Home Left

ହିନ୍ଦୁ ରୀତିନୀତିରେ କୁକୁରର ବିବାହ କଲେ ଦମ୍ପତି

ମଣିଷ ସହ ମଣିଷର ବିବାହକୁ ତ ଆପଣ ଦେଖିଥିବେ। ହେଲେ କେବେ ଦେଖିଛନ୍ତି କି ପଶୁ ସହ ପଶୁର ବିବାହ? ଆଜ୍ଞା ହିଁ ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ହରିୟାଣାର ଗୁରୁଗ୍ରାମରେ। ଏକ ଦମ୍ପତି ସେମାନଙ୍କ ସୁଇଟି ନାମକ ପୋଷା…

ଇଣ୍ଡୋନେସିଆ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪।୧୧: ଜି-୨୦ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଇଣ୍ଡୋନେସିଆର ବାଲି ଅଭିମୁଖେ ଯାତ୍ରା କରିଛନ୍ତି। ୧୪ ରୁ ୧୬ ନଭେମ୍ବର ମଧ୍ୟରେ ପ୍ରଧାନମନ୍ତ୍ରୀ ବାଲି ଗସ୍ତ କରିବେ। ଏଠାରେ ସେ ୧୫-୧୬ ନଭେମ୍ବରରେ ଜି-୨୦ ଶିଖର ସମ୍ମିଳନୀରେ…

ନାମାଙ୍କନ ପତ୍ର ଦାଖଲ କଲେ ଡିମ୍ପଲ

ଲକ୍ଷ୍ନୌ,୧୪।୧୧: ସମାଜବାଦୀ ପାର୍ଟିର ପ୍ରାର୍ଥୀ ଡିମ୍ପଲ ଯାଦବ ସୋମବାର ଉତ୍ତରପ୍ରଦେଶରେ ମୈନପୁରୀ ଉପନିର୍ବାଚନ ପାଇଁ ନାମାଙ୍କନପତ୍ର ଦାଖଲ କରିଥିଲେ। ଡିମ୍ପଲ ଯାଦବଙ୍କ ସହ ସ୍ବାମୀ ତଥା ଏସପି ମୁଖ୍ୟ ଅଖିଳେଶ ଯାଦବ ଉପସ୍ଥିତ ଥିଲେ। ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ଅଖିଳେଶ…

ଯୁବକଙ୍କୁ ଗୁଳିମାଡ଼

ଢେଙ୍କାନାଳ ଅଫିସ,୧୪ା୧୧: ଢେଙ୍କାନାଳ ଜିଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟାଷ୍ଟିଲ ମେରାମଣ୍ଡଳୀ ନିକଟସ୍ଥ ତାଳବାହାଳୀ ରାସ୍ତାକଡ଼ରେ ଯୁବକଙ୍କ ଉପରକୁ ଗୁଳିମାଡ଼ ହୋଇଛି। ଗୁଳିମାଡ଼ରେ  ରବି କୁମାର ଗୁରୁତର ହୋଇଛନ୍ତି।  ପରେ ତାଙ୍କୁ ଅନୁଗୋଳ ମେଡିକାଲରେ ଭର୍ତ୍ତି କରାଯାଇଛି। ରବି କୁମାର ଟାଟାଷ୍ଟିଲ…

ଏଏସ୍‌ଓ ପରୀକ୍ଷାଫଳ ବିଭ୍ରାଟ ମାମଲା : ୨୦୨୨ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ

କଟକ ଅଫିସ,୧୪।୧୧: ଏଏସ୍‌ଓ ପରୀକ୍ଷାଫଳ ବିଭ୍ରାଟ ମାମଲା। ୨୦୨୨ରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ । ୨୦୧୬ ପଲିସି ଅନୁସାରେ ରେଜଲ୍ଟ ପ୍ରକାଶ କରାଯିବା ସହ ସବୁ ପରୀକ୍ଷାର୍ଥୀଙ୍କ ମାର୍କ ମଧ୍ୟ ପ୍ରକାଶ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।…

ପୁଷ୍ଟିକର ଖାଦ୍ୟ, ପ୍ରାକ୍‌ ଶିକ୍ଷାରୁ ବଞ୍ଚତ୍ତ ଶିଶୁ

ନୂଆପଡ଼ା ଅଫିସ,୧୪।୧୧: ନୂଆପଡା ଜିଲା କୋମନା ବ୍ଲକ ଅନ୍ତର୍ଗତ ସିଲଭା ପଞ୍ଚାୟତ ପଟପରପାଲି ଗାଁର ମହୁଲପଡାବାସୀ ଦୀର୍ଘ ବର୍ଷ ପରେ ମଧ୍ୟ ମୌଳିକ ସୁବିଧାରୁ ବଞ୍ଚତ୍ତ ହୋଇଛନ୍ତି। ମହୁଲପଡାରେ ୮ ପରିବାରର ୫୦ରୁ ଊର୍ଦ୍ଧ୍ୱ ସଦସ୍ୟ ରହିଛନ୍ତି। ସେମାନଙ୍କ ସୁବିଧା କହିଲେ…

୪ ଗାଁକୁ ନାହିଁ ପକ୍କାରାସ୍ତା, ଲୋକେ ହଇରାଣ

ଅମରପାଲି,୧୪ା୧୧(ଡି.ଏନ.ଏ.): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ବହଳପଦର ପଞ୍ଚାୟତର ୪ ଗ୍ରାମକୁ ଏଯାଏ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସାମିଲ କରାଯାଇନାହିଁ। ଫଳରେ ଉକ୍ତ ୪ଗ୍ରାମର ଗୁଦଗୁଦା, ସରଧାପାଲି(ହୋତାପାଲି), ଫବସିପାଲି ଓ ଭାଲୁଡୁଙ୍ଗୁରୀ(କଲନିପଡା) ଗ୍ରାମର ଲୋକେ ଯିବା ଆସିବାରେ ଅସୁବିଧାର ସମ୍ମୁଖୀନ…

ମଧୁମେହ: କିଛି କଥା

ଡାଇବେଟିସ୍‌ ଅର୍ଥାତ୍‌ ମଧୁମେହ ରୋଗ ପ୍ରାୟତଃ ଖ୍ରୀଷ୍ଟପୂର୍ବ ୧୫୫୦ରୁ ଜଣାପଡିଥିବା ଅନୁମେୟ। ଯେଉଁଥିରେ କି ପରିସ୍ରାରେ ମିଠାଜାତୀୟ ପଦାର୍ଥ ଥିବାର ଦେଖାଯାଇଛି। ୧୬୭୦ରେ ପରିସ୍ରାରେ ଶର୍କରା ଅଂଶ ଥିବା ଏହି ରୋଗଗ୍ରସ୍ଥ ବ୍ୟକ୍ତିମାନଙ୍କଠାରେ ଜଣାପଡିଥିଲା। ୧୮୫୦ରେ ଏହା ଦୁଇ ପ୍ରକାର ଅର୍ଥାତ୍‌…

ପଦ୍ମପୁର ଉପନିର୍ବାଚନ: କମିଲା ଅବଧି, ୭ଟାରୁ ୪ଟା ଯାଏ ଭୋଟିଂ

ଭୁବନେଶ୍ୱର,୧୪।୧୧(ବ୍ୟୁରୋ): ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟସୀମାକୁ ହ୍ରାସ କରାଯାଇଛି। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏ ଚାଲିବ। ଶୀତଦିନ ଏବଂ ମାଓ ଅଞ୍ଚଳ ହୋଇଥିବାରୁ ଅବଧି କମାଯାଇଛି। ପଦ୍ମପୁରରେ ଉପନିର୍ବାଚନ ଡିସେମ୍ବର ୫ରେ…

ଡାଇବେଟିସ୍‌ ଲାଗି ଖାଦ୍ୟ

ଡାଇବେଟିସ୍‌ ଏକ ଅତି ଜଣାଶୁଣା ରୋଗ। ପୃଥିବୀର ମାନଚିତ୍ରରେ ଆମ ଦେଶ ଏବେ ଅନ୍ୟତମ ଡାଇମେଟିକ୍‌ ଦେଶ ଭାବରେ ଚିହ୍ନିତ। ଏହା ଗୋଟିଏ ନିଉଛଣା ରୋଗ। କାରଣ ଡାଇବେଟିସ୍‌ ହେଲେ ତା’ ପଛେ ପଛେ ଧାଡ଼ି ଲଗାଇଥାଆନ୍ତି ଆହୁରି ଅନେକ ରୋଗ।…

ଖୁବ୍‌ଶୀଘ୍ର ବାପା ହେବେ ବରୁଣ!

ଅଭିନେତା ବରୁଣ ଧାୱନ ଏବଂ କ୍ରିତି ସାନନଙ୍କ ଅଭିନୀତ କମେଡି ଫିଲ୍ମ ‘ଭେଡିଆ’ ନଭେମ୍ବର ୨୫ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଦୀର୍ଘ ଦିନ ଧରି ଫିଲ୍ମକୁ ନେଇ ଦର୍ଶକ ବହୁତ ଉତ୍ସାହିତ ଥିଲେ। ଏଥିସହିତ କ୍ରିତିଙ୍କ ସହ ବରୁଣ ତାଙ୍କ…

ବାବୁଶାନଙ୍କ ‘ଦମନ’ ଆଗରେ ଫିକା ପଡ଼ିଲା କେଜିଏଫ୍‌-ଆର୍‌ଆର୍‌ଆର୍‌-କାନ୍ତାରା

ଆଇଏମ୍‌ଡିବି ରେଟିଂରେ ବଡ ବଡ ବ୍ଲକବଷ୍ଟର ଫିଲ୍ମକୁ ପଛରେ ପକାଇଛି ଓଡ଼ିଆ ଫିଲ୍ମ ‘ଦମନ’। ବିଶାଳ ମୋର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ଦ୍ୱାରା ନିର୍ଦ୍ଦେଶିତ ତଥା ବାବୁଶାନ ଅଭିନୀତ ଏହି ଫିଲ୍ମ ନଭେମ୍ବର ୪ରେ ରିଲିଜ ହୋଇଛି। ଫିଲ୍ମକୁ ଦର୍ଶକେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri