ଭଦ୍ରକରେ ଭୋଲ୍‌ଟାସ୍‌ର ନୂଆ ଆଉଟ୍‌ଲେଟ୍‌

ଭଦ୍ରକ ଅଫିସ, ୨୨।୨: ଭଦ୍ରକ ସହର ନୂଆ ବଜାରସ୍ଥିତ ରାଜଘାଟ ପୋଲ ନିକଟରେ ପ୍ରଥମକରି ଭୋଲ୍‌ଟାସ୍‌ର ନୂଆ ଆଉଟ୍‌ଲେଟ୍‌ ମଙ୍ଗଳବାର ଉଦ୍‌ଘାଟିତ ହୋଇଯାଇଛି। ୪୫୦ ସ୍କୋୟାର ଫୁଟ୍‌ ବିଶିଷ୍ଟ ଏହି ଷ୍ଟୋର ରାଜ୍ୟରେ ୧୩ତମ। ଭୋଲ୍‌ଟାସ୍‌ର ଆଞ୍ଚଳିକ ମୁଖ୍ୟ ମାନସ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଏହି ଷ୍ଟୋରରେ ଗ୍ରାହକମାନଙ୍କ ପାଇଁ ଭୋଲ୍‌ଟାସ୍‌ ବ୍ରାଣ୍ଡର ରେଫ୍ରିଜରେଟର, ୱାଶିଂମେଶିନ, ଡିସ୍‌ ୱାସର୍ସ, ମାଇକ୍ରୋୱେଭ୍‌ ଓଭେନ, ଏୟାରକଣ୍ଡିଶନର, ଏୟାର କୁଲର, କମର୍ସିଆଲ ରେଫ୍ରିଜରେଟର, ୱାଟର କୁଲର ଆଦି ନିତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ ରହିଛି। ଏହାସହ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ଅଫର୍‌ ମଧ୍ୟ ରହିଥିବା ପ୍ରୋପ୍ରାଇଟର ସଞ୍ଜୟ ଡିଡିୱାନିୟା କହିଛନ୍ତି। ଏରିଆ ମ୍ୟାନେଜର (ସେଲ୍ସ) ଆଲୋକ ରଞ୍ଜନ ପରିଡ଼ା, ସର୍ଭିସ୍‌ ମ୍ୟାନେଜର କୌଶିକ୍‌ ସରକାର, ଏରିଆ ସର୍ଭିସ୍‌ ମ୍ୟାନେଜର ପ୍ରଶାନ୍ତ ମହାରଣା, ପ୍ରୋପ୍ରାଇଟର ଡିଡିୱାନିୟା ପ୍ରମୁଖ ଉଦ୍‌ଘାଟନ ବେଳେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୁଣାତ୍ମକ ସାମଗ୍ରୀ, ଲୋକ ସମ୍ପର୍କକୁ ଗୁରୁତ୍ୱ

ବର୍ତ୍ତମାନ ସମୟରେ ସୁନ୍ଦର ଘରଟିଏ କରିବା ପାଇଁ ସମସ୍ତଙ୍କ ମନରେ ଅନେକ ଆଶା ଓ ସ୍ବପ୍ନ ରହିଥାଏ। ହେଲେ ବାସସ୍ଥଳୀକୁ ସୁନ୍ଦର ଓ ମନଲାଖି କରିବା...

କେଲ୍‌ଭିନ୍‌ର ନୂତନ ଉତ୍ପାଦ ଉନ୍ମୋଚିତ

ଭୁବନେଶ୍ୱର,୨୦ା୧୦ : ଦେଶର ପ୍ରମୁଖ ପାଇପ କମ୍ପାନୀ ‘କେଲ୍‌ଭିନ୍‌’ର ନୂତନ ଉତ୍ପାଦ ଉନ୍ମୋଚନ ସାଙ୍ଗକୁ କମ୍ପାନୀର ଓଡ଼ିଶା ବିତରକ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ବୁଧବାର...

ବିଏମ୍‌ସିରେ ଅନ୍‌କୋସର୍ଜ-୨୨ ଲାଇଭ୍‌ କର୍ମଶାଳା

ଭୁବନେଶ୍ୱର,୨୯।୧୧: ଦେଶର ପ୍ରମୁଖ ଘରୋଇ ଚିକିତ୍ସାଳୟ ବାଲ୍‌କୋ ମେଡିକାଲ ସେଣ୍ଟର (ବିଏମ୍‌ସି) ଭାରତର ଏକ ଉନ୍ନତ କର୍କଟ ଚିକିତ୍ସାଳୟ ଭାବେ ସୁନାମ ଅର୍ଜନ କରିଛି। ଏପରିକି...

ଇଣ୍ଡିଗୋ ସର୍ଭର ଡାଉନ ଯୋଗୁ ଯାତ୍ରୀଙ୍କୁ ଅସୁବିଧା

ନୂଆଦିଲ୍ଲୀ,୫-୧୧: ସୋମବାର ପୂର୍ବାହ୍ନରେ ସାରା ଦେଶରେ ଇଣ୍ଡିଗୋର ସର୍ଭର ଡାଉନ ରହିବା ଯୋଗୁ ବିମାନ ଯାତ୍ରୀମାନେ ଅସୁବିଧା ସାମ୍ନା କରିଛନ୍ତି। କମ୍ପାନୀର ସବୁ ନେଟ୍‌ଓ୍ବର୍କରେ ପ୍ରାୟ...

ଇନୋଭିଟିର ନୂଆ ସ୍ବାଇପ ମେଶିନ

ଭୁବନେଶ୍ୱର,୨୩-୯: ଇନୋଭିଟି ବ୍ରାଣ୍ଡ ପକ୍ଷରୁ ନୂଆ ସ୍ବାଇପ ମେଶିନ ବଜାରକୁ ଆସିଛି। କମ୍ପାନୀର ଆଞ୍ଚଳିକ ବିକ୍ରି ପ୍ରବନ୍ଧକ ମାନସ ରଞ୍ଜନ ସାହୁ, ଆର୍‌ଜେସ୍‌ ଏଣ୍ଟରପ୍ରାଇଜେସର ସତ୍ତ୍ୱାଧିକାରୀ...

ଜି-୨୦ ସମିଟ୍‌: ନୂଆ ବିଶ୍ୱ ସୂଚକାଙ୍କ ପ୍ରସ୍ତାବ ଦେଲେ ମୋଦି

ନୂଆଦିଲ୍ଲୀ, ୨୨।୧୧: ସାଉଦି ଆରବ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫ତମ ଜି୨୦ ସମିଟ୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଯୋଗଦେଇଛନ୍ତି। ‘ସମସ୍ତଙ୍କ ପାଇଁ...

ବ୍ୟାଙ୍କ ଜମାର ବୀମା ସୁରକ୍ଷା ବଢିପାରେ

ନୂଆଦିଲ୍ଲୀ,୧୬-୧୧: ବ୍ୟାଙ୍କ ଜମା ଉପରେ ବର୍ତ୍ତମାନ ୧ ଲକ୍ଷ ଟଙ୍କାର ବୀମା ସୁରକ୍ଷା ରହିଥିବା ବେଳେ ଏହାକୁ ବଢାଇବାକୁ ସରକାର ଯୋଜନା କରୁଥିବା ଅର୍ଥମନ୍ତ୍ରୀ ନିର୍ମଳା...

ଡିସେମ୍ବର ୧୪ ମଧ୍ୟରାତ୍ରରୁ ବଦଳିଯିବ ଟଙ୍କା ନେଣଦେଶ ସମ୍ପର୍କିତ ଏସବୁ ନିୟମ, ଲାଭବାନ ହେବେ..

ମୁମ୍ବାଇ,୮।୧୨: କରୋନା କାଳରେ ଡିଜିଟାଲ ନେଣଦେଣ ପ୍ରକ୍ରିୟା ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ରିଅଲ ଟାଇମ୍‌ ଗ୍ରସ୍‌ ସେଟଲମେଣ୍ଟ(ଆର୍‌ଟିଜିଏସ୍‌) ସିଷ୍ଟମ୍‌...

Advertisement
Archives

Model This Week