Home Left

ପନ୍ତଙ୍କୁ ଫ୍ଲାଇଂ କିସ୍‌ ଦେଲେ ଉର୍ବଶୀ! କିଛି ଏଭଳି ଢ଼ଙ୍ଗରେ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ,୪।୧୦: ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା। କ୍ରିକେଟର ଋଷଭ ପନ୍ତଙ୍କୁ ସେ ବେଶ ନିଆରା ଢଙ୍ଗରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ପନ୍ତଙ୍କ ୨୫ତମ ଜନ୍ମଦିନରେ ଉର୍ବଶୀ ନିଜର ସୋସିଆଲ ମିଡିଆରେ ବହୁତ ସୁନ୍ଦର ଭିଡିଓ ଶେୟାର କରିଛନ୍ତି। ଏଥିରେ…

ବ୍ରାଉନସୁଗାର ଜବତ: ୩ ଗିରଫ

ବେତନଟୀ,୪।୧୦(ସ୍ବ. ପ୍ର.): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅଧୀନ ୧୮ ନଂ. ଜାତୀୟ ରାଜପଥର କଳମା ଛକ ନିକଟରୁ ୩ ବ୍ରାଉନସୁଗାର ବେପାରୀଙ୍କୁ ଗିରଫ କରାଯାଇଛି। ସେମାନଙ୍କ ନିକଟରରୁ ୨୦ ହଜାର ଟଙ୍କାର ୧୧ ଗ୍ରାମ୍‌ ବ୍ରାଉନସୁଗାର ଜବତ ହୋଇଛି। ଏନେଇ…

‘ଗୁଡ ବାୟ’ର ଟିକେଟ ଦାମ ଶୁଣିଲେ ଆଶ୍ଚର୍ଯ୍ୟ ଲାଗିବ

ମୁମ୍ବାଇ: ରଶି୍ମକା ମନ୍ଧାନା ଓ ଅମିତାଭ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଗୁଡ ବାୟ’ ଅକ୍ଟୋବରରେ ରିଲିଜ୍ ହେବାକୁ ପୂରାପୂରି ପ୍ରସ୍ତୁତ ହୋଇଗଲାଣି । ଏବେ ଶୁଣିବାକୁ ମିଳିଛି କି ଫିଲ୍ମ ରିଲିଜର ଗୋଟିଏ ଦିନ ପୂର୍ବରୁ ଏହାର ଟିକେଟ ୧୫୦ ଟଙ୍କାରେ…

ବଜ୍ରପାତରେ ଚାଲିଗଲା ଚାଷୀଙ୍କ ଜୀବନ

ଖଇରା,୪।୧୦(ଡି.ଏନ୍‌.ଏ.): ବାଲେଶ୍ବର ଜିଲା ଖଇରା ବ୍ଲକ ନୟାଖଣ୍ଡି ଗ୍ରାମପଞ୍ଚାୟତ ଅଧୀନ କଅଁଳଖୁଣ୍ଟା ଗ୍ରାମର ଜଣେ ଚାଷୀଙ୍କର ବଜ୍ରପାତରେ ମୃତ୍ୟୁ ଘଟିଛି। ସେ ହେଲେ ବିବେକ କୁମାର ଖୁଣ୍ଟିଆ(୪୭) । ବିବେକ ମଙ୍ଗଳବାର ପୂର୍ବାହ୍ନରେ ଧାନଜମିରେ ଘାଇବାନ୍ଧିବାକୁ ଯାଇଥିବା ବେଳେ ବଜ୍ରପାତରେ ସଂଜ୍ଞାହୀନ…

ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କୁ ଅଶ୍ରୁଳ ବିଦାୟ

ବରଗଡ଼ ଅଫିସ/ପଦ୍ମପୁର,୪।୧୦: ବରଗଡ଼ ଜିଲା ପଦ୍ମପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ବିଜୟ ରଞ୍ଜନ ସିଂ ବରିହାଙ୍କୁ ମଙ୍ଗଳବାର ଅଶ୍ରୁଳ ବିଦାୟ ଦିଆଯାଇଛି । ଏକ ବିଶାଳ ଶୋଭାଯାତ୍ରାରେ ସ୍ବର୍ଗତ ବରିହାଙ୍କ ପାର୍ଥିବ ଶରୀରକୁ ରଜାଘାଟ ନିଆଯାଇଥିଲା। ଶୋଭାଯାତ୍ରାରେ ଅର୍ଥମନ୍ତ୍ରୀ ନିରଞ୍ଜନ…

ଝିଅକୁ ପୂଜା କଲେ ରାଜକୁନ୍ଦ୍ରା, ଲୋକେ କହିଲେ ୯ଶହ ମୂଷା ଖାଇ ବିଲେଇ ବାହାରିଛି ହଜ କରି

ମୁମ୍ବାଇ: ଏବେ ସାରା ଦେଶରେ ପାଳନ କରାଯାଉଛି ନବରାତ୍ର । ମଙ୍ଗଳବାର ହେଉଛି ଏହାର ଶେଷ ଦିନ । ଏଥର ୩ ଅକ୍ଟୋବରରେ ପଡିଥିଲା ଦୁର୍ଗାଷ୍ଟମୀ । ଏହିଦିନ କନ୍ୟା ପୂଜନର ବିଧି ରହିଛି । ଅନେକ ଲୋକ ଏହିଦିନ କନ୍ୟାମାନଙ୍କୁ…

  ରେଳଲାଇନ କଡ଼ରେ ଡେରାପକାଇଛନ୍ତି ହାତୀପଲ

କେନ୍ଦୁଝର,୪।୧୦(ସ୍ବ.ପ୍ର.): କେନ୍ଦୁଝର ସଦର ରେଞ୍ଜ ଅନ୍ତର୍ଗତ କଣ୍ଡରାପଶି ହାଟ ନିକଟ ରେଳଲାଇନ କଡ଼ରେ ସାତଟିକିଆ ହାତୀପଲ ଡେରା ପକାଇଛନ୍ତି। ହାତୀମାନଙ୍କ ଉପସ୍ଥିତିକୁ ନେଇ କଣ୍ଡରାପଶି, ନଇଗାଁର ଗ୍ରାମବାସୀ ଭୟଭୀତ ହୋଇପଡ଼ିଛନ୍ତି। ଅନ୍ୟପକ୍ଷରେ ରେଳଲାଇନ ନିକଟରେ ଥିବାରୁ ବନ ବିଭାଗ ହାତୀମାନଙ୍କ ସୁରକ୍ଷା…

ଜୁଆଖେଳ ଉପରେ ବୁଗୁଡ଼ା ପୋଲିସର ନଜର

ବୁଗୁଡ଼ା,୪୧୦(ଡି.ଏନ୍‌.ଏ.): ବୁଗୁଡ଼ା ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳ ଏବଂ ସହରାଞ୍ଚଳରେ ପରମ୍ପରା ନାଁରେ ଆରମ୍ଭ ହୋଇଗଲାଣି ତାସଖେଳ ଏବଂ ଜୁଆଖେଳର ଆସର। କେତେକ ସ୍ଥାନରେ ମଜା ମଜଲିସରେ ଲୋକେ ତାସ ଖେଳୁଥିବା ବେଳେ ଆଉ କେତେକ ଜୁଆଖେଳରେ ପ୍ରଚୁର ଟଙ୍କା ବାଜିରେ…

ଆଇପିୟୁ ପ୍ରାର୍ଥୀଭାବେ ମନୋନୀତ ହେଲେ ଅପରାଜିତା

ଭୁବନେଶ୍ୱର,୪।୧୦(ବ୍ୟୁରୋ): ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଢଙ୍ଗୀ ଆନ୍ତର୍ଜାତିକ ସ୍ତରରେ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନ(ଆଇପିୟୁ)ରେ ଭାରତର ପ୍ରାର୍ଥୀଭାବେ ମନୋନୀତ ହୋଇଛନ୍ତି। ଏନେଇ ଅପରାଜିତା ମଙ୍ଗଳବାର ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଟୁଇଟ୍‌ କରି ଲେଖିଛନ୍ତି, ୧୭୮ ଦେଶ ଆନ୍ତର୍ଜାତିକ ଇଣ୍ଟର ପାର୍ଲାମେଣ୍ଟାରି ୟୁନିୟନରେ…

ସଂଘବଦ୍ଧ ଆକ୍ରମଣରେ ବାପାଙ୍କୁ ମାରିଥିଲେ, ଏବେ ଟାର୍ଗେଟ୍‌ରେ ପୁଅ

ଜୟପୁର,୪।୧୦(ନି.ପ୍ର.) : ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି କୋରାପୁଟ ଜିଲା ଜୟପୁର ସଦର ଥାନା ଅନ୍ତର୍ଗତ କଳସହାଣ୍ଡି ଗାଁରେ। ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣଙ୍କ ହେଲେ ଶକ୍ତିରଞ୍ଜନ ପୂଜାରୀ। ଶକ୍ତିଙ୍କୁ ସଂଘବଦ୍ଧ ଭାବେ…

ଘରୋଇ ବିମାନ ପାଇଁ ଏୟାର ଇଣ୍ଡିଆ ଜାରି କଲା ନୂଆ ମେନୁ

ନୂଆଦିଲ୍ଲୀ,୪।୧୦: ବର୍ତ୍ତମାନ ଭାରତରେ ପର୍ବର ମାହୋଲ ରହିଛି। ଏହାକୁ ନେଇ ଟାଟାର ଏୟାରଲାଇନ୍ସ ଏୟାର ଇଣ୍ଡିଆ ମଧ୍ୟ ନିଜର ପ୍ରସ୍ତୁତି ଚଳାଇଛି। ଏୟାରଲାଇନ୍ସ ନିଜର ସମସ୍ତ ଘରୋଇ ବିମାନ ପାଇଁ ନୂତନ ଖାଦ୍ୟର ଏକ ତାଲିକା ପ୍ରକାଶ କରିଛି। ଏହି ନୂତନ…

ପ୍ରଶାନ୍ତଙ୍କୁ ଜେଡିୟୁର ଟାର୍ଗେଟ: ପାଣ୍ଠି ଆସୁଛି କେଉଁଠୁ

ପାଟନା,୪।୧୦: ନିର୍ବାଚନ ରଣନୀତିକାର ତଥା ଜେଡିୟୁର ପୂର୍ବତନ ରାଷ୍ଟ୍ରୀୟ ଉପସଭାପତି ପ୍ରଶାନ୍ତ କିଶୋର ଭାଜପା ପକ୍ଷରୁ କାମ କରୁଥିବା ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଦଳ ଅଭିଯୋଗ କରିଛି। ପ୍ରଶାନ୍ତଙ୍କ ବହୁପ୍ରଚାରିତ ‘ଜନ ସୁରାଜ’ ପଦଯାତ୍ରା ପାଇଁ ପାଣ୍ଠି ଆସୁଛି କେଉଁଠୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri