ଆସନ୍ତା ୧୦ ଯାଏ ନ୍ୟାୟିକ ହେପାଜତରେ ରହିବେ ସଞ୍ଜୟ ରାଉତ
ମୁମ୍ବାଇ: ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଶିବସେନା ନେତା ତଥା ରାଜ୍ୟ ସଭା ଏମ୍ପି ସଞ୍ଜୟ ରାଉତଙ୍କ ପାଇଁ ବଡିଲା ଅଡୁଆ। କୋର୍ଟ ସଞ୍ଜୟଙ୍କ ନ୍ୟାୟିକ ହେପାଜତ ଅବଧିକୁ ଅକ୍ଟୋବର ୧୦ ତାରିଖ ଯାଏ ବଢାଇ ଦେଇଛନ୍ତି। ତାଙ୍କ ଜାମିନ୍…
୫୦୦ ମିଟର ତଳକୁ ଖସିଲା ବସ୍: ୩୨ ମୃତ
ଡେରାଡୁନ,୫।୧୦: ଉତ୍ତରାଖଣ୍ଡର କୋଟଦ୍ୱାର ଜିଲାରେ ମର୍ମନ୍ତୁଦ ଦୁର୍ଘଟଣା। ମଙ୍ଗଳବାର ରାତିରେ ଏକ ଯାତ୍ରୀବାହୀ ବସ୍ ୫୦୦ ମିଟର ଗଭୀର ଘାଟରେ ଖସିପଡିଛି। ଏଥିରେ ୩୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ଜଣ ଆହତ ହୋଇଛନ୍ତି। ଖବରପାଇ ଏସ୍ଡିଆର୍ଏଫ୍ ଏବଂ ଏନ୍ଡିଆର୍ଏଫ୍ ଟିମ୍…
ଆଖିପିଛୁଳାକେ ଲୋକଙ୍କ ଉପରେ ଡେଇଁ ପଳାଇଲା ହରିଣ, ଭିଡିଓ ଦେଖିଲେ…
ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଯାହା ହସର ଖୋରାକ ଯୋଗାଉ ଥିବା ବେଳେ ଅନେକ ସମୟରେ ଭାବପ୍ରବଣ କରିଦିଏ। ବର୍ତ୍ତମାନ ଟୁଇଟରରେ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଏକ ହରିଣକୁ…
୨-୧ରେ ସିରିଜ୍ ହାତେଇଲା ଟିମ୍ ଇଣ୍ଡିଆ
ଇନ୍ଦୋର,୫।୧୦: ମଧ୍ୟପ୍ରଦେଶର ଇନ୍ଦୋର ହୋଲକର ଷ୍ଟାଡିୟମରେ ଖେଳାଯାଇଥିବା ସିରିଜ୍ର ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଭାରତକୁ ଦକ୍ଷିଣ ଆଫ୍ରିକା ୪୯ ରନ୍ରେ ପରାସ୍ତ କରିଛି। ଭାରତ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ଦକ୍ଷିଣ…
ଦଶହରାରେ ୫ଜି ଲଞ୍ଚ କରିବ ଜିଓ: ଏସବୁ ସହରର ବ୍ୟବହାରକାରୀଙ୍କୁ ସୁବିଧା, ଦେଉଛି ଓ୍ବେଲକମ୍ ଅଫର
ନୂଆଦିଲ୍ଲୀ,୪।୧୦: ଏୟାରଟେଲ ପରେ ଏବେ ୫ଜି ସେବା ନେଇ ଘୋଷଣା କରିଛି ଜିଓ। ଏହି ସେବା ଦଶହରାରେ ଦେଶରେ ଆରମ୍ଭ ହେବ। ପ୍ରାଥମିକ ପର୍ଯ୍ୟାୟରେ କମ୍ପାନୀ ୪ଟି ସହରରେ ସେବା ଯୋଗାଇ ଦେବ। ଦିଲ୍ଲୀ, ମୁମ୍ବାଇ, କୋଲକାତା ଓ ବାରାଣସୀର ଲୋକମାନେ…
ଟିମ୍ ଇଣ୍ଡିଆ ଚିନ୍ତା ବଢ଼ିଲା; ଯନ୍ତ୍ରଣା ଯୋଗୁ ବାଦ୍ ପଡ଼ିଲେ ଅର୍ଶଦୀପ
ଇନ୍ଦୋର,୪।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଶେଷ ଟି୨୦ ମ୍ୟାଚ୍ ମଙ୍ଗଳବାର ଖେଳାଯାଉଛି। ଏହି ମ୍ୟାଚ୍ ଲାଗି ଭାରତୀୟ ଟିମ୍ ତିନୋଟି ପରିବର୍ତ୍ତନ ସହ ଓହ୍ଲାଇଛି। ଟି୨୦ ବିଶ୍ୱକପ୍ ପୂର୍ବରୁ ଏହା ଦଳ ଲାଗି ଶେଷ ଟି୨୦ ମ୍ୟାଚ୍…
ଅନ୍ତିମ ଟି୨୦: ଭାରତକୁ ୨୨୮ ଟାର୍ଗେଟ ଦେଲା ଦକ୍ଷିଣ ଆଫ୍ରିକା
ଇନ୍ଦୋର,୪।୧୦: ଭାରତ ଏବଂ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜର ଶେଷ ଟି୨୦ ମ୍ୟାଚ୍ ମଙ୍ଗଳବାର ଖେଳାଯାଉଛି। ଏହି ମ୍ୟାଚ୍ ଲାଗି ଭାରତ ଦଳରେ ତିନୋଟି ପରିବର୍ତ୍ତନ କରିଛି। ବିରାଟ କୋହଲି ଏବଂ କେଏଲ୍ ରାହୁଲଙ୍କୁ ବିଶ୍ରାମ ଦିଆଯାଇଛି। ସେହିଭଳି ଅର୍ଶଦୀପ ସିଂହ…
ଶସ୍ତା ଲାପଟପ୍ ଲଞ୍ଚ କଲା ଜିଓ: ଜାଣନ୍ତୁ ଦାମ, ବୈଶିଷ୍ଟ୍ୟ…
ନୂଆଦିଲ୍ଲୀ,୪।୧୦: ଗ୍ରାହକଙ୍କ ପ୍ରତିକ୍ଷାର ଅନ୍ତ। ଜିଓ ପକ୍ଷରୁ ଏହାର ଲାପଟପ୍କୁ ଲଞ୍ଚ କରାଯାଇଛି। କମ୍ପାନୀ ଏହାକୁ ସୁଲଭ ମୂଲ୍ୟରେ ଲଞ୍ଚ କରିଛି। ଜେଇଏମ୍(ଗଭର୍ନମେଣ୍ଟ ଇ ମାର୍କେଟପ୍ଲେସ) ଓ୍ବେବ୍ସାଇଟ୍ରୁ ଏହି ଜିଓ ବୁକ୍କୁ କିଣିହେବ। ହେଲେ ଅନ୍ୟ କୌଣସି ଇ-କମର୍ସ ପ୍ଲାଟଫର୍ମରେ ଏହା…
ବିଳାସପୂର୍ଣ୍ଣ ଜୀବନ ଛାଡ଼ି ସନ୍ନାସିନୀ ହେଲେ ନୁପୁର: ପ୍ରଥମ ଥର ଭିକ୍ଷା ମାଗି ୨୧ ଟଙ୍କା ପାଇଲେ…
ବମ୍ବେ: ଚାକଚକ୍ୟ ଭରା ଗ୍ଲାମର ଦୁନିଆକୁ ବାଏବାଏ କରି ବାଛିଛନ୍ତି ସନ୍ନ୍ୟାସିନୀ ହେବାର ପଥ। ଏଥିଲାଗି ସେ ରାସ୍ତାରେ ଭିକ ମଧ୍ୟ ମାଗୁଛନ୍ତି। ଆମେ କହୁଛୁ ଅଭିନେତ୍ରୀ ନୁପୁର ଅଳଙ୍କାରଙ୍କ ବିଷୟରେ। ନିଜର ଇନଷ୍ଟାଗ୍ରାମରେ ଶେୟାର କରିଥିବା ଭିଡିଓରେ ସେ ଭିକ…
୩ ସ୍ଥାନରେ ଗୋଡ ଭାଙ୍ଗିଛି, ଖସିଯାଇଛି ଗୋଇଠି: ଫଟୋ ଶେୟାର କଲେ କ୍ରିକେଟର
ଲଣ୍ଡନ,୪।୧୦: ଇଂଲଣ୍ଡର ଷ୍ଟାର ଉଇକେଟକିପର ବ୍ୟାଟ୍ସମ୍ୟାନ୍ ଜନି ବେୟାରଷ୍ଟୋ ଗୁରୁତର ଭାବେ ଆହତ ହୋଇଛନ୍ତି। ଏହି କାରଣରୁ ସେ ଆଗାମୀ ଦିନରେ ହେବାକୁ ଥିବା ବିଶ୍ୱକପ୍ରୁ ବାଦ୍ ପଡ଼ିଛନ୍ତି। ତେବେ କ୍ରିକେଟରଙ୍କ ବାମଗୋଡର ୩ ସ୍ଥାନରେ ହାଡ ଭାଙ୍ଗିଛି। ତାଙ୍କର ଗୋଇଠିଟି…
କଳାହାଣ୍ଡିରେ ଅଘଟଣ: ସାନ ଭାଇଙ୍କ ସହଯୋଗରେ ବଡ଼ ଭାଇଙ୍କୁ ହତ୍ୟାକରି ପୋତିଦେଲେ ମଝିଆ ଭାଇ
ଭବାନୀପାଟଣା,୪।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ତିଲଯୋଡି ଗ୍ରାମରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିିଛି। ଚାଷ ଜମିରେ ପାଣି ମଡ଼ାଇବାକୁ କେନ୍ଦ୍ର କରି ବଡ଼ ଭାଇଙ୍କୁ ମଝିଆ ଭାଇ ହତ୍ୟା କରିଛନ୍ତି। ଏପରିକି ଏହି ହତ୍ୟାକାଣ୍ଡରେ ସାନଭାଇ…
ବୁମ୍ରାଙ୍କ ସ୍ଥାନ ନେବେ ଶାମି
ନୂଆଦିଲ୍ଲୀ,୪।୧୦: ଟି୨୦ ବିଶ୍ୱକପ୍ ପର୍ବରୁ ଟିମ୍ ଇଣ୍ଡିଆକୁ ବଡ ଝଟ୍କା ଲାଗିଛି। କାରଣ ଦଳର ପ୍ରମୁଖ ବୋଲରଙ୍କ ମଧ୍ୟରୁ ଅନ୍ୟତମ ଜସପ୍ରିତ ବୁମ୍ରା ପିଠିରେ ସମସ୍ୟା କାରଣରୁ ଦଳରୁ ବାଦ୍ ପଡ଼ିଛନ୍ତି। ତାଙ୍କୁ ଠିକ୍ ହେବାକୁ ପ୍ରାୟ ୬ ସପ୍ତାହ ସମୟ…
Archives


