ରାଷ୍ଟ୍ରପତି ଦେଖିବାକୁ କେମିତି: ଅଖିଳ ଗିରି
କୋଲକାତା/ନୂଆଦିଲ୍ଲୀ(ପି.ଟି.)/ ଭୁବନେଶ୍ୱର(ବ୍ୟୁରୋ) ୧୩।୧୧:ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦରେ ଫସିଛନ୍ତି ପଶ୍ଚିମବଙ୍ଗର ମନ୍ତ୍ରୀ ଅଖିଳ ଗିରି। ନନ୍ଦିଗ୍ରାମରେ ଶୁକ୍ରବାର ରାତିରେ ତୃଣମୂଳ କଂଗ୍ରେସ (ଟିଏମ୍ସି)ର ଏକ ସଭାକୁ ସମ୍ବୋଧନ କରି ଅଖିଳ କହିଥିଲେ, ସ୍ଥାନୀୟ ବିଧାୟକ ତାଙ୍କୁ…
ଏଲନ ମସ୍କଙ୍କ ଗୋଟିଏ ନିଷ୍ପତ୍ତି ପଡିଗଲା ମହଙ୍ଗା, ବୁଡିଗଲା କମ୍ପାନୀର ୧୨୨୩ ଅରବ ଟଙ୍କା
ୱାଶିଂଟନ,୧୩ ।୧୧: ବିଶ୍ୱର ସବୁଠାରୁ ବଡ ଉଦ୍ଦ୍ୟୋଗପତି ଏଲନ ମସ୍କ ଏବେ ପ୍ରାୟ ସବୁେବେଳ ରହୁଛନ୍ତି ଚର୍ଚ୍ଚାରେ । ତାଙ୍କର ଗୋଟିଏ ନିଷ୍ପତ୍ତି ଯୋଗୁ ଆମେରିକାର ଜଣାଶୁଣା ଫାର୍ମା କମ୍ପାନୀ ଏଲି ଲିଲିର ପ୍ରାୟ ୧୨୨୩ ଅରବ ଟଙ୍କା ବୁଡି ଯାଇଛି…
ପାଟପୁରରୁ ୬ ଅଷ୍ଟଧାତୁ ମୂର୍ତ୍ତି ଚୋରି
ଧର୍ମଶାଳା,୧୩।୧୧(ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ବଳଦେବଜୀଉ ମନ୍ଦିରରୁ ଚୋରି ହୋଇଛି। ଶୁକ୍ରବାର ରାତିରେ ଦୁର୍ବୃତ୍ତମାନେ ମନ୍ଦିର ଗେଟ୍ ତାଲା ଭାଙ୍ଗି ରାମକୃଷ୍ଣ, ମଦନମୋହନ, ରାଧା, ଲକ୍ଷ୍ମୀ ଓ ସରସ୍ବତୀ ଆଦି ୬ଟି ବିରଳ ଅଷ୍ଟଧାତୁ ମୂର୍ତ୍ତିକୁ…
ସ୍ୱେଚ୍ଛାକୃତ ଅବସର ନେଲେ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ରଣଦୀପ ଗୁଲେରିଆ, ବାକିଥିଲା ଆହୁରି ୫ ମାସ
ନୂଆଦିଲ୍ଲୀ,୧୩ ।୧୧: ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନସେସ(ଏମ୍ସ), ଦିଲ୍ଲୀର ପୂର୍ବତନ ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ ୫ ମାସ ପୂର୍ବରୁ ସ୍ୱେଚ୍ଛାକୃତ ଅବସର(ଭିଆରଏସ) ନେଇଛନ୍ତି । ସେ ପ୍ରାୟ ୩୦ ବର୍ଷଧରି ଏମ୍ସରେ ସେବା ଯୋଗାଇ ଆସିଥିଲେ ।…
ପୁଣି ଇତିହାସ ରଚିଲା ଟଶିଗଂଗ, ମାଇନସ ତାପମାତ୍ରାରେ ବି ଶହେ ପ୍ରତିଶତ ମତଦାନ
ଶିମଲା,୧୩ ।୧୧: ହିମାଚଳ ପ୍ରଦେଶ ବିଧାନସଭା ଲାଗି ଶନିବାର ନିର୍ବାଚନ ଶେଷ ହୋଇଛି । ଏଠାରେ ଥିବା ଲାହୋଲ ସ୍ପିଟି ଜିଲାର ଟଶିଗଂଗ ବୁଥ ପୁଣି ଇତିହାସ ରଚିଛି । ସମୁଦ୍ର ପତନଠାରୁ ପ୍ରାୟ ୧୫ ହଜାର ୨୫୬ ଫୁଟ ଉପରେ…
ଡଲାସରେ ଦୁଇଟି ପୁରୁଣା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ
ଡଲାସ,୧୩ ।୧୧: ଆମେରିକାର ଟେକ୍ସାସ ଅଞ୍ଚଳରେ ଦୁଇଟି ପୁରୁଣା ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣା ଟେକ୍ସାସର ଡଲାସ ସହରରେ ଏକ ଏୟାର ଶୋ’ ସମୟରେ ହୋଇଛି । ଏବେ ପର୍ଯ୍ୟନ୍ତ…
ଭାଜପାର ନିର୍ବାଚନୀ ଗାଡ଼ିକୁ ସହାୟତା କଲା କଂଗ୍ରେସ, ସୋସିଆଲ ମିଡିଆରେ ଭାଇରାଲ…
ଅହମଦାବାଦ,୧୨।୧୧ : ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଭିନ୍ନ ରାଜନୈତିକ ଦଳଙ୍କ ପକ୍ଷରୁ ପ୍ରଚାର କାର୍ଯ୍ୟ ଜୋରସୋରରେ ଜାରି ରହିଛି। ଏପରିସ୍ଥଳେ ଏବେ ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ବାଲିରେ ଫଶି ଯାଇଥିବା ଏକ ଭାଜପା…
ବିଜେଡି ସାଧାରଣ ସମ୍ପାଦକ ଭାବେ ନିଯୁକ୍ତ ହେଲେ ରାଜୁ ଘିବେଲା
ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଧାମନଗ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ରାଜ୍ୟ ରାଜନୀତି ସରଗରମ ରହିଛି। ଏହି ସିଟ୍ରେ ବାଜିମାତ କରିବା ଲାଗି ରାଜ୍ୟର ୩ ପ୍ରମୁଖ ଦଳ ନିଜର ରଣନୀତି ପ୍ରସ୍ତୁତ କରିଛନ୍ତି। ନିକଟରେ ବିଜେଡିରେ ମିଶିଥିବା ରାଜୁ ଘିବେଲାଙ୍କୁ ବିଜୁ ଜନତା…
ପାଣି ବିକୁଥିବା ଯୁବକ ଚଳାଇଛନ୍ତି କନଷ୍ଟେବଳ ପରୀକ୍ଷା ଲାଗି ପ୍ରସ୍ତୁତି
କଥାରେ ଅଛି ‘ଯେଉଁମାନେ ପରିଶ୍ରମ କରନ୍ତି ସେମାନେ ସଫଳ ନିଶ୍ଚୟ ହୁଅନ୍ତି’। ଅନେକ ବିଫଳ ହେବା ଭୟରେ ଚେଷ୍ଟା କରି ନ ଥାନ୍ତି। ହେଲେ ବହୁତ କମ୍ ଲୋକ ଏହାକୁ ନିଜ ଜୀବନରେ କାର୍ଯ୍ୟକାରୀ କରିଥାନ୍ତି। ସେଭଳି ଏକ ସୁନ୍ଦର ଚିତ୍ର…
ନର୍ଭସ ନୁହେଁ ଉତ୍ସାହିତ ଅଛି: ବାବର
ମେଲବୋର୍ନ,୧୨।୧୧: ପାକିସ୍ତାନୀ ଅଧିନାୟକ ବାବର ଆଜମ ଆଉ ଗୋଟିଏ ମ୍ୟାଚ୍ ପରେ ମହାନ କ୍ରିକେଟର ଇମରାନ ଖାଁଙ୍କ ଉପଲବ୍ଧିର ସମକକ୍ଷ ହେବେ। ହେଲେ ସେ ଏଥିପାଇଁ ନର୍ଭସ ହେବା ପରିବର୍ତ୍ତେ ଉତ୍ସାହିତ ଅଛନ୍ତି। କାରଣ ସେ ବିଶ୍ୱକପ୍ରେ ଗତ ୩ ମ୍ୟାଚ୍ରେ…
ଶାହାଙ୍କ ସହିତ ଧୋନୀଙ୍କ ଫଟୋ, ଭାଜପାରେ ଯୋଗଦେବା ନେଇ ଚର୍ଚ୍ଚା !…
ନୂଆଦିଲ୍ଲୀ,୧୨।୧୧ : ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କର ଭେଟ ହୋଇଛି। ଏହାପରେ ବିଭିନ୍ନ ପ୍ରକାରର ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଅମିତ ଶାହା ଏବଂ ଧୋନୀଙ୍କ ଏହି ଫଟୋ ଏବେ…
୬୫ ଟଙ୍କିଆ ପ୍ରିପେଡ୍ ପ୍ଲାନ୍ ଲଞ୍ଚ କଲା ଏୟାରଟେଲ
ନୂଆଦିଲ୍ଲୀ,୧୨।୧୧: ଭାରତୀ ଏୟାରଟେଲ ଏକ ନୂତନ ୪ଜି ଡାଟା ଭାଉଚର ଲଞ୍ଚ କରିଛି। ଏହି ଭାଉଚରର ମୂଲ୍ୟ ହେଉଛି ୬୫ ଟଙ୍କା। ନିକଟରେ ଏୟାରଟେଲ ମଧ୍ୟ ୧୯୯ ଟଙ୍କା ଯୋଜନା ଆରମ୍ଭ କରିଛି। ଏହି ଯୋଜନା ଅଧିକ ବୈଧତା ଚାହୁଁଥିବା ଗ୍ରାହକଙ୍କ…
Archives


