ଦୁନିଆର ସବୁଠୁ ଏକ୍ସପେନସିଭ୍ ସହର ମଧ୍ୟରୁ ଆଗରେ ନ୍ୟୁୟର୍କ, ସିଙ୍ଗାପୁର
ନ୍ୟୁୟର୍କ,୨।୧୨: ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ନ୍ୟୁୟର୍କ ଏବଂ ସିଙ୍ଗାପୁର ପରି ସହରଗୁଡିକୁ ଦେଖିବାକୁ ବର୍ଷସାରା ପର୍ଯ୍ୟଟକଙ୍କ ଭିଡ ଲାଗି ରହିଥାଏ। ୱାଲର୍ଡ ଓ୍ବାଇଡ କଷ୍ଟ୍ ଅଫ ଲିଭିଙ୍ଗ୍ ସର୍ଭେ ରିପୋର୍ଟ ଅନୁଯାୟୀ, ସିଙ୍ଗାପୁର ଏବଂ ନ୍ୟୁୟର୍କ ମିଳିତ ଭାବେ ଦାମୀ ସହରଗୁଡିକ ମଧ୍ୟରେ…
ଡାକ୍ତରଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା
ଅନୁଗୋଳ ଅଫିସ,୨ା୧୨: ଅନୁଗୋଳ ଜିଲା ତାଳଚେର ଥାନା ଅଞ୍ଚଳରେ ନାବାଳିକା ବଳାତ୍କାର ଘଟଣାରେ ଜେଲ୍ରେ ଥିବା ଡାକ୍ତର ପ୍ୟାରୀମୋହନ ପ୍ରଧାନ(୭୨)ଙ୍କର ମୃତ୍ୟୁ ହୋଇଛି। ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା…
ଇଡିରେ ହାଜର ହେଲେ ନୋରା
ମୁମ୍ବାଇ: ୨୦୦ କୋଟି ଠକେଇ ଟଙ୍କା ଏବଂ ସୁକେଶ ଚନ୍ଦ୍ରଶେଖର ମାମଲାରେ ନୋରା ଫତେହି ଦିଲ୍ଲୀର ଇଡି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମନି ଲଣ୍ଡରିଂ ମାମଲାରେ ଅଭିନେତ୍ରୀଙ୍କୁ ପୂର୍ବରୁ ଅନେକ ଥର ପଚରାଉଚରା କରାଯାଇଥିଲା। ତେବେ ଆଜି ପୁଣି ଥରେ ସେ ଇଡିରେ…
ମହିଳାଙ୍କ ଉପରେ ବିବାଦୀୟ ମନ୍ତବ୍ୟ: ଆଜମ ଖାନଙ୍କ ବିରୋଧରେ ମାମଲା ରୁଜୁ
ନୂଆଦିଲ୍ଲୀ,୨।୧୨: ରାମପୁର ଉପନିର୍ବାଚନୀ ସଭାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ଯାହାକୁ ନେଇ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ରାମପୁର ଡିଏସ୍ପି ଅନୁଜ କୁମାର ଚୌଧୁରୀ ଏହି ସୂଚନା ଦେଇଛନ୍ତି। ନଭେମ୍ବର ୨୯ରେ…
‘ମୋ ବଲ୍ରେ କୋହଲି ଛକା ମାରିଲେ ଦୁଃଖ ନାହିଁ, ପାଣ୍ଡ୍ୟା-କାର୍ତ୍ତିକ ମାରିଥିଲେ କଷ୍ଟ ପାଇଥାନ୍ତି’
ଇସଲାମାବାଦ,୨।୧୨: ୨୦୨୨ ଟି-୨୦ ବିଶ୍ୱକପ୍ରେ ଭାରତୀୟ ଦଳକୁ ସେମିଫାଇନାଲରେ ଇଂଲଣ୍ଡଠାରୁ ୧୦ ଉଇକେଟରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଏହି ମ୍ୟାଚରେ ପରାଜୟ ପରେ ଭାରତୀୟ ଦଳକୁ ଅନେକ ସମାଲୋଚନା କରାଯାଇଥିଲା, କିନ୍ତୁ ବିରାଟ କୋହଲିଙ୍କ ପାଇଁ ଏହି ବିଶ୍ୱକପ ଚମତ୍କାର…
କାଲିଫର୍ନିଆରୁ ଧରାପଡ଼ିଲେ ଗ୍ୟାଙ୍ଗଷ୍ଟାର ଗୋଲ୍ଡି ବ୍ରାର: ମୁସେଓ୍ବାଲାଙ୍କୁ ହତ୍ୟା ପରେ ହୋଇଥିଲେ ଫେରାର
କାଲିଫର୍ନିଆ/ଚଣ୍ଡିଗଡ଼,୨।୧୨: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଓ୍ବାଲାଙ୍କ ହତ୍ୟାର ମାଷ୍ଟରମାଇଣ୍ଡ ଗୋଲ୍ଡି ବ୍ରାରଙ୍କୁ ଆମେରିକାର କାଲିଫର୍ନିଆରୁ ହେପାଜତକୁ ନିଆଯାଇଛି। କିଛି ସମୟ ପୂର୍ବରୁ ତାଙ୍କ ବିରୋଧରେ ଇଣ୍ଟରପୋଲ ପକ୍ଷରୁ ଏକ ରେଡ୍ କର୍ନର ନୋଟିସ୍ ଜାରି କରାଯାଇଥିଲା। ଗୋଲ୍ଡି ବ୍ରାରଙ୍କ ବିରୋଧରେ ଭାରତରେ…
ଦିଲ୍ଲୀ ଏମସିଡି ନିର୍ବାଚନ ଉପରେ ଲାଗିବନି ରୋକ: ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୨।୧୨: ଦିଲ୍ଲୀ ଏମସିଡି ନିର୍ବାଚନ ଉପରେ ରୋକ ଲଗାଇବାକୁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କୋର୍ଟ କହିଛନ୍ତି, ସମୟ ଗଡିବା ସହିତ ଏହି ଆବେଦନ ଭିତ୍ତିହୀନ ହୋଇଛି। ତେଣୁ ଏହା ଉପରେ ରୋକ ଲଗାଯିବ ନାହିଁ। ନ୍ୟାଶ୍ନାଲ୍ ୟୁଥ୍ ପାର୍ଟି…
ସଲମାନଙ୍କୁ ପୁଣି ଟାର୍ଗେଟ କଲେ ଏକ୍ସ ଗର୍ଲଫ୍ରେଣ୍ଡ
ମୁମ୍ବାଇ: ସଲମାନଙ୍କୁ ପୁଣି ଥରେ ଟାର୍ଗେଟ କରିଛନ୍ତି ତାଙ୍କ ଏକ୍ସ ଗର୍ଲଫ୍ରେଣ୍ଡ। ଏହି କଥାକୁ ନେଇ ଅଭିନେତ୍ରୀ ସୋମି ଅଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସୋମି ସଲମାନଙ୍କ ସହ ପୁରୁଣା ଫଟୋ ଶେୟାର କରି ତାଙ୍କୁ ଟାର୍ଗେଟ କରିଛନ୍ତି। ସଲମାନ…
ଏସ୍ଡିଜେଏମ୍ଙ୍କ କୋର୍ଟରେ ପୁଣି ଅଘଟଣ: କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ
ବ୍ରହ୍ମପୁର ଅଫିସ,୨।୧୨: କୋର୍ଟ ପରିସର ଏବେ ଅସୁରକ୍ଷିତ ହୋଇପଡିଛି। ସପ୍ତାହ ମଧ୍ୟରେ କୋର୍ଟରେ ଦୁଇ ଦୁଇଟି ଅଘଟଣ ଘଟିଛି। ଶୁକ୍ରବାର ଜଣେ ମହିଳା କୋର୍ଟ ଭିତରକୁ ଯାଇ ଦେହରେ କିରୋସିନ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେଠାରେ ମୁତୟନ ଥିବା ପୋଲିସ…
ଦେଶରେ ୨୭୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ,୨।୧୨: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୭୫ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି। ନୂତନ ମାମଲା ଆସିବା…
ଆର୍ପିର ପ୍ରକୃତ ଅର୍ଥ ବୁଝାଇଲେ ଉର୍ବଶୀ
ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ଗତ କିଛି ମାସ ହେବ କ୍ରମାଗତ ଭାବେ ଟ୍ରୋଲ୍ର ଶିକାର ହେଉଛି। ତାଙ୍କ ନାମ କ୍ରିକେଟର ରିଷଭ ପନ୍ତଙ୍କ ସହ ଯୋଡା ଯାଉଛି। ଉର୍ବଶୀ ରିଷଭଙ୍କୁ ଡେଟିଂ ଗୁଜବକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚ୍ଚା…
ଜାନୁୟାରୀରେ ଚାଷୀଙ୍କ ଖାତାକୁ ଯିବ ୧୩ତମ କିସ୍ତି
ନୂଆଦିଲ୍ଲୀ,୨।୧୨: ବର୍ଷ ଆରମ୍ଭରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାଷୀଙ୍କୁ ନୂତନ ବର୍ଷର ଉପହାର ଦେବାକୁ ପ୍ରସ୍ତୁତ ହେଉଛନ୍ତି। ଜାନୁୟାରୀ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୧୩ତମ କିସ୍ତି ଚାଷୀଙ୍କ ଖାତାକୁ ଯିବ ବୋଲି ସୂଚନା ମିଳିଛି। ତେବେ ତାରିଖ ନେଇ…
Archives


