ଭାରତ ଅପରେଟିଂ ସିଷ୍ଟମ୍ର ପରୀକ୍ଷଣ ସଫଳ: କେନ୍ଦ୍ରମନ୍ତ୍ରୀ
ଭୁବନେଶ୍ବର,୨୫ା୧(ବ୍ୟୁରୋ): ଆଇଆଇଟି ମାଡ୍ରାସ ଦ୍ୱାରା ବିକଶିତ ସ୍ବଦେଶୀ ମୋବାଇଲ ଅପରେଟିଂ ସିଷ୍ଟମ-‘ଭାରତ ଅପରେଟିଂ ସିଷ୍ଟମ’ର ପରୀକ୍ଷଣ ସଫଳ ହୋଇଛି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର ଆଇଆଇଟି ମାଡ୍ରାସ୍ର ସଫଳ ପ୍ରଚେଷ୍ଟାକୁ ପ୍ରଶଂସା କରି କହିଛନ୍ତି,…
ତଦନ୍ତ ରିପୋର୍ଟ ୮ ସପ୍ତାହରେ ଦେବାକୁ ନିର୍ଦ୍ଦେଶ
ପୁରୀ ଅଫିସ,୨୫ା୧: ମହିଳା କ୍ରିକେଟର ରାଜଶ୍ରୀ ସ୍ବାଇଁଙ୍କ ମୃତ୍ୟୁ ମାମଲାରେ ଗତ ୧୪ ତାରିଖରେ ଜାତୀୟ ମାନବ ଅଧିକାର କମିଶନ(ଏନ୍ଏଚ୍ଆର୍ସି)ଙ୍କ ଟିମ୍ ତଦନ୍ତ ଏବଂ ରାଜଶ୍ରୀଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଲଢ଼େଇ ପରିବାରର ଓଡ଼ିଶାର ରାଜ୍ୟ…
ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗାୟକ ସୁଖବିନ୍ଦର ସିଂ
ଭୁବନେଶ୍ୱର,୨୫ା୧(ବ୍ୟୁରୋ): ବଲିଉଡ୍ର ପ୍ରଚ୍ଛଦପଟ୍ଟ ଲୋକପ୍ରିୟ ଗାୟକ ସୁଖବିନ୍ଦର ସିଂ ମଙ୍ଗଳବାର ସନ୍ଧ୍ୟାରେ ନବୀନ ନିବାସଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ହକି ସଙ୍ଗୀତ ପାଇଁ ମୁଖ୍ୟମନ୍ତ୍ରୀ ସୁଖବିନ୍ଦରଙ୍କୁ ଧନ୍ୟବାଦ ଦେଇଛନ୍ତି। ଏହାର ଜବାବରେ ସୁଖବିନ୍ଦର କହିଛନ୍ତି,…
ମହିଳା ମାଓବାଦୀ, ତାଙ୍କ ସମର୍ଥକ ଗିରଫ
ନବରଙ୍ଗପୁର/ରାଇଘର, ୨୫।୧(ବି.ପ୍ର./ଡି.ଏନ୍.ଏ.): ନବରଙ୍ଗପୁର ପୋଲିସ ମେନପୁର ନୂଆପଡ଼ା ଡିଭିଜନର ଜଣେ ମହିଳା ମାଓବାଦୀ ଓ ତାଙ୍କ ସମର୍ଥକଙ୍କୁ ଗିରଫ କରିଛି। ଏନେଇ ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ସୂଚନା ଦେଇଛନ୍ତି। ଗିରଫ ମହିଳା ମାଓବାଦୀ…
ଓକିଲ ଧର୍ମଘଟ ରୋକିବାକୁ ଯୋଜନା କର
ନୂଆଦିଲ୍ଲୀ,୨୫ା୧: ଓଡ଼ିଶାର ବିଭିନ୍ନ ଭାଗରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଓକିଲଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟ ମଙ୍ଗଳବାର କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି। ଏହି ପ୍ରସଙ୍ଗରେ ରାଜ୍ୟ ବାର୍ ଆସୋସିଏଶନ୍ଗୁଡ଼ିକୁ ଧର୍ମଘଟରୁ କ୍ଷାନ୍ତ ରହିବା ପାଇଁ ବାର୍ କାଉନ୍ସିଲ ଅଫ୍…
ଓଡ଼ିଶାରେ ଦେଖାଦେଲା ଧୂମକେତୁ
ଭୁବନେଶ୍ୱର, ୨୫ା୧(ବ୍ୟୁରୋ): ରାଜ୍ୟର କେତେକ ସ୍ଥାନରେ ଧୂମକେତୁ ଦେଖାଗଲାଣି, ଯାହାର ନାମ ହେଉଛି ‘ସି/୨୦୨୨ ଇ-୩’। ଗତ ୨୧ରୁ ୨୩ ତାରିଖ ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ରାତି ଆକାଶରେ ଏହି ଧୂମକେତୁକୁ ସାଧାରଣ ଦୂରବୀକ୍ଷଣ ଓ ବାଇନାକୁଲାରରେ ଲୋକେ ଦେଖିଛନ୍ତି।…
ହାଇଦ୍ରାବାଦ ୟୁନିଭର୍ସିଟିରେ ପ୍ରଦର୍ଶିତ
ହାଇଦ୍ରାବାଦ/ଥିରୁଭାନନ୍ଥପୁରମ୍,୨୫।୧: ବ୍ରିଟେନ୍ ଜାତୀୟ ଗଣମାଧ୍ୟମ ବିବିସି ୨୦୦୨ ଗୁଜରାଟ ଦଙ୍ଗା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ପ୍ରକାଶ କରିଥିବା ବିବାଦୀୟ ଡକ୍ୟୁମେଣ୍ଟାରି ‘ଇଣ୍ଡିଆ: ଦି ମୋଦି କୋଶ୍ଚିନ’କୁ ହାଇଦ୍ରାବାଦ ୟୁନିଭର୍ସିଟି କ୍ୟାମ୍ପସ୍ରେ ପ୍ରଦର୍ଶନ କରାଯାଇଛି। ଶନିବାର ଉତ୍ତର କ୍ୟାମ୍ପସ୍ରେ ଥିବା…
୬ ମ୍ୟାଚ୍ରେ ୬ ଶତକ…ଏବେ ବିଶ୍ୱକପ୍ ଦୂର ନୁହେଁ !
ନୂଆଦିଲ୍ଲୀ,୨୪।୧: ଚଳିତ ବର୍ଷ ଶେଷ ଆଡ଼କୁ ଦିନିକିଆ ବିଶ୍ୱକପ୍ ଅନୁଷ୍ଠିତ ହେବ। ଏହାକୁ ନେଇ ଭାରତୀୟ ଟିମ୍ ପ୍ରସ୍ତୁତି ଆରମ୍ଭ କରିଛି। ୨୦୨୩ ପ୍ରଥମ ମାସରେ ଦଳ ଯେଉଁଭଳି ପ୍ରଦର୍ଶନ କରିଛି, ସେଥିରୁ ଦଳ ସଠିକ୍ ପ୍ରସ୍ତୁତି ଦିଗରେ କାମ କରୁଥିବା…
ଇତିହାସ ରଚିଲା ଆର୍ଆର୍ଆର୍! ଓସ୍କାର ଦୌଡ଼ରେ ‘ନାଟୁ ନାଟୁ’, ଖୁସିରେ ଝୁମିଲା ପୁରା ଟିମ୍…
ବମ୍ବେ: ଇତିହାସ ରଚିଛି ଏସ୍.ଏସ୍. ରାଜାମୌଲୀଙ୍କ ଫିଲ୍ମ ‘ଆର୍ଆର୍ଆର୍’। ୯୫ତମ ଓସ୍କାର ପୁରସ୍କାର ୨୦୨୩ ପାଇଁ ନାମାଙ୍କନ ଶେଷ ହୋଇଥିବା ବେଳେ ଫିଲ୍ମର ଗୀତ ‘ନାଟୁ ନାଟୁ’ ଏଥିରେ ସ୍ଥାନ ପାଇଛି। ଏହା ‘ବେଷ୍ଟ ଅରିଜିନାଲ ସଙ୍ଗ’ କାଟାଗୋରୀ ଲାଗି ମନୋନୀତ…
ରାଜାମୌଲୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଲେ ରାମ ଗୋପାଳ ବର୍ମା!
ବମ୍ବେ: ନିଜର ଫିଲ୍ମକୁ ନେଇ ବିଶ୍ୱସ୍ତରରେ ପ୍ରଶଂସାର ପାତ୍ର ହୋଇଛନ୍ତି ଏସ୍.ଏସ୍. ରାଜାମୌଲୀ। ବାହୁବଳୀ ଏବଂ ଆର୍ଆର୍ଆର୍ ଭଳି ଫିଲ୍ମ ତାଙ୍କ ଲୋକପ୍ରିୟତାକୁ ବହୁଗୁଣିତ କରିଛି। ଏହାକୁ ଦେଖି ଇର୍ଷା କରିବା ସହ ଧମକ ଦେଇଛନ୍ତି ନିର୍ଦ୍ଦେଶକ ରାମ ଗୋପାଳ ବର୍ମା।…
ଟୁଇଟର୍କୁ ପୁଣି ଫେରିଲେ କଙ୍ଗନା: ଆଗାମୀ ଫିଲ୍ମ ରିଲିଜ ଡେଟ୍ ନେଇ କଲେ ଘୋଷଣା
ବମ୍ବେ: ଟୁଇଟର୍କୁ ଫେରିଲେ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ। ସର୍ବଦା ନିଜର ବୟାନକୁ ନେଇ ବିବାଦକୁ ଆସୁଥିବା କଙ୍ଗନାଙ୍କ ଆକାଉଣ୍ଟ ପୁଣିଥରେ କାର୍ଯ୍ୟକ୍ଷମ ହୋଇଛି। ଫେରିବା ପରେ ସେ ନିଜର ବହୁ ପ୍ରତିକ୍ଷିତ ଫିଲ୍ମ ‘ଏମରଜେନ୍ସି’କୁ ନେଇ ବଡ଼ ଘୋଷଣା କରିଛନ୍ତି।…
୩ ବର୍ଷ ପରେ ଗର୍ଜିଲା ହିଟ୍ମ୍ୟାନ୍ଙ୍କ ବ୍ୟାଟ୍: ମାରିଲେ କ୍ୟାରିୟରର ୩୦ତମ ଶତକ
ଇନ୍ଦୋର,୨୪।୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏଠାରେ ଖେଳାଯାଉଥିବା ତୃତୀୟ ଦିନିକିଆ ମ୍ୟାଚ୍ରେ ଗର୍ଜିଛି ହିଟ୍ମ୍ୟାନ୍ ତଥା ଅଧିନାୟକ ରୋହିତ ଶର୍ମାଙ୍କ ବ୍ୟାଟ୍। ଦୀର୍ଘ ୩ ବର୍ଷର ବ୍ୟବଧାନ ପରେ ସେ ବିସ୍ଫୋରକ ଇନିଂସ ଖେଳି ନିଜ କ୍ୟାରିୟରର ୩୦ତମ ଦିନିକିଆ…

