ଭୁଶୁଡ଼ିଲା ପଥର ଖଣି: ଖାଦାନରେ ଫସିଛନ୍ତି ଅନେକ ଶ୍ରମିକ
ଆଇଜଲ,୧୪।୧୧: ମିଜୋରାମର ନହଥିଆଲରେ ଥିବା ଏକ ପଥର ଖଣି ସୋମବାର ଭୁଶୁଡ଼ି ପଡିଛି। ଫଳରେ ସେଠାରେ କାମ କରୁଥିବା ଅନେକ ଶ୍ରମିକ ଫସି ରହିଥିବା ଆଶଙ୍କା କରାଯାଉଛି। ସୂଚନାନୁସାରେ, ନହଥିଆଲ ଜିଲାର ମାଦରାହଠାରେ ଥିବା ଏବିସିଆଇ ଇନ୍ଫ୍ରାଷ୍ଟ୍ରକଚର ପ୍ରାଇଭେଟ୍ ଲିମିଟେଡଠାରେ କାମ…
ଗାଧୋଇବା ବେଳେ ବୁଡ଼ିଗଲେ ବୃଦ୍ଧା
ବୁଗୁଡ଼ା,୧୪ା୧୧(ଡି.ଏନ୍.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ଥାନା ଅଧୀନ ଡେଙ୍ଗାପଦର ଗାଁ ପୋଖରୀରେ ବୁଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଡେଙ୍ଗାପଦର ଗ୍ରାମର ସରସ୍ବତୀ ପ୍ରଧାନ (୬୨)। ସୋମବାର ସରସ୍ବତୀ ଗାଁ ପୋଖରୀରେ ସ୍ନାନ କରୁଥିବା ବେଳେ ଅସାବଧାନତାବଶତଃ ପାଣିରେ…
ଭାରତରେ ପୁଣିଥରେ ଡାଉନଲୋଡ୍ କରିହେବ ଭିଏଲ୍ସି ମିଡିଆ ପ୍ଲେୟାର
ନୂଆଦିଲ୍ଲୀ,୧୪।୧୧: ନିକଟରେ ମଲ୍ଟିମିଡିଆ ପ୍ଲେୟାର ଭିଏଲ୍ସି ଉପରେ ଭାରତ ସରକାର ପ୍ରତିବନ୍ଧ ଲଗାଇଥିଲେ। ଏବେ ଏହି ଆଦେଶ ହଟିଛି। ଫଳରେ ବ୍ୟବହାରକାରୀମାନେ ଭାରତରେ ଏହାକୁ ଡାଉନଲୋଡ କରିପାରିବେ। ସୋମବାର ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ କମ୍ପାନୀ ଉପରୁ ପ୍ରତିବନ୍ଧକୁ ହଟାଇ ଦେଇଛି।…
‘ସଲାମ ଭେଙ୍କି’ ଟ୍ରେଲର: କାଜଲଙ୍କ ଅଭିନୟ କନ୍ଦାଇବ ଦର୍ଶକଙ୍କୁ
ମୁମ୍ବାଇ: କାଜଲଙ୍କ ଅଭିନୀତ ଫିଲ୍ମ ‘ସଲାମ ଭେଙ୍କି’କୁ ଦର୍ଶକେ ବହୁ ସମୟ ଧରି ଅପେକ୍ଷା କରି ରହିଛନ୍ତି । ସୋମବାର ଏହାର ଟ୍ରେଲର ରିଲିଜ ହୋଇଛି । ଟ୍ରେଲର ଦେଖି ଅନୁମାନ କରାଯାଉଛି କି ଏହା ପାରିବାରିକ ସମସ୍ୟା ସହ ଜଡିତ…
୨୧ରୁ ଅଙ୍ଗନଓ୍ବାଡ଼ିଙ୍କ କାର୍ଯ୍ୟବନ୍ଦ
ରେଢ଼ାଖୋଲ,୧୪ା୧୧(ଡି.ଏନ.ଏ.): ଭାରତୀୟ ମଜଦୁର୍ ସଂଘ ଦ୍ବାରା ପରିଚାଳିତ ଅଲ ଓଡ଼ିଶା ଅଙ୍ଗନଓ୍ବାଡି ଲେଡିଜ଼ ୱାର୍କର୍ସ ଆସୋସିଏଶନ ରେଢାଖୋଲ ଶାଖା ପକ୍ଷରୁ ସୋମବାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦ୍ୟେଶରେ ଉପଜିଲାପାଳ ପବିତ୍ର ବେହେରାଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଶାଖା ସଭାନେତ୍ରୀ ବିଜୟଲକ୍ଷ୍ମୀ ନନ୍ଦ, ସମ୍ପାଦକ…
ଅଷ୍ଟ୍ରେଲିୟ ମହିଳା କ୍ରିକେଟରଙ୍କ ସହ ସୂର୍ଯ୍ୟକୁମାର ଯାଦବଙ୍କ ଚାଲିଛି ଫ୍ଲର୍ଟିଂ !
ଓ୍ବେଲିଂଟନ,୧୪।୧୧: ଅଷ୍ଟ୍ରେଲିଆରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍ ୨୦୨୨ରେ ଭାରତୀୟ ଟିମ୍ର ପ୍ରଦର୍ଶନ ସେତେଟା ପ୍ରଭାବଶାଳୀ ନ ଥିଲା। ଏହାର ପରିଣାମସ୍ବରୂପ ଦଳ ସେମିଫାଇନାଲରେ ପରାଜିତ ହୋଇ ଟାଇଟଲ ଜିତିବା ସ୍ବପ୍ନ ପୂରଣ କରିପାରି ନ ଥିଲା। ସେଠାରୁ ଫେରିବା ପରେ ଦଳ…
ଦଶାହ କାର୍ଯ୍ୟରେ ଯୋଗ ଦେବାକୁ ଯାଉଥିଲେ: ବାଟରେ ଓଲଟିଲା ଅଟୋ
କୋକସରା,୧୪।୧୧(ଡି.ଏନ୍.ଏ.): କଳାହାଣ୍ଡି ଜିଲା କାଉଡୋଳା ଲଡୁଗାଁ-କୁସୁମଖୁଣ୍ଟି ରାସ୍ତାର ବୁଲାଣିରେ ସୋମବାର ଏକ ଅଟୋ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ୭ଜଣ ମହିଳା, ପୁରୁଷଙ୍କ ସହ ୨ ଶିଶୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାଡିଛି। ମିଳିଥିବା…
ଇଂଲଣ୍ଡର ବିଜୟକୁ ନେଇ ଟୁଇଟ୍ କରି ଫସିଲେ ଅଦ୍ନାନ: ପାକିସ୍ତାନ କ୍ରିକେଟ ପ୍ରଶଂସକଙ୍କ ଟ୍ରୋଲିଂ ପରେ ନେଲେ ଏହି ବଡ଼ ନିଷ୍ପତ୍ତି
ବମ୍ବେ: ବିଶ୍ୱକପ୍ ଫାଇନାଲରେ ଇଂଲଣ୍ଡର ବିଜୟକୁ ନେଇ ଏକ ଟୁଇଟ୍ କରି ଫସିଛନ୍ତି ଜଣାଶୁଣା ଗାୟକ ତଥା ମ୍ୟୁଜିକ୍ କମ୍ପୋଜର ଅଦନାନ ସାମି। ଏହାକୁ ନେଇ ତାଙ୍କୁ ପାକିସ୍ତାନୀ ପ୍ରଶଂସକ ପୁଣିଥରେ ଟାର୍ଗେଟ କରିବା ଆରମ୍ଭ କରିଛନ୍ତି। ଗାୟକ ଏହାକୁ ନେଇ…
ପିକ୍ନିକ୍ ଯାଉଥିବା ବେଳେ ଓଲଟିଲା ସ୍କୁଲ୍ ବସ୍
ଡେରାଡୁନ,୧୪।୧୧: ଉତ୍ତରଖଣ୍ଡ ସୀତାରଗଞ୍ଜ ଅଞ୍ଚଳରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସୋମବାର ସ୍କୁଲ୍ ପିଲାଙ୍କୁ ନେଇ ପିକ୍ନିକ୍ ଯାଉଥିବା ଏକ ବସ୍ ଭାରସାମ୍ୟ ହରାଇ ଓଲଟି ପଡିଛି। ଦୁର୍ଘଟଣାରେ ଜଣେ ଛାତ୍ର ଏବଂ ଜଣେ ଶିକ୍ଷକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ…
ହେରାଫେରି ୩ରେ ଅକ୍ଷୟଙ୍କ ସ୍ଥାନରେ ନଜର ଆସିବେ କାର୍ତ୍ତିକ ଆର୍ଯ୍ୟନ !
ମୁମ୍ବାଇ: ଫିଲ୍ମ ହେରାଫେରି ଆଜିବି ଦର୍ଶକଙ୍କ ମନରେ ଅଭୁଲା ହୋଇ ରହିଛି । ଏବେ ଏହାର ପାର୍ଟ ୩କୁ ନେଇ ଆଲୋଚନା ଜାରି ରହିଛି । କିଛିଦିନ ହେବ ଖବର ଆସୁଥିଲା କି ଫିଲ୍ମର ତୃତୀୟ ପାର୍ଟରେ ଅକ୍ଷୟ କୁମାରଙ୍କ ସ୍ଥାନରେ…
କ୍ରିକେଟର ଏହି ଫର୍ମାଟରୁ ସନ୍ୟାସ ନେବାର ସଙ୍କେତ ଦେଲେ ଓ୍ବାର୍ନର
ନୂଆଦିଲ୍ଲୀ,୧୪।୧୧: ଆସନ୍ତାବର୍ଷ ଟେଷ୍ଟ କ୍ରିକେଟରୁ ଅବସର ନେବାକୁ ସଙ୍କେତ ଦେଇଛନ୍ତି ଆକ୍ରମଣାତ୍ମକ ଅଷ୍ଟ୍ରେଲିୟ ଓପନର ଡେଭିଡ୍ ଓ୍ବାର୍ନର। ହେଲେ ସେ ସୀମିତ ଓଭର ଫର୍ମାଟରେ ଖେଳିବା ଜାରି ରଖିବାର ସମ୍ଭାବନା ରହିଛି। ଓ୍ବାର୍ନର ଏକ କାର୍ଯ୍ୟକ୍ରମରେ କହିଛନ୍ତି ଯେ, ବୋଧହୁଏ ଟେଷ୍ଟ…
ଏହି କୁନି ଝିଅ ଏବେ ବଲିଉଡର ସୁପରଷ୍ଟାର, ଚିହ୍ନିଲେ ଦେଖି କିଏ…
ବମ୍ବେ: ସୋସିଆଲ ମିଡିଆରେ ଭାଇରାଲ ହେଉଛି ବଲିଉଡ୍ର ଜଣେ ଆଗଧାଡ଼ିର ଅଭିନେତ୍ରୀଙ୍କ ପିଲାଦିନର ଫଟୋ। ଶିଶୁ ଦିବସ ଉପଲକ୍ଷେ ଅଭିନେତ୍ରୀଜଣଙ୍କ ଏହାକୁ ନିଜ ଆକାଉଣ୍ଟରୁ ଶେୟାର କରିଛନ୍ତି। ଏଥିସହ ତାଙ୍କୁ ଚିହ୍ନିବାକୁ ଚ୍ୟାଲେଞ୍ଜ ଦେଇଛନ୍ତି। ହେଲେ ଅନେକ ସେ କିଏ ଚିହ୍ନି…
Archives


