ଲୋପପାଉଛି ପାରଳାର ବିଶ୍ୱପ୍ରସିଦ୍ଧ ଶିଙ୍ଗ କାମ
ପାରଳାଖେମୁଣ୍ଡି,୧୪ା୧୧(ଡି.ଏନ୍.ଏ.): ବିଶ୍ୱପ୍ରସିଦ୍ଧ ଶିଙ୍ଗ କାମ କହିଲେ ମନକୁ ଆସିଯାଉଥିଲା ଗଜପତି ଜିଲା ପାରଳାଖେମୁଣ୍ଡି ସହର। ସହରର ରାଜଦାଣ୍ଡ ସାହିରେ ମାଳ ମାଳ ଶିଙ୍ଗ ଦୋକାନ ସବୁ ଥିଲାବେଳେ ଏବେ ଏହି କାମରୁ ମୁହଁ ଫେରାଇ ନେଲେଣି କାରିଗର। ନା ଅଛି ସରକାରୀ…
ଟି-୨୦ ବିଶ୍ୱକପ୍ରେ କେଉଁ ଦଳକୁ ମିଳିଲା କେତେ ଟଙ୍କା, ଜାଣନ୍ତୁ
ମେଲବୋର୍ନ,୧୪।୧୧: ଟି-୨୦ ବିଶ୍ୱକପ ୨୦୨୨ର ଅନ୍ତିମ ମ୍ୟାଚ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ ଜିତିବା ପରେ ଟାଇଟଲ ଜିତିଥିବା ଇଂଲଣ୍ଡ ଦଳ ୧.୬ ମିଲିୟନ ଡଲାର୍ (ପ୍ରାୟ ୧୩.୦୫ କୋଟି ଟଙ୍କା) ପାଇଛି। ଏଥି ସହିତ ଫାଇନାଲରେ…
‘ଚାଷୀଙ୍କୁ ତୁରନ୍ତ କେନ୍ଦ୍ର ସରକାର ଟଙ୍କା ପ୍ରଦାନ କରନ୍ତୁ’
ଭୁବନେଶ୍ବର, ୧୪ା୧୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା (ପିଏମ୍ଏଫବିଓ୍ବାଇ)କୁ ନେଇ ଭାଜପାକୁ ଟାର୍ଗେଟ କରିଛି ବିଜେଡି। ଚାଷୀଙ୍କୁ ଫସଲବୀମା ତୁରନ୍ତ କେନ୍ଦ୍ର ସରକାର ପ୍ରଦାନ କରନ୍ତୁ ବୋଲି ଶାସକ ଦଳ ପକ୍ଷରୁ ଦାବି କରାଯାଇଛି। ବିଜେଡି ବିଧାୟକ ଦେବେଶ ଆଚାର୍ଯ୍ୟ କହିଛନ୍ତି,…
ଉଭେଇଯିବ ସର୍ବବୃହତ୍ ହିମବାହ
ଓ୍ବାଶିଂଟନ୍: ସାରା ବିଶ୍ୱରେ ତାପମାତ୍ରା ବୃଦ୍ଧି ଚିନ୍ତାର କାରଣ ପାଲଟିଛି। କ୍ରମବର୍ଦ୍ଧିଷ୍ଣୁ ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନଜନିତ ପ୍ରଭାବ କେବଳ ମଣିଷ, ଜୀବଜନ୍ତୁ ଓ ବୃକ୍ଷଲତାଙ୍କୁ ପ୍ରଭାବିତ କରିନାହିଁ ବରଂ ହିମାଳୟ ଓ ବିଶ୍ୱର ବୃହତ୍ ହିମବାହ ମଧ୍ୟ ଏହି ସଙ୍କଟ…
୨୦ଜଣଙ୍କୁ ଓଡ଼ିଶା କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ
ଭୁବନେଶ୍ୱର,୧୪।୧୧: ପ୍ରତି ବର୍ଷ ପରି ଚଳିତ ବର୍ଷ ମଧ୍ୟ ହିନ୍ଦୁସ୍ତାନ କରିଡର୍ ପକ୍ଷରୁ ଓଡ଼ିଶା କର୍ପୋରେଟ୍ ଏକ୍ସିଲେନ୍ସ ଆୱାର୍ଡ-୨୦୨୨ ପ୍ରଦାନ କରାଯାଇଛି। ବିଶେଷ କରି ଷ୍ଟାର୍ଟଅପ୍ କମ୍ପାନୀମାନଙ୍କୁ ଉତ୍ସାହିତ କରିବା ଏବଂ କର୍ପୋରେଟ୍ ସଂସ୍ଥା ଏବଂ ଶିଳ୍ପ ଅନୁଷ୍ଠାନଗୁଡ଼ିକର ଅବଦାନକୁ ସମ୍ମାନ…
ବଢୁଛି ଶୀର୍ଷ ବ୍ରାଣ୍ଡ୍ ପ୍ରତିଯୋଗିତା
ନୂଆଦିଲ୍ଲୀ,୧୪।୧୧: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେଶର ପ୍ରମୁଖ କମ୍ପାନୀଗୁଡିକର ବ୍ରାଣ୍ଡ୍ ଭାଲ୍ୟୁ ସୂଚୀ ପ୍ରକାଶ ପାଇଛି। ଏପରିକି ବର୍ଷକୁ ବର୍ଷ ଉଭୟ ଘରୋଇ ଏବଂ ସରକାରୀ ସଂସ୍ଥାଗୁଡିକ ମଧ୍ୟରେ ଶୀର୍ଷସ୍ଥାନ ପାଇଁ ପ୍ରତିଯୋଗିତା ଜାରି ରହିଛି ବୋଲି…
ପଦ୍ମପୁର ଉପନିର୍ବାଚନ: ଆଜି ଭାଜପାର ପ୍ରାର୍ଥିପତ୍ର ଦାଖଲ, ବିଜେଡିର ପ୍ରାର୍ଥିତ୍ୱକୁ ନେଇ ଅଙ୍କକଷା
ବରଗଡ଼ ଅଫିସ୍,୧୪।୧୧: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନ ନିର୍ବାଚନ ଯେତିକି ପାଖେଇ ଆସୁଛି, ଏହାକୁ ନେଇ ଦଳୀୟ ନେତା, କର୍ମୀଙ୍କଠାରୁ ମତଦାତାଙ୍କ ମଧ୍ୟରେ ସେଭଳି ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଭାଜପା, କଂଗ୍ରେସ ଇତିମଧ୍ୟରେ ଦଳୀୟ ପ୍ରାର୍ଥୀ ଘୋଷଣା କରିସାରିଥିବାବେଳେ ବିଜେଡ଼ି ପ୍ରାର୍ଥିତ୍ୱ…
ପତଞ୍ଜଳିର ୫ମେଡିସିନ କଟକଣା ମୁକ୍ତ
ନୂଆଦିଲ୍ଲୀ,୧୪।୧୧: ଦେଶର ପ୍ରମୁଖ ଆୟୁର୍ବେଦିକ ସଂସ୍ଥା ପତଞ୍ଜଳି ପକ୍ଷରୁ ପ୍ରସ୍ତୁତ ୫ ମେଡିସିନର ବିକ୍ରି ଉପରେ ଉତ୍ତରାଖଣ୍ଡ ସରକାର କଟକଣା (ବ୍ୟାନ୍) ଲଗାଇଥିଲେ। ଏପରିକି ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଏକ ଉଚ୍ଚସ୍ତରୀୟ ବିଶେଷଜ୍ଞ କିମିଟିର ପରାମର୍ଶ ପରେ ସରକାର ପତଞ୍ଜଳିର…
୨୦ରେ ଜୀ ସାର୍ଥକର ‘ଦିଲ୍ ମୋର ମାନେନା’
ଭୁବନେଶ୍ୱର,୧୪।୧୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଟିଭି ଚ୍ୟାନେଲ ଜି ସାର୍ଥକର ବହୁ ପ୍ରତୀକ୍ଷିତ ସୁପରହିଟ ଓଡ଼ିଆ ଚଳଚ୍ଚିତ୍ର ‘ଦିଲ୍ ମୋର ମାନେନା’ ଆସନ୍ତା ରବିବାର (ନଭେମ୍ବର-୨୦) ସା ୬ଟା ୩୦ରେ ଓ୍ବାର୍ଲଡ ଟେଲିଭିଜନ ପ୍ରିମିୟର ହେବାକୁ ଯାଉଛି। ବିଶେଷକରି ଓଲିଉଡ୍ର…
ବ୍ରୋଞ୍ଜ ସ୍ତମ୍ଭ, ଲେଜର ଟେକ୍ନୋଲୋଜିରେ ନେତାଜୀ
ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୀବନୀକୁ ନେଇ ରାଜ୍ୟ ସଂଗ୍ରହାଳୟରେ ଆରମ୍ଭ ହୋଇଛି ସ୍ବତନ୍ତ୍ର ସ୍ଥାୟୀ ପ୍ରଦର୍ଶନୀ। ୨୬ଟି ବ୍ରୋଞ୍ଜ ସ୍ତମ୍ଭରେ ଲେଜର ଟେକ୍ନୋଲୋଜି ଆଧାରରେ ନେତାଜୀଙ୍କ ବିଭିନ୍ନ ପ୍ରକାର ଫଟୋଚିତ୍ରକୁ ସମନ୍ବିତ କରାଯାଇ ଉପସ୍ଥାପିତ ହୋଇଛି। ଦୂରରୁ ଦେଖିଲେ…
ଟିଏସ୍ଏମ୍ଏଲ୍କୁ କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର
ଭୁବନେଶ୍ୱର,୧୪।୧୧: ଦେଶର ପ୍ରମୁଖ ଘରୋଇ ବାଣିଜି୍ୟକ ସଂସ୍ଥା (କମ୍ପାନୀ) ଟାଟା ଷ୍ଟିଲ୍ ମାଇନିଂ ଲିମିଟେଡ୍ (ଟିଏସ୍ଏମ୍ଏଲ୍)ର ଗୋପାଳପୁର ଓ ଆଠଗଡ଼ଠାରେ ଅବସ୍ଥିତ ଫେରୋ ଆଲଏଜ କାରଖାନାକୁ ନିକଟରେ ‘କଳିଙ୍ଗ ସୁରକ୍ଷା ଉତ୍କର୍ଷ ପୁରସ୍କାର’ ପ୍ରଦାନ କରାଯାଇଛି। ଏପରିକି ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ…
ଏଗନ୍ର ନୂତନ ଉତ୍ପାଦ
ନୂଆଦିଲ୍ଲୀ,୧୪।୧୧: ଦେଶର ପ୍ରମୁଖ ବୀମା କମ୍ପାନୀ ଏଗନ୍ ଲାଇଫ୍ ଇନ୍ସ୍ୟୁରାନ୍ସର ନୂତନ ଉତ୍ପାଦ ‘ଆଇ ଗ୍ୟାରେଣ୍ଟି ମାକ୍ସ ସେଭିଙ୍ଗ୍ସ ପ୍ଲାନ’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଏହା ହାଇ ରିଟର୍ନ ସହ ଲାଇଫ୍ କଭରର ୨ଗୁଣା ଲାଭ ପ୍ରଦାନ କରିଥାଏ।…
Archives


