ଅସୀମା ପଣ୍ଡାଙ୍କ ଫଟୋ ଉଠାଇବାକୁ ନେଇ ୨ ଗୋଷ୍ଠୀ ବାଡାବାଡି: ଥାନାରେ ଅଭିଯୋଗ ପରେ…
ଦାରିଙ୍ଗବାଡି, ୧୨/୧ (ଅରୁଣ ସାହୁ ): ମହୋତ୍ସବ ଦେଖିବାକୁ ଆସିଥିବା ଜଣେ ଯୁବକଙ୍କୁ ଅନ୍ୟ ୨ ଜଣ ଯୁବକ ପ୍ରବଳ ମାଡ଼ ମାରିବା ସହ ହତ୍ୟା ଧମକ ଦେଉଥିବା ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ ହୋଇଛି । ସେହିପରି ୨ ଯୁବକଙ୍କୁ…
ଗାଡି ଭିତରକୁ ଟାଣି ନେଲେ, ମଦ ପିଆଇ ଯୁବତୀଙ୍କୁ କଲେ ଗଣବଳାତ୍କାର, ସାହସିକତା ଦେଖାଇ ଅଭିଯୁକ୍ତ ଶୋଇଥିବାବେଳେ…
ନୂଆଦିଲ୍ଲୀ, ୧୨।୧: ବିହାରର ପୂର୍ଣ୍ଣିଆରେ ମାନବତାକୁ ଲଜ୍ଜିତ କରୁଥିବା ଏକ ଘଟଣା ସାମ୍ନାକୁ ଆସିଛି। ଛଅ ଜଣ ନୃଶଂସ ବ୍ୟକ୍ତି ଜଣେ ଯୁବତୀଙ୍କୁ ରାସ୍ତାରୁ ଅପହରଣ କରି ରାତିସାରା ଗଣବଳାତ୍କାର କରିଛନ୍ତି ଏବଂ ତାଙ୍କୁ ନର୍କ ଯନ୍ତ୍ରଣାରେ ଛାଡି ପଳାଇଯାଇଥିଲେ। ପୀଡିତା…
ସିମନବାଡି ମୁଖ୍ୟ ଛକରେ ଷଣ୍ଢ ଉପଦ୍ରବ, ଖାଦ୍ୟ ପାଇଁ ଲଢେଇ
ଦାରିଙ୍ଗବାଡି,୧୨।୧ (ଅରୁଣ ସାହୁ ): ଚରି ବୁଲି ଖାଉଥା ମୋର ହୋଇ ରହିଥା ଏଭଳି ଉକ୍ତିରେ ଏବେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଞ୍ଚଳରେ ବୁଲୁଛନ୍ତି ମାଳ ମାଳ ଷଣ୍ଢ, ବଳଦ, ବୁଲା କୁକୁର। ପ୍ରକାଶ ଯେ, ପ୍ରାଣୀସମ୍ପଦ…
ଜବରଦଖଲ ଉଚ୍ଛେଦ ବିଳମ୍ବ ଯୋଗୁ ଟ୍ରାଫିକ ସମସ୍ୟା ବୃଦ୍ଧି, ଯାତ୍ରୀ ହାଟହଟା: ତହସିଲଦାର କହିଲେ ୨-୩ ଦିନରେ…
ଦାରିଙ୍ଗବାଡି, ୧୧।୧ (ଅରୁଣ ସାହୁ ): ଦାରିଙ୍ଗବାଡିର ଚଳଚଞ୍ଚଳ ରାସ୍ତା ମଧ୍ୟରେ ଚାରିଛକ ଠାରୁ ବ୍ଲକ ରାସ୍ତା ଏବେ ଟ୍ରାଫିକ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଦୈନିକ ଉକ୍ତ ରାସ୍ତାରେ ଛୋଟ ବଡ଼ ଦୁର୍ଘଟଣା ଲାଗି ରହୁଛି । ପ୍ରକାଶ…
ଧାର ଟଙ୍କା ନ ଦେବାରୁ ହତ୍ୟା ମାମଲା ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
ବ୍ରହ୍ମପୁର,୧୨ା୧(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ୍ ଅଶାନ୍ତ କୁମାର ଦାସ ଏକ ହତ୍ୟା ମାମଲାର ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କରାଦଣ୍ଡାଦେଶ ଶୁଣାଇଛନ୍ତି। ସେ ହେଲେ ପାଟପୁର ଥାନା ଅନ୍ତର୍ଗତ ପାଟପୁର ବଳିପେଣ୍ଠ ସାହିର ପ୍ରଶାନ୍ତ କୁମାର ସ୍ବାଇଁ…
ପୁରୁଷ ହକି ଇଣ୍ଡିଆ ଲିଗ୍: ମାଗଣାରେ ମିଳିବ ଟିକେଟ୍
ଭୁବନେଶ୍ୱର,୧୨।୧(ଅନାଦି କର)- ଐତିହାସିକ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା ଚଳିତ ହକି ଇଣ୍ଡିଆ ଲିଗ୍ (ଏଚ୍ଆଇଏଲ୍)ର ମ୍ୟାଚ୍ଗୁଡ଼ିକ ଲାଗି ଟିକେଟ ମାଗଣାରେ ଉପଲବ୍ଧ ହେବ। ଏ ନେଇ ହକି ଇଣ୍ଡିଆ (ଏଚ୍ଆଇ) ପକ୍ଷରୁ ସୋମବାର ଘୋଷଣା କରାଯାଇଛି। ଆସନ୍ତା ଜାନୁଆରୀ ୨୬…
ଧନୁଯାତ୍ରା ମଞ୍ଚରେ ଚାଷୀଙ୍କୁ ଏମିତି କହିଥିଲେ ଉପମୁଖ୍ୟମନ୍ତ୍ରୀ: କ୍ଷମା ମାଗିବାକୁ କହିଲେ…
ବଲାଙ୍ଗୀର, ୧୨।୧ (ସୁନିଲ କୁମାର ମହାନ୍ତି): ଚାଷୀମାନେ ନଟଙ୍ଗି କରୁଛନ୍ତି ବୋଲି ବରଗଡ଼ ଧନୁଯାତ୍ରା ମଞ୍ଚରେ ଉପମୁଖ୍ୟମନ୍ତ୍ରୀ ତଥା କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଥିଲେ। ଯାହାକୁ ନେଇ ଏବେ ତାତିଛନ୍ତି ମିଳିତ କୃଷକ ମଞ୍ଚ। ସୋନପୁର ଲୋକ ଉତ୍ସବ ମଞ୍ଚରେ…
ଧାନକିଣାରେ ଅବ୍ୟବସ୍ଥା, ବଢୁଛି ଚାଷୀ ଅସନ୍ତୋଷ
ରୁପ୍ରାରୋଡ,୧୨ା୧(ସଞ୍ଜୀବ ଦାସ): କଳାହାଣ୍ଡି ଜିଲା ନର୍ଲା ବ୍ଲକରେ ଧାନ କିଣାରେ ଅବ୍ୟବସ୍ଥା ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏବେ ବି ବ୍ଲକର ବିଭିନ୍ନ ମଣ୍ଡିରେ ଶହ ଶହ କୁଇଣ୍ଟାଲ ଧାନ ପଡିରହିଛି। ଟୋକନ ପାଇଥିବା ସତ୍ତ୍ୱେ ଧାନ ଉଠୁ…
ଓଲଟିଲା ପୋଲ ବୋଝେଇ ଟ୍ରାକ୍ଟର: ଜଣେ ମୃତ, ୪ ଗୁରୁତର
କବିସୂର୍ଯ୍ୟନଗର,୧୨ା୧ କୃପାସିନ୍ଧୁ ସ୍ବାଇଁ): ଗଞ୍ଜାମ ଜିଲା କବିସୂର୍ଯ୍ୟନଗର ଥାନା ଆଠଗଡ଼ ପାଟଣା ନିକଟରେ ସୋମବାର ଏକ ଦୁର୍ଘଟଣା ଘଟିଛି। ରାସ୍ତାରେ ଏକ ଇଲେକ୍ଟ୍ରି ପୋଲ ବୋଝେଇ ଟ୍ରାକ୍ଟର ଓଲଟି ପଡିବାରୁ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଟିକରପଡ଼ା ଅଞ୍ଚଳର ଶିବ…
ବିଦ୍ୟାଳୟରେ ପଶି ଅଣଛାତ୍ରଙ୍କ ଆତଙ୍କରାଜ: ଆକ୍ରମଣରେ ଦୁଇ ଛାତ୍ର ଗୁରୁତର
ଗୋପାଳପୁର,୧୨।୧(ନବୀନରାଜ ଆଚାରୀ): ଗତ କିଛିମାସ ହେଲା ନାବାଳକମାନଙ୍କ ଆପରାଧୀକ କାର୍ଯ୍ୟକଳାପ ବଢ଼ିଚାଲିଛି। ସୋମବାର ମଧ୍ୟାହ୍ନରେ ରଙ୍ଗେଇଲୁଣ୍ଡା ବ୍ଲକ ଅଧୀନ ଫୁଲଟା ଗ୍ରାମସ୍ଥିତ ମା’ ନାରାୟଣୀ ଉଚ୍ଚ ବିଦ୍ୟାଳୟରେ ଅଣଛାତ୍ରମାନେ ପଶି ଆତଙ୍କରାଜ ସୃଷ୍ଟି କରିବାସହ ଦୁଇ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା…
ଅଧାରୁ କ୍ରିଜ୍ ଛାଡି ପଳାଇବାକୁ ରିଜୱାନଙ୍କୁ କହିଲା ଟିମ୍, ବିଗ୍ ବ୍ୟାଶ୍ ଲିଗ୍ରେ ପ୍ରଥମ ଘଟଣା
ନୂଆଦିଲ୍ଲୀ,୧୨।୧: ବିଗ୍ ବ୍ୟାଶ୍ ଲିଗ୍ରେ ସୋମବାର ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି। ମେଲବର୍ଣ୍ଣ ରେନେଗେଡ୍ସ ଏବଂ ସିଡନୀ ଥଣ୍ଡର ମଧ୍ୟରେ ଖେଳାଯାଉଥିବା ମ୍ୟାଚ୍ରେ ପାକିସ୍ତାନୀ ବ୍ୟାଟର ମହମ୍ମଦ ରିଜୱାନଙ୍କୁ ଲଜ୍ଜାର ସମ୍ମୁଖୀନ ହେବାକୁ ପଡିଛି। ରେନେଗେଡ୍ସ ପକ୍ଷରୁ ଖେଳୁଥିବା ରିଜୱାନଙ୍କୁ…
୧୩ରେ ନବରଙ୍ଗପୁରରେ ହେବ ୧୨ ଘଣ୍ଟିଆ ବନ୍ଦ ପାଳନ
ନବରଙ୍ଗପୁର,୧୨।୧ (ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାରେ ଧାନମଣ୍ଡିର ଅବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି ବିଜେଡି। ଜିଲା ବିଜେଡି ସଭାପତି ମନୋହର ରନ୍ଧାରୀ ଭାଜପା ସରକାରଙ୍କ ଚାଷ ମାରଣାନୀତିକୁ ଦଳ ବିରୋଧ କରୁଥିବା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ କେ.ବି.ସିଂହ ଦେଓଙ୍କ ଚାଷୀ ନାଟକ…
Archives


