Home Left

ପୋଡ଼ି ହୋଇ ମହିଳା ଗୁରୁତର

ସୋର, ୧୭।୧୦(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ବ୍ଲକ ମହୁମୁହାଣ ପଞ୍ଚାୟତ ଗୁଡିଖୁଳା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଗତ ରବିବାର ରାତିରେ ନିଆଁରେ ପୋଡ଼ି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ ସୋର ଡାକ୍ତରଖାନା ଓ ପରେ…

ସୂର୍ଯ୍ୟବଂଶୀଙ୍କ ଜୋରଦାର ପ୍ରଚାର

ଧାମନଗର,୧୭।୧୦(ସ୍ବ.ପ୍ର.): ଧାମନଗର ଉପନିର୍ବାଚନ ପାଇଁ ଭାଜପା ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ସୋମବାର ପୂର୍ବାହ୍ନରେ ଭାଜପା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ଧାମନଗର ନିର୍ବାଚନମଣ୍ଡଳୀ ଅଧୀନ ବମକୁରା ପଞ୍ଚାୟତର ବିଭିନ୍ନ ୱାର୍ଡରେ ଘର ଘର ବୁଲି ଭୋଟ୍‌ ଭିକ୍ଷା କରିଛନ୍ତି। ତାଙ୍କ ପିତା…

ନିର୍ମାଣ ସାମଗ୍ରୀ ଚୋରି ଅଭିଯୋଗରେ ବନ୍ଧା ହେଲେ ୪ ଅଭିଯୁକ୍ତ

ହିଞ୍ଜିଳିକାଟୁ,୧୭।୧୦(ଡି.ଏନ.ଏ.): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ମହୁଲପଲୀଠାରେ ଏକ ଡ୍ରେନ ନିର୍ମାଣ ନିମନ୍ତେ ଠିକାଦାରଙ୍କ ୩୦ ସ୍ଲଟର ପ୍ଲେଟ୍‌ ଚୋରି ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି। ସେମାନେ ହେଲେ ରତନପୁର ଗାଁର ଶରତ…

ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖସିଲେ ବଳାତ୍କାରୀ

ବ୍ରହ୍ମପୁର ଅଫିସ,୧୭।୧୦: ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି ଫାଷ୍ଟଟ୍ରାକ ପୋକ୍ସୋ ଜଜ୍‌ ଗଣେଶ୍ୱର ପତି ସୋମବାର ରାୟ ଶୁଣାଇଛନ୍ତି। ପ୍ରମାଣ ଅଭାବରୁ କୋର୍ଟ ଅଭିଯୁକ୍ତ ଜରଡ଼ା ଥାନା ଇଲାକାର ବିଜୁ ସାହୁ(୨୪)ଙ୍କୁ ନିର୍ଦ୍ଦୋଷ ସାବ୍ୟସ୍ତ କରିଛନ୍ତି। ଏନେଇ ମୁଦୁଲାଙ୍କ…

ନିଜକୁ ନିଜେ ବିବାହ କରିଥିବା କ୍ଷମା ବିନ୍ଦୁ ପାଳିଲେ ପ୍ରଥମ କରଓ୍ବାଚୌଥ,ଶେୟାର କଲେ ଫଟୋ

ଭଡୋଦରା,୧୭।୧୦: ନିଜକୁ ନିଜ ବିବାହ କରି ଚର୍ଚ୍ଚାରେ ଥିବା ଗୁଜୁରାଟର ଭଡୋଦରା କ୍ଷମା ବିନ୍ଦୁ ଏବେ ପୁଣି ଚର୍ଚ୍ଚାରେ। ନିଜ ସହିତ ନିଜର ବିବାହ କରିବାକୁ ସ୍ଥିର କରିବା ପରେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ ହୋଇଥିଲା। ନିକଟରେ ଦେଶରେ କରଓ୍ବାଚୌଥ…

ଭାଜପା ଫୋକସରେ ସୀମାନ୍ତବର୍ତ୍ତୀ ୪୬ ଆସନ

ନୂଆଦିଲ୍ଲୀ,୧୭।୧୦: ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇ ନ ଥିଲେ ମଧ୍ୟ କ୍ଷମତାରେ ଥିବା ଭାଜପା ଏଥର ତ୍ରିମୁଖୀ ଲଢ଼େଇର ସମ୍ମୁଖୀନ ହେବାକୁ ଯାଉଛି। ରାଜ୍ୟରେ ପ୍ରଥମ ଥର ନିର୍ବାଚନ ଲଢ଼ିବାକୁ ଯାଉଥିବା ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ଠାରୁ…

ଫ୍ୟାମିଲି କୋର୍ଟରେ ବର୍ଷା-ଅନୁଭବ

କଟକ ଅଫିସ,୧୭।୧୦: ଅଭିନେତା ତଥା ଏମ୍‌ପି ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ ମାମଲା ତୁଟିବାର ନାଁ ନେଉନାହିଁ। ସୋମବାର ଉଭୟ ପୁଣି ଥରେ କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଥିବା ବେଳେ ଆଜି ବି ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ…

ଦିବାଲୋକରେ କଳାକନା ବୁଲାଇଲେ ଦୁର୍ବୃତ୍ତ: ୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ସହ ୬୦ ହଜାର ଟଙ୍କା ଲୁଟ୍‌

ବେତନଟୀ,୧୭।୧୦(ସ୍ବ.ପ୍ର.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ଆଗ୍ରିଆ ପଞ୍ଚାୟତ ଡାଙ୍ଗିରିପୁରା ଗ୍ରାମରେ ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି। ଆଗ୍ରିଆ-ନଡ଼ପୁର ରାସ୍ତା ପାର୍ଶ୍ୱରେ ଥିବା ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘର ଝରକା ଗ୍ରିଲ ଭାଙ୍ଗି କେତେଜଣ ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର…

ବାଲିମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର, ରାଜସ୍ବ ନୀରିକ୍ଷକ ଆହତ

ଲୋଇସିଂହା,୧୭।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଆଗଲପୁରରେ ରବିବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ବାଲିମାଫିଆଙ୍କ ଆକ୍ରମଣରେ ଅତିରିକ୍ତ ତହସିଲଦାର ପ୍ରଭାକର ପଧାନ ଏବଂ ରାଜସ୍ବ ନୀରିକ୍ଷକ ସୁଶାନ୍ତ ପଟେଲ ଆହତ ହୋଇଛନ୍ତି । ଏପରିକି ଉଭୟ ଅଧିକାରୀଙ୍କୁ ଆକ୍ରମଣକାରୀ ୧…

ଧାମନଗର ଉପନିର୍ବାଚନ: ପ୍ରତିଦ୍ୱନ୍ଦିତା କରିବେ ୫ ପ୍ରାର୍ଥୀ

ଭଦ୍ରକ ଅଫିସ,୧୭।୧୦: ନଭେମ୍ବର ୩ରେ ଧାମନଗର ଉପନିର୍ବାଚନକୁ ନେଇ ରାଜନୀତି ଏବେ ସରଗରମ। ୬ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଯାଞ୍ଚ ବେଳେ ଜଣଙ୍କର ନାମାଙ୍କନ ବାତିଲ ହୋଇଥିବା ଜଣାପଡିଛି। ତେବେ ସୋମବାର ନାମାଙ୍କନ ପ୍ରତ୍ୟାହର ଥିବାବେଳେ କେହି ପ୍ରତ୍ୟାହର…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ: ଭୋଟ ଦେଲେନି ବିଧାୟକ ମୋକିମ

କଟକ ଅଫିସ,୧୭।୧୦: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ସୋମବାର ମତଦାନ ପ୍ରକ୍ରିୟା ଶେଷ ହୋଇଛି। ଇତି ମଧ୍ୟରେ କଂଗ୍ରେସର ପଦାଧିକାରୀ ନିଜ ମତ ସାବ୍ୟସ୍ତ କରିଥିବା ବେଳେ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଭୋଟ ଦେଇ ନ ଥିବା ଜଣାପଡିଛି। ଏହାକୁ…

କୋହଲି ଧରିଲେ ଏମିତି କ୍ୟାଚ୍‌, ଅଷ୍ଟ୍ରେଲିୟ ଖେଳାଳି ହୋଇଗଲେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ବ୍ରିସବେନ୍‌,୧୭।୧୦: ବ୍ରିସବେନ୍‌ର ଗାବାରେ ଖେଳାଯାଇଥିବା ଅଭ୍ୟାସ ମ୍ୟାଚ୍‌ରେ ଭାରତ ଅଷ୍ଟ୍ରେଲିଆକୁ ୬ ରନ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଭାରତ କେବଳ ଭଲ ବୋଲିଂ କରି ନ ଥିଲା, ବରଂ ଭଲ ଫିଲ୍ଡିଂ ସହ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ପାଭିଲିୟନକୁ ପଠାଇଥିଲା। ବିଶେଷକରି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri