ଲାଜେଇଲେ ସୁହାନା
ମୁମ୍ବାଇ: ବଲିଉଡ ମେଗା ଷ୍ଟାର ଶାହାରୁଖ ଖାଁଙ୍କ ଝିଅ ସୁହାନାଙ୍କର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ଫଟୋରେ ସୁହାନା ହାତରେ ଏକ ଫୁଲତୋଡା ଧରିଥିବା ଦେଖାଯାଇଛି । ଟ୍ୟୁଲିପ ଓ ଗୋଲାପରେ ସଜାଯାଇଥିବା…
ରୁଷିଆ ଗସ୍ତରେ ଚାଇନାର ଶୀର୍ଷ କୂଟନୀତିଜ୍ଞ
ହଂକଂ,୨୧।୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତାଙ୍କ ୟୁକ୍ରେନ ପ୍ରତିପକ୍ଷ ଭୋଲୋଡିମିର ଜେଲେନ୍ସ୍କିଙ୍କୁ ଭେଟିବା ଲାଗି ସୋମବାର କିଭ୍ରେ ପହଞ୍ଚତ୍ଥିବାବେଳେ ଚାଇନାର ଶୀର୍ଷ କୂଟନୀତିଜ୍ଞ ଓ୍ବାଙ୍ଗ ୟି ରୁଷିଆ ଗସ୍ତରେ ଯାଉଛନ୍ତି। ଚାଇନା ରାଷ୍ଟ୍ରପତି ଶି ଜିନ୍ପିଙ୍ଗଙ୍କ ମୁଖ୍ୟ ବୈଦେଶିକ ନୀତି…
ବାଲେଶ୍ୱରରେ ହେବ ୧୦୦ଶଯ୍ୟା ବିଶିଷ୍ଟ ଇଏସ୍ଆଇସି ହସ୍ପିଟାଲ
ନୂଆଦିଲ୍ଲୀ,୨୧।୨:ଉତ୍ତର ଓଡ଼ିଶାରେ ବସବାସ କରୁଥିବା ଶ୍ରମଜୀବୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ବାଲେଶ୍ୱରଠାରେ ଏକ ଅତ୍ୟାଧୁନିକ ୧୦୦ଶଯ୍ୟା ବିଶିଷ୍ଟ ଇଏସ୍ଆଇସି ହସ୍ପିଟାଲ ଖୁବଶୀଘ୍ର ନିର୍ମାଣ ହେବାକୁ ଯାଉଛି ବୋଲି କେନ୍ଦ୍ର ଶ୍ରମ ମନ୍ତ୍ରୀ…
ଆଇଏଏସ୍ଙ୍କ ଆପତ୍ତିଜନକ ଫଟୋ ଭାଇରାଲ କଲେ ମହିଳା ଆଇପିଏସ୍
ବେଙ୍ଗାଲୁରୁ, ୨୧।୨: କର୍ନାଟକରେ ଆଇପିଏସ୍, ଆଇଏଏସ୍ କଳି ଏବେ ରାଜ୍ୟ ରାଜନୀତିକୁ ସରଗରମ କରିଛି। ରବିବାର ଆଇପିଏସ୍ ଅଧିକାରୀ ଡି. ରୁପା ମୋଉଦଗିଲ ଆଇଏଏସ୍ ଅଫିସର ରୋହିଣୀ ସିନ୍ଧୁରିଙ୍କ ଆପତ୍ତିଜନକ ଫଟୋ ଫେସ୍ବୁକ୍ରେ ଅପ୍ଲୋଡ୍ କରିଥିଲେ। ରୋହିଣୀ ଏହି ଫଟୋକୁ ୨୦୨୧ରୁ…
ଶିଶୁଙ୍କ ଲାଗି ‘ଯାଦୁଇ ପିଟାରା’ ଉନ୍ମୋଚନ କଲେ ଧର୍ମେନ୍ଦ୍ର
ଭୁବନେଶ୍ବର, ୨୧ା୨(ବ୍ୟୁରୋ):ଶିଶୁଙ୍କୁ ଖେଳ, ଗୀତ ଓ କାହାଣୀ ଜରିଆରେ ପାଠ ପଢ଼ିବା ପାଇଁ ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ପ୍ରାରମ୍ଭିକ ପର୍ଯ୍ୟାୟରେ ଶିଖିବା ଓ ଶିଖାଇବାର ଉପକରଣ ୨ ପିଟାରାର ଉନ୍ମୋଚନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି। ଏହି ଅବସରରେ ଧର୍ମେନ୍ଦ୍ର…
ସଂସ୍କାରରୁ ଜଣାପଡ଼ିଥାଏ ଶିକ୍ଷା
ସାମାଜିକ କାର୍ଯ୍ୟକଳାପରେ ଜଡ଼ିତ ହୋଇ ରହୁଥିବା ଜଣେ ମେଧାବୀ ଛାତ୍ର ସମାଜ ପାଇଁ କିଛି କରିବା ଆଉ ଆଗାମୀ ପିଢ଼ି ତା’ର ସୁଫଳ ପାଇବେ ସେ ସମସ୍ତ ପରିକଳ୍ପନା ମଧ୍ୟରେ ପୁରୁଣା କାଳର ଗୁରୁକୁଳ ଶିକ୍ଷା ବିଂଶ ଶତାବ୍ଦୀରେ ଟାଇମ୍ସ ଗୁରୁକୁଳ…
୧୧ ଜଣଙ୍କୁ ମୃତ୍ୟୁଦଣ୍ଡ ଦାବିକଲେ ଗୁଜରାଟ ସରକାର
ନୂଆଦିଲ୍ଲୀ,୨୧।୨: ୨୦୦୨ ଗୋଧ୍ରା ଟ୍ରେନ୍ ପୋଡ଼ି ମାମଲା ବିରଳରୁ ବିରଳତମ ଅପରାଧ ହୋଇଥିବାରୁ ଦୋଷୀସାବ୍ୟସ୍ତ ୧୧ ଜଣଙ୍କୁ ମୃତ୍ୟୁଦଣ୍ଡ ଦେବା ଲାଗି ଗୁଜରାଟ ସରକାର ସୋମବାର ସୁପ୍ରିମକୋର୍ଟରେ ଦାବି କରିଛନ୍ତି। ଉକ୍ତ ଅପରାଧୀମାନଙ୍କ ମୃତ୍ୟୁଦଣ୍ଡକୁ ଗୁଜରାଟ ହାଇକୋର୍ଟ ଆଜୀବନ ଜେଲ୍ରେ ପରିବର୍ତ୍ତନ…
ଅନ୍ତେବାସୀ ଜାପାନିଜ୍ ଏନ୍ସେଫାଲାଇଟିସ୍ରେ ଆକ୍ରାନ୍ତ
ବାଲେଶ୍ୱର ଅଫିସ/ସୋର, ୨୧।୨(ଡି.ଏନ.ଏ.):ବାଲେଶ୍ୱର ଜିଲା ସୋର ପୌରାଞ୍ଚଳ ଅଧୀନ ଗାନ୍ଧୀ ସେବାସଂଘ ପୁରୁବାଈ କନ୍ୟାଶ୍ରମରେ ଅଜଣା ରୋଗ ବ୍ୟାପିବାର କାରଣ ସ୍ପଷ୍ଟ ହୋଇଛି। କନ୍ୟାଶ୍ରମର ୫ ଅନ୍ତେବାସୀ ଜାପାନିଜ୍ ଏନ୍ସେଫାଲାଇଟିସ୍(ମସ୍ତିଷ୍କ ସଂକ୍ରାମକ ରୋଗ)ରେ ଆକ୍ରାନ୍ତ ଥିବା ରକ୍ତ ନମୁନା ପରୀକ୍ଷା ରିପୋର୍ଟରୁ…
ଅଧ୍ୟାପକଙ୍କ ଯୁକ୍ତ୨, ଯୁକ୍ତ୩ ପରୀକ୍ଷା ବର୍ଜନ ଚେତାବନୀ
ଭୁବନେଶ୍ୱର, ୨୧।୨(ବ୍ୟୁରୋ):ସମାନ ଗ୍ରେଡ୍ ପେ’ ଆଧାରରେ ସମାନ ଦରମା ବୃଦ୍ଧି, ସମସ୍ତଙ୍କୁ ପେନସନ ଓ ଗ୍ରାଚ୍ୟୁଇଟି ପ୍ରଦାନ ଭଳି ୪ ଦଫା ଦାବି ନେଇ ସୋମବାର ପୁଣିଥରେ ମହାସମାବେଶ କରିଛନ୍ତି ଅଧ୍ୟାପକ ଓ କର୍ମଚାରୀ। ୬୬୨ ବର୍ଗ କଲେଜ ଅଧ୍ୟାପକ ଓ…
ଛତିଶଗଡ଼ କଂଗ୍ରେସ ନେତାଙ୍କ ଘରେ ଇଡି ଚଢ଼ାଉ
ନୂଆଦିଲ୍ଲୀ,୨୧।୨ : କୋଇଲା ଲେଭି ମନିଲଣ୍ଡରିଂ ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଛତିଶଗଡ଼ର କେତେଜଣ କଂଗ୍ରେସ ନେତାଙ୍କ ଘରେ ଚଢ଼ାଉ କରିଛି। ଛତିଶଗଡ଼ ରାଜଧାନୀ ରାୟପୁରରେ ଆସନ୍ତା ୨୪ରୁ କଂଗ୍ରେସର ୩ ଦିନିଆ ମହାସମ୍ମିଳନୀ ଅନୁଷ୍ଠିତ ହେବାକୁ…
ତୀର୍ଥଯାତ୍ରାରେ ଗଲେ ୯୭୦ ବରିଷ୍ଠ ନାଗରିକ
ବାଲେଶ୍ୱର ଅଫିସ, ୨୧।୨:‘ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା-୨୦୨୩’ ରେ ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ ଓ ଯାଜପୁର ଜିଲାରୁ ୯୭୦ ତୀର୍ଥଯାତ୍ରୀ ଓ ୩୦ ଏସ୍କର୍ଟ ଅଫିସରଙ୍କୁ ନେଇ ଏକ ସ୍ବତନ୍ତ୍ର ଟ୍ରେନ୍ ଋଷିକେଶ ଓ ହରିଦ୍ୱାର ତୀର୍ଥସ୍ଥଳୀ ଅଭିମୁଖେ ଯାତ୍ରା…
ଗୋପାଳଙ୍କୁ ଜେଲରେ ସୁରକ୍ଷା ଦେବା ନେଇ ମାମଲା
କଟକ ଅଫିସ,୨୧ା୨:ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସ ଓ ତାଙ୍କ ପରିବାରକୁ ସୁରକ୍ଷା ଯୋଗାଇଦେବା ନେଇ ସୋମବାର ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ମାମଲାକୁ ଶୁଣାଣି ପାଇଁ ଗ୍ରହଣ କରାଯାଇଥିବା ଆବେଦନକାରୀ ଆଇନଜୀବୀ…

