାରାଦୀପ ଷଣ୍ଢକୁଦ ଉପକଣ୍ଠ କଂସାରୀପାଟିଆ ନଦୀ ଓ ଅନତି ଦୂରରେ ଥିବା ସମୁଦ୍ର ମଧ୍ୟସ୍ଥଳ ଅଞ୍ଚଳ ହେଉଛି ସଂରକ୍ଷିତ ଜଙ୍ଗଲ। ସେହି ସ୍ଥାନରେ ଜଙ୍ଗଲ ପରିବେଶ ବିଭାଗର ଫରେଷ୍ଟ ବିଟ୍ହାଉସ ରହିଛି। ବିଟ୍ହାଉସ ପାଖରେ ଜଙ୍ଗଲୀ ଜୀବଜନ୍ତୁ ପାଣି ପିଇବା…
୧୨କିମି ରାସ୍ତା ନିର୍ମାଣ ପାଇଁ ବିତିଲାଣି ୩ବର୍ଷ
ବେଗୁନିଆ,୧୫ା୧୦(ଡି.ଏନ୍.ଏ.): ଯାତ୍ରୀଙ୍କ ସୁରକ୍ଷିତ ଗମନାଗମନ ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମନମାନି ଯୋଗୁଁ ରାସ୍ତା ନିର୍ମାଣରେ ବହୁ ଅନିୟମିତତା ହେଉଥିବା ନଜିର ରହିଛି। ସେହିପରି ରାସ୍ତାର ମାନ ନିର୍ଦ୍ଧାରଣ…
ଏସି ସଫାରିର ମଜା ନେବେ ପର୍ଯ୍ୟଟକ
ବାରଙ୍ଗ,୧୫।୧୦(ଡି.ଏନ୍.ଏ.): ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ସଫାରିକୁ ଟେଣ୍ଡରରେ ନେଇଥିବା ଠିକାଦାର ଶୁକ୍ରବାର ଏକ ଏସି ବସ୍ ଆଣି ପ୍ରଚଳନ କରିଛି। ପ୍ରଥମ କରି ସଫାରି ବୁଲିବାକୁ ଯାଉଥିବା ପର୍ଯ୍ୟଟକମାନେ ଏବେ ଏସି ବସ୍ରେ ବୁଲିବାର ମଜାନେଇପାରିବେ। ତେବେ ସାଧାରଣ ବସ୍ରେ ଯାତ୍ରା…
ଜ୍ଞାନବାପି ମସ୍ଜିଦ ମାମଲା: ଶିବଲିଙ୍ଗର କାର୍ବନ ଡେଟିଂ ଆବେଦନ ଖାରଜ
ବାରାଣସୀ,୧୫।୧୦(ପି.ଟି.): ଜ୍ଞାନବାପି ମସ୍ଜିଦ ପରିସରରେ ଥିବା ଶିବଲିଙ୍ଗର କାର୍ବନ ଡେଟିଂ କରିବା ଲାଗି ଆବେଦନକୁ ବାରାଣସୀର ଏକ ଅଦାଲତ ଶୁକ୍ରବାର ଖାରଜ କରିଦେଇଛନ୍ତି। ଫଳରେ ହିନ୍ଦୁ ପକ୍ଷଙ୍କୁ ବଡ଼ ଝଟକା ଲାଗିଛି। ମସ୍ଜିଦ ପରିସରରେ କେବେଠାରୁ ଶିବଲିଙ୍ଗ ସ୍ଥାପିତ ହୋଇଥିଲା ତାହା…
ଆରମ୍ଭ ହେଲା ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ
ଭୁବନେଶ୍ୱର,୧୫।୧୦(ବ୍ୟୁରୋ): ଇଣ୍ଡିଆନ ଡକ୍ୟୁମେଣ୍ଟାରି ଫିଲ୍ମ ଫେଷ୍ଟିଭାଲ ଅଫ୍ ଭୁବନେଶ୍ୱର (ଆଇଡିଏଫ୍ଏଫ୍ବି)ର ତୃତୀୟ ସଂସ୍କରଣ ଶୁକ୍ରବାର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ଆରମ୍ଭ ହୋଇଛି। ଫିଲ୍ମ ସୋସାଇଟି ଅଫ୍ ଭୁବନେଶ୍ୱର (ଏଫଏସ୍ବି) ପକ୍ଷରୁ ଆୟୋଜିତ ଏହି ୩ଦିନିଆ ଫେଷ୍ଟିଭାଲରେ ବିଭିନ୍ନ ସ୍ଥାନରୁ ସିନେପ୍ରେମୀ, ନିର୍ମାତାଙ୍କ…
ଜର୍ମାନୀର ସବୁଠାରୁ ବଡ ମସଜିଦରେ ପ୍ରଥମଥର ଲାଉଡ ସ୍ପିକରରେ ହେଲା ସାମୁହିକ ନମାଜ ପାଠ
ବର୍ଲିନ,୧୫ ।୧୦: ଜର୍ମାନୀର କୋଲୋନରେ ସବୁଠାରୁ ବଡ ମସଜିଦରେ ପ୍ରଥମଥର ଲାଉଡ ସ୍ପିକର ମାଧ୍ୟମରେ ନମାଜ ପଢିବାକୁ ଆସିଥିବା ଲୋକଙ୍କ ଚେହେରାରେ ଖୁସିର ଝଲକ ସ୍ପଷ୍ଟ ବାରି ହୋଇ ପଡିଛି । ପ୍ରଶାସନ ପକ୍ଷରୁ ଏଠାରେ ଲାଉଡ ସ୍ପିକରରେ ନମାଜ ପଢିବାର…
କଲେଜ ବସ୍ ଚାଳକଙ୍କୁ ହତ୍ୟା ପରେ ଜାଳିଦେଲେ
ଖୋର୍ଦ୍ଧା ଅଫିସ,୧୫ା୧୦: ଖୋର୍ଦ୍ଧା ଶିଳ୍ପାଞ୍ଚଳ ଫାଣ୍ଡି ଅନ୍ତର୍ଗତ ବରୁଣେଇସ୍ଥିତ ଏକ ଘରୋଇ କଲେଜରେ କାର୍ଯ୍ୟରତ ଜଣେ ଡ୍ରାଇଭରଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳି ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ନୟାଗଡ଼ ଜିଲା ଫତେଗଡ଼ ଥାନା ଶ୍ୟାମଘନପୁର ଅଞ୍ଚଳର ରାମକୃଷ୍ଣ…
ସତ୍ୟବିହାର-ମଞ୍ଚେଶ୍ୱର କେନାଲ ରାସ୍ତା ନିର୍ମାଣ ଖୁବ୍ଶୀଘ୍ର
ଭୁବନେଶ୍ୱର,୧୫।୧୦ (ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମର ୱାର୍ଡ ନଂ.୫ ଅନ୍ତର୍ଗତ ଜାତୀୟ ରାଜପଥ ୧୬ର ରିଲାଏନ୍ସ ଫ୍ରେସ୍ ନିକଟ ସତ୍ୟବିହାରରୁ ବାହାରି ମଞ୍ଚେଶ୍ୱର ଗାଁ ପର୍ଯ୍ୟନ୍ତ ଲମ୍ବିଥିବା କେନାଲ ରାସ୍ତା ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି। ଏହାର ସମାଧାନ ପାଇଁ ସାମ୍ବାଦିକ ତଥା…
ବିଦ୍ୟୁତ୍ ଫାଶରେ ଦନ୍ତା ମୃତ
କାମାକ୍ଷାନଗର, ୧୫ା୧୦(ଡି.ଏନ୍.ଏ.): ୨୦୧୮ ଅକ୍ଟୋବର ୨୭। ମା’ ଲକ୍ଷ୍ମୀଙ୍କ ପୂଜାରେ ସାରା ଢେଙ୍କାନାଳ ଜିଲା ଉତ୍ସବମୁଖର ହୋଇଉଠିଥିବାବେଳେ ଓଡ଼ାପଡ଼ା ବ୍ଲକ କମଳାଙ୍ଗରୁ ହାତୀକୁ ନେଇ ଆସିଥିଲା ଦୁଃଖଦ ଖବର। ଏକ ବେସରକାରୀ ନିର୍ମାଣକାରୀ ସଂସ୍ଥାକୁ ଟଣାଯାଇଥିବା ଉଚ୍ଚ କ୍ଷମତାସମ୍ପନ୍ନ ୧୧ କେଭି…
‘ଅର୍ଚ୍ଚନାଙ୍କ କଳା ସାମ୍ରାଜ୍ୟର ତଦନ୍ତ କରୁ ଇଡି’
କଟକ ଅଫିସ,୧୫ା୧୦: ବହୁଚର୍ଚ୍ଚିତ ବ୍ଲାକ୍ମେଲର ଅର୍ଚ୍ଚନା ନାଗ ମାମଲା ଏବେ ହାଇକୋର୍ଟରେ ପହଞ୍ଚତ୍ଛି। ପୋଲିସ ତଦନ୍ତ ଆଗେଇ ପାରୁ ନ ଥିବାରୁ ମାମଲାର ତଦନ୍ତ ଭାର କେନ୍ଦ୍ର ସରକାରଙ୍କ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେବାକୁ ପ୍ରାର୍ଥନା…
Archives


