Advertisement
Posted inଜାତୀୟ

ବଡ଼ ସଡ଼କ ଦୁର୍ଘଟଣା: ଆଖିବୁଜିଲେ ୫ ଯୁବକ

ଥିରୁଭାନନ୍ତପୁରମ,୨୩।୧: କେରଳର ଅମ୍ବାଲାପୁଜା ଜିଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଅମ୍ବାଲାପୁଜା ନିକଟ ଥିରୁଭାନନ୍ତପୁରମ ଆଡକୁ ଯାଉଥିବା ଏକ ଟ୍ରକ ସହିତ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଯୁବକଙ୍କର ମୃତ୍ୟୁ ଘଟିଛି। ଅମ୍ବାଲାପୁଜା ପୋଲିସ କହିଛି, ଟ୍ରକ ଓ କାର ମଧ୍ୟରେ ଟକ୍କର ପରେ ୪ଜଣ ଯୁବକ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିବା ବେଳେ ଡାକ୍ତରଖାନାରେ ଜଣଙ୍କର ମୃତ୍ୟୁ ଘଟିଛି। ପୋଲିସ କହିଛି ଯେ, ଏହି ସଡ଼କ ଦୁର୍ଘଟଣା ବିଳମ୍ବିତ ରାତିରେ ଜାତୀୟ ରାଜପଥରେ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବିମାନ ବନ୍ଦରରେ ଟଳିଲା ବଡ ଦୁର୍ଘଟଣା: ଇଣ୍ଡିଗୋ ବିମାନର ନୋଜ ଏରିଆରେ ଫସିଲା ଗାଡି

ନୂଆଦିଲ୍ଲୀ,୨ ।୮: ରାଜଧାନି ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟର ନ୍ୟାଶନାଲ ବିମାନ ବନ୍ଦରରେ ମଙ୍ଗଳବାର ଏକ ବଡ ଦୁର୍ଘଟଣା ଟଳି ଯାଇଛି । ବିମାନ ବନ୍ଦରର...

ସଙ୍ଗିନ ଅପରାଧୀଙ୍କୁ ମହାମାରୀ ଜାମିନ୍‌ ମନା, ଏଚ୍‌ପିସି…

ନୂଆଦିଲ୍ଲୀ,୧୩।୯: କରୋନା ମହାମାରୀ ଯୋଗୁ ଜେଲ୍‌ରେ ଅପରାଧୀଙ୍କ ଭିଡ଼ କମାଇବା ଲାଗି ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଜାରି କରିଥିଲେ। ତେବେ ଡକାୟତି, ଲୁଟ୍‌, ଟଙ୍କା ପାଇଁ ଅପହରଣ...

ଲକ୍‌ଡାଉନ ସମୟରେ କେତେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ହୋଇଛି ଜାଣି ନାହାନ୍ତି ସରକାର

ନୂଆଦିଲ୍ଲୀ,୧୪ ।୯: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନ ସୋମବାର ଆରମ୍ଭ ହୋଇଛି । ଏଥିରେ ବିରୋଧି ଲିଖିତ ଭାବେ ପ୍ରଶ୍ନ ପଚାରୁଛନ୍ତି । କରୋନା ସଙ୍କଟ ଓ...

ବିଦାୟ ଜେନେରାଲ…

ନୂଆଦିଲ୍ଲୀ,୧୦ ।୧୨: ପଞ୍ଚଭୂତରେ ବିଲିନ ହୋଇଛି ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନେରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା ରାୱତଙ୍କ...

ନ୍ୟାୟିକ ବ୍ୟବସ୍ଥାର ଭାରତୀୟକରଣ ଜରୁରୀ…

ହାଇଦ୍ରାବାଦ, ୨୭।୧୨: ଦେଶର ନ୍ୟାୟିକ ବ୍ୟବସ୍ଥାକୁ ଭାରତୀୟକରଣ କରିବାର ଆବଶ୍ୟକତା ରହିଛି। ହାଇଦ୍ରାବାଦରେ ଆୟୋଜିତ ଅଲ ଇଣ୍ଡିଆ ଆଡଭୋକେଟ କାଉନସିଲର ଷଷ୍ଠତମ ଜାତୀୟ ପରିଷଦ ବୈଠକରେ...

ଅଣାୟତ୍ତ ମୁହାଁ ମୃତ୍ୟୁ ସଂଖ୍ୟା, ଗୋଟିଏ ଦିନରେ ୯୫୯ ମୃତ…

ନୂଆଦିଲ୍ଲୀ, ୩୧।୧ : ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣରେ କମୁଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪...

ଏଣିକି ରେଷ୍ଟୁରାଣ୍ଟରେ ଖାଇବା ହେବ ଶସ୍ତା

ନୂଆଦିଲ୍ଲୀ,୨୩।୫: ରେଷ୍ଟୁରାଣ୍ଟରେ ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏକ ଖୁସି ଖବର। ଏଣିକି ରେଷ୍ଟୁରାଣ୍ଟ ଖାଇବା ପରେ ଆଉ ଦେବାକୁ ପଡ଼ିବନି ସର୍ଭିସ ଚାର୍ଜ।...

କରୋନା କଲା ରେକର୍ଡ: ୨୮ ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ, ୨୦।୮: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ପ୍ରତିଦିନ ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ଦେଶରେ କରୋନା...

Advertisement
Archives

Model This Week